ଜଗ୍ଗି ବାସୁଦେବରୁ ସଦ୍ଗୁରୁ: ଜାଣନ୍ତୁ ଆଧ୍ୟାତ୍ମ୍ୟ ପଥରେ ଯାତ୍ରା କରୁଥିବା ଏହି …
ଯୋଗ ଏବଂ ଧ୍ୟାନର ପ୍ରଚାରକ ହେଲେ ଜଗ୍ଗି ବାସୁଦେବ ଓରଫ ସଦ୍ଗୁରୁ। ସେ ଇଶା ଫାଉଣ୍ଡେଶନର ସଂସ୍ଥାପକ ମଧ୍ୟ। ଏହି ଅନୁଷ୍ଠାନ ସାମାଜିକ କଲ୍ୟାଣ ଦିଗରେ କାର୍ଯ୍ୟ କରିଆସୁଛି। ଯୋଗର ପ୍ରଚାର-ପ୍ରସାର କରିବା ଫାଉଣ୍ଡେଶନର ମୁଖ୍ୟ ଉଦ୍ଦେଶ୍ୟ । ଅନେକଙ୍କ ଗୁରୁ…
ଏହି ପ୍ରାଚୀନ ଦୁର୍ଗରେ ହଠାତ୍ ଦେଖିବାକୁ ମିଳିଲା ଅଦ୍ଭୁତ ଦୃଶ୍ୟ, ଭାଇରାଲ ହେଉଛି ଭିଡିଓ
ମଧ୍ୟପ୍ରଦେଶର ରାୟସେନର ପ୍ରାଚୀନ ଦୁର୍ଗରେ ଓଁ କାର ଆକୃତିର ଅଦ୍ଭୁତ ପ୍ରତିବିମ୍ବ ଦେଖିବାକୁ ମିଳିଛି। ରାୟସେନର ଉଚ୍ଚା ପାହାଡ଼ରେ ଥିବା ଏହି ପ୍ରାଚୀନ ଦୁର୍ଗରେ କିଛିଦିନ ତଳେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଥିଲା। ଯେତେବେଳେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ…
ବାଘ, ସିଂହର କରୋନା ମୃତ୍ୟୁ
ରାଞ୍ଚି/ଚେନ୍ନାଇ: ତାମିଲନାଡୁର ଭଣ୍ଡାଲୁରସ୍ଥିତ ଆରିଗ୍ନାର ଆନ୍ନା ଜାତୀୟ ଉଦ୍ୟାନରେ ୯ ସିଂହ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୯ ବର୍ଷର ଏକ ମାଈ ସିଂହର ମୃତ୍ୟୁ ଘଟିଛି। ଜୁଲୋଜିକାଲ ପାର୍କର ସଫାରି ଏରିଆରେ ରଖାଯାଇଥିବା ଏହି ସିଂହଟି ଗୁରୁବାର…
ବିଚାରପତିଙ୍କୁ ଜୋତା ଫିଙ୍ଗିବାରୁ ୧୮ ମାସ ଜେଲ
ଅହମ୍ମଦାବାଦ: ଗୁଜରାଟ ହାଇକୋର୍ଟର ଜଣେ ବିଚାରପତିଙ୍କୁ ଜୋତା ଫିଙ୍ଗିବାରୁ ଜଣେ ବ୍ୟକ୍ତିଙ୍କୁ ଦେଢ଼ବର୍ଷ ପାଇଁ ଜେଲ ଦଣ୍ଡାଦେଶ ହୋଇଛି। ରାଜକୋଟ ଜିଲା ଭୟଭଦର ଚା’ ଦୋକାନୀ ଭବାନୀଦାସ ଭବାଜୀ ଏକ ମାମଲାର ଫଇସଲା ପାଇଁ ହାଇକୋର୍ଟ ଧାଇଁ ଧାଇଁ ନୟାନ୍ତ ହୋଇଯାଇଥିଲେ।…
ହ୍ରଦରେ କମୁଛି ଅମ୍ଳଜାନ
ଜଳବାୟୁ ପରିବର୍ତ୍ତନ କାରଣରୁ ମଧୁର ଜଳପୂର୍ଣ୍ଣ ହ୍ରଦର ଅମ୍ଳଜାନସ୍ତର କମିବାରେ ଲାଗିଛି। ଏହାଦ୍ୱାରା ଜୀବଜଗତ ସମେତ ପରିବେଶ ଉପରେ ବଡ଼ ବିପତ୍ତି ଘନେଇବାରେ ଲାଗିଛି। ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନର କଥା ଉଠିଲେ ମନରେ ଉଙ୍କିମାରେ ସମୁଦ୍ର ଜଳପତ୍ତନ ବୃଦ୍ଧି, ବାୟୁ ପ୍ରଦୂଷଣ,…
ବର ମଦନିଶାରେ ଶାଶୁଙ୍କୁ ପିନ୍ଧାଇଲେ ବରଣମାଳା…
ମୁମ୍ବାଇ,୫।୬:ଏବେ ସୋସିଆଲ୍ ମିଡ଼ିଆରେ ଏକ ବିବାହ ଭିଡ଼ିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ବିବାହରେ ମଦ ନିଶାରେ ଚୁର୍ ଥିବା ବର ବିଚରା କନ୍ୟା ବଦଳରେ ଶାଶୁଙ୍କୁ ବରଣମାଳା ପିନ୍ଧାଇଛନ୍ତି। ଏହି ଭିଡ଼ିଓକୁ ଇନଷ୍ଟାଗ୍ରାମ୍ରେ ଅପଲୋଡ୍ କରାଯାଇଛି। ତେବେ ବିବାହ କେଉଁଠି…
ସ୍ବାମୀ ଅନିଲ ଅମ୍ବାନୀଙ୍କୁ ଜନ୍ମଦିନରେ ଏମିତି ହୃଦୟସ୍ପର୍ଶୀ ବାର୍ତ୍ତା ଲେଖିଲେ ଟିନା
ଆଜି ଅର୍ଥାତ୍ ଜୁନ୍ ୪ରେ ହେଉଛି ବିଶିଷ୍ଟ ଶିଳ୍ପପତି ଅନିଲ ଅମ୍ବାନୀଙ୍କ ଜନ୍ମଦିନ। ଏହି ଅବସରରେ ସ୍ତ୍ରୀ ଟିନା ଅମ୍ବାନୀ ସ୍ବାମୀ ଅନିଲଙ୍କ ପାଇଁ ଜନ୍ମଦିନର ଏକ ହୃଦୟସ୍ପର୍ଶୀ ବାର୍ତ୍ତା ଶେୟାର କରିଛନ୍ତି। ଏହି ପୋଷ୍ଟରେ ସେ ଅନିଲଙ୍କୁ ପରିବାର ପ୍ରତି…
ବିଶାଳ ସମୁଦ୍ର ଉପରେ ଗାଁ: ୧୩୦୦ ବର୍ଷରୁ ସେଭଳି ଅଛି; ଉତ୍ପତି ଇତିହାସ କିଛି…
ନୂଆଦିଲ୍ଲୀ: ଦୁନିଆରେ ବହୁତ ଅଦ୍ଭୁତ ଜିନିଷ ଅଛି, କିନ୍ତୁ ଆପଣ ସମୁଦ୍ର ଉପରେ ଥିବା ଗାଁ ବିଷୟରେ ଶୁଣିଛନ୍ତି? ହୁଏତ ନା। ଚାଇନାରେ ଏଭଳି ଏକ ଗାଁ ରହିଛି। ଏହା ଚାଇନାର ଫୁଜିଆନ ପ୍ରଦେଶର ନିଙ୍ଗଡେ ସହର ନିକଟରେ ଅବସ୍ଥିତ। ବର୍ତ୍ତମାନର…
ଶେଷରେ କ୍ଷମା ମାଗିଲା ଗୁଗଲ୍, ଜାଣନ୍ତୁ କାହିଁକି
ଗୁଗଲ୍ରେ ସର୍ଚ୍ଚ କରିବା ବେଳେ ‘ଭାରତରେ ସବୁଠାରୁ ଖରାପ ଭାଷା କ’ଣ? ଏହାର ଉତ୍ତରରେ ଗୁଗଲ୍ ସର୍ଚ୍ଚ ଇଞ୍ଜିନ୍ରେ ଉତ୍ତର ଥିଲା ‘କନ୍ନଡ’। ଏହି କଥା ଜାଣିବା ପରେ କନ୍ନଡ ଭାଷାଭାଷୀ ଗୁଗଲ୍ ଏହାକୁ ହଟାଇବା ପାଇଁ ଦାବି କରିଥିଲେ। ପରେ…
ଏହି ଦେଶରେ ନାହାନ୍ତି ଗୋଟିଏ ହେଲେ ମଶା, ଜାଣନ୍ତୁ କାରଣ
ମଶା ଯୋଗୁ ସମଗ୍ର ବିଶ୍ୱବାସୀ ଅସୁବିଧାରେ ପଡ଼ନ୍ତି। ମଶା ଘଉଡ଼ାଇବା ପାଇଁ ଲୋକେ ନାନା ପଦକ୍ଷେପ ଅପଣାଇଥାନ୍ତି। ମାତ୍ର ଆଜି ଏମିତି ଏକ ଦେଶ ବିଷୟରେ କହିବୁ ଯେଉଁ ଦେଶରେ ଆଦୌ ମଶା ନାହାନ୍ତି। ବିଶ୍ୱାସ ହେଉ ନ ଥିଲେ ମଧ୍ୟ…
ବିଦ୍ୟୁତ୍ତାରରେ କଳାକୌଶଳ ପ୍ରଦର୍ଶନ କରୁଛି କୁକୁର
ସୋସିଆଲ ମିଡିଆରେ ବେଳେବେଳେ ଏମିତି ଦୃଶ୍ୟ ଦେଖିବାକୁ ମିଳିଥାଏ ଯାହା କଳ୍ପନା ବାହାରେ ଥାଏ। ସେହିପରି ଟୁଇଟରରେ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ସାଧାରଣତଃ କଳାକାରମାନଙ୍କୁ ସର୍କସରେ ଦଉଡ଼ିରେ କୌଶଳ ପ୍ରଦର୍ଶନ…
ମୋଦିଙ୍କୁ କୁକିଙ୍କ ନିବେଦନ: ସାର୍ ବିଦାୟ ସମ୍ବର୍ଦ୍ଧନା ତ କରି ଦିଅନ୍ତୁ, +୨ ପଢ଼ୁଥିବା ନେହାଙ୍କୁ ଶାଢ଼ିରେ ଦେଖିବାକୁ ଇଚ୍ଛା ଥିଲା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ବସିଥିବା ବୈଠକ ପରେ ସିବିଏସ୍ଇର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ରଦ୍ଦ କରାଯିବା ନେଇ ଘୋଷଣା କରାଯାଇଥିଲା। କୋଭିଡର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିଲା। ଏହାପରେ ସୋସିଆଲ ମିଡିଆରେ ସିବିଏସ୍ଇ…

