Posted inଫୁରସତ

ସାଇକେଲ ଉପରେ ଏମିତି ଯୋଗ କଲେ ଯୁବତୀ, ଭିଡିଓ ଭାଇରାଲ

ଶରୀର ପାଇଁ ଯୋଗ କେତେ ଯେ ଉପକାରୀ ତାହା ସମସ୍ତେ ଜାଣନ୍ତି। ସେଥିପାଇଁ ତ ଆଜିକାଲି ପ୍ରାୟ ସମସ୍ତେ ଯୋଗକୁ ନିଜ ଜୀବନର ଏକ ଅଙ୍ଗ କରିସାରିଲେଣି। ଏମିତି କି ବିଭିନ୍ନ ପ୍ରକାରର ଅଜବ ଯୋଗ ବି ହେଉଛି। ନିକଟରେ ଜଣେ ଯୁବତୀ ସାଇକେଲ ଉପରେ ଯୋଗକରି ବେଶ୍‌ ଚର୍ଚ୍ଚା ସାଉଁଟିଛନ୍ତି। ସେ ହେଉଛନ୍ତି ୨୬ ବର୍ଷୀୟା ବିୟୋଲା ବ୍ରାଣ୍ଡ। ଜର୍ମାନୀର ବିୟୋଲାଙ୍କୁ ସାଇକେଲ ବହୁତ ଭଲ ଲାଗେ। ସାଇକେଲ ଉପରେ ସେ ବିଭିନ୍ନ ପ୍ରକାରର ଷ୍ଟଣ୍ଟ ଓ ଯୋଗ ବେଶ୍‌ ଚମତ୍କାରଭାବେ କରିପାରନ୍ତି, ଯାହା ସମସ୍ତଙ୍କୁ ଚକିତ କରୁଛି। ସାଇକେଲ ଉପରେ ବିୟୋଲା ଯୋଗ କରୁଥିବା ଫଟୋ ଓ ଭିଡିଓ ତ ଏବେ ଭାଇରାଲ୍‌ ହେବାରେ ଲାଗିଛି। ବିୟୋଲା ସାଇକେଲ ଚଲାଇ ଚଲାଇ ଅଣ୍ଟାରେ ହୁଲା ହୁପ୍‌(ବଡ଼ ଆକାରର ରିଙ୍ଗ) ବି ବୁଲାଇ ପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାନସିକ ଉଦ୍‌ବେଗ ପାଇଁ ଦାୟୀ ୭୪ ଜିନ୍‌ ଚିହ୍ନଟ

ନୂଆଦିଲ୍ଲୀ,୨୩ା୬: ବିଜ୍ଞାନ ଜଗତରେ ମାନସିକ ସ୍ବାସ୍ଥ୍ୟକୁ ନେଇ ଏକ ବଡ଼ ସଫଳତା ମିଳିଛି। ବୈଜ୍ଞାନିକମାନେ ମାନବ ଶରୀରର ଡିଏନ୍‌ଏ (ଜେନୋମ) ମଧ୍ୟରେ ଏଭଳି ୭୪ଟି ଦିଗ ଚିହ୍ନଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri