Posted inଫୁରସତ

ଷ୍ଟେଜ୍‌ ଉପରେ ବରବଧୂଙ୍କ ସହ ଏଭଳି ବ୍ୟବହାର କଲେ ଅତିଥି; ଚକିତ ହେଲେ…

ସୋସିଆଲ ମିଡିଆରେ ବିବାହର ଅନେକ ମଜାଦାର ଭିଡିଓ ଭାଇରାଲ ହୋଇଥିଲେ। ସେଥିରୁ କିଛି ଚକିତ କରୁଥିଲେ ହେଁ କିଛି ବାରମ୍ବାର ଦେଖିବାକୁ ବାଧ୍ୟ କରିଥାଏ। ବିବାହରେ ହସଖୁସିର ପରିବେଶ ରହିବାଟା ସ୍ବାଭାବିକ କଥା। ଅନେକ ସମୟରେ ବରବଧୂ ନିଜ ବିବାହକୁ ସ୍ବତନ୍ତ୍ର କରିବାକୁ ଯାଇ କିଛି ଅଲଗା କରିବାକୁ ଚେଷ୍ଟା କରିଥାନ୍ତି। ବେଳେବେଳେ ବନ୍ଧୁମାନେ ଚର୍ଚ୍ଚାର କାରଣ ପାଲଟିଥାନ୍ତି। ଏହି କ୍ରମରେ ଏବେ ଭାଇରାଲ ହେଉଛି ଏକ ବିବାହର ସେଭଳି ଏକ ଭିଡିଓ।

ଇନ୍‌ଷ୍ଟାଗ୍ରାମରେ ‘trending_wedding_couples’ ନାମକ ଆକାଉଣ୍ଟରୁ ଏହି ଭିଡିଓ ଶେୟାର କରାଯାଇଛି। ଭିଡିଓରେ ବରବଧୂଙ୍କ ମଜା ଉଡାଇବାକୁ ଯାଇ ଜଣେ ବ୍ୟକ୍ତି ତାଙ୍କୁ ସମାନ ସମାନ ଉପହାର ଦେଉଛନ୍ତି। ଦ୍ୱିତୀୟ ଥର ସେ ଏକ କାଗଜକୁ ଦୁଇଖଣ୍ଡ କରି ଉଭୟଙ୍କୁ ଦେଉଛନ୍ତି। ଶେଷରେ ସେ କିଛି ଟଙ୍କା ଧରି ଉଡାଇଦେଉଥିବା ଦେଖାଯାଇଛି। ଏହାକୁ ଦେଖି ଲୋକମାନେ ହସ ରୋକିପାରୁ ନ ଥିବା କହିଛନ୍ତି। କିଛି କିଛି ବରବଧୂଙ୍କ ମୁହଁ ଶୁଖି ଯାଇଥିବା କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋର୍ଟେବଲ ଏସି: ବେକରେ ଟାଙ୍ଗି ଯେଉଁଆଡେ ବି ଯାଇପାରିବେ…

ଗ୍ରୀଷ୍ମ ଋତୁର ପ୍ରଚଣ୍ଡ ଖରା ଲାଗି ଅନେକ ସମୟରେ ଘରୁ ବାହାରିବାକୁ ଇଛା ହୁଏନା। କାରଣ ବାହାରର ଗରମ ଝାଞ୍ଜି ପବନ ଓ ଝାଳ ପାଇଁ...

‘ସ୍ମାଇଲ୍‌’ ବହୁଳ ବ୍ୟବହୃତ ଇମୋଜି: ନିର୍ମାତା କିଏ ଜାଣନ୍ତୁ

ପ୍ରତିବର୍ଷ ଜୁଲାଇ ୧୭କୁ ‘ଇମୋଜି ଡେ’ ଭାବେ ପାଳନ କରାଯାଏ । ୨୦୧୪ରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜିକାଲିର ସମୟରେ ମେସେଜର ବହୁଳ ବ୍ୟବହାର...

ସମୁଦ୍ର ଭିତରେ ପେଣ୍ଟିଂ

ସମୁଦ୍ର ଭିତରର ଦୁନିଆ ବହୁତ ସୁନ୍ଦର। ତା’ ମଧ୍ୟସ୍ଥ ଜୀବଜଗତ ତ ଭିନ୍ନ ଏକ ଦୁନିଆ ପରି ଲାଗେ। ହେଲେ ଏହାକୁ ଉପଭୋଗ କରିବାର ସୌଭାଗ୍ୟ...

ଦେଶ ବିଦେଶରୁ ଏଠାରୁ ବର କିଣିବାକୁ ଆସନ୍ତି ଅଭିଭାବକ

ପରିବା ହାଟ କଥା ସମସ୍ତେ ଜାଣିଥିବେ। ହେଲେ ବରଙ୍କ ହାଟକଥା ଶୁଣିଲେ ଟିକେ ଅଡୁଆ ଲାଗୁଥାଇପାରେ କିନ୍ତୁ ଏହା ସତ। ଏହା ଆଉ କେଉଁଠି ନୁହେଁ...

୧୨ ପିଜି ଡିଗ୍ରୀ କରିଥିବା ପ୍ରଥମ ମହିଳା

ଥିରୁଭାନନ୍ତପୁରମ୍‌: ପାଠ ପଢ଼ିବାର ପ୍ରବଳ ଆଗ୍ରହ ଥିଲେ କୌଣସି ପ୍ରକାରର ପ୍ରତିବନ୍ଧକ ବି ବାଟ ଓଗାଳିପାରେନି। ଏହାର ଏକ ଉଦାହରଣ ହେଉଛନ୍ତି ଡକ୍ଟର କେ.ଏସ୍‌. ତ୍ରିଶା।...

ଚୁଲି ପାଉଁଶ ଏବେ ଅନ୍‌ଲାଇନ୍‌ରେ ବିକ୍ରି

ନୂଆଦିଲ୍ଲୀ,୭।୩: କାଠ ଚୁଲିର ପାଉଁଶ ପୁଣି ଇ-କମର୍ସ ବଜାରରେ ମିଳୁଛି। ଏହା ଶୁଣିଲେ ଯେ କେହି ହୁଏତ ଆଶ୍ଚର୍ଯ୍ୟ ହୋଇ ପାରନ୍ତି। ମାତ୍ର ଏହା ସତ।...

ବାଲିଆପାଳର ରମାଦେବୀ

ପ୍ରତି ଆନ୍ଦୋଳନରେ ନିଜକୁ ଲୋକଙ୍କ ସହ ମିଶେଇ ଦେବା ତାଙ୍କର ବିଶେଷତ୍ୱ। ସେମାନଙ୍କ ମନରେ ଶୋଷଣମୁକ୍ତ ଓ ଶ୍ରେଣୀବିହୀନ ସମାଜର ସ୍ବପ୍ନ ବୁଣନ୍ତି। ଆଖି ପାଉ...

ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବାରୁ କାର୍ତ୍ତିୟାନି ଓ ଭାଗିରଥି ଆମ୍ମାଙ୍କୁ ମିଳିବ ‘ନାରୀ ଶକ୍ତି ପୁରସ୍କାର’

କୋଲ୍ଲମ,୫।୩: କେରଳର ୧୦୫ ବର୍ଷିୟା ଭାଗିରଥି ଆମ୍ମା ନିଜ ଜୀବନରେ ବହୁ ଉତ୍ଥାନ ପତନକୁ ସାମ୍ନା କରିଛନ୍ତି। ହେଲେ ପରିଣତ ବୟସରେ ସେ ଏମିତି କାମ...

Advertisement
Archives

Model This Week