Posted inଫୁରସତ

ଏତେ ସବୁ ରଙ୍ଗ ଥାଇ ଜେସିବି ମେଶିନର ରଙ୍ଗ କାହିଁକି ହଳଦିଆ ଜାଣନ୍ତି…

ଜେସିବି କମ୍ପାନୀର ମେଶିନ ଆପଣ ନିଶ୍ଚିତ ଦେଖିଥିବେ। ଏହା କନ୍‌ଷ୍ଟ୍ରକ୍ସନ ବା ନିର୍ମାଣ କାର୍ଯ୍ୟରେ ଲାଗେ। ଏହି କମ୍ପାନୀ ମେଶିନର ଏକ ବିଶେଷତ୍ତ୍ୱ ହେଲା ଏହାର ରଙ୍ଗ କେବଳ ହଳଦିଆ। ଆପଣଙ୍କ ମନରେ କେବେ ପ୍ରଶ୍ନ ଉଠିଛି କି, ଏତେ ସବୁ ରଙ୍ଗ ଥାଇ ଜେସିବି ମେଶିନର ରଙ୍ଗ କାହିଁକି ହଳଦିଆ ହୋଇଥାଏ। ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ…

ଜେସିବି ଏମିତି ଏକ କମ୍ପାନୀ ଯିଏକି ବିନା ନାମକରଣରେ ୧୯୪୫ ମସିହାରେ ଲଞ୍ଚ ହୋଇଥିଲା। ପରେ ଏହାର ନାମ ଜେସିବି ରଖାଯାଇଥିଲା। ଏହା ବ୍ରିଟେନର ଏକ କମ୍ପାନୀ। ଏହାର ମୁଖ୍ୟାଳୟ ଇଂଲଣ୍ଡର ଷ୍ଟେର୍ଫ୍‌ଡଶାୟାରରେ ରହିଛି। ଭଲ ନାଁ ନ ମିଳିବାରୁ ଏହି ମେଶିନର ଆବିଷ୍କାରକ ‘ଜୋସେଫ୍‌ ସାୟରିଲ ବମ୍‌ଫୋର୍ଡ’ଙ୍କ ନାମରେ ରଖାଯାଇଥିଲା। ଏହା ବ୍ରିଟିଶର ପ୍ରଥମ କମ୍ପାନୀ ଥିଲା। ଯାହା ଭାରତରେ ନିଜର ଫ୍ୟାକ୍ଟ୍ରି ଖୋଲିଥିଲା। ଆଜିର ସମୟରେ ସମଗ୍ର ଦୁନିଆର ସବୁଠୁ ଅଧିକ କାମ ଜେସିବି ସାହାଯ୍ୟରେ ଭାରତରେ ହିଁ କରାଯାଉଛି।

୧୯୪୮ରେ ଜେସିବି କମ୍ପାନୀରେ ମାତ୍ର ୬ ଜଣ ଲୋକ କାମ କରୁଥିଲେ। କିନ୍ତୁ ଆଜିର ସମୟରେ ପ୍ରାୟ ୧୧୦୦୦ କର୍ମଚାରୀ କାମ କରୁଛନ୍ତି।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ମେଶିନର ରଙ୍ଗ କେବଳ ହଳଦିଆ। ଏହା ପଛରେ ଏକ କାରଣ ରହିଛି। ଜେସିବି ଖୋଳୁଥିବା ବେଳେ ସହଜରେ ଦୂରରୁଏହାକୁ ଦେଖିହୁଏ। ସେ ଦିନ ହେଉ କି ରାତି। ଏହାଦ୍ୱାରା ଲୋକଙ୍କୁ ସହଜରେ ଜାଣିହୁଏ ଯେ ଆଗରେ ନିର୍ମାଣ କାମ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯାଆଁଳା ଝିଅଙ୍କ ସହ ମିଶି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇଥିଲେ ମା’, ଫଳାଫଳ ଆସିଲା ଏମିତି

ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାରେ ରହୁଥିବା ଜଣେ ମା’ ନିଜ ଯାଆଁଳା ଝିଅଙ୍କ ସହ ମିଶି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇଥିଲେ। ଭଲ ନମ୍ବର ରଖି ସେ...

