ଫୁରସତ

ଡରିଗଲେ ବଣର ରାଜା, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ସିଡ୍‌ନୀ ସମୁଦ୍ରକୂଳରେ ବିଚିତ୍ର ଜୀବ

କାନବେରା: ଅଷ୍ଟ୍ରେଲିଆ ସିଡ୍‌ନୀର ବୋନ୍ଦି ସମୁଦ୍ର କୂଳ ବେଳାଭୂମିରେ ଏକ ବିଚିତ୍ର ଜୀବ ଦେଖିବାକୁ ମିଳିଛି। ଅଧ ମିଟର ଲମ୍ବର ଏହି ପ୍ରାଣୀର ମଣିଷଙ୍କ ଭଳି ଓଠ ଥିବାବେଳେ ସାର୍କ ମାଛ ଭଳି ଚର୍ମ ରହିଛି। ତେବେ ଏଲିୟନ୍‌ ଭଳି ଦେଖାଯାଉଥିବା…

ସାଇକେଲ ଚାଳକଙ୍କ ସହ ରେସ୍‌ ଲଗାଇଲା ଓଟପକ୍ଷୀ, ଭିଡିଓ ଦେଖିଲେ…

ଓଟପକ୍ଷୀ ବିଷୟରେ ଆପଣ ନିଶ୍ଚିତ ଅନେକ କଥା ଶୁଣିଥିବେ। ଏହି ଯେମିତି ଏହା ଦୁନିଆର ସବୁଠୁ ବଡ଼ ପକ୍ଷୀ, ଏହା ଦୌଡ଼ିପାର। ଦ୍ରୁତ ଗତିରେ ଚାଲିପାରେ ଇତ୍ୟାଦି ଇତ୍ୟାଦି। ମାତ୍ର ଓଟପକ୍ଷୀ ସାଇକେଲ ସାଇକେଲ ଚାଳକଙ୍କ ସହ ତାଳ ଦେଇ ରେସ୍‌…

ମଦ୍ୟପାନ କରି ବିବାହ କଲେ ୨ ଯୁବକ, ଆଉ ତା’ପରେ

ହାଇଦ୍ରାବାଦ,୧୧।୪:ତେଲେଙ୍ଗାନାରେ ଏକ ରୋଚକ ଘଟଣା ଘଟିଛି। ଏଠାରେ ଦୁଇଜଣ ମଦ୍ୟପ ଯୁବକ ଅଜବ କାଣ୍ଡ କରିଛନ୍ତି। ଯୁବକଦ୍ୱୟ ମଦ ନିଶାରେ ବିବାହ କରିବା ପରେ ୧୦ ହଜାର ଭରଣପୋଷଣ ଦେଇ ଅଲଗା ହୋଇଛନ୍ତି। ଏହି ଦୁହଁିଙ୍କ ମଧ୍ୟରୁ ଜଣଙ୍କ ବୟସ ୨୧…

ସବୁଠୁ ଦାମୀ ଲୁଣ, ଜାଣିଲେ ଖାଇବା ବି ବନ୍ଦ କରିଦେବେ

ଭାରତରେ ଯେତେବେଳେ ‘ଲବଣ ସତ୍ୟାଗ୍ରହ’ ଆନ୍ଦୋଳନ ହୋଇଥିଲା, ସେତେବେଳେ ଲୋକେ ଜାଣିବାକୁ ପାଇଲେ ଯେ; ଲୁଣ ତିଆରି କରିବାର ପ୍ରକୃତ ମୂଲ୍ୟ କେତେ ଦେବାକୁ ପଡ଼େ। ଏହା ପରେ ଧିରେ ଧିରେ ଦେଶ ନିଜର ଲୁଣ ତିଆରି କରିବା ଆରମ୍ଭ କଲା।…

ମା’ଙ୍କର ସୁରକ୍ଷା ଜରୁରୀ

ପିଲାଟିଏ ଜନ୍ମ ହେବା ସହିତ ଉଭୟ ନବଜାତ ଶିଶୁ ଏବଂ ପ୍ରସୂତିଙ୍କ ସୁରକ୍ଷା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ମା’ଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଏପ୍ରିଲ ୧୧ରେ ଜାତୀୟ ସୁରକ୍ଷିତ ମାତୃତ୍ୱ ଦିବସ ପାଳନ କରାଯାଇଥାଏ । ଗର୍ଭାବସ୍ଥାରେ,…

ବିବାହ ପୂର୍ବରୁ ବଡ଼ ନିଷ୍ପତ୍ତି ନେଲେ ଆଇଏଏସ୍‌ ଯୋଡ଼ି

୨୦୧୫ରେ ୟୁପିଏସସି ପରୀକ୍ଷାରେ ଟପ୍ପର ହୋଇଥିବା ଟିନା ଡାବିଙ୍କୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ସେ ଏବେ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି। ୨୦୧୩ ବ୍ୟାଚ ଆଇଏଏସ୍‌ ଅଧିକାରୀ ପ୍ରଦୀପ ଗାୱାଣ୍ଡେଙ୍କ ସହ ତାଙ୍କର ନିର୍ବନ୍ଧ ଶେଷ ହୋଇଛି।…

