ଅଚିନ୍ତା ନିଦରେ ଶୋଇଥିଲା ବଣର ରାଜା, ଛପି ଛପି ଆସି ପଛରୁ ଏମିତି କଲା କୋକିଶିଆଳି
ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏଥିରେ ବଣର ରାଜା ସିଂହ ଅଚିନ୍ତା ନିଦରେ ଶୋଇଥିବା ବେଳେ ପଛରୁ…
ମେରିଗୋଲ୍ଡ ଡାଇମଣ୍ଡ ରିଙ୍ଗ
ହାତରେ ବଡ଼ ବଡ଼ ରିଙ୍ଗ ବା ମୁଦି ପିନ୍ଧିବା ଆଜିକାଲି ଫ୍ୟାଶନ୍ ପାଲଟିଗଲାଣି। ଉତ୍ତରପ୍ରଦେଶ, ମିରଟ୍ର ଜଣେ ଗହଣା ନିର୍ମାତା ତିଆରି କରିଛନ୍ତି ସେମିତି ଏକ ସୁନ୍ଦର ବଡ଼ ରିଙ୍ଗ। ହେଲେ ଏହାକୁ ପିନ୍ଧିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ। କାରଣ…
ପେନ୍ରେ ଜୀବନ୍ତ ପରଜୀବୀ କୃମି
ପେନ୍ ବା କଲମ ବିଭିନ୍ନ ପ୍ରକାରର ଦେଖିଥିବେ। ଅନେକଙ୍କର ବିଭିନ୍ନ ପ୍ରକାର ପେନ୍ ରଖିବାର ସଉକ ବି ଥାଏ। ଜାପାନରେ ଏଭଳି ଏକ ପେନ୍ ତିଆରି ହୋଇଛି, ଯାହାକୁ ପେନ୍ ସଂଗ୍ରହକାରୀ ନିଶ୍ଚୟ ନିଜ ସଂଗ୍ରହରେ ରଖିବାକୁ ଚାହିଁବେ। କାରଣ ଉକ୍ତ…
ଏରୋପ୍ଲେନ୍ ହ୍ୟାଣ୍ଡବ୍ୟାଗର ମୂଲ୍ୟ ଏରୋପ୍ଲେନ୍ଠୁ ବେଶି
ଲୁଇସ୍ ଭିଟୋନ୍ ମେନ୍ସଓ୍ବେର୍ର ଆର୍ଟିଷ୍ଟିକ୍ ଡାଇରେକ୍ଟର ଭିର୍ଗିଲ ଅବ୍ଲୋହ ଡିଜାଇନ୍ କରିଛନ୍ତି ଏକ ନୂଆ ହ୍ୟାଣ୍ଡବ୍ୟାଗ୍। ପୁରୁଷଙ୍କ ପାଇଁ ଉଦ୍ଦିଷ୍ଟ ଏହି ହ୍ୟାଣ୍ଡବ୍ୟାଗ୍ ଦେଖିବାକୁ ଏରୋପ୍ଲେନ୍ ପରି। ଆଉ ଜାଣି ଆଶ୍ଚର୍ଯ୍ୟ ହେବେ ଏହାର ମୂଲ୍ୟ ସିଙ୍ଗଲ୍ ଇଞ୍ଜିନ୍ ବିଶିଷ୍ଟ ଏରୋପ୍ଲେନ୍ଠାରୁ…
୫ ମିନିଟରେ ଚିହ୍ନିଲେ ୧୫୦ ଦେଶର ପତାକା
କରୋନା ପାଇଁ ଲକ୍ଡାଉନ୍ ଶଟ୍ଡାଉନ୍ ହେବା ଯୋଗୁ ପିଲାଙ୍କ ପାଠପଢାରେ ବିଶେଷ କ୍ଷତି ହୋଇଛି। କିନ୍ତୁ ଏହି ସମୟକୁ ଏକ କୁନି ଝିଅ ସଦୁପଯୋଗ କରି ଗିନିଜ୍ ଓ୍ବାର୍ଲଡ ରେକର୍ଡସ୍ରେ ସ୍ଥାନ ପାଇପାରିଛନ୍ତି। ସେ ହେଉଛନ୍ତି ପ୍ରେଶା ଖେମାନୀ। ଉଜ୍ଜୈନ ହେଉଛି…
୪୩ କୋଟିର ବିଳାସମୟ ବଙ୍ଗଳାରେ ବିବାହ ପ୍ଲାନ କରିଥିଲେ ଏହି ଯୋଡ଼ି, ମାଲିକ ପହଞ୍ଚିଯିବାରୁ…
ଆମେରିକାର ଫ୍ଲୋରିଡାରେ ରହୁଥିବା ଏକ ଯୋଡ଼ି ନିଜ ବିବାହକୁ ନେଇ ଅନେକ ସ୍ବପ୍ନ ଦେଖିଥିଲେ। ବିବାହକୁ ସ୍ମରଣୀୟ କରିବା ପାଇଁ ଦୁହେଁ ବିଳାସମୟ ବଙ୍ଗଳାରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ତେଣୁ ସହରର ଏକ କୋଠାକୁ ବାଛି ଥିଲେ। କର୍ଟନୀ ଓ୍ବିଲ୍ସନ…
ଖରାଦିନେ ଜଳକ୍ରୀଡ଼ାର ସୁବିଧା ଥିବା ପର୍ଯ୍ୟଟନସ୍ଥଳୀ: ଶାରୀରିକ ଫୁର୍ତ୍ତି ସହ ଦେବ ନିଆରା ଅନୁଭୂତି
