୩ ପ୍ରାଇଭେଟ ଅଙ୍ଗ ଥିବା ଶିଶୁ ଜନ୍ମ, ଡାକ୍ତର ହେଲେ ଆଶ୍ଚର୍ଯ୍ୟ
ତିନୋଟି ପ୍ରାଇଭେଟ ଅଙ୍ଗ ଥିବା ଶିଶୁ ଜନ୍ମ ନେବା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ମାତ୍ର ଏହା ସତ। ଏହା ବିଶ୍ୱର ପ୍ରଥମ ଘଟଣା ବୋଲି କୁହାଯାଉଛି। ଇରାକର ମୋସୁଲ ସହରରେ ଏମିତି ଏକ ଅଦ୍ଭୁତ ଶିଶୁ ଜନ୍ମ ନେଇଛି। ଯାହାର...
ଏପଟେ ହସ୍ପିଟାଲରେ ଲାଗିଥିଲା ଭୟଙ୍କର ନିଆଁ, ସେପଟେ ଡାକ୍ତର କରୁଥିଲେ ରୋଗୀଙ୍କ ହାର୍ଟ ଅପରେଶନ
ସେଣ୍ଟପିଟର୍ସବର୍ଗ,୩।୪: ଡାକ୍ତରଙ୍କୁ ଭଗବାନଙ୍କ ଦ୍ୱିତୀୟ ଅବତାର ବୋଲି କୁହାଯାଏ। ଏହି କଥାର ପ୍ରମାଣ କରି ଦେଖାଇଛନ୍ତି ରୁଷିଆର ଡାକ୍ତରମାନେ। ଏଠାରେ ଥିବା ଏକ ହସ୍ପିଟାଲରେ ହଠାତ୍ ନିଆଁ ଲାଗି ଯାଇଥିଲା। ଠିକ୍ ଏହି ସମୟରେ ଜଣେ ରୋଗୀଙ୍କର ହାର୍ଟ ଅପରେଶନ...
ମଝି ଆକାଶରେ ଉଡ଼ି ସମ୍ପର୍କ ରଖିଲେ ପ୍ରେମୀଯୁଗଳ, ପରେ ଘଟିଲା ଏମିତି…
ପାରାଚ୍ୟୁଟ ସାହାଯ୍ୟରେ ଆକାଶରେ ଉଡ଼ିବା କଥା ସମସ୍ତେ ଜାଣନ୍ତି। ମାତ୍ର ଏଥର ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ପ୍ରେମୀଯୁଗଳ ମଝି ଆକାଶରେ ସମ୍ପର୍କ ରଖିବା ମହଙ୍ଗା ପଡ଼ିଛି। ଫଳରେ ଉଭୟଙ୍କୁ ଡାକ୍ତରଖାନା ଯିବାକୁ...
କୋଲକାତାରେ ବିକ୍ରି ହେଉଛି ଦିଦି ସନ୍ଦେଶ, ମୋଦି ମିଠାଇ
କୋଲକାତା,୩।୪: ପଶ୍ଚିମବଙ୍ଗ ନିର୍ବାଚନରେ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ନାନା ବାଦବିବାଦ ଦେଖାଦେଇଛି। ଏହି ନିର୍ବାଚନରେ ଜିତିବା ପାଇଁ ଟିଏମ୍ସି ଏବଂ ଭାଜପା କଠିନ ପରିଶ୍ରମ କରୁଛନ୍ତି। ମମତା ବାନାର୍ଜୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରସ୍ପର ପ୍ରତି ଆକ୍ଷେପ ପ୍ରତି...
ଲାଇଭ୍ ରିପୋଟିଂ ସମୟରେ ଖବରଦାତାଙ୍କ ସହ ଏମିତି କଲା କୁକୁର: ଭିଡିଓ ଦେଖିଲେ..
ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି ଲାଇଭ୍ ରିପୋଟିଂ ସମୟର। ଏଥିରେ ଜଣେ ମହିଳା ଖବରଦାତାଙ୍କୁ ଏକ କୁକୁର ଆକ୍ରମଣ କରି ତାଙ୍କଠାରୁ ମାଇକ୍ ଛଡ଼ାଇ ନେଇ ପଳାଇଯାଉଥିବା ଦେଖିବାକୁ ମିଳୁଛି।...
