Posted inଫୁରସତ

ଶାଢ଼ି ପିନ୍ଧି ଶିଡ଼ିରେ ପଛୁଆ ଚାଲିଲେ ଏହି ଯୁବତୀ, ଭାଇରାଲ ହେଉଛି ଭିଡିଓ

ଇଣ୍ଟରନେଟ୍‌ରେ ଜୟପୁରର ଜଣେ ଯୁବତୀଙ୍କ ଷ୍ଟଣ୍ଟ୍‌ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଯୁବତୀଙ୍କ ଅଦ୍ଭୁତ ବ୍ୟାକ୍‌ଫ୍ଲିପ୍‌ ସମସ୍ତଙ୍କୁ ଚକିତ କରିଦେଇଛି। ଯୁବତୀ ଜଣକ ଆଥେଲେଟିକ୍‌ କପଡ଼ାରେ ନୁହେଁ ଶାଢ଼ି ପିନ୍ଧି ଷ୍ଟଣ୍ଟ ମାରିଥିବା ଭିଡିଓରେ ଦେଖିବାକୁ ମିଳିଛି। ଏହି ଷ୍ଟଣ୍ଟ୍‌ ଏତେ ସହଜ ନୁହେଁ। ଯାହା ଆପଣ ଦେଖୁଛନ୍ତି। ଖାସ୍‌ କରି ଶାଢ଼ି ପିନ୍ଧି ନିଜର ଭାରସାମ୍ୟ ରଖିବା ବହୁତ ଚ୍ୟାଲେଞ୍ଜିଂ। କେଶ ମୁକୁଳା କରିଥିବା ଏହି ଯୁବତୀ ଜଣକ ଶାଢ଼ି ପିନ୍ଧି ଶିଡ଼ିରେ ପଛୁଆ ଚାଲୁଛନ୍ତି। ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଯୁବତୀ ଜଣକ ଏକ ଲାଲ୍‌ ରଙ୍ଗର ଶାଢ଼ି ପିନ୍ଧି ଆଖି ଝଲସିବା ପରି ଷ୍ଟଣ୍ଟ୍‌ କରୁଥିବା ନଜର ଆସିଛି।

ମିଶା ନାମକ ଏହି ଯୁବତୀ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଫଟୋ, ଭିଡିଓ ଶେୟାର କରିଛନ୍ତି। ମିଶା ଜଣେ ଫିଟ୍‌ନେସ ମଡେଲ। ସେ ତାଙ୍କ ପ୍ରୋଫାଇଲରେ ଜିମ୍‌ନାଷ୍ଟ ଏବଂ ଫିଟ୍‌ନେସ ଟ୍ରେନର ଲେଖିଛନ୍ତି। ମିଶା ଶାଢ଼ି ପିନ୍ଧା ଭିଡିଓରେ କ୍ୟାପଶନ ଲେଖିଛନ୍ତି, ‘୩୦ କୋଟି ଭ୍ୟୁଜ୍‌ ପାଇଁ ସମସ୍ତ ବନ୍ଧୁଙ୍କୁ ଧନ୍ୟବାଦ।


Enter your email to get our daily news in your inbox.

All Right Reserved By Dharitri.Com

ଘାସ ଖାଇଲାବେଳେ ଗଧ ମୁହଁରେ ପଶିଗଲା ସାପ; ତାପରେ…

ପ୍ରତାପଗଡ଼, ୨୫।୮: ରାଜସ୍ଥାନର ପ୍ରତାପଗଡ଼ ଜିଲାରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଜିଲାର ପିପଲଖୁଣ୍ଟ ଅଞ୍ଚଳରେ ଗୋଟିଏ ଗଧ ନଦୀ କୂଳରେ ଘାସ ଚରୁଥିବାବେଳେ...

ଝିଣ୍ଟିକା ସହ ଏମିତି କରୁଛି ମାଙ୍କଡ ଛୁଆ

ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ...

