ଫୁରସତ

ପୁଅର ବିଛଣା ଉଠାଉଥିଲେ ମା’, ତଳେ ଯାହା ଦେଖିଲେ ଆଖିକୁ ବିଶ୍ୱାସ କରିପାରିଲେନି

ଯେଉଁଘରେ ପିଲା ଅଛନ୍ତି, ସେଠାରେ ସଫାସୁତରା ରଖିବା ବହୁତ କଷ୍ଟ। ପ୍ରାୟ ପ୍ରତ୍ୟେକ ଘରେ ପିଲାମାନେ ଏମିତି କରିଥାନ୍ତି। ଯାହାକୁ ସଫା କରିବା ପାଇଁ ମା’ମାନଙ୍କୁ ବହୁତ ପରିଶ୍ରମ କରିବାକୁ ପଡ଼େ। ସେମିତି ଏକ ଘଟଣା ଦେଖିବାକୁ ମିଳିଛି ଆମେରିକାର ଲେକ୍ସିଙ୍ଗ୍‌ଟନ୍‌ରେ।…

ଭାରତ ପ୍ରେମରେ ଜାପାନୀ ଯୁବତୀ, ଭାରତର ଏହି ଖାଦ୍ୟ ତାଙ୍କର ବହୁ ପସନ୍ଦ

ଟୋକିଓ,୨୬ା୭: ଜାପାନର ରାଜଧାନୀ ଟୋକିଓ ଆଜିକାଲି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। କାରଣ ବର୍ତ୍ତମାନ ଏଠାରେ ଅଲିମ୍ପିକ୍ସ ଗେମ୍‌ସ ଚାଲିଛି। ଭାରତର ଖେଳାଳିମାନେ ମଧ୍ୟ ଏଥିରେ ଭାଗ ନେଇଛନ୍ତି। ମାତ୍ର ସବୁଠୁ ଚର୍ଚ୍ଚାରେ ଜଣେ ଜାପାନୀ ଯୁବତୀ। ଏହାର କାରଣ ମଧ୍ୟ ଭାରତ।…

ବାହା ବେଦୀରେ ଲାପ୍‌ଟପ୍‌ରେ ବ୍ୟସ୍ତ ବର, ଏହା ଦେଖି କନ୍ୟା…

କରୋନା ମହାମାରୀ ସମସ୍ତଙ୍କ ଜୀବନ ଶୈଳୀକୁ ଏକପ୍ରକାର ବଦଳାଇ ଦେଇଛି। ଏହି ମହମାରୀ ଯୋଗୁ କିଛି ଅଫିସର କର୍ମଚାରୀମାନେ ଓ୍ବାର୍କ ଫ୍ରମ୍‌ ହୋମ୍‌ ଅର୍ଥାତ ଘରୁ କାମ କରୁଛନ୍ତି। ଏବେ ସୋସିଆଲ ମିଡିଆରେ ଏମିତି ଏକ ଓ୍ବାର୍କ ଫ୍ରମ୍‌ ହୋମ୍‌ର ଭିଡିଓ…

୧୬୦ ଫୁଟ ଉଚ୍ଚରେ ଭିଡିଓ ଶୁଟିଂ କରୁଥିଲେ ଯୁବତୀ, ହଠାତ୍‌ ଖସିଗଲା ପାଦ; ଆଉ ତା’ ପରେ…

ଲୋକେ ଆଜିକାଲି ସୋସିଆଲ ମିଡିଆ ଜରିଆରେ ନିଜର କ୍ୟାରିୟର କରୁଛନ୍ତି। ସେମାନଙ୍କର ଲକ୍ଷ ଲକ୍ଷ ଫଲୋଅର୍ସ ମଧ୍ୟ ଅଛନ୍ତି। ନିଜ ଜୀବନ କାହାଣୀ, ପ୍ରତିଦିନର ଘଟଣାବଳୀ ବିଷୟରେ ଫଲୋଅର୍ସମାନଙ୍କୁ ଭିଡିଓ ମାଧ୍ୟମରେ କହିଥାନ୍ତି। ବର୍ତ୍ତମାନ ଚାଇନାର ଜଣେ ଯୁବତୀଙ୍କ ଭିଡିଓ ଏବେ…

ହଳଦିଆ ଜିଭ, ପେଟରେ ଦରଜ ପରି ଲକ୍ଷଣ ଦେଖି ଚିନ୍ତାରେ ପଡ଼ିଲେ ଡାକ୍ତର; ପରେ ଜାଣିଲେ…

ଜଣେ ୧୨ ବର୍ଷର ବାଳକଙ୍କ ହଳଦିଆ ଜିଭ ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏତଦ୍‌ବ୍ୟତୀତ ବାଳକର ଶରୀରରେ କେତେକ ଗମ୍ଭୀର ଲକ୍ଷଣ ପ୍ରକାଶ ପାଇଥିଲା। ପରେ ପରିବାର ଲୋକେ କାନାଡାର ଟରେଣ୍ଟୋରେ ଥିବା ଏକ ହସ୍ପିଟାଲକୁ ନେଇଥିଲେ। ତାଙ୍କ ଗଳା ଦରଜ…

ମାଲିକ ଗାଳି କଲେ ବୋଲି ଆତ୍ମହତ୍ୟା କରିବାକୁ ଷ୍ଟେଶନ ବାଲକୋନୀରେ ଚଢ଼ିଗଲେ ଯୁବତୀ, ଆଉ ତା’ ପରେ…

