ଫୁରସତ

ଦେଶପ୍ରେମର ଊର୍ଜା

ଈଶ୍ୱରଙ୍କ ଅମୃତ ସନ୍ତାନ କହିଲେ ସମଗ୍ର ମନୁଷ୍ୟ ସମାଜକୁ ଇଙ୍ଗିତ କରେ। ବିଶ୍ୱର ବିଭିନ୍ନ ଭୂଖଣ୍ଡରେ ଥିବା ମଣିଷ ସମାଜର ସାମଗ୍ରିକ ପ୍ରଚେଷ୍ଟାରେ ପ୍ରତ୍ୟେକ ଭୂଖଣ୍ଡଗୁଡ଼ିକ ଗୋଟିଏ ଗୋଟିଏ ସମୃଦ୍ଧ ରାଷ୍ଟ୍ରରେ ପରିଣତ ହୋଇଛି। ବିଭିନ୍ନ ଦେଶରେ ଜନ୍ମ ନେଇଥିବା ଅନେକ…

ଦେଶଭକ୍ତିର ଅନନ୍ୟ ଉଦାହାରଣ: କାର୍‌କୁ ତ୍ରିରଙ୍ଗା ଥିମ ଦେବା ପାଇଁ ଖର୍ଚ୍ଚ କଲେ ୨ ଲକ୍ଷ ଟଙ୍କା

ନୂଆଦିଲ୍ଲୀ,୧୫ା୮: ଭାରତ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ପ୍ରତ୍ୟେକ ଭାରତୀୟ ଦେଶପ୍ରେମର ରଙ୍ଗରେ ବୁଡି ରହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ହର ଘର ତ୍ରିରଙ୍ଗା’ ଅଭିଯାନରେ ଯୋଗଦେଇ ଦେଶବାସୀ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରୁଛନ୍ତି। ଗୁଜରାଟ ସୁରଟର…

୬ଟି ପର୍ଯ୍ୟାୟରେ ବଦଳିଥିଲା ତ୍ରିରଙ୍ଗାର ରଙ୍ଗ, ଜାଣନ୍ତୁ ପ୍ରଥମେ କେମିତି ଥିଲା…

ଭାରତ ଚଳିତବର୍ଷ ୭୫ ତମ ପୂର୍ତ୍ତି ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରତିଥର ପରି ଏଥର ଆମ ଦେଶର ଜାତୀୟ ପତାକା ‘ତ୍ରିରଙ୍ଗା’ ଗର୍ବର ସହିତ ଉତ୍ତୋଳନ କରାଯିବ। ତ୍ରିରଙ୍ଗାର ବର୍ତ୍ତମାନର ଯେଉଁ ରୂପ ରଙ୍ଗ ଦେଖୁଛନ୍ତି ତାହା ପ୍ରଥମ ନୁହେଁ,…

ଛାତରେ ତ୍ରିରଙ୍ଗା ଉଡ଼ାଇଲେ ବୃଦ୍ଧା, ଫଟୋ ଶେୟାର କରି ଆନନ୍ଦ ମହିନ୍ଦ୍ରା କହିଲେ…

ଆସନ୍ତାକାଲି ଅର୍ଥାତ୍‌ ଅଗଷ୍ଟ ୧୫ ସୋମବାର ଭାରତ ସ୍ବାଧୀନତାର ୭୫ବର୍ଷ ପୂରଣ ହେଉଛି। ଏହି ଅବସରରେ ଭାରତ ସରକାର ‘ହର୍‌ ଘର ତ୍ରିରଙ୍ଗା’ ଅଭିଯାନ ଆରମ୍ଭ କରିଛନ୍ତି, ଯେଉଁଥିରେ ସାଧାରଣ ଭାରତୀୟ ମଧ୍ୟ ନିଜ ଘରେ ତ୍ରିରଙ୍ଗା ଉଡ଼ାଉଛନ୍ତି। ସେଲିବ୍ରିଟିମାନଙ୍କଠାରୁ ମଧ୍ୟ…

ସାପ କାମୁଡିବାରୁ ତାକୁ ଦାନ୍ତରେ ଦୁଇଖଣ୍ଡ କରିଦେଲେ ୨ ବର୍ଷର ଝିଅ

ଆଙ୍କରା,୧୪।୮: ତୁର୍କୀରେ ଏକ ରୋଚକ ଘଟଣା ଘଟିଛି। ଜଣେ ୨ ବର୍ଷର ଝିଅକୁ ସାପ କାମୁଡିବାରୁ ସେ ରାଗିଯାଇ ଦାନ୍ତରେ ସାପଟିକୁ କାମୁଡି ଦୁଇଖଣ୍ଡ କରିଦେଇଛନ୍ତି। କୁନି ଝିଅଟି ଖେଳୁଥିବାବେଳେ ସାପ ତାଙ୍କ କୋଠରୀରେ ପ୍ରବେଶ କରିଥିଲା। ସେହି ସାପକୁ ଖେଳନା…

ନରଓ୍ବେ

ୟୁରୋପ ମହାଦେଶର ଉତ୍ତର ଭାଗରେ ଥିବା ଏକ ଦେଶ ହେଉଛି ନରଓ୍ବେ। ଜାଣିବା ଏହି ଦେଶ ସମ୍ପର୍କରେ କିଛି ରୋଚକ ତଥ୍ୟ… ଏହି ଦେଶର ଉତ୍ତର ଭାଗରେ ଶୀତଋତୁରେ ଆଦୌ ସୂର୍ଯ୍ୟୋଦୟ ହେଉ ନ ଥିବା ବେଳେ ଗ୍ରୀଷ୍ମଋତୁରେ ସୂର୍ଯ୍ୟାସ୍ତ ହୋଇ…