ମାଟି ମା‘ର ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ

ମାଟି ମା‘ର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରୁଥିବା ପଦାତିକ ବାହିନୀଙ୍କ ବଳିଦାନ ଅତୁଳନୀୟ। ପଦାତିକ ବାହିନୀର କର୍ମଚାରୀଙ୍କ କଲ୍ୟାଣ ପାଇଁ ଡିସେମ୍ବର ୭ରେ...

କେବଳ ବହୁରୂପୀ ଏଣ୍ଡୁଅ ନୁହନ୍ତି ଏମାନେ ବି ବଦଳାନ୍ତି ରଙ୍ଗ : ଜାଣନ୍ତୁ କାହିଁକି କରନ୍ତି ଏପରି

ବହୁରୂପୀ ଏଣ୍ଡୁଅ ରଙ୍ଗ ପରିବର୍ତ୍ତନ କଥା ଅପଣ ଜାଣିଥିବେ। ଏହାକୁ ଦେଖିଥିବେ ମଧ୍ୟ। ତେବେ ଏହା କେବଳ ଏକୁଟିଆ ନିଜର ରଙ୍ଗ ପରିବର୍ତ୍ତନ କରେ ତାହା...

ମଙ୍ଗଳରେ ଧୂଳିଝଡ଼ ଶବ୍ଦ

ପ୍ୟାରିସ: ମଙ୍ଗଳ ଗ୍ରହରେ ପ୍ରଥମ ଥର ପାଇଁ ଏକ ଧୂଳିଝଡ଼ର ଶବ୍ଦ ରେକର୍ଡ କରାଯାଇଛି। ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ପଠାଯାଇଥିବା ପର୍ସେଭେରେନ୍ସ...

ବିକାଶର ଜୟଯାତ୍ରା

ବର୍ଷଯାକ ଜାକିଜୁକି ବସି ଘୁମାଉଥିବା ଲୁଗା କି ଗହଣା ଦୋକାନୀ ଯେମିତି ରଜ, ସାବିତ୍ରୀ, ଦୀପାବଳି, ବାହା ତିଥି ପୂର୍ବରୁ ଝାଡ଼ିଝୁଡ଼ି ହୋଇଉଠନ୍ତି- ଇନ୍‌କମ୍‌ଟ୍ୟାକ୍ସ, ସିବିଆଇ,...

ରବିବାର ଛୁଟି ବି ନେଉଛନ୍ତି ଜମ୍ମୁ-କଶ୍ମୀର ଭିକାରି

ଶ୍ରୀନଗର,୨।୩: ଜମ୍ମୁ-କଶ୍ମୀରରେ ଏବେ ଭିକ୍ଷାବୃତ୍ତି କରୁଥିବା ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେମାନେ ସପ୍ତାହରେ ସୋମବାରଠାରୁ ଶନିବାର ପର୍ଯ୍ୟନ୍ତ ଭିକ୍ଷା ମାଗୁଥିବାବେଳେ ରବିବାର ସରକାରୀ ଚାକିରି...

ଥର୍‌ ମରୁଭୂମିରେ ନଦୀର ସନ୍ଧାନ: ଲକ୍ଷେ ୭୨ ହଜାର ବର୍ଷ ତଳେ ହେଉଥିଲା ପ୍ରବାହିତ

ଜୟପୁର, ୨୨।୧୦: ରାଜସ୍ଥାନ ଥର୍‌ ମରୁଭୂମିରେ ପ୍ରବାହିତ ହେଉଥିବା ଏକ ନଦୀର ସନ୍ଧାନ ମିଳିଛି। ବିକାନେର୍‌ ନିକଟରେ ଷ୍ଟୋନ୍‌ ଏଜ୍‌ ସମୟରେ ନଦୀ ପ୍ରବାହିତ ହେଉଥିଲା।...

Advertisement
Archives

Model This Week