ଖରାଦିନେ, ଯାହା ସବୁଠାରୁ ଆନନ୍ଦ ଓ ଶାନ୍ତି ଦେଇଥାଏ ତାହା ହେଉଛି ପାଣି। ତେଣୁ ଖରାଛୁଟିରେ ଅଧିକାଂଶ ଲୋକ ଏମିତି କୌଣସି ସ୍ଥାନକୁ ବୁଲିଯିବାକୁ ପସନ୍ଦ କରିଥାନ୍ତି, ଯେଉଁଠାରେ ସ୍ବଚ୍ଛ ପରିବେଶ ସାଙ୍ଗକୁ ଶୀତଳ ପବନର ସ୍ପର୍ଶ ମିଳୁଥିବ। ତା’ସାଙ୍ଗକୁ ସ୍କୁବା…
ମୃତ୍ୟୁ ମିତ୍ରର ଚିଠି
ପାଠକେ, ଜଗତରେ ଯଦି ସତ୍ୟ ବୋଲି କ’ଣ କିଛି ଥାଏ ତେବେ ତାହା ହେଉଛି ଦୁଇଟି-ଜନ୍ମ ଆଉ ମୃତ୍ୟୁ। ଆଉ ସବୁ ମିଛ ହୋଇପାରେ କିନ୍ତୁ ଜନ୍ମ ହେବାଟା ସତ୍ୟ ଏବଂ ମରିବାଟା ବି ସତ୍ୟ। ଯଦି ଜନ୍ମ ଅଛି ତେବେ…
ପ୍ରଥମ ରୋଜଗାର ଟଙ୍କା ଘରେ ଦେଇଥିଲି: ସଂଗ୍ରାମ କେଶରୀ ସାମନ୍ତରାୟ
ଖୋର୍ଦ୍ଧା ଜିଲାର ଖୋର୍ଦ୍ଧା ବ୍ଲକ୍ ଅନ୍ତର୍ଗତ ଓରବରସିଂହ ଗ୍ରାମପଞ୍ଚାୟତ ଅଧୀନ ରାୟପୁର ଗାଁରେ ମୋ ଜନ୍ମ। ଶିକ୍ଷାଗତ ଯୋଗ୍ୟତା ଇତିହାସରେ ଏମ୍.ଏ.। ଅବଶ୍ୟ ପାଠପଢ଼ା ସରିବା ପରେ ବେଶ୍ କିଛିଦିନ ଗାଁରେ ରହି ଜେଜେବାପା, ଦାଦାଙ୍କୁ ଚାଷ କାର୍ଯ୍ୟରେ ସାହାଯ୍ୟ କରିଥିଲି।…
ଈଶ୍ୱରଙ୍କ ଇଚ୍ଛାରେ ଶବ୍ଦ ହୁଏ ସଂଳାପ: ରଣଜିତ୍ ପଟ୍ଟନାୟକ
ନାଟକରେ ଅଭିନୟ କରିବାଠାରୁ ଆରମ୍ଭକରି ନାଟକ ରଚନା, ନିଦ୍ଦେର୍ଶନା ପୁଣି ଚଳଚ୍ଚିତ୍ର, ପ୍ରାମାଣିକ ଚଳଚ୍ଚିତ୍ରର ସଂଳାପକାର, ଗୀତିକାର ଓ ସଙ୍ଗୀତ ସଂଯୋଜକ। ଗଳ୍ପ, ଏକାଙ୍କିକା ଓ କବିତା ଲେଖାରେ ତାଙ୍କର ରହିଛି ନିଆରା ପରିଚୟ। ଏଥିପାଇଁ ସେ ଓଡ଼ିଶା ସଙ୍ଗୀତ ନାଟକ…
କାଳିଆ ଘୋଡ଼ାରେ ଚଢ଼ିବି, ମଧୁବାବୁ ସଙ୍ଗେ ଲଢ଼ିବି
‘କାଳିଆ ଘୋଡ଼ାରେ ଚଢ଼ିବି, ମଧୁବାବୁ ସଙ୍ଗେ ଲଢ଼ିବି ।’ ଏହି ଲୋକକଥାଟି ମଧୁବାବୁଙ୍କ ଜୀବନାଦର୍ଶରେ ଅନୁପ୍ରାଣିତ ହେବାକୁ ପ୍ରତ୍ୟେକ ଓଡ଼ିଆଙ୍କ ମନଙ୍କୁ ଆହ୍ବାନ କରେ। ଭବିଷ୍ୟତ ଗଢ଼ିବାରେ ପ୍ରେରଣା ଦିଏ। ପୁଣି- ‘ତୁମପରି ଛୋଟ ପିଲାଟିଏ, ଗାଁ ଚାହାଳିର ଚାଟ ସିଏ…
କରୋନାରେ ଚାକିରି ଚାଲିଯିବାରୁ ଶ୍ମଶାନକୁ କଲେ ବାସସ୍ଥାନ; ଏହି ବ୍ୟକ୍ତି କରୁଛନ୍ତି ଶହଶହ କରୋନା ରୋଗୀଙ୍କ ଅନ୍ତିମ ସଂସ୍କାର
କରୋନା ମହାମାରୀ ସମୟରେ ଶ୍ମଶାନରେ ଅନ୍ତିମ ସଂସ୍କାର ପାଇଁ ଲମ୍ବା ଲାଇନ୍ ଲାଗୁଛି। ଯେଉଁ ଦୃଶ୍ୟ ବହୁତ ଭୟାନକ। ବନ୍ଧୁ ପରିଜନ କିଛି ସମୟ ପାଇଁ ଶ୍ମଶାନକୁ ଆସନ୍ତି, ପରେ ଚାଲିଯାନ୍ତି। ମାତ୍ର ଜଣେ ବ୍ୟକ୍ତି ପରିବାର ସହ ଶ୍ମଶାନରେ ସବୁବେଳେ…
Archives


