Posted inଫୁରସତ

ଗୋଲାପି ରଙ୍ଗ ପସନ୍ଦ ବୋଲି ୯୨ ହଜାର ଡଲାର ଖର୍ଚ୍ଚ କରି କଲେ ଏଭଳି, ଏବେ ସବୁ…

ବ୍ରାଜିଲର ବ୍ରୁନାଙ୍କୁ ବେଶ୍‌ ପସନ୍ଦ ପିଙ୍କ୍‌ ବା ଗୋଲାପୀ ରଙ୍ଗ। ତାଙ୍କୁ ଏହି ରଙ୍ଗ ଏତେ ପସନ୍ଦ ଯେ, ସେ ଏହାକୁ ନିଜ ଜୀବନର ଏକ ଅଂଶରେ ପରିଣତ କରିଦେଇଛନ୍ତି। ଅର୍ଥାତ୍‌ ଘରର ରଙ୍ଗଠାରୁ ଆରମ୍ଭ କରି ଆସବାବପତ୍ର, ବାସନକୁସନ, ପୋଷାକ ସବୁକିଛି ତାଙ୍କର ଗୋଲାପୀ ରଙ୍ଗର। ସେଥିପାଇଁ ତାଙ୍କ ପ୍ରକୃତ ନାମ ବ୍ରୁନା କାରୋଲେନା ପେରେସ୍‌ ହୋଇଥିଲେ ହେଁ ଅନେକେ ତାଙ୍କୁ ବ୍ରୁନା ବାର୍ବି ବୋଲି କହନ୍ତି। ଛୋଟ ବେଳରୁ ହିଁ ତାଙ୍କର ଗୋଲାପୀ ରଙ୍ଗ ପ୍ରତି ଦୁର୍ବଳତା ଆସିଥିଲା। ସବୁବେଳେ ଗୋଲାପୀ ରଙ୍ଗର ଡ୍ରେସ୍‌ ପିନ୍ଧୁଥିଲେ। ବ୍ରୁନା ନିଜ ଘରକୁ ଗୋଲାପୀ ରଙ୍ଗର ସ୍ବର୍ଗ କରିବା ଲାଗି ଖର୍ଚ୍ଚ କରିଛନ୍ତି ୯୨,୦୦୦ ଡଲାର। ଘରର ଇଣ୍ଟେରିୟର୍‌, ପୁଲ୍‌, ଘର ଚାରିକଡ଼ ବାଡ ସବୁକିଛି ଗୋଲାପୀ ରଙ୍ଗର। ୨୦୧୩ରୁ ବ୍ରୁନା ନିଜ ପିଙ୍କ୍‌ ଲାଇଫ୍‌ ଷ୍ଟାଇଲ୍‌ର ଫଟୋ ସୋସିଆଲ ମିଡିଆରେ ଶେୟାର୍‌ କରିବା ଆରମ୍ଭ କରିଥିଲେ। ଆଉ ଧୀରେ ଧୀରେ ତାଙ୍କର ଫଲୋୟର୍‌ ବଢ଼ି ଚାଲିଲେ। ଆଉ ସେ ପାଲଟିଗଲେ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର।


Enter your email to get our daily news in your inbox.

All Right Reserved By Dharitri.Com

ଏହି ମନ୍ଦିରରେ ଦୀପରୁ ବହେ କେଶର ଠୋପା…

ଭାରତ ହେଉଛି ମନ୍ଦିରର ଦେଶ। ଏଠାରେ ଥିବା ମନ୍ଦିରରେ ଅନେକ ଅଲୌକିକ ଘଟଣା ଘଟିଥାଏ। ଯାହାର ରହସ୍ୟର ସମାଧାନ କରିବାକୁ ଆଧୁନିକ ବିଜ୍ଞାନ ମଧ୍ୟ ସକ୍ଷମ...

ଫୋନ୍‌ ରଖି ଶୋଇପଡ଼ିଥିଲେ ଛାତ୍ର, ମାଙ୍କଡ଼ ନେଇ କଲା ଏମିତି; ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମାଲେସିଆର ଜଣେ ଛାତ୍ରଙ୍କ ଫୋନ୍‌ ହଜି ଯାଇଥିଲା। ଯଦିଓ ଫୋନ୍‌ଟି ମିଳିଥିଲା ତେବେ ଫୋନ୍‌ଟିକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଏଥିରେ ମାଙ୍କଡ଼ର ବହୁତ...

