ଆହ୍ବାନକୁ ସାମ୍ନା କରିବା ଓଡ଼ିଆ ଜାତିର ଜାତୀୟ ଚରିତ୍ର
ଆଜି ବି ଶ୍ରୀପଦ୍ମକେଶର ମନ୍ଦିରର ଉତ୍ତରପାର୍ଶ୍ୱରେ ଦୁଇଟି ହାତୀ ରହିଛନ୍ତି। ସୁଦେହିକା ଯେଉଁ ମୁଦ୍ରାରେ ଗଜପତିଙ୍କୁ ଶୁଣ୍ଢରେ ଧରି ଉଦ୍ଧାର କରିଥିଲା, ସେଇ ମୁଦ୍ରାରେ ଶୋଭା ପାଉଛି। ବିଶ୍ୱ ଆଜି ଦେଖୁଛି ଓଡ଼ିଆ ଶିଳ୍ପୀ ଧର୍ମପଦର ଜୀବନ୍ତ ପଥର ମୂର୍ତ୍ତିର ଅବିକଳ…
୬ ଲକ୍ଷ ଟଙ୍କାର ୧୦ ଟଙ୍କିଆ କଏନ ଦେଇ କିଣିଲେ କାର୍; ଗଣିବା ବେଳେ…
ଧର୍ମପୁରୀ,୧୯।୬: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆର୍ବିଆଇ) ପକ୍ଷରୁ ବିଭିନ୍ନ ମୁଦ୍ରା ଚଳୁ ନ ଥିବା ନେଇ ଘୋଷଣା ହୋଇନାହିଁ। ହେଲେ ଆଜିର ସମୟରେ ଅନେକ ସ୍ଥାନରେ କିଛି ମୁଦ୍ରାକୁ ନେବାଲାଗି ଲୋକେ ଅମଙ୍ଗ ହେଉଛନ୍ତି। ଏହା ଚଳିବ ନାହିଁ ବୋଲି କହୁଛନ୍ତି।…
କୁକୁର ଭୁକିଲେ ପଡ଼ୋଶୀଙ୍କୁ ମୋଟା ଅଙ୍କର ଜରିମାନା ଗଣିବେ ମାଲିକ
କୁକୁର ଭୁକିବା ଏକ ପ୍ରବୃତ୍ତି। ସେମାନଙ୍କ ଭୁକିବାକୁ କ’ଣ କେହି ଅଟକାଇ ପାରିବ। ମାତ୍ର କୁକୁର ଭୁକିଲେ ପଡ଼ୋଶୀଙ୍କୁ ମୋଟା ଅଙ୍କର ଜରିମାନା ଦେବାକୁ ପଡ଼ିବ। ଏହା ଟିକେ ଅଜବ ଲାଗୁଥିଲେ ମଧ୍ୟ ସତ। ଡର୍ବିରେ କୁକୁର ଭୁକିବା ଦ୍ୱାରା ପଡ଼ୋଶୀମାନେ…
୧ ଘଣ୍ଟାରେ ୩,୧୮୨ ପୁସ-ଅପ୍ସ ମାରି ଯୁବକଙ୍କ ବିଶ୍ୱ ରେକର୍ଡ
ଅଷ୍ଟ୍ରେଲିଆର ଜଣେ ଆଥଲେଟ ଏକ ଘଣ୍ଟା ମଧ୍ୟରେ ସର୍ବାଧିକ ପୁସ-ଅପ୍ସ ମାରି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଗିନିଜ ୱାଲର୍ଡ ରେକର୍ଡ ଦ୍ୱାରା ଏହା ଘୋଷଣା କରାଯାଇଛି। ଅଷ୍ଟ୍ରେଲୀୟ ଆଥଲେଟ ଡାନିଏଲ ସ୍କାଲି ଏକ ଘଣ୍ଟା ମଧ୍ୟରେ ୩,୧୮୨ ପୁସ-ଅପ୍ସ ମାରି…
ବୋତଲ ଭିତରେ କାରିଗରି
କଳାକାର ଯେକୌଣସି ଜିନିଷକୁ ସୁନ୍ଦର କଳାକୃତିରେ ପରିଣତ କରିପାରନ୍ତି। ଚାଇନାର ଜିଆଙ୍ଗ ଦୁଆନ୍ ହେଉଛନ୍ତି ସେମିତି ଜଣେ କଳାକାର, ଯେକି ଛୋଟ ଛୋଟ ବୋତଲ ଭିତରେ ସୁନ୍ଦର ସୁନ୍ଦର ପେଣ୍ଟିଂ କରିପାରନ୍ତି। ତାଙ୍କର ଏହି ଦକ୍ଷତା ସମସ୍ତଙ୍କଠାରୁ ବେଶ୍ ନିଆରା। ଛୋଟିଆ…
ସଉକ ପାଇଁ ସାଜିଲେ କୁକୁର
ମଣିଷ ନିଜ ସଉକ ପୂରଣ କରିବା ଲାଗି ବେଳେବେଳେ ଟଙ୍କା ପାଣି ଭଳି ଖର୍ଚ୍ଚ କରିଦିଏ। ତେବେ ସେ ସଉକ ଅଜବ ହେଉ ପଛେ। ସେମିତି ଏକ ଅଜବ ସଉକ ଲାଗି ଜାପାନର ତୋକୋ ନାମକ ଜଣେ ବ୍ୟକ୍ତି ଚର୍ଚ୍ଚାରେ ଅଛନ୍ତି।…