ଖାଲି ପାଦର ଫଟୋ ବିକି ଦିନକୁ ରୋଜଗାର କରୁଛନ୍ତି ୬୦ ହଜାର

ନୂଆଦିଲ୍ଲୀ: ଡିଜିଟାଲ ମାର୍କେଟିଂର ସମୟରେ ଲୋକମାନେ ଟଙ୍କା ରୋଜଗାର କରିବାର ନୂଆ ନୂଆ ଉପାୟ ଆପଣାଉଛନ୍ତି। ଏହି କ୍ରମରେ ଜଣେ ଯୁବତୀ ନିଜ ପାଦର ଫଟୋ ବିକ୍ରି କରି ପ୍ରତ୍ୟେହ ହଜାର ହଜାର ଟଙ୍କା ରୋଜଗାର କରୁଛନ୍ତି। ଆଶ୍ଚର୍ଯ୍ୟ ଲାଗିଲେ ବି…

ପିଲାଟିର କେଶ କଟା ଷ୍ଟାଇଲ୍‌ ଦେଖିଲେ ହସି ହସି ଗଡ଼ିବେ

ଆଜିକାଲି ବିଭିନ୍ନ ପ୍ରକାରର ଫ୍ୟାଶନ ଟ୍ରେଣ୍ଡ୍‌ କରୁଛି। ବେଳେବେଳେ ଏମିତି ଫ୍ୟାଶନ ଟ୍ରେଣ୍ଡ୍‌ ଦେଖିବାକୁ ମିଳେ ଯେ, ଲୋକେ ହସ ରୋକିପାରିବେ ନାହିଁ। ଖାଲି ଯେ ଝିଅମାନେ ଫ୍ୟାଶନ ପ୍ରିୟ ତାହା ନୁହେଁ, ଆଜି କାଲି ପୁଅମାନଙ୍କ ଷ୍ଟାଇଲ୍‌ ଦେଖିଲେ ଆଖି…

ନିଶାର ଖେଳ

ଗଲାକାଲି ରାତିରେ ସପନରେ ଦେଖିଲି ପୁଲିସବାବୁ ଦୋଷୀ ଭାବି ଜଣକୁ ଧରିକି ଜେରା କରୁଛନ୍ତି । ଭୟ ଦେଖେଇ ପିଟି ପିଟି ପଚାରୁଛନ୍ତି… ସତ କହ, କିଏ ମହାପ୍ରଭୁଙ୍କର ଏତେଗୁଡ଼େ ଚୁଲା ଭାଙ୍ଗିଲା? ତୁ ଭାଙ୍ଗିଛୁ । ତୋ ଛଡ଼ା ଆଉ…

ବାଦଲ ଭିତରେ ଯାଉଛି ରେଳ

ଏମିତି ଅନେକ ରେଳପଥ ଅଛି ଯାହା ତାର ସୌନ୍ଦର୍ଯ୍ୟ ପାଇଁ ବେଶ୍‌ ଚର୍ଚ୍ଚିତ ଥାଏ। ସେଥିମଧ୍ୟରେ ଗୋଟିଏ ହେଉଛି ଆର୍ଜେଣ୍ଟିନାର ସାଲ୍ଟା ରେଳପଥ। ଏହି ରେଳପଥର ବିଶେଷତ୍ୱ ହେଉଛି ଯେ, ଏହା ସବୁଠାରୁ ଉଚ୍ଚତମ ରେଳପଥ ମଧ୍ୟରେ ଅନ୍ୟତମ। ଆଉ ଏହା…

ପ୍ରସିଦ୍ଧ ଶୈବପୀଠ ବୈଦ୍ୟନାଥ ମନ୍ଦିର

ବୈଦ୍ୟନାଥ ଜ୍ୟୋତିର୍ଲିଙ୍ଗ ମନ୍ଦିର, ଯାହାକୁ କେହି କେହି ବାବା ବୈଦ୍ୟନାଥ ଧାମ କିମ୍ବା ବୈଦ୍ୟନାଥ ମନ୍ଦିର ବୋଲି ମଧ୍ୟ କହିଥାନ୍ତି। ଦେବ ଦେବ ମହାଦେବଙ୍କର ଏହି ଲୋକପ୍ରିୟ ଶୈବପୀଠଟି ଝାଡ଼ଖଣ୍ଡର ଦେଓଘରଠାରେ ଅବସ୍ଥିତ। ଭାରତରେ ଦେଖିବାକୁ ମିଳୁଥିବା ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?