Posted inଫୁରସତ

ବୋତଲ ଭିତରେ କାରିଗରି

କଳାକାର ଯେକୌଣସି ଜିନିଷକୁ ସୁନ୍ଦର କଳାକୃତିରେ ପରିଣତ କରିପାରନ୍ତି। ଚାଇନାର ଜିଆଙ୍ଗ ଦୁଆନ୍‌ ହେଉଛନ୍ତି ସେମିତି ଜଣେ କଳାକାର, ଯେକି ଛୋଟ ଛୋଟ ବୋତଲ ଭିତରେ ସୁନ୍ଦର ସୁନ୍ଦର ପେଣ୍ଟିଂ କରିପାରନ୍ତି। ତାଙ୍କର ଏହି ଦକ୍ଷତା ସମସ୍ତଙ୍କଠାରୁ ବେଶ୍‌ ନିଆରା। ଛୋଟିଆ ସରୁ ବ୍ରଶକୁ ଛୋଟ ଛୋଟ ବୋତଲ ଭିତରେ ପୁରାଇ ସୁନ୍ଦର ପ୍ରାକୃତିକ ଦୃଶ୍ୟ ସହ ଅନେକପ୍ରକାରର ଆକର୍ଷକ ପେଣ୍ଟିଂ ସେ କରିପାରନ୍ତି। ଏହି ସୂକ୍ଷ୍ମ କାରିଗରୀ କରିବା ଲାଗି ବ୍ୟବହାର କରୁଥିବା ସ୍ବତନ୍ତ୍ରଧରଣର ବ୍ରଶକୁ ସେ ନିଜେ ତିଆରି କରିଛନ୍ତି। ଅସୀମ ଧୈର୍ଯ୍ୟ ଓ ଏକାଗ୍ରତାର ଦ୍ୱାରା ପ୍ରସ୍ତୁତ ହେଉଥିବା ଏହି କାରିଗରି ସମସ୍ତଙ୍କୁ ଚକିତ କରିଦିଏ।


Enter your email to get our daily news in your inbox.

All Right Reserved By Dharitri.Com

ହାରମୋନିୟମ୍‌ର ତାଳେତାଳେ କୁକୁର ଗାଇଲା ଗୀତ: ସୋସିଆଲ୍‌ ମିଡିଆରେ ଭାଇରାଲ

ନୂଆଦିଲ୍ଲୀ,୧୫।୧: ମଣିଷ ବିଭିନ୍ନ ବାଦ୍ୟ ଯନ୍ତ୍ରର ତାଳେତାଳେ ଗୀତ ଗାଇବା ଦେଖାଯାଇଥାଏ। ତେବେ ଏବେ ସୋସିଆଲ୍‌ ମିଡିଆରେ ହାରମୋନିୟମ୍‌ର ତାଳେତାଳେ ଏକ କୁକୁର ତେରେ ବିନ୍‌…ଗୀତ...

ପୁଅଙ୍କୁ ଏମିତି ଉପହାର ଦେଲେ ପିତା, ଦେଖିଲେ କହିବେ ବାଃ ବାଃ

ମା-ପୁଅର ସମ୍ପର୍କ ଦୁନିଆରେ ଯେମିତି ସବୁଠାରୁ ଭିନ୍ନ, ପିତା-ପୁତ୍ରର ସମ୍ପର୍କ ମଧ୍ୟ ସେମିତି ସ୍ବତନ୍ତ୍ର। ପିତା ହିଁ ସନ୍ତାନର ପ୍ରତ୍ୟେକ ଆବଶ୍ୟକତାକୁ ବୁଝନ୍ତି ଏବଂ ସେଗୁଡିକ...

ଡାଇବେଟିସ ପୀଡିତଙ୍କୁ କାହିଁକି କ୍ୟାନ୍‌ସର ଆଶଙ୍କା ବେଶି

ନ୍ୟୁୟର୍କ: ଓଭାରିଆନ୍‌ କ୍ୟାନ୍‌ସର, ବ୍ରେଷ୍ଟ କ୍ୟାନସର ସହ ଆଉ କିଛି କ୍ୟାନସର କାହିଁକି ବେଶି ଟାଇପ୍‌-୧ ଓ ଟାଇପ୍‌-୨ ଡାଇବେଟିସ ପୀଡ଼ିତଙ୍କୁ ହୁଏ ତାହାର କାରଣ...

ଇଡ୍‌ଲି ଆମ୍ମା: ଯେଉଁମାନେ ଅସହାୟ ପେଟର ଭୋକକୁ ମା’ ଭଳି ବୁଝୁଛନ୍ତି

ଆଜିର ଏହି ଦରଦାମ୍‌ ବୃଦ୍ଧି ସମାଜରେ ଖାଦ୍ୟ ପଦାର୍ଥଠୁ ଆରମ୍ଭ କରି ସୌଖୀନ ଜିନିଷ ପର୍ଯ୍ୟନ୍ତ ସବୁକିଛିର ମୂଲ୍ୟ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଦୁଇ...

ଡିଏନ୍‌ଏରୁ ଜଣାପଡ଼ିବ ଭବିଷ୍ୟତରେ ଶିଶୁ ଡାକ୍ତର ଅବା ହେବ ଇଞ୍ଜିନିୟର…

ଭବିଷ୍ୟତରେ ଶିଶୁ କେଉଁ ପେଶାରେ ରହିବ ତାହା ଡିଏନ୍‌ଏରୁ ଜଣାପଡ଼ିବ। ଶିଶୁ ଡାକ୍ତର, ଇଞ୍ଜିନିୟର, କଳାକାର ଅବା ସାଧାରଣ କାର୍ଯ୍ୟ କରିବ ତାହା ଗୁଣସୁତ୍ରରେ ଥିବା...

ସମାଜ ପାଇଁ ଉଦାହରଣ: ମାଗଣାରେ ଟ୍ରେନିଂ ଦେଇ ଶିକ୍ଷାର୍ଥୀଙ୍କୁ ସ୍ବାବଲମ୍ବୀ କରୁଥିବା ମଣିଷ

ସମାଜରେ ଏମିତି କେତେକ ବ୍ୟକ୍ତି ଅଛନ୍ତି, ଯେଉଁମାନେ କି ନିଜସ୍ବ ଉଦ୍ୟମରେ କିଛି ନିଆରା କାର୍ଯ୍ୟ କରିଥାନ୍ତି। ଦିନେ କି ଦୁଇଦିନ ନୁହେଁ, ଅନେକ ଦିନଧରି...

କରୋନା ଆଗରେ ହାର ମାନିଛି ମାନବିକତା: ୭ଘଣ୍ଟା ଧରି ଘର ବାହାରେ ପଡ଼ିରହିଲା ମୃତଦେହ

କୋଲକାତା,୧୫।୭: ଦେଶରେ କରୋନା ସଙ୍କଟ ଜଟିଳ ହେବାରେ ଲାଗିଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ...

୧୨୬ ବର୍ଷ ପରେ ନଡ଼ିଆ ଗଛରେ ଆସିଲା ଫଳ

ନୂଆଦିଲ୍ଲୀ,୮।୩ : ଭାରତର ଏକ ମାତ୍ର ନଡ଼ିଆ ଗଛ ‘ଲୋଡୋସିଆ ମାଲଦିବିକା’ରେ ୧୨୬ ବର୍ଷ ପରେ ଫଳ ଆସିଛି। ଏଥିରୁ ୨ଟି ନଡ଼ିଆ ତୋଳା ଯାଇଛି।...

Advertisement
Archives

Model This Week