୮ ବର୍ଷ ହେବ ସ୍ବାମୀ-ସ୍ତ୍ରୀ ହୋଇ ରହୁଥିଲେ ଦୁଇ ଯୁବକ, ଏମିତି ହେଲା ଖୁଲାସା

ଭୋପାଳ,୧୧।୯: ମଧ୍ୟପ୍ରଦେଶର ସିହୋର ଜିଲାରେ ଏକ ପୋଷ୍ଟମର୍ଟମ ରିପୋର୍ଟରୁ ରୋଚକ ଘଟଣାର ଖୁଲାସା ହୋଇଛି। ସ୍ତ୍ରୀ-ସ୍ବାମୀ ଭଳି ଦୁଇ ଯୁବକ ଜୀବନ ବିତାଉଥିଲେ। ଏହି ବିବାହକୁ...

ବେଡ୍‌ରୁମ ପାଲଟିଛି ଆଇସିୟୁ, କାର୍‌ ହୋଇଛି ଆମ୍ବୁଲାନ୍ସ; ପୂରା ଘଟଣା ଜାଣିଲେ ହେବେ ଭାବୁକ

ଭୋପାଳ,୨୧ା୧୧: ମଧ୍ୟପ୍ରଦେଶର ଜବଲପୁରରେ ଅବସରପ୍ରାପ୍ତ ଇଞ୍ଜିନିୟର ଅସୁସ୍ଥ ସ୍ତ୍ରୀଙ୍କ ପାଇଁ ତାଙ୍କ ଘରର ସମସ୍ତ ମାନଚିତ୍ର ପରିବର୍ତ୍ତନ କରି ଦେଇଛନ୍ତି। ସେ ତାଙ୍କ ବେଡ୍‌ରୁମକୁ ଆଇସିୟୁରେ...

କରୋନା ଆକ୍ରାନ୍ତଙ୍କ ସ୍ମୃତିଶକ୍ତି ହ୍ରାସ ପାଉଛି, ମନରେ ସୃଷ୍ଟି ହେଉଛି ଭ୍ରମ !

ଆନାପୋଲିସ୍‌, ୨୭।୯: କରୋନା ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କଠାରେ ଏବେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଉଛି। ଏନେଇ ମେରୀଲାଣ୍ଡର ଜନ୍‌ ହପକିନ୍ସ୍‌ ବିଶ୍ୱବିଦ୍ୟାଳୟର ଗବେଷକଙ୍କ...

ଏମିତି ଗୁରୁଦ୍ୱାର, ଯେଉଁଠି ଦିଆଯାଏ ନାହିଁ ଲଙ୍ଗର

ଆମ ଦେଶରେ କିଛି ମନ୍ଦିର ଏବଂ ଗୁରୁଦ୍ୱାର ରହିଛି, ଯାହା ସମ୍ପର୍କରେ ଅନେକ ରହସ୍ୟ ଲୁଚି ରହିଛି। ଏମିତି ଏକ ଗୁରୁଦ୍ୱାର ଅଛି, ଯେଉଁଠି କେବେ...

କରୋନା ପାଇଁ ଡିଜାଇନିଂ ହେଲା ସୁରକ୍ଷା କବଚ

ବେଜିଂ,୫।୩: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଚାଇନାରେ ଏକ ସୁରକ୍ଷା କବଚ ଡିଜାଇନିଂ କରାଯାଇଛି। ଏହାକୁ ଆର୍କିଟେକଚର ଡାୟୋଙ୍ଗ୍‌ ସନ୍‌ ପ୍ରସ୍ତୁତ କରିଛନ୍ତି। ଏଥିରେ...

ହଇରାଣ କରୁଥିଲା କୁକୁର; ରାଗରେ ବାଡି ଧରି ଗୋଡାଇଲା ମାଙ୍କଡ: ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପଶୁପକ୍ଷୀଙ୍କ ଅନେକ ଭିଡିଓ ଭାଇରାଲ ହୋଇଥାଏ। ଏଥିରୁ କିଛି ହସର ଖୋରାକ ଯୋଗାଉଥିବା ବେଳେ କିଛି ଉପରେ ବିଶ୍ୱାସ କରିବା କଷ୍ଟକର ହୋଇଥାଏ।...

କାର୍‌ ଥିମ୍‌ ହୋଟେଲ: ଭି ୮

ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଥିମ୍‌ରେ ହୋଟେଲ୍‌ କରାଯାଉଛି। ଜର୍ମାନୀ, ଷ୍ଟଟଗାର୍ଟସ୍ଥ ଏକ ହୋଟେଲରେ ବି ସେମିତି କିଛି କରାଯାଇଛି। ଏଠାକାର ଭି୮ ନାମକ...

Advertisement


Archives

Model This Week