ଗୋଟିଏ ମିନିଟ୍‌ ମଧ୍ୟରେ ସ୍ତ୍ରୀଙ୍କୁ ଛାଡପତ୍ର ଦେଲେ ୩ ଭାଇ

ଅଲଜିୟର୍‌ସ,୨୧।୨: ଆଲଜେରିଆରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ପରିବାରର ୩ ଭାଇ ଗୋଟିଏ ମିନିଟ୍‌ ମଧ୍ୟରେ ନିଜ ନିଜ ସ୍ତ୍ରୀଙ୍କୁ ଛାଡପତ୍ର ଦେଇଛନ୍ତି।...

ପ୍ଲାଷ୍ଟିକମୁକ୍ତ ହେବ ଏଭରେଷ୍ଟ୍‌

କାଠମାଣ୍ଡୁ: ଏଭରେଷ୍ଟ୍‌ରେ ପ୍ଲାଷ୍ଟିକ ପ୍ରଦୂଷଣ ବୃଦ୍ଧି ପାଉଥିବାରୁ ଏହାକୁ ୨୦୨୦ ସୁଦ୍ଧା ପ୍ଲାଷ୍ଟିକମୁକ୍ତ କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିଛି ଖୁମ୍ବୁ ପାସଙ୍ଗଲାମୁୁ ରୁରାଲ୍‌...

ଅଟୋ ରାଣୀ: ପରିବାରର ଆର୍ଥିକ ସ୍ଥିତି ସୁଧାରିବା ପାଇଁ ଅଣ୍ଟା ଭିଡିଥିବା ସେଭଳି କିଛି ମହିଳାଙ୍କ ସମ୍ପର୍କରେ

ଆଜିର ଯୁଗରେ ମହିଳାମାନଙ୍କ ପକ୍ଷେ ବିଭିନ୍ନ ମୋଟରଯାନ ଚଳାଇବା କିଛି ଅସମ୍ଭବ ନୁହେଁ । ମାତ୍ର ସମାଜରେ ଏମିତି ଅନେକ ମହିଳା ଅଛନ୍ତି, ଯେଉଁମାନେ କି...

ଦେଶରେ ମିଜୋରାମ ଲୋକ ସବୁଠାରୁ ଖୁସିରେ ରୁହନ୍ତି

ନୂଆଦିଲ୍ଲୀ,୨୧ ।୯: ଦେଶରେ ପ୍ରଥମଥର କରାଯାଇଥିବା ହାପିନେସ୍ ସର୍ଭେରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚକୁ ସାମିଲ କରାଯାଇ ର‌୍ୟାଙ୍କିଙ୍ଗ ଦିଆଯାଇଥିଲା । ଏହାପରେ ମିଜୋରାମ,...

ହୋଲିରେ ବୁଲାବୁଲି

ପାହାଡ଼, ଝରଣା, ଘାଟି ହେଉକି ବେଳାଭୂମି ଅଥବା ଅଭୟାରଣ୍ୟର ଅପୂର୍ବ ପ୍ରାକୃତିକ ଦୃଶ୍ୟ ତ ଅନେକ ଦେଖିଥିବେ। କିନ୍ତୁ ହୋଲି ଅବସରରେ ଏମିତି କିଛି ଜାଗାକୁ...

ବାସୋପଯୋଗୀ ଗ୍ରହର ସନ୍ଧାନ କରିବ ବୃହତ୍ତମ ଟେଲିସ୍କୋପ୍‌

ବେଜିଂ: ବିଶ୍ୱର ସର୍ବବୃହତ୍‌ ରେଡିଓ ଟେଲିସ୍କୋପ୍‌ ମହାକାଶରେ ପୃଥିବୀ ଭଳି ଗ୍ରହର ସନ୍ଧାନ କରିବା ସହ ଏଲିଅନ୍‌ଙ୍କ ସଙ୍କେତକୁ ଖୋଜିପାଇବ। ଏହି ସେନ୍‌ସିଟିଭ୍‌ ଟେଲିସ୍କୋପ୍‌ ମହାକାଶରେ...

Advertisement
Archives

Model This Week