ଫରିଦାବାଦ: କାମ କରୁଥିବା କମ୍ପାନୀର ମାଲିକ ରାଗିଲେ ବୋଲି ଆତ୍ମହତ୍ୟା କରିବାକୁ ଷ୍ଟେଶନର ଏକ ବାଲକୋନୀରେ ଚଢ଼ିଗଲେ ଯୁବତୀ। ଏଠାକାର ସେକ୍ଟେର ୨୮ ମେଟ୍ରୋ ଷ୍ଟେଶନରେ ଜଣେ ଯୁବତୀଙ୍କ ଏଭଳି ଏକ ଅଭାବନୀୟ ଦେଖିବାକୁ ମିଳିଛି। ଏହାକୁ ନେଇ ଷ୍ଟେଶନ ତଳେ…

ଏତେ ସବୁ ରଙ୍ଗ ଥାଇ ଜେସିବି ମେଶିନର ରଙ୍ଗ କାହିଁକି ହଳଦିଆ ଜାଣନ୍ତି…

ଜେସିବି କମ୍ପାନୀର ମେଶିନ ଆପଣ ନିଶ୍ଚିତ ଦେଖିଥିବେ। ଏହା କନ୍‌ଷ୍ଟ୍ରକ୍ସନ ବା ନିର୍ମାଣ କାର୍ଯ୍ୟରେ ଲାଗେ। ଏହି କମ୍ପାନୀ ମେଶିନର ଏକ ବିଶେଷତ୍ତ୍ୱ ହେଲା ଏହାର ରଙ୍ଗ କେବଳ ହଳଦିଆ। ଆପଣଙ୍କ ମନରେ କେବେ ପ୍ରଶ୍ନ ଉଠିଛି କି, ଏତେ ସବୁ…

ଓ୍ବାର୍କ ଫ୍ରମ୍‌ ଓ୍ବେଡିଂ, ସୋସିଆଲ ମିଡ଼ିଆରେ ଭାଇରାଲ…

ନୂଆଦିଲ୍ଲୀ,୨୫।୭: ଏବେ ସୋସିଆଲ୍‌ ମିଡ଼ିଆରେ ଏକ ଭିଡ଼ିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ବିବାହ ବେଦୀରେ ବର ଲାପଟପ୍‌ ଧରି କାମ କରିବାରେ ବ୍ୟସ୍ତ। ପଣ୍ଡିତ ମନ୍ତ୍ର ପଢୁଥିବାବେଳେ ବରଙ୍କର କନ୍ୟା ଅବା ଅନ୍ୟ ଅତିଥିଙ୍କ ପ୍ରତି ନିଘା ନାହିଁ।…

ପୋଷାକ ବି, ଚେୟାର ବି

ଏହା ଖାଲି ଏକ ପୋଷାକ ନୁହେଁ, ଚାହିଁଲେ ଏହାକୁ ଜଣେ ଚେୟାର୍‌ଭାବେ ମଧ୍ୟ ବ୍ୟବହାର କରିପାରିବେ। ଧଳା କଳା ରଙ୍ଗର ଏହି ପୋଷାକ ସହ ଏକ ସ୍ବତନ୍ତ୍ର ଯୋଡ଼ା ଜୋତା ବି ପିନ୍ଧିବାକୁ ହୁଏ। ଜୋତାକୁ ପିନ୍ଧି ଚାଲିବା ସହ ପୋଷାକ…

ଅମ୍ଳଜାନ ପାଇଁ ଚଢ଼ିଲେ ଗଛ

କରୋନାରେ ଆକ୍ରାନ୍ତ ବ୍ୟକ୍ତିଙ୍କଠାରେ ସାଧାରଣତଃ ଅମ୍ଳଜାନ ଅଭାବରୁ ସମସ୍ୟା ଦେଖା ଦେଇଥାଏ। ଏମିତିରେ କିଛି ଡାକ୍ତରଖାନାରେ ଅମ୍ଳଜାନ ଯୋଗାଇପାରୁ ନ ଥିବାରୁ ଅନେକ ରୋଗୀ ମୃତ୍ୟୁବରଣ ବି କରିଛନ୍ତି। ଏହି ସମସ୍ୟାକୁ ଦେଖି ଇନ୍ଦୋରର ଜଣେ ୬୮ ବର୍ଷୀୟ ବୃଦ୍ଧ ଅମ୍ଳଜାନ…

ଇନ୍‌ଷ୍ଟାଗ୍ରାମ ସେନସେସନ୍‌ ପାଲଟିଛି ବିଲେଇ

ଦୁବାଇର ଗଳିରେ ବୁଲୁଥିଲା ଏକ ମୋଟା ସୁସ୍ଥସବଳ ସୁନ୍ଦର ବିଲେଇ। ତାକୁ ତା’ର ମାଲିକ ରାସ୍ତାରେ ଛାଡ଼ି ଚାଲିଯାଇଥିଲେ। ଏଇ ବିଲେଇକୁ ଦେଖିଥିଲେ ଆମେରିକାର ଏକ ଦମ୍ପତି। ଆଉ ବିଲେଇଟି ତାଙ୍କୁ ବହୁତ ଭଲ ଲାଗିଥିଲା। ସେମାନେ ତାକୁ ନିଜ ସହ…

ଲଙ୍କା ଦହନ ପାଇଁ ହନୁମାନଙ୍କୁ ଶ୍ରୀରାମଙ୍କ ଆଜ୍ଞା ଥିଲା

ଗୋସ୍ବାମୀ ତୁଳସୀ ଦାସ ତ୍ରିଜଟାର ମୁହଁରେ କୁହାଇଛନ୍ତି -‘ସପନେ ବାନର ଲଙ୍କା ଜାରି l ଜାତୁଧାନ ସେନା ସବ ମାରି l’ ଏହା ଶୁଣି ମୁଁ ଭ୍ରମରେ ପଡ଼ିଗଲି l ତ୍ରିଜଟାର ପ୍ରଥମ ସ୍ବପ୍ନ କଥା ତ ସତ୍ୟ l ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?