ମାଟି ତଳେ ୫୦ ଘଣ୍ଟା ରହିଲେ ୟୁଟ୍ୟୁବର
ଓ୍ବାଶିଂଟନ,୩।୪: ୟୁଟ୍ୟୁବ୍ରେ ପ୍ରତିଦିନ ନୂଆ ନୂଆ ଘଟଣା ସମ୍ପର୍କରେ ଭିଡ଼ିଓ ଅପଲୋଡ୍ ହେଉଛି। ସମ୍ପ୍ରତି ଆମେରିକାର ଜଣେ ୟୁଟ୍ୟୁବର ମାଟି ତଳେ କଫିନ୍ରେ ୫୦ ଘଣ୍ଟା ରହିଥିବାର ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସେ ହେଉଛନ୍ତି ଖ୍ୟାତି...
ବିବାହରେ ଏମିତି ଗାଉନ୍ ପିନ୍ଧି ଓ୍ବାଲର୍ଡ ରେକର୍ଡ କଲେ ଏହି କନ୍ୟା, ତିଆରି ହୋଇପାରିଥାନ୍ତା …
ସବୁ ଝିଅଙ୍କର ସ୍ବପ୍ନ ରହିଥାଏ, ସେମାନେ ନିଜ ବିବାହ ଦିନ କିପରି ସବୁଠାରୁ ସୁନ୍ଦର ଏବଂ ଭିନ୍ନ ଦେଖାଯିବେ। ଏଥିପାଇଁ ସେମାନେ ସବୁଠାରୁ ସୁନ୍ଦର ଏବଂ ଦାମୀ ପୋଷାକ ମଧ୍ୟ ପିନ୍ଧିଥାନ୍ତି। କିନ୍ତୁ ସାଇପ୍ରସ ଦେଶରେ ଜଣେ କନ୍ୟା ନିଜ...
ହସ୍ପିଟାଲରେ ଲାଗିଲା ନିଆଁ: ଭୟଭୀତ ନ ହୋଇ ହାର୍ଟ ସର୍ଜରୀ ଶେଷ କଲେ ଡାକ୍ତର
ମସ୍କୋ,୩।୪: ଡାକ୍ତର ଭଗବାନଙ୍କ ସଦୃଶ। ରୋଗୀଙ୍କ ଜୀବନ ବଞ୍ଚାଇବାରେ ସେମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ରୁଷିଆରେ ଏକ ହସ୍ପିଟାଲରେ ନିିଆଁ ଲାଗିଯାଇଥିଲା। ସେହି ସମୟରେ ହସ୍ପିଟାଲରେ ଜଣେ ରୋଗୀଙ୍କ ଓପନ ହାର୍ଟ ସର୍ଜରୀ ହେଉଥିଲା। ୮ ଜଣିଆ ଡାକ୍ତରୀଦଳ ରୋଗୀଙ୍କୁ...
ଗର୍ଭବତୀ ହେବାର ୩ ସପ୍ତାହ ପରେ ପୁଣି ଗର୍ଭଧାରଣ କଲେ ମହିଳା
ଜଣେ ମହିଳା ୩ ସପ୍ତାହର ଗର୍ଭବତୀ ହେବା ପରେ ପୁଣି ଥରେ ଗର୍ଭଧାରଣ କରିବା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ଏପରି ଅବିଶ୍ୱସନୀୟ ଘଟଣା ଦେଖିବାକୁ ମିଳିଛି ଇଂଲଣ୍ଡରେ। ଇଂଲଣ୍ଡର ଓ୍ବିଲ୍ଟସାୟାରର ବାସିନ୍ଦା ରେବିକାଙ୍କ ସହ ଘଟିଛି ଏମିତି...
ମଣିଷ ହିତାହିତଜ୍ଞାନ ଭୁଲିବା ପରେ କାଉ କରୁଛି ଏପରି, ଭିଡିଓ ଭାଇରାଲ
ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ କାଉକୁ ଦେଖିବାକୁ ମିଳୁଛି। ପରେ କାଉଟି ଲୋକେ...
ପ୍ରଥମଥର ଟ୍ରେନ୍ ଦେଖି ଏମିତି ପ୍ରତିକ୍ରିୟା ଦେଲେ କୁନି ଝିଅ, ଭିଡିଓ ଭାଇରାଲ
ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଲୋକେ ବାରମ୍ବାର ଦେଖୁଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି ଏକ କୁନି ଝିଅ ରେଲ୍ଓ୍ବେ ଷ୍ଟେଶନରେ ଛିଡ଼ା ହୋଇଛି। ଟ୍ରେନ୍ ଆସିବା କ୍ଷଣି ସେ ଏମିତି ପ୍ରତିକ୍ରିୟା ଦେଇଛି ,...
ବିଲେଇ ଆଁରୁ ଚକମା ଦେଖାଇ ଖସିଲା ପକ୍ଷୀ, ଭିଡିଓ ଭାଇରାଲ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ...
Archives


