Posted inଫୁରସତ

ଦାମୀ ଘଣ୍ଟା ପିନ୍ଧିବାର ସଉକ ଥିଲେ ବି ଏହି ଘଣ୍ଟାକୁ କିଣିବା ସାତସପନ ପରି, କାରଣ…

ଦାମୀ ଘଣ୍ଟା ପିନ୍ଧିବା ଅନେକଙ୍କର ସଉକ ଥାଏ। ଏହାବାଦ୍‌ ବିଭିନ୍ନ ପ୍ରକାର ଘଣ୍ଟାର ସଂଗ୍ରହ ବି ଅନେକେ କରନ୍ତି। କିନ୍ତୁ ଏଠି ଯେଉଁ ଘଣ୍ଟା ସମ୍ପର୍କରେ କହୁଛୁ ତାକୁ ପାଇବା ସାତ ସପନ। କାରଣ ଏହାର ମୂଲ୍ୟ ହେଉଛି ୫୫ ମିଲିୟନ୍‌ ଡଲାର। ସୁନ୍ଦର ଓ ବିରଳ ରଙ୍ଗିନ୍‌ ହୀରାରେ ଖଚିତ ଏହି ଘଣ୍ଟାକୁ ପ୍ରଥମ ନଜରରେ ହିଁ ଯେକେହି ଭଲ ପାଇ ବସିବେ। ୧୧୦ କ୍ୟାରେଟ୍‌ର ବିରଳ ରଙ୍ଗିନ ହୀରାରେ ତିଆରି ଏହି ଘଣ୍ଟା ଦେଖିବାକୁ ଏକ ଆକର୍ଷକ ଗହଣା ପରି। ଗ୍ରାଫ ଡାଇମଣ୍ଡ୍‌ସର ଲରେନ୍ସ ଗ୍ରାଫ୍‌ ଏହାକୁ ତିଆରି କରିଛନ୍ତି। ଏହା ଗ୍ରାଫ୍‌ ଡାଇମଣ୍ଡସ୍‌ ହାଲୁସିନେସନ୍‌ ନାମରେ ପରିଚିତ। ଉକ୍ତ ଘଣ୍ଟାକୁ ପୃଥିବୀର ସବୁଠାରୁ ଦାମୀ ଘଣ୍ଟାଭାବେ ମଧ୍ୟ ଗଣନା କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଚୋରି କରିବା ପରେ ଖୁସିରେ ନାଚିଲେ ଚୋର

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଚାନ୍ଦୋଲିରେ ଏକ ଦୋକାନରୁ ଚୋରି କରିବା ପରେ ଚୋର ଖୁସିରେ ମସ୍‌ଗୁଲ ହୋଇ ନାଚୁଥିବାର ଏକ ଭିଡିଓ ଭାଇରାଲ ହୋଇଛି। ଚୋର...

କରୋନା ରୋଗୀଙ୍କ ସହାୟତା ପାଇଁ ୩୨୦୦ କିମି ସାଇକେଲ ଚଲାଇଲେ ୫ ବର୍ଷର ଶିଶୁ

ଲଣ୍ଡନ,୩୦।୭: କରୋନା ଏବେ ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛି। କେତେକ ଦେଶରେ ପରିସ୍ଥିତି ଚିନ୍ତାଜନକ। ଏହି ସମୟରେ, କିଛି ଲୋକ ଅଛନ୍ତି ଯେଉଁମାନେ କରୋନା...

ଅସରପା ଡ୍ରୋନ୍‌ ଶତ୍ରୁଙ୍କ ତଥ୍ୟ ସହଜରେ କରିବ ସଂଗ୍ରହ

କାନପୁର,୨୩।୨: ଉତ୍ତରପ୍ରଦେଶ କାନପୁର ଆଇଆଇଟି ଏବଂ ଭାରତ ଇଲୋଟ୍ରୋନିକ୍ସ୍‌ ଲିମିଟେଡ୍‌ର ମିଳିତ ସହଯୋଗରେ ଅସରପା ଭଳି ଦେଖାଯାଉଥିବା କ୍ଷୁଦ୍ର ଡ୍ରୋନ୍‌ ପ୍ରସ୍ତୁତ କରାଯାଇଛି। ଏହା ସହଜରେ...

୯୨ ଯାତ୍ରୀଙ୍କୁ ନେଇ ଉଡିଥିବା ବିମାନ ୩୭ ବର୍ଷ ପରେ କରିଥିଲା ଅବତରଣ

କଥାଟା ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ। କିନ୍ତୁ ୯୨ ଯାତ୍ରୀଙ୍କୁ ନେଇ ଉଡିଥିବା ଏକ ବିମାନ ପ୍ରାୟ ୩୭ ବର୍ଷ ପରେ ଅବତରଣ କରିଥିବା କୁହାଯାଏ। ସାଣ୍ଟିଆଗୋ...

ଗୋଟିଏ ବାଇକ୍‌ରେ ୮ ଲୋକ; ଦେଶୀ ଯୋଗାଡ଼ର ଏହି ଭିଡିଓ ଦେଖିଲେ…

ଆବଶ୍ୟକତା ହେଉଛି ଉଦ୍ଭାବନର ଚାବିକାଠି। ଅନେକ ସମୟରେ କିଛି ଅଦ୍ଭୁତ ଉଦ୍ଭାବନ ଧ୍ୟାନ ଆକର୍ଷଣ କରିଥାଏ। ସୋସିଆଲ ମିଡିଆରେ ଏହାର ଭିଡିଓ ମଧ୍ୟ ଭାଇରାଲ ହୋଇଥାଏ।...

ପାଣି ଭିତରେ ଏମିତି ଚକମା ଦେଖାଇଲା ବତକ, ଖୋଜି ଖୋଜି ରହିଲା ବାଘ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ବର୍ଷକୁ ୮ କୋଟି ରୋଜଗାର କରୁଛି କୁକୁର

ନୂଆଦିଲ୍ଲୀ: ଲୋକେ ଅଧିକ ଟଙ୍କା ରୋଜଗାର କରି କୋଟିପତି ହେବାକୁ ଚାହୁଁଛନ୍ତି। ହେଲେ ଆଜିକାଲି ଟଙ୍କା ରୋଜଗାର କରିବା ବହୁତ କଷ୍ଟ ହୋଇଗଲାଣି। ଅନେକ ଲୋକ...

ଦୁଇ ସ୍ନେହୀ ବିଲେଇ: ଗୋଟିଏ ପାତ୍ରରେ ଦୁହିଁଙ୍କ କ୍ଷୀରପିଆ ଦେଖି ଲାଗିବ ଆଶ୍ଚର୍ଯ୍ୟ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା...

Advertisement
Archives

Model This Week