ଫୁରସତ

ମଙ୍ଗଳ ଗ୍ରହରେ ବିରଳ ଦୃଶ୍ୟ: ମଣିଷ ଏବଂ ପିରାମିଡ୍‌ ଦେଖି ବୈଜ୍ଞାନିକ ଆଶ୍ଚର୍ଯ୍ୟ

ଦୀର୍ଘବର୍ଷ ଧରି ପୃଥିବୀର ବୈଜ୍ଞାନିକମାନେ ମଙ୍ଗଳ ଗ୍ରହରେ ଜୀବନର ସନ୍ଧାନ ଖୋଜୁଥିଲେ। ଏହି ସନ୍ଧାନରେ ଅନେକ ମହାକାଶଯାନ ମଧ୍ୟ ମଙ୍ଗଳ ଗ୍ରହକୁ ପଠାଯାଇଛି। ବେଳେବେଳେ ମଙ୍ଗଳ ଗ୍ରହ ବୁଲିବା ସମୟରେ, ଏହି ମହାକାଶଯାନ ଏପରି କିଛି ଅନନ୍ୟ ଦୃଶ୍ୟ କଏଦ କରିଛି,…

ଇନ୍‌ଷ୍ଟାଗ୍ରାମରୁ ଯୁବକଙ୍କ ପ୍ରେମରେ ପଡ଼ିଥିଲେ ଯୁବତୀ, ପୂରା ଲଭ୍‌ ଷ୍ଟୋରି ଜାଣିଲେ କହିବେ…

କୁହାଯାଏ, ପ୍ରେମ ଅନ୍ଧ। ପ୍ରେମ ମାନେନା ଜାତି, ଧର୍ମ, ବର୍ଣ୍ଣ, ମୋଟା, ପତଳା କିମ୍ବା ଆଉ କିଛି। ଏହି କଥାକୁ ପ୍ରମାଣିତ କରିଛନ୍ତି ଅଷ୍ଟ୍ରେଲିଆର ଜଣେ ଯୁବତୀ। ୨୬ ବର୍ଷୀୟା ସୀନା କିରା ବ୍ରିଟେନର ୨୭ ବର୍ଷୀୟ ଜଣେ ଯୁବକଙ୍କ ପ୍ରେମରେ…

ଦାଢ଼ି କାଟିବାକୁ ସେଲୁନ୍‌ରେ ପହଞ୍ଚିଲା ମାଙ୍କଡ଼, ଆଉ ତା’ ପରେ…

ଆଜିକାଲି ସୋସିଆଲ ମିଡିଆରେ ଅନେକ କୌତୂହଳପୂର୍ଣ୍ଣ ଭିଡିଓ ଭାଇରାଲ ହେଉଥିବାର ଦେଖିଥିବେ। ଏବେ ସେମିତି ଏକ ମାଙ୍କଡ଼ର ଭିଡିଓ ଭାଇରାଲ ହେଉଛି। ଯାହା ଦେଖିଲେ ହସି ହସି ଗଡ଼ିବେ। ଏକ ମାଙ୍କଡ଼ ସେଲୁନ୍‌ରେ ଦାଢ଼ି କାଟିବାକୁ ପହଞ୍ଚିଛି। ସେ କେମିତି ଦାଢ଼ି…

ଏମିତି ଦୋକାନ, ଯେଉଁଠି କବାଟ ନାହିଁ କି ମାଲିକ ବସନ୍ତିନି; ଗ୍ରାହକ ମନ ଇଚ୍ଛା ନିଅନ୍ତି ସଉଦା

ଆଜିର ଯୁଗରେ ଲୋକମାନେ ନିଜ ଲୋକମାନଙ୍କୁ ବି ଖୋଲାଖୋଲି ବିଶ୍ୱାସ କରିପାରୁ ନାହାନ୍ତି ଏପରି ସ୍ଥିତିରେ ଜଣେ ଦୋକାନୀ ଅଜଣା ଗ୍ରାହକଙ୍କୁ ବିଶ୍ୱାସ କରୁଥିବାର ଜାଣି ଆଶ୍ଚର୍ଯ୍ୟ ଲାଗେ। ଏମିତି ଅନନ୍ୟ ବ୍ୟକ୍ତି ହେଉଛନ୍ତି ଗୁଜରାଟର ଜଣେ ଦୋକାନୀ। ତାଙ୍କ ଦୋକାନ…

ସାମୁଦ୍ରିକ ସୀମା ସୁରକ୍ଷିତ ରଖେ ନୌସେନା

ଭାରତୀୟ ନୌସେନା ଦିବସ ପ୍ରତିବର୍ଷ ୪ ଡିସେମ୍ବରରେ ପାଳନ କରାଯାଇଥାଏ। ଦେଶର ସାମୁଦ୍ରିକ ସୀମା ସୁରକ୍ଷାରେ ନୌସେନାର ସଫଳତା ଏବଂ ଭୂମିକା ନେଇ ଏହି ଦିବସ ପାଳନ ଅବସରରେ ସଚେତନତା ସୃଷ୍ଟି କରାଯାଇଥାଏ। ୧୯୭୧ ଡିସେମ୍ବର ୪ରେ ଅପରେଶନ ଟ୍ରାଇଡେଣ୍ଟ ସମୟରେ…

ରେଳ ଟ୍ରାକ୍‌ରେ ବି ଗଡ଼ିବ ବସ୍‌

ପରମାଣୁ ବୋମା ଆକ୍ରମଣର ସମ୍ମୁଖୀନ ହେବା ପରେ ଜାପାନ ଯେଉଁ ପ୍ରଗତିରେ ଆଜି ଠିଆ ହୋଇଛି, ତାହା ବିଶ୍ୱ ସାମ୍ନାରେ ଏକ ଅନନ୍ୟ ଉଦାହରଣ ଅଟେ। ଏହା ଏପରି ଏକ ଦେଶ, ଯେଉଁଠାରେ ମାନବ ସମ୍ବଳ ସବୁବେଳେ କିଛି ନୂଆ କରିବାକୁ…

ଦୃଢ଼ ମନୋବଳ ଆଗରେ ହାର୍‌ମାନେ ଦିବ୍ୟାଙ୍ଗତା

ଦିବ୍ୟାଙ୍ଗତା ସମସ୍ୟା ଯୋଗୁ ଜଣଙ୍କର ସଫଳତା ପ୍ରାପ୍ତିରେ କୌଣସି ବାଧା ସୃଷ୍ଟି ହୋଇ ନ ଥାଏ। ମନୋବଳ ଦୃଢ଼ ଥିଲେ ଜୀବନ ଯୁଦ୍ଧରେ ବି ବିଜୟ ମିିଳେ। ଦିବ୍ୟାଙ୍ଗଙ୍କ ମଧ୍ୟରେ ସକାରାତ୍ମକ ମନୋଭାବ ସୃଷ୍ଟି ସହିତ ସେମାନଙ୍କ ପ୍ରତି ମାନବ ସମାଜର…

୩ ଛୁଆଙ୍କୁ ସାଥୀରେ ଧରି ଜଙ୍ଗଲରେ ବୁଲୁଛି ବାଘୁଣୀ, ଭାଇରାଲ ହେଉଛି ଭିଡିଓ

ଜଙ୍ଗଲ ରାସ୍ତାରେ ୩ ଛୁଆଙ୍କୁ ଧରି ଏକ ବାଘୁଣୀ ବୁଲୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓଟି ଆଇଏଏସ୍‌ ଅଧିକାରୀ ସୁପ୍ରିୟା ସାହୁଙ୍କ ଦ୍ୱାରା ତାଙ୍କ ଟୁଇଟର ପେଜ୍‌ରେ ଶେୟାର କରାଯାଇଛି। ଭିଡିଓରେ ଘଞ୍ଚ ବୁଦା ଭିତରେ ତିନିଟି…

କାଠରେ ନିଆଁ ଲଗାଇ ସିମ୍ପାଞ୍ଜି କରୁଛି ଏପରି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ସମାନତା ହିଁ ବିକାଶର ପ୍ରଥମ ପାହାଚ

ମଣିଷ ମଣିଷ ମଧ୍ୟରେ ସମାନତା ରହିଲେ ପୃଥିବୀର ସାମଗ୍ରିକ ବିକାଶ ଧାରା ସହଜ ହୋଇଥାଏ। ସମାନତା ହିଁ ବିକାଶର ପ୍ରଥମ ପାହାଚ। ଏହାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଡିସେମ୍ବର ୨ରେ ଅନ୍ତର୍ଜାତୀୟ ଦାସତ୍ୱ ବିଲୋପ ଦିବସ ପାଳନ କରାଯାଇଥାଏ। ଦାସତ୍ୱର ବିଲୋପ…

ଜୀବନ ପାଇଁ ପ୍ରଦୂଷଣ ମୁକ୍ତ ପରିବେଶ

ମଣିଷ ବଞ୍ଚି ରହିବା ପାଇଁ ପ୍ରଦୁଷଣ ମୁକ୍ତ ପରିବେଶ ଅପରିହାର୍ଯ୍ୟ। ସେହିପରି ପ୍ରଦୂଷଣ ମୁକ୍ତ ପରିବେଶ ଲାଗି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଡିସେମ୍ବର ୨ରେ ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ ପାଳନ…

ମଣ୍ଡପରେ କନ୍ୟାଙ୍କୁ ଦେଖି ଭୋ’ ଭୋ’ ହୋଇ କାନ୍ଦିଲେ ବର, ଦେଖନ୍ତୁ ଭିଡିଓ

ସାଧାରଣତଃ ବିବାହରେ କନ୍ୟା ବିଦାୟୀ ସମୟରେ ମସ୍ତଙ୍କ ଆଖିରେ ଲୁହ ଥାଏ। କନ୍ୟାଙ୍କ ମାତାପିତାଙ୍କଠାରୁ ଆରମ୍ଭ କରି ସମ୍ପର୍କୀୟମାନେ ବହୁତ କାନ୍ଦିଥାନ୍ତି। କିନ୍ତୁ ନିକଟରେ ଏକ ନିଆରା ବିବାହର ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ବର ନିଜ ପ୍ରେମିକାଙ୍କୁ କନ୍ୟା ବେଶରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?