ମହାକାଶ ନୁହେଁ ସମୁଦ୍ରରୁ ଆସୁଛନ୍ତି ଏଲିଅନ୍: ଆଇସିଇଆର୍…
ଓ୍ବାଶିଂଟନ/ନୂଆଦିଲ୍ଲୀ,୬।୬: ଏଲିଅନ୍ ନେଇ ପୃଥିବୀରେ ଚର୍ଚ୍ଚା ଜାରି ରହିଛି। ଅଲିଅନ୍ମାନେ ୟୁଏଫ୍ଓ ଦ୍ୱାରା ଲଗାତାର ପୃଥିବୀକୁ ଆସୁଥିବା ନେଇ କେତେକ ଖବର ପ୍ରକାଶ ହେଉଥିବା ବେଳେ ଇଣ୍ଟରନ୍ୟାଶନାଲ କୋଏଲିଶନ ଫର୍ ଏକ୍ସଷ୍ଟ୍ରାଟେରିଷ୍ଟୋରିଆଲ୍ ରିସର୍ଚ୍ଚ (ଆଇସିଇଆର) ପକ୍ଷରୁ ପ୍ରଦାନ କରାଯାଇଥିବା ତଥ୍ୟ ଏବେ…
ମହାକାଶ ନୁହେଁ, ସମୁଦ୍ର ମଧ୍ୟ ଦେଇ ଆସୁଛନ୍ତି ଏଲିଅନ
ପୃଥିବୀର ବିଭିନ୍ନ ସ୍ଥାନରେ ଏଲିଅନ ଏବଂ ସେମାନଙ୍କ ଯାନ ଦେଖିବାକୁ ମିଳୁଥିବା ଅନେକ ଦାବି କରୁଛନ୍ତି। ଏହି ଦାବି ଉପରେ ବର୍ତ୍ତମାନ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଛି। ଆମେରିକାର ଗୁପ୍ତଚର ସରକାରୀ କର୍ମଚାରୀଙ୍କ ଦ୍ୱାରା ୟୁଏଫ୍ଓ ଏବଂ ଏଲିଅନ୍ ସମ୍ବନ୍ଧରେ କରାଯାଇଥିବା…
୧୦ ଜୁନ୍ରେ ସୂର୍ଯ୍ୟପରାଗ, ଜାଣନ୍ତୁ ଆପଣଙ୍କ ରାଶିର ଫଳାଫଳ …
ଜୁନ୍ ୧୦ରେ ଜ୍ୟେଷ୍ଠମାସ ଅମାବାସ୍ୟ ତିଥିରେ ବୃଷ ରାଶିରେ ରାଶିରେ ଅନୁଷ୍ଠିତ ହେବ। ଭାରତୀୟ ସମୟ ଅପରାହ୍ନ ୧ଟା ୪୨ ମିନିଟ୍ରୁ ସନ୍ଧ୍ୟା ୬ଟା ୪୧ ମିନିଟ୍ ପର୍ଯ୍ୟନ୍ତ ହେଉଥିବା ଏହି ସୂର୍ଯ୍ୟପରାଗ ଉତ୍ତର ଆମେରିକା, ୟୁରୋପ ଏବଂ ଏସିଆର କେତେକ…
ଇଏ ବି ଭ୍ୟାକ୍ସିନେସନ ସେଣ୍ଟର
କୋଭିଡ୍-୧୯ର ମୁକାବିଲା ପାଇଁ ସାରା ପୃଥିବୀରେ ଚାଲିଛି ଟିକାକରଣ ବା ଭ୍ୟାକ୍ସିନେସନ। ଭୟ ଓ ଆତଙ୍କ ମଧ୍ୟରେ ଜିଉଥିବା ମଣିଷଙ୍କ ପାଇଁ ଏହା ହିଁ ଜିଇବାର ଏକମାତ୍ର ଭରସା। ତେବେ ଲୋକଙ୍କ ମନରୁ ଭୟ ଦୂର କରିବା ତଥା ସକାରାତ୍ମକ ଭାବ…
ଆକାଶବାଣୀ ଉପସ୍ଥାପକ ଶଙ୍କର୍ଷଣ ମଙ୍ଗରାଜ
ଦିନଥିଲା ଯେତେବେଳେ ସକାଳୁ ସକାଳୁ ଆକାଶବାଣୀ କଟକ କେନ୍ଦ୍ରରୁ ବନ୍ଦନା କାର୍ଯ୍ୟକ୍ରମ ପରେ ପରେ ଏକ ସୁମଧୁର ଧୂନ୍ ବାଜିଉଠୁଥିଲା ତା’ପରେ ଆନାଉନ୍ସର କହୁଥିଲେ-ଏଥର ଶୁଣନ୍ତୁ ଆଜିର ଅନୁଚିନ୍ତା ଉପସ୍ଥାପନା- ଶଙ୍କର୍ଷଣ ମଙ୍ଗରାଜ। ଏହି କାର୍ଯ୍ୟକ୍ରମ ସେତେବେଳେ ରେଡ଼ିଓ ଶୁଣୁଥିବା ଓଡ଼ିଶାର…
ବିବାଦରେ ଭାଇରସ୍
ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସ୍ର ଜନ୍ମ ଯେପରି ରହସ୍ୟମୟ, ସେତିକି ବିସ୍ମୟକର । ପୁଣି ତାକୁ ନେଇ ଏବେ ଅସଂଖ୍ୟ ପ୍ରଶ୍ନବାଚୀ… ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସ୍ର ଜନ୍ମ ଯେପରି ରହସ୍ୟମୟ, ସେତିକି…
ସୁନ୍ଦର ପକ୍ଷୀ
ଭଗବାନଙ୍କ ଦ୍ୱାରା ସୃଷ୍ଟି ଏ ବିଶ୍ୱବ୍ରହ୍ମାଣ୍ଡରେ ଅନେକ ସୁନ୍ଦର ସୁନ୍ଦର ଜିନିଷ ସବୁ ରହିଛି, ଯାହାର ସୌନ୍ଦର୍ଯ୍ୟ ବେଶ୍ ମନଲୋଭା ହୋଇଥାଏ; ଯେମିତି କି ପକ୍ଷୀ। ବିଶ୍ୱ ନିୟନ୍ତାଙ୍କ ଦ୍ୱାରା ସୃଷ୍ଟି ସେମିତି କେତୋଟି ସୁନ୍ଦର ପକ୍ଷୀଙ୍କ ସମ୍ପର୍କରେ… ମୟୂର: ସୁନ୍ଦର…
ଭାରତର ପ୍ରତିନିଧିତ୍ୱ କରିବେ କିନ୍ନର ଶ୍ରୁତି
ଏକାଧିକ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ବିଜୟୀ ହୋଇଥିବା କେରଳର ଟ୍ରାନ୍ସଜେଣ୍ଡର ମଡେଲ ଶ୍ରୁତି ସିତାରା ଆଉ ଏକ ସଫଳତା ହାସଲ କରିଛନ୍ତି। ଲଣ୍ଡନରେ ଆସନ୍ତା ୧୨ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ମିସ୍ ଟ୍ରାନ୍ସ ଗ୍ଲୋବାଲ ସୁନ୍ଦରୀ ପ୍ରତିଯୋଗିତାରେ ସେ ଭାରତର ପ୍ରତିନିଧିତ୍ୱ…
ଟିକା ନେଇଥିବା ସେକ୍ସପିୟରଙ୍କ ମୃତ୍ୟୁ
କୋଭିଡ୍ ଟିକା ନେଇଥିବା ପ୍ରଥମ ପୁରୁଷ ତଥା ବିଶ୍ୱର ଦ୍ୱିତୀୟ ବ୍ୟକ୍ତି ବ୍ରିଟେନ ବାସିନ୍ଦା ବିଲ୍ ସେକ୍ସପିୟର(୮୧)ଙ୍କ ମୃତ୍ୟୁ ଘଟିଛି। ଗତ ବର୍ଷ ଡିସେମ୍ବର ୮ରେ ସେକ୍ସପିୟରଙ୍କୁ ଫାଇଜରର ପ୍ରଥମ ଡୋଜ୍ ଦିଆଯାଇଥିଲା। ତାଙ୍କ ପୂର୍ବରୁ ବିଶ୍ୱର ପ୍ରଥମ ବ୍ୟକ୍ତି ଭାବେ…
ବନ୍ୟାରେ ଭାସିଗଲା କାର୍, ଉଦ୍ଧାର କରିବା ପାଇଁ ପାଣିକୁ ଡେଇଁଲେ ମହିଳା, ଆଉ ତା’ ପରେ…
ଆମେରିକାର ଟେକ୍ସାସରେ ହୋଇଥିବା ବନ୍ୟା ପାଣିରେ ଏକ କାର୍ ଭାସିଗଲା। ଜଣେ ମହିଳା ଏହି କାର୍କୁ ପାଣିରୁ ଉଦ୍ଧାର କରିବା ପାଇଁ ପାଣିକୁ ଡେଇଁ ପଡ଼ିଥିଲେ। ତେବେ ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ମହିଳା ଜଣଙ୍କ…
ମାଲିକଙ୍କୁ ଏମିତି ଅନ୍ତିମ ଶ୍ରଦ୍ଧାଞ୍ଜଳି ଜଣାଇଲା ହାତୀ, ଦେଖିଲେ ଆଖିରେ ରହିବନି ଲୁହ
ହାତୀ ଏବଂ ମଣିଷ ମଧ୍ୟରେ ବନ୍ଧୁତା ଫିଲ୍ମ ‘ହାଥୀ ମେରା ସାଥୀ’ରେ ନିଶ୍ଚିତ ଦେଖିଥିବେ। ଫିଲ୍ମରେ ହାତୀ ମରିବା ପରେ ଅଭିନେତା ହାତୀକୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ମାତ୍ର କେରଳର କୋଟାୟମ ଜିଲାରେ ଏକ ହାତୀ ତା’ର ମାଲିକ ମରିଯିବା ପରେ କେମିତି…
ବର୍ଷକ ମଧ୍ୟରେ ୨୦ ସନ୍ତାନର ମା’ ହେଲେ ଏହି ମହିଳା, ପିଲାଙ୍କ ପାଇଁ ସପ୍ତାହକୁ ଖର୍ଚ୍ଚ ହୁଏ…
ରୁଷିଆର ଜଣେ ମହିଳା ବର୍ଷକ ମଧ୍ୟରେ ୨୦ ସନ୍ତାନର ମା’ ହୋଇଛନ୍ତି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟା ସତ। ୨୩ ବର୍ଷୀୟା କ୍ରିଷ୍ଟିନାଙ୍କ ସ୍ବାମୀ ଜଣେ କୋଟିପତି। ତାଙ୍କ ସ୍ବାମୀ ଚାହାନ୍ତି ଗୋଟିଏ ବଡ଼ ପରିବାର। ୫୭ ବର୍ଷୀୟ ଗ୍ୟାଲିପ୍ ଆଗରୁ…

