ଫୁରସତ

୨୧ ବର୍ଷ ଧରି କରିଥିଲେ ଭାରତ ମା’ର ସେବା, ଏବେ ମଡେଲିଂରେ ଟକ୍କର ଦେଉଛନ୍ତି ଏହି ଅଫିସର

କାହାର ନିଶା ତ କାହାର ପେସା ମଡେଲିଂ। ଏଥିପାଇଁ ଆବଶ୍ୟକ ପଡ଼ିଥାଏ ସୁନ୍ଦର ଚେହେରା ସାଙ୍ଗକୁ ବ୍ୟକ୍ତିତ୍ୱ। ମଡେଲିଂରେ ସଫଳ ହେବା ପାଇଁ ଅନେକ ସଘର୍ଷ କରିଥାନ୍ତି। ହେଲେ ଏବେ ଜଣେ ଅବସର ପରେ ମଡେଲିଂକୁ ନେଇ ଚର୍ଚ୍ଚାରେ। ସେ...

୨୦୨୧ ଶେଷ ସୁଦ୍ଧା ପୃଥିବୀରେ ଶତାୟୁଙ୍କ ସଂଖ୍ୟା ୬ ଲକ୍ଷ ଛୁଇଁବ

ଜେନେଭା,୨।୩: ସ୍ବାସ୍ଥ୍ୟ ସେବା ଓ ଚିକିତ୍ସା ବିଜ୍ଞାନର ବିକାଶ ଯୋଗୁ ଏବେ ପୃଥିବୀରେ ଶତାୟୁଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଫଳରେ ୧୦୦ ଅବା ୧୦୦ରୁ ଅଧିକ ବର୍ଷ ଜୀବିତ ରହିବା ସହଜ ହୋଇପାରୁଛି। ବିକଶିତ ଏବଂ ବିକାଶଶୀଳ ଦେଶରେ ଶତାୟୁଙ୍କ...

ମାତ୍ର ୧୦ ସେକେଣ୍ଡର ଭିଡିଓ ୪୮ କୋଟି ଟଙ୍କାରେ ବିକ୍ରି

କଥାରେ ଅଛି ପରିଶ୍ରମ କେବେ ବୃଥା ଯାଏନାହିଁ, ଦିନେ ନା ଦିନେ ଆପଣଙ୍କ ପରିଶ୍ରମର ମୂଲ୍ୟ ନିଶ୍ଚୟ ମିଳିବ। ଏହାର ଜ୍ୱଳନ୍ତ ଉଦାହରଣ ଆମେରିକାର ମିଆମି ସହରରେ ଦେଖିବାକୁ ମିଳିଛି। ଏଠାରେ ରହୁଥିବା ଜଣେ ଆର୍ଟ କଲେକ୍ଟର ୧୦ ସେକେଣ୍ଡର...

କପେ ଚା’ ଦାମ ୧୦୦୦ ଟଙ୍କା

କୋଲକାତା,୨।୩: କପେ ଚା’ର ଦାମ ୧୦୦୦ଟଙ୍କା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଏହା ସତ୍ୟ। ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ମୁକୁନ୍ଦପୁରରେ ଥିବା ପ୍ରତିମ ଗାଙ୍ଗୁଲୀଙ୍କର ଚା’ ଦୋକାନରେ ୧୨ ଟଙ୍କାରୁ ଆରମ୍ଭ କରି ହଜାରେ ଟଙ୍କା ଦାମର...

ଜାଣନ୍ତି କାହିଁକି ନିଜ ମଳ ଖାଆନ୍ତି ଠେକୁଆ

ଠେକୁଆ ଶାକାହାରୀ ପ୍ରାଣୀ। ଯାହା କେବଳ ସବୁଜ ପନିପରିବା କିମ୍ବା ଘାସ ଖାଇ ବଞ୍ଚନ୍ତି। ଏମାନଙ୍କ ଶରୀର ପାଇଁ ଫାଇବର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଠେକୁଆଙ୍କର ହଜମ ପ୍ରକ୍ରିୟା ରାତିରେ ଅଧିକ କାମ କରିଥାଏ। ଠେକୁଆ ଏମିତି ଏକ ଜୀବ ଯିଏ...

ରାତିରେ କାହିଁକି ଦେଖିବାକୁ ମିଳେ ଜୁଳୁଜୁଳିଆ ପୋକ

ରାତିରେ ଗଛଲତା ଏବଂ ଆଖପାଖରେ ଜୁଳୁଜୁଳିଆ ପୋକ ନିଶ୍ଚିତ ଦେଖିଥିବେ। ମାତ୍ର ଏହା ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଅଧିକ ଦେଖାଯାଏ। କିନ୍ତୁ ଜାଣିଛନ୍ତି ଏହା ରାତିରେ କାହିଁକି ଦେଖାଯାଏ ବୋଲି। ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ… ଏହା...