ଆଜିର ଦିନରେ ଦୁଇଭାଗ ହୋଇଥିଲା ଦେଶ; ଲୁହରେ ଭିଜିଥିଲା ଭାରତ ମା’ର ପଣତ

ଭାରତ ଇତିହାସରେ ଅଗଷ୍ଟ ୧୪ ତାରିଖକୁ ଲୁହରେ ଲେଖାଯାଇଛି। କାରଣ ଏହି ଦିନ ଦେଶ ବିଭାଜିତ ହୋଇଥିଲା। ୧୯୪୭ ଅଗଷ୍ଟ ୧୪ରେ ପାକିସ୍ତାନ ଏବଂ ୧୯୪୭ ଅଗଷ୍ଟ ୧୫ରେ ଭାରତ ଏକ ପୃଥକ ରାଷ୍ଟ୍ର ଘୋଷିତ ହୋଇଥିଲା। ଏହା କେବଳ ଦେଶର…

ଆଜାଦୀର ମହୋତ୍ସବ

ଆସନ୍ତାକାଲି ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ପାଳନ ହେବ ଆଜାଦୀର ଅମୃତ ମହୋତ୍ସବ। ଦେଶର ପ୍ରତିଟି ଘରେ ଫରଫର ହୋଇ ଉଡ଼ିବ ତ୍ରିରଙ୍ଗା । ତେବେ ଏହି ବିଶେଷ ଦିବସକୁ ସ୍ମରଣୀୟ କରିବା ଲାଗି ଭାରତବର୍ଷର ବିଭିନ୍ନ ସ୍ଥାନରେ…

ଚୁଇଂଗମ୍‌ ଚୋବାଇ ୭୦ହଜାର ରୋଜଗାର

ପ୍ରାୟତଃ ମଣିଷର ସଉକ ସହିତ ତାଙ୍କର ପ୍ରଫେସନର କିଛି ସମ୍ପର୍କ ନ ଥାଏ। କିନ୍ତୁ ଯଦି କେହି ନିଜର ସଉକକୁ ପଇସା କମାଇବାର ମାଧ୍ୟମ କରିବାକୁ ଚାହାନ୍ତି, ତେବେ ଅନେକ ଅଜବ ଘଟଣା ସାମ୍‌ନାକୁ ଆସେ। ଜର୍ମାନୀର ଜଣେ ମହିଳାଙ୍କ କ୍ଷେତ୍ରରେ…

ପଞ୍ଚମ ପାସ୍‌ ଯୁବକ ତିଆରି କଲେ ଏୟାରକ୍ରାଫ୍ଟ

ରାଜସ୍ଥାନ, ଚୁରୁ ଜିଲାସ୍ଥ ଦସ୍‌ସୁସର୍‌ ଗାଁର ବଜରଙ୍ଗ ନାମକ ଜଣେ ବ୍ୟକ୍ତି ଥରେ ଏୟାରପୋର୍ଟ ଯାଇଥାନ୍ତି ବୁଲିବାକୁ। କାରଣ ତାଙ୍କୁ ଏରୋପ୍ଲେନ୍‌ ଟେକ୍‌ଅଫ୍‌ କରିବା ଦୃଶ୍ୟ ଦେଖିବାକୁ ଭାରି ଭଲ ଲାଗେ। ହେଲେ ସେଦିନ ସିକ୍ୟୁରିଟିଗାର୍ଡ ତାଙ୍କୁ ଟେକ୍‌ଅଫ୍‌ ଦୃଶ୍ୟ ଦେଖିବାକୁ…

ଭଲଦିନ…

ପବିତ୍ର ଭାରତ ମାଟିରେ ଫିରିଙ୍ଗି ପତାକା ଗଡ଼େଇ ଇଂରେଜଙ୍କୁ ତଡ଼େଇ ତ୍ରିରଙ୍ଗା ଉଡ଼େଇ କବାଟ କିଳି ଭଲଦିନ ଆସିବ ବୋଲି ବଡ଼ ଶରଧାରେ ଆ ଆ ବୋଲି ଡାକୁଛୁ l ପତିତପାବନଙ୍କ ରଥଯାତ୍ରା ଗହଳିରେ ଚକାଡୋଳା ଚାହିଁଥିବାବେଳେ ଶୃଙ୍ଖଳା ରକ୍ଷାକରୁଥିବା ଅତି…

ଜ୍ୟାକବ୍‌ ପିନାଙ୍କ ଜାଦୁ ଆଙ୍ଗୁଠି: ନିଜ ଇଛା ଅନୁସାରେ କରିପାରନ୍ତି ଛୋଟ-ବଡ଼

କିଛି ଲୋକଙ୍କ ଭିତରେ ଏମିତି କିଛି ସ୍ବତନ୍ତ୍ରତା ଥାଏ, ଯାହା ସେମାନଙ୍କୁ ଭିନ୍ନ ପରିଚୟ ଦେଇଥାଏ। ଆମେରିକା ମାସାଚୁସେଟ୍‌ରେ ରହୁଥିବା ଜ୍ୟାକବ୍‌ ପିନା ହେଉଛନ୍ତି ସେମିତି ଜଣେ ଯୁବକ। ତାଙ୍କ ପାଖରେ ଅଛି ଏମିତି ଏକ ଖାସ୍‌ ସ୍ବତନ୍ତ୍ରତା, ଯାହାକୁ ନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri