ଫୁରସତ

କାନ୍ଥରେ ନରେନ୍ଦ୍ର ମୋଦିଙ୍କ ଫଟୋକୁ ଘରେ ନାରଙ୍ଗୀ ରଙ୍ଗର ପରଦା: ଭିତରୁ ଏଭଳି ଦିଶେ ଭାଜପା ନେତା ମନୋଜ ତିଓ୍ବାରୀଙ୍କ ଘର

ବମ୍ବେ: ଭୋଜପୁରୀ ମନୋରଞ୍ଜନଜଗତ ସହ ଜଡ଼ିତ ଲୋକପ୍ରିୟ ବ୍ୟକ୍ତିତ୍ୱମାନଙ୍କ ମଧ୍ୟରୁ ମନୋଜ ତିଓ୍ବାରୀ ଜଣେ। ସେ ବର୍ତ୍ତମାନ ସମୟରେ ରାଜନୀତିରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି ମଧ୍ୟ କରିଛନ୍ତି। ଗାୟକରୁ ଅଭିନେତା ଏବଂ ପରେ ରାଜନେତା ପାଲଟିଥିବା ମନୋଜ ଭାଜପା…

କରୋନାରୁ ରକ୍ଷା ପାଇବା ପାଇଁ ଗୋବର, ଗୋମୂତ୍ରରେ ସ୍ନାନ କରୁଛନ୍ତି ଭାରତୀୟ; ଡାକ୍ତର କହିଲେ…

ନୂଆଦିଲ୍ଲୀ,୧୨।୫: କରୋନା ମହାମାରୀର ଦ୍ୱିତୀୟ ଲହର ବର୍ତ୍ତମାନ ଭାରତରେ ଅଧିକ ମାତ୍ରାରେ ପ୍ରଭାବିତ କରିଛି। ସହରବାସୀଙ୍କ ସହିତ ଗାଁର ଲୋକମାନେ ମଧ୍ୟ ଏହି ସଂକ୍ରମଣରୁ କେମିତି ରକ୍ଷା ପାଇବେ ସେନେଇ ନାନା ଉପାୟ ଅବଲମ୍ବନ କରୁଛନ୍ତି। ଅନ୍ୟପକ୍ଷରେ ମାସ୍କ ପିନ୍ଧିବା, ସାମାଜିକ…

କରୋନାରୁ ଦୂରେଇ ରହିବା ଲାଗି ଲୋକେ ବୋଳି ହେଉଛନ୍ତି ଗୋବର-ଗୋମୂତ୍ର: ବିପଦ ଜନକ କହିଲେ ଡାକ୍ତର…

ନୂଆଦିଲ୍ଲୀ,୧୨।୫: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏପରିସ୍ଥଳେ କେତେକ ଲୋକ ସଂକ୍ରମରରୁ ଦୂରେଇ ରହିବା ପାଇଁ ଗୋବର-ଗୋମୂତ୍ର ବୋଳି ହେଉଛନ୍ତି। ଏହା ସହିତ ଗୋମୂତ୍ର ପାନ ମଧ୍ୟ କରୁଛନ୍ତି। ଏଭଳି…

କଙ୍କଡ଼ାକୁ ଦେଖି ଡରିକି ଛାନିଆ ମାଙ୍କଡ ଛୁଆ: ଭିଡିଓ ଭାଇରାଲ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ମହିଳାଙ୍କୁ ୫ ବର୍ଷ ପାଇଁ ପାର୍କ ମନା, ଜାଣନ୍ତୁ କାରଣ

ଓ୍ବାଶିଂଟନ,୧୨।୫: ଆମେରିକାର କଲରାଡୋ ସହରରେ ରହୁଥିବା ଜଣେ ମହିଳା ଛୋଟ ଡ୍ରେସ୍‌ ପିନ୍ଧିଥିବାରୁ ତାଙ୍କୁ ହଟହଟା ହେବାକୁ ପଡ଼ିଛି। ବେଲି ବ୍ରିଡଲଭ ନାମକ ଏହି ମହିଳା ଥିମ୍‌ ପାର୍କରେ ବସିଥିଲେ। ଯେଉଁଠି କିଛି ସିକ୍ୟୁରିଟି ଗାର୍ଡ ତାଙ୍କ ଡ୍ରେସ୍‌କୁ ଛୋଟ କହିବା…

କଲ୍‌ଗର୍ଲ କରୁଛନ୍ତି ଲୋକଙ୍କ କରୋନା ଟେଷ୍ଟ, ବେଶ୍ୟାଳୟ ପାଲଟିଛି କୋଭିଡ୍‌ ସେଣ୍ଟର

ବର୍ଲିନ,୧୨।୫: କରୋନା ଭାଇରସ ସମଗ୍ର ବିଶ୍ୱକୁ କବଳିତ କରିରଖିଛି। ପ୍ରତ୍ୟେକ ମଣିଷ ନିଜ ନିଜ ସ୍ତରରେ ଏହି ମହାମାରୀ ସହ ଲଢ଼ିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଜର୍ମାନୀରେ ମଧ୍ୟ ଏମିତି କିଛି ସ୍ଥିତି ଦେଖିବାକୁ ମିଳିଛି। ଯେଉଁଠାରେ ଏକ ବେଶ୍ୟାଳୟକୁ…

ମହିଳାଙ୍କୁ କରୋନା ଟିକାର ଗୋଟିଏ କି ଦୁଇଟି ନୁହେଁ ୬ ଡୋଜ୍‌ ଦେଇଦେଲେ ସ୍ବାସ୍ଥ୍ୟକର୍ମୀ, ଆଉ ଏବେ…

ମହାମାରୀ କରୋନା ସଂକ୍ରମଣ ରୋକିବା ଦିଗରେ ଏକମାତ୍ର ପ୍ରଭାବଶାଳୀ ପ୍ରତିକାର ହେଉଛି ଟିକା। ଏହାକୁ ଦୃଷ୍ଟିରେ ରଖି ବିଶ୍ୱର ବିଭିନ୍ନ ଦେଶରେ ଟିକାକରଣ ଦ୍ରୁତ ଗତିରେ ଚାଲିଛି। କରୋନା ସହ ଯୁଦ୍ଧରେ ଯେକୌଣସି ଟିକାର ଦୁଇଟି ଡୋଜ୍‌ ଆବଶ୍ୟକ ବୋଲି କୁହାଯାଉଛି।…

ଧୂମଧାମରେ ହୋଇଥିଲା ବିବାହ; ପରଦିନ କରୋନା ସଂକ୍ରମିତ ହେଲେ ବର: ୯ମ ଦିନରେ…

ନୂଆଦିଲ୍ଲୀ,୧୧।୫: ସହର ପରେ ଏବେ ଗାଁ ମୁହାଁ କରୋନା। ଫଳରେ ସଂକ୍ରମଣର ଆଶଙ୍କା ବୃଦ୍ଧି ପାଇବାରେ ଲାଗିଛି। ଏହାସତ୍ତ୍ୱେ ଗାଁମାନଙ୍କରେ ଠିକ୍‌ ଭାବେ କରୋନା ଗାଇଡ୍‌ଲାଇନ୍‌ ପାଳନ କରାଯାଉନାହିଁ। ସଚେତନତା ଅଭାବରୁ ଗ୍ରାମୀଣ ଅଞ୍ଚଳର ଅଧିକାଂଶ ଲୋକ କରୋନାରେ ସଂକ୍ରମିତ ହୋଇ…

ଏହି ମହିଳାଙ୍କ ସାହସକୁ ସଲାମ୍‌: ୭୧ ବର୍ଷ ବୟସରେ କରିଦେଖାଇଲେ ଏମିତି

ଡେରାଡୁନ୍‌,୧୧।୫: ଶିକ୍ଷା ଗ୍ରହଣ ପାଇଁ କୌଣସି ନିର୍ଦ୍ଦିଷ୍ଟ ବୟସ ସୀମା ନ ଥାଏ।ଯଦି ଆଗ୍ରହ ଥାଏ, ବୟସ ଅଧ୍ୟୟନ ପଥରେ କଣ୍ଟା ସାଜେ ନାହିଁ। ଉତ୍ତରାଖଣ୍ଡର ରୁଦ୍ରପୁରର ବାସିନ୍ଦା ୭୧ ବର୍ଷ ବୟସ୍କା ମହିଳା ଉଷା ଶ୍ରୀବାସ୍ତବଙ୍କ ଏହା ପ୍ରମାଣ କରି…

ପଞ୍ଜୁରୀ ଭିତରୁ ଖାଦ୍ୟ ଚୋରାଇବାକୁ ଚେଷ୍ଟା କରୁଥିଲା ବଗ, ଏମିତି ପାଇଲା ପାନେ

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ଛଞ୍ଚାଣ ପଞ୍ଜୁରୀ ଭିତରେ ରହିଥିବା ଦେଖିବାକୁ ମିଳୁଛି। ପରେ…

ଶାଶୁଙ୍କ ପାଇଁ ଏମିତି ହୃଦୟସ୍ପର୍ଶୀ ବାର୍ତ୍ତା ଲେଖିଲେ ଟିନା ଅମ୍ବାନୀ

ବିଶ୍ୱ ମାତୃ ଦିବସ ଉପଲକ୍ଷେ ସୋସିଆଲ ମିଡିଆରେ ମା’ଙ୍କ ପାଇଁ ଶୁଭେଚ୍ଛାର ବାର୍ତ୍ତା ଛାଇ ଯାଇଥିଲା। ଏଥିମଧ୍ୟରୁ ସବୁଠୁ ଚର୍ଚ୍ଚାରେ ରହିଛି ଟିନା ଅମ୍ବାନୀ ଶାଶୁଙ୍କ ପାଇଁ ଲେଖିଥିବା କିଛି ହୃଦୟସ୍ପର୍ଶୀ ବାର୍ତ୍ତା। ଯାହା ଏବେ ଖୁବ୍‌ ଭାଇରାଲ ହେଉଛି। ଟିନା…

ଏହି ମହିଳାଙ୍କୁ ୫୦ ଥର ଅପହରଣ କରିଛନ୍ତି ଏଲିଅନ୍‌: ବଖାଣିଲେ ଅନୁଭୂତି…

ଲଣ୍ଡନ,୧୦।୫: ଏଲଅନ୍‌ଙ୍କୁ ନେଇ ବିଭିନ୍ନ ସମୟରେ ଭିନ୍ନଭିନ୍ନ ରୋମାଞ୍ଚକର ଘଟଣା ସମ୍ପର୍କରେ ଶୁଣିବାକୁ ମିଳିଥାଏ। ଏବେ ଜଣେ ବ୍ରିଟିଶ୍‌ ମହିଳା ତାଙ୍କୁ ୫୦ ଥର ଏଲିଅନ୍‌ମାନେ ଅପହରଣ କରିଥିବା ପ୍ରକାଶ କରିଛନ୍ତି। ଅପହରଣ ସମୟର ଅନୁଭୂତି ସେ ବଖାଣିଛନ୍ତି। ମହିଳା ଜଣକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?