ସିଂହର ଷ୍ଟ୍ରେଟ୍ ବ୍ୟାଙ୍ଗ ହେୟାର୍ଷ୍ଟାଇଲ୍
ସିଂହର ଲମ୍ବା ଲମ୍ବା କେଶ ତା’ର ପରାକ୍ରମତାର ପରିଚୟ ଦିଏ। ଏହା ତା’ର ବ୍ୟକ୍ତିତ୍ୱକୁ ବଳିଷ୍ଠ କରାଏ। ତେବେ ନିକଟରେ ଚାଇନାର ଏକ ଚିଡିଆଖାନାରେ ଏକ ସିଂହର ଅଜବ କେଶ ଦେଖିବାକୁ ମିଳିଛି, ଯାହାକୁ ଦେଖିଲେ ଲାଗିବ ସତେ ଯେମିତି ସିଂହକୁ…
ଗୋଲ୍ଡେନ ଟ୍ରି
ପ୍ରକୃତି ଅନେକ ବିସ୍ମୟରେ ଭରି ରହିଥାଏ। ସେହିଭଳି ଏକ ବିସ୍ମୟ ଚାଇନାର ଝୋଙ୍ଗନାନ ପର୍ବତ ଉପରେ ଥିବା ଗୁ ଗୁଆନି୍ୟନ୍ ବୁଦ୍ଧ ମନ୍ଦିରରେ ଦେଖିବାକୁ ମିଳେ। ଏଠାରେ ଅଛି ଏକ ୧୪୦୦ ବର୍ଷ ପୁରାତନ ଗଛ, ଯାହା ‘ଗୋଲ୍ଡେନ ଟ୍ରି’ ବା…
୩୦୦ ବର୍ଷ ପରେ ଚର୍ଚ୍ଚାରେ ଔରଙ୍ଗଜେବ
ମୋଗଲ ସାମ୍ରାଜ୍ୟର ସବୁଠାରୁ ପ୍ରଭାବଶାଳୀ ବାଦ୍ଶାହ ଥିଲେ ମୁହି ଅଲ୍-ଦିନ ମହମ୍ମଦ, ଯେକି ଔରଙ୍ଗଜେବ ଭାବେ ପରିଚିତ। ସେ ଥିଲେ ମୋଗଲ ସାମ୍ରାଜ୍ୟର ଷଷ୍ଠତମ ସମ୍ରାଟ। ଆକବରଙ୍କ ପରେ ଔରଙ୍ଗଜେବଙ୍କୁ ମୋଗଲ ସାମ୍ରାଜ୍ୟର ସବୁଠୁ ଶକ୍ତିଶାଳୀ ସମ୍ରାଟଭାବେ ଗଣନା କରାଯାଏ। ଦୀର୍ଘ…
ଘର ଲୋକଙ୍କୁ ଖାଇବାକୁ ଦେଇଥିଲି
ମୁଁ ଷଷ୍ଠ ଶ୍ରେଣୀରେ ବଳଗଣ୍ଡି ସ୍କୁଲରେ ପଢୁଥାଏ। ଆମ ସ୍କୁଲର ପ୍ରଧାନଶିକ୍ଷକ ଉମା ମଉସା ମୋ’ ନନାଙ୍କ ଘନିଷ୍ଠ ବନ୍ଧୁ ଥିଲେ। ହଠାତ୍ ସାର୍ଙ୍କର ହୃଦ୍ଘାତ ସ୍କୁଲରେ ହେଲା। ନନା ସେଠାରେ ଉପସ୍ଥିତ ଥିଲେ। ସେ ସାର୍ଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲ ନେଇଗଲେ…
ହୋଟେଲ ମ୍ୟାନେଜ୍ମେଣ୍ଟ
କୋଭିଡ୍ ମହାମାରୀ ପରେ ସମଗ୍ର ପୃଥିବୀରେ ଅନେକ ପରିବର୍ତ୍ତନ ଆସିଛି। ଏହା ଜଣାଶୁଣା ଯେ, ସବୁ ଦେଶରେ ପର୍ଯ୍ୟଟନର ବିକାଶ ନିମନ୍ତେ ସରକାରଙ୍କର ବିପୁଳ ଆଗ୍ରହ ରହିଛି। ଏହି ଶିଳ୍ପ ସମ୍ଭବତଃ ଅନ୍ୟ ସବୁ ଶିଳ୍ପ ତୁଳନାରେ ସର୍ବାଧିକ ନିଯୁକ୍ତି ଯୋଗାଇଥାଏ।…
ବାପା
ଶ୍ରଦ୍ଧା ଓ ଭଲ ପାଇବାର ସଶକ୍ତ ଉଚ୍ଚାରଣ ବାପା। ତାଙ୍କୁ ଜାଣିହୁଏ ସିନା ଜଣେଇ ହୁଏନି। ସନ୍ତାନ ପାଇଁ ସମସ୍ତଙ୍କ ସହ ଲଢ଼ିବାର ସାହସ ରଖୁଥିବା ମଣିଷ କେବଳ ବାପା ହିଁ ହୋଇପାରନ୍ତି… ତାଙ୍କୁ ଜାଣି ହୁଏ ହେଲେ ଜଣେଇ…
Archives