ଝରକା ସେପଟେ ବିଲେଇକୁ ଦେଖି ଏମିତି ହେଲା ଭାଲୁର ଅବସ୍ଥା: ଭିଡିଓ ଭାଇରାଲ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ...

ହାଇଓ୍ବେରେ ମଶା ଝଡ଼: ଲୋକେ ଆତଙ୍କିତ

ବୁଇନୋସ୍‌ ଆରିସ୍‌,୧।୩: ସାଧାରଣତଃ ଧୂଳିଝଡ ଦେଖାଯାଇଥାଏ। ତେବେ ମଶା ଝଡ଼ ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ଏଭଳି ଏକ ଝଡ଼ ଆର୍ଜେଣ୍ଟିନାର ହାଇଓ୍ବେ ନମ୍ବର ୭୪ରେ ଦେଖିବାକୁ ମିଳିଛି। ଏହା ଦୂରରୁ ଧୂଳିଝଡ଼ ଭଳି ଦେଖାଯାଉଥିବାବେଳେ ପାଖକୁ...

ନିଆରା ପ୍ରେମ: ଗୋଟିଏ ମୁହୂର୍ତ୍ତ ବି ପ୍ରେମିକାଙ୍କୁ ଦୂରେଇବାକୁ ଚାହୁଁ ନ ଥିଲେ ପ୍ରେମିକ, ଏବେ ଘଟିଲା ଏମିତି…

ୟୁକ୍ରେନର ପ୍ରେମୀଯୁଗଳଙ୍କ ପ୍ରେମକାହାଣୀ ଏବେ ଚର୍ଚ୍ଚାରେ ରହିଛି। ପ୍ରେମିକ ଜଣକ ପ୍ରେମିକାଙ୍କୁ ନିଜଠାରୁ ଗୋଟିଏ ମୁହୂର୍ତ୍ତ ବି ଦୂରେଇବାକୁ ଚାହୁଁ ନ ଥିଲେ। ଏଥିପାଇଁ ସେ ନିଜ ହାତକୁ ପ୍ରେମିକାଙ୍କ ହାତରେ ଏକ ଲୁହାକଡ଼ିରେ ବାନ୍ଧି ଦେଇଥିଲେ। ଏବେ ପରିସ୍ଥିତି...

ହତ୍ୟା ମାମଲାରେ ଗିରଫ ହେଲା କୁକୁଡ଼ା, ଏବେ କୋର୍ଟରେ ହେବ ହାଜର!

ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ମାମଲାରେ ଏକ କୁକୁଡ଼ାକୁ ଗିରଫ କରାଯାଇଛି। ଏମିତି ଏକ ଅଜବ ମାମଲା ସାମ୍ନାକୁ ଆସିଛି ତେଲେଙ୍ଗାନାର ଜଗତିଆଲ ଜିଲାରୁ। ଖବର ଅନୁଯାୟୀ, ଜଗତିଆଲ ଜିଲାରେ ଏକ ବେଆଇନ କୁକୁଡ଼ା ଲଢ଼େଇ ଆୟୋଜିତ ହୋଇଥିଲା। ଏହି ଅବସରରେ...

ପେଟ୍ରୋଲର ମୂଲ୍ୟ ବୃଦ୍ଧି ଯୋଗୁ ମିଠା ବାଣ୍ଟିଲେ ବୃଦ୍ଧ: ଲୋକେ କହିଲେ ଏମିତି…

ପେଟ୍ରୋଲ ଏବଂ ଡିଜେଲର ଆକାଶଛୁଆଁ ମୂଲ୍ୟ ବୃଦ୍ଧିକୁ ନେଇ ସମଗ୍ର ଦେଶ ଏବେ ଅସୁବିଧାରେ ପଡ଼ିଛି। ଏହି ବର୍ଦ୍ଧିତ ମୂଲ୍ୟର ପ୍ରଭାବ ପ୍ରତ୍ୟେକ୍ଷ ଭାବରେ ଖାଦ୍ୟ ସାମଗ୍ରୀ, ପନିପରିବା ଏବଂ ଫଳ ଉପରେ ପଡ଼ିଛି। ଏପରି ପରିସ୍ଥତିରେ ସାଧାରଣ ଲୋକଙ୍କୁ...

ମାର୍ଚ୍ଚରେ ଜନ୍ମିତ ବ୍ୟକ୍ତିଙ୍କଠାରେ ଥାଏ ଏହି ସବୁ ଲକ୍ଷଣ

ମାର୍ଚ୍ଚ ମାସରେ ଜନ୍ମ ନେଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ମଧ୍ୟରେ ଅନେକ ବିଶେଷ ଗୁଣ ରହିଥାଏ, ଯେଉଁ ଗୁଣ ସେମାନଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ କରିଥାଏ। ତେବେ ଏହି ମାସରେ ଜନ୍ମ ନେଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଥିବା ବିଶେଷ ଗୁଣ ସମ୍ପର୍କରେ… ଭଲ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri