ଫୁରସତ

ବିବାହ କଲେ ଭିଡିଓ ଗେମ୍‌ ଗର୍ଲଫ୍ରେଣ୍ଡକୁ

ଭିଡିଓ ଗେମ୍‌ ଖେଳିବାକୁ ଅନେକେ ପସନ୍ଦ କରନ୍ତି। କେହି କେହି ତ ଏହି ଗେମ୍‌ ଖେଳିବାବେଳେ ସେହି ଦୁନିଆରେ ହିଁ ହଜିଯାନ୍ତି। ଭୁଲିଯାଆନ୍ତି ନିଜର ବାସ୍ତବିକ ଦୁନିଆକୁ। କହିବାକୁ ଗଲେ ସେମାନେ ହୋଇଯା’ନ୍ତି ଆଡିକ୍ଟେଡ୍‌। ଆଉ ସେହି ଅବାସ୍ତବ ଦୁନିଆ ତାଙ୍କ…

ଦୁଇ ଚକରେ ଅଟୋ ଚଳାଇ କଲେ ରେକର୍ଡ

ଗିନିଜ୍‌ ଓ୍ବାର୍ଲଡ ରେକର୍ଡସ୍‌ରେ ନାମ ସାମିଲ କରିବା ଅନେକଙ୍କର ସ୍ବପ୍ନ ଥାଏ। ସେଥିପାଇଁ ଅନେକ ରୋମାଞ୍ଚକର ଓ ଅବିଶ୍ୱସନୀୟ କାମ କରିବାକୁ ଲୋକେ ପଛାଇ ନ ଥାନ୍ତି। ସେମିତି ଏକ ରୋମାଞ୍ଚକର ରେକର୍ଡ ଚେନ୍ନାଇର ଜଗଥିସ୍‌ ଏମ୍‌. ମଣି କରିଛନ୍ତି। ସେ…

ସଞ୍ଚୟ ଗୁରୁତ୍ୱପୂର୍ଣ୍ଣ

କୈଶୋରାବସ୍ଥା ବା ଯୁବାବସ୍ଥାକୁ ଅନେକେ ମଜାମସ୍ତିରେ ବିତାଇବାକୁ ପସନ୍ଦ କରନ୍ତି। ଆଉ ଏଥିପାଇଁ ଆଗ-ପଛ ବିଚାର ନ କରି ନିଜର ସମସ୍ତ ଆୟକୁ ମଧ୍ୟ ବ୍ୟୟ କରିବାକୁ ପଛାନ୍ତି ନାହିଁ। ବର୍ତ୍ତମାନର ଏହି ଖୁସି ଆଳରେ ଯେ ସେମାନେ ନିଜ ଭବିଷ୍ୟତ…

ନିଆରା ମନ୍ଦିର

ଆମ ଦେଶରେ ରହିଛି ଅନେକ ପ୍ରସିଦ୍ଧ ଦେବଦେବୀ ମନ୍ଦିର। ଏସବୁ ମନ୍ଦିର ମଧ୍ୟରେ ବିଭିନ୍ନ ନିଆରା ବିଶେଷତ୍ୱକୁ ନେଇ ଆନ୍ଧ୍ରପ୍ରଦେଶର ଲୋପାକ୍ଷୀରେ ଥିବା ବୀରଭଦ୍ର ମନ୍ଦିର ବେଶ୍‌ ଲୋକପ୍ରିୟ ହୋଇପାରିଛି। ଜାଣିବା ଏହି ମନ୍ଦିର ବିଷୟରେ କିଛି ରୋଚକ ତଥ୍ୟ….. ଷୋଡ଼ଶ…

ମଡର୍ନ ଆପ୍ଲିକ

ଚାନ୍ଦୁଆ ହସ୍ତଶିଳ୍ପ ପାଇଁ ପିପିଲିର ନାଁ ବେଶ୍‌ ଜଣାଶୁଣା। ସେହିପରି କପଡ଼ାରେ ତିଆରି ବିଭିନ୍ନ କଳାକୃତିକୁ କଟାଯାଇ ଭିନ୍ନ ଭିନ୍ନ ପୋଷାକପତ୍ରରେ ତାହାକୁ ସିଲେଇ କରାଯାଉଥିବା ହସ୍ତକଳା ଶିଳ୍ପକୁ ମଡର୍ନ ଆପ୍ଲିକ ବୋଲି କୁହାଯାଉଛି… ବିଭିନ୍ନ ପାରମ୍ପରିକ ହସ୍ତଶିଳ୍ପ ଓ କଳା…

ଦିବ୍ୟାଙ୍ଗତା ମାନିଛି ହାର

ଶରୀରର ୭୫% ଭାଗ ଭିନ୍ନକ୍ଷମ। ନିଜର ଇଚ୍ଛାଶକ୍ତି ଓ ଦୃଢ଼ ମନୋବଳ ଯୋଗୁ ସେ ଆଜି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ପେସାରେ ସେ ଜଣେ ଶିକ୍ଷକ ହୋଇଥିଲେ ହେଁ ଗୀତ ଲେଖିବା, ବିଭିନ୍ନ ଭଜନ ଓ ଆଧୁନିକ ଆଲବମ୍‌ ପ୍ରସ୍ତୁତ…

ସଂଯୋଗ

କେବେ କାହା ସହ ଦେଖାହେବ, କାହା ସହିତ କ’ଣ ଘଟିବ, ଏସବୁ ଭାଗ୍ୟର ଲେଖା ନା ସଂଯୋଗର କଥା। ନା ଭାଗ୍ୟ ଓ ସଂଯୋଗ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। ତେବେ ଏତିକି କୁହାଯାଇପାରେ ଯେବେ ଯେବେ କିଛି ସଂଯୋଗ ଘଟେ…

ଖାଦ୍ୟ ସୁରକ୍ଷା ଲାଗି ମାଟି ମାଆର ଯତ୍ନ ଜରୁରୀ

ମାଟି ହେଉଛି ମାଆ। ତା’ରି କୋଳରେ ଜୀବଜଗତ ଜନ୍ମ ଲାଭ କରେ ଆଉ ତା’ରି କୋଳରେ ମୃତ୍ୟୁବରଣ କରେ। ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ନିଜ କୋଳରେ ଜୀବଜଗତକୁ ଧରି ରଖିବା ସହିତ ତା’ର ନାନାବିଧ ଆବଶ୍ୟକତା ମଧ୍ୟ ପୂରଣ କରେ। ସେ…

ମାଟି ପାଇଁ ପଦେ

ମାଟି, ଯେଉଁଠୁ ଜୀବନ ଜିଇଁବାର ଅଧ୍ୟାୟ ଆରମ୍ଭ, ଯାହା ଉପରେ ମଣିଷ ନିଜ ମୌଳିକ ଆବଶ୍ୟକତାକୁ ପୂରଣ ପାଇଁ ନିରନ୍ତର ଜାରି ରଖେ ସଂଘର୍ଷ। ଆରମ୍ଭରୁ ମାଟି ହିଁ ଜୀବଜଗତ ପାଇଁ ସାହାରା ପାଲଟିଛି… ମାଟି ଏକ ମାଧ୍ୟମ ଯାହା କି…

ମୃତ୍ତିକା ଓ ପରିବେଶ

ମୃତ୍ତିକାରେ ଆମର ଜନ୍ମ। ମୃତ୍ତିକାରୁ ଖାଦ୍ୟ, ପାନୀୟ ଓ ବାୟୁ ପାଇ ଆମେ ବଞ୍ଚୁ। ମୃତ୍ୟୁ ପରେ ଆମ ଶରୀର ମାଟିରେ ମିଶେ। ମୃତ୍ତିକା ସହିତ ଆମରଜୀବନ ଓତଃପ୍ରୋତ ଭାବେ ଜଡିତ। ମୃତ୍ତିକା ସୁସ୍ଥ ରହିଲେ ଆମେ ସୁସ୍ଥ ରହିବା। ମୃତ୍ତିକାର…

ଏମିତି ବିବାହ ନିମନ୍ତ୍ରଣ କାର୍ଡ: ଯାହା ଆଗରୁ କେବେ ଦେଖି ନ ଥିବେ, ଏଥିରେ ରହିଛି…

ଏବେ ଚାଲିଛି ବିବାହ ଋତୁ। ଏଭଳି ପରିସ୍ଥିତିରେ ଘରକୁ ଅନେକ ବିବାହ କାର୍ଡ ଆସୁଥିବାର ଦେଖିଥିବେ। ଏହି କାର୍ଡଗୁଡ଼ିକ ମଧ୍ୟରୁ ଲୋକେ କିଛି କାର୍ଡକୁ ସାଇତି ରଖୁଥିବା ବେଳେ ଆଉ କିଛି କାର୍ଡକୁ ଅଳିଆଗଦାରେ ଫିଙ୍ଗି ଦେଇଥାନ୍ତି। କିନ୍ତୁ ଅନେକ ଲୋକ…

ମାଟିରୁ ସୃଜନର ଓଁକାର

ଜୀବନ୍ତ ପୃଥିବୀରେ ଜୀବନସତ୍ତାକୁ ସୁରକ୍ଷିତ ରଖିବାରେ ମାଟି ବା ମୃତ୍ତିକାର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ମାଟିରୁ ହିଁ ସୃଜନର ଓଁକାର ସମ୍ଭବ ହୋଇପାରିଥାଏ। ତେବେ ମୃତ୍ତିକା ସଂରକ୍ଷଣ ଏବଂ ଏହାକୁ ପ୍ରଦୂଷଣ ମୁକ୍ତ କରିବା ସାମ୍ପ୍ରତିକ ଶିଳ୍ପାୟନ ପୃଥିବୀରେ ଅପରିହାର୍ଯ୍ୟ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?