Posted inଫୁରସତ

୬ଟି ପର୍ଯ୍ୟାୟରେ ବଦଳିଥିଲା ତ୍ରିରଙ୍ଗାର ରଙ୍ଗ, ଜାଣନ୍ତୁ ପ୍ରଥମେ କେମିତି ଥିଲା…

ଭାରତ ଚଳିତବର୍ଷ ୭୫ ତମ ପୂର୍ତ୍ତି ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରତିଥର ପରି ଏଥର ଆମ ଦେଶର ଜାତୀୟ ପତାକା ‘ତ୍ରିରଙ୍ଗା’ ଗର୍ବର ସହିତ ଉତ୍ତୋଳନ କରାଯିବ। ତ୍ରିରଙ୍ଗାର ବର୍ତ୍ତମାନର ଯେଉଁ ରୂପ ରଙ୍ଗ ଦେଖୁଛନ୍ତି ତାହା ପ୍ରଥମ ନୁହେଁ, ଏହା ଜାତୀୟ ପତାକା ଆକାରରେ ଷଷ୍ଠ ରୂପ। ତେବେ ଏହା କେମିତି ଏବଂ କେବେ ବଦଳିଥିଲା ଜାଣନ୍ତୁ ସେ ସମ୍ପର୍କରେ…

ପ୍ରତ୍ୟେକ ସ୍ବାଧୀନ ରାଷ୍ଟ୍ରର ନିଜସ୍ବ ପତାକା ରହିଛି। ୨୨ ଜୁଲାଇ ୧୯୪୭ରେ ଅନୁଷ୍ଠିତ ଭାରତର ବିଧାନସଭା ବୈଠକରେ ଏହି ତ୍ରିରଙ୍ଗାକୁ ଗ୍ରହଣ କରାଯାଇଥିଲା। ବ୍ରିଟିଶମାନଙ୍କଠାରୁ ଦେଶର ସ୍ବାଧୀନତାର କିଛିଦିନ ପୂର୍ବରୁ ଏହି ବୈଠକ ହୋଇଥିଲା। ପରିଶେଷରେ ୧୫ ଅଗଷ୍ଟ ୧୯୪୭ରେ ଆମ ଦେଶ ସ୍ବାଧୀନ ହୋଇଥିଲା। ଏହି ତ୍ରିରଙ୍ଗାକୁ ୧୫ ଅଗଷ୍ଟ ୧୯୪୭ରୁ ୨୬ ଜାନୁୟାରୀ ୧୯୫୦ ମଧ୍ୟରେ ଭାରତର ଜାତୀୟ ପତାକା ଭାବରେ ଗ୍ରହଣ କରାଯାଇଥିଲା।

ସ୍ବାଧୀନତା ପାଇଁ ଆମର ଜାତୀୟ ସଂଗ୍ରାମ ସମୟରେ ଏହା ସ୍ବୀକୃତି ପାଇଥିଲା। ଭାରତୀୟ ଜାତୀୟ ପତାକା ଆଜିର ରୂପରେ ପହଞ୍ଚିବା ପାଇଁ ଅନେକ ପର୍ଯ୍ୟାୟ ଦେଇ ଗତି କରିଥିଲା। ପ୍ରଥମ ଜାତୀୟ ପତାକା ୧୯୦୬ରେ ଭାରତର ଅଣ-ସରକାରୀ ପତାକା ଭାବରେ ଗ୍ରହଣ କରାଯାଇଥିଲା। ଏହା ୧୯୦୬ ଅଗଷ୍ଟ ୭ରେ କୋଲକାତାରେ ଉତ୍ତୋଳନ କରାଯାଇଥିଲା। ଏହି ପତାକାର ରଙ୍ଗ ଲାଲ୍‌, ହଳଦିଆ ଏବଂ ସବୁଜ ଥିଲା।

ଏହା ପରେ ୫ ଥର ଜାତୀୟ ପତାକାର ରୂପ ବଦଳାଯାଇଥିଲା। ଶେଷରେ ୨୨ ଜୁଲାଇ ୧୯୪୭ରେ ବିଧାନସଭା ଏହାକୁ ମୁକ୍ତ ଭାରତୀୟ ଜାତୀୟ ପତାକା ଭାବରେ ଗ୍ରହଣ କରାଯାଇଥିଲା। ଏହାର ରଙ୍ଗ ଏବଂ ସେମାନଙ୍କର ଗୁରୁତ୍ୱ ସ୍ବାଧୀନତା ପରେ ରହିଲା। କେବଳ ପତାକା ଭିତରେ ଅରଖ ସ୍ଥାନରେ ସମ୍ରାଟ ଅଶୋକଙ୍କ ଧର୍ମଚକ୍ର ରହିଥିଲା। ଏହାର ରଙ୍ଗ ସବୁଜ, ଧଳା ଏବଂ ନାରଙ୍ଗି ରହିଲା। ସେହିଦିନଠାରୁ ଭାରତରେ ତ୍ରିରଙ୍ଗା ଉଡ଼ିଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ଭାଜପା ବିଧାୟକଙ୍କୁ ନିର୍ମମ ହତ୍ୟା; ୭୦-୮୦ ଜଣ ଲୋକ କ୍ରସର୍‌ ପ୍ଲାଣ୍ଟ ଉପରେ ଆକ୍ରମଣ କରି ନେଇଗଲେ ଜୀବନ…

ଜୟପୁର,୧୨।୧୦: ରାଜସ୍ତାନ ଭରତପୁରରେ ଖଣି କାର୍ଯ୍ୟକୁ ନେଇ ହୋଇଥିବା ବିବାଦ ମଧ୍ୟରେ ପୂର୍ବତନ ଭାଜପା ବିଧାୟକ ଅତର ସିଂହ ଭଦାନାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି, ଯାହା…

ଆଖିରୁ ବହିଗଲା ଧାର ଧାର ଲୁହ…! ଶ୍ରେୟସ ଆୟରଙ୍କୁ ଏମିତି ପଡ଼ିଆରେ ଦେଖି ସହ୍ୟ କରିପାରିଲେ ନାହିଁ ଏହି ମହିଳା ପ୍ରଶଂସକ

ନୂଆଦିଲ୍ଲୀ,୧୨।୧୦: ଶ୍ରେୟସ ଆୟରଙ୍କ ଆଶ୍ଚର୍ଯ୍ୟଜନକ ପାଗଳାମି ଇନ୍ଦୋରରେ ଦେଖିବାକୁ ମିଳିଥିଲା। ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତୀୟ ଅଧିନାୟକ ବାହାରକୁ ଯିବା ମାତ୍ରେ ତାଙ୍କର ଜଣେ ମହିଳା ପ୍ରଶଂସକ କାନ୍ଦିବାକୁ…

ବିଗ ବିଙ୍କ ଜନ୍ମଦିନରେ ସୋସିଆଲ ମିଡିଆରେ ଏଭଳି କହିଲେ ଐଶ୍ୱର୍ଯ୍ୟା, ଚାରିଆଡ଼େ ଚର୍ଚ୍ଚା

ମୁମ୍ବାଇ, ୧୨।୧୦: ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନଙ୍କ ଜନ୍ମଦିନ ତାଙ୍କ ପ୍ରଶଂସକଙ୍କ ପାଇଁ କୌଣସି ଉତ୍ସବଠାରୁ କମ୍ ନୁହେଁ। ପ୍ରତିବର୍ଷ ଅକ୍ଟୋବର ୧୧ ତାରିଖରେ ତାଙ୍କ ଜନ୍ମଦିନ…

ଘସିପୁରାରେ ମହିଳାଙ୍କୁ ହତ୍ୟା ଉଦ୍ୟମ : ବାପା-ପୁଅ ଗିରଫ

ହାଟଡିହୀ/ଆନନ୍ଦପୁର/ଛେନାପଦୀ,୧୨ା୧୦(ଶୁଭକାନ୍ତ ନାୟକ/ଶ୍ରୀଧର ମହାରଣା/ନିରାକାର ପରିଡା): କେନ୍ଦୁଝର ଜିଲା ଘସିପୁରା ଅଞ୍ଚଳର ଜଣେ ମହିଳାଙ୍କୁ କିଛି ଲୋକ ମିଳିମିଶି ଅଟକାଇବା, ଅଶ୍ଳୀଳ ଭାଷାରେ ଗାଳି ଦେବା ସହିତ ହତ୍ୟା…

ଖୁବ ଖୁସି ଅଛନ୍ତି ଅଧିନାୟକ ଶ୍ରେୟସ ଆୟର, ହେଲେ ଏହା ପଛର କାରଣ କ’ଣ ଜାଣନ୍ତୁ

ନୂଆଦିଲ୍ଲୀ,୧୨।୧୦: ରବିବାର ଭାରତ ୱେଷ୍ଟଇଣ୍ଡିଜକୁ ୧୪ ରନରେ ପରାସ୍ତ କରି ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଛି। ଅଭିଷେକ ଶର୍ମାଙ୍କ ଅର୍ଦ୍ଧଶତକ ଏବଂ ଅନ୍ୟ ଖେଳାଳିଙ୍କ ଉପଯୋଗୀ…

ଏହି ଖେଳାଳିଙ୍କ ରେକର୍ଡ ଭାଙ୍ଗି ଇତିହାସ ରଚିଲେ ଅଭିଷେକ ଶର୍ମା,ସମସ୍ତେ କରୁଛନ୍ତି ଖୁବ ପ୍ରଶଂସା

ନୂଆଦିଲ୍ଲୀ,୧୨।୧୦: ଇନ୍ଦୋରରେ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଅଭିଷେକ ଶର୍ମା ୫ଟି ଛକା ଓ ୬ଟି ଚୌକା ସହାୟତାରେ ୬୯ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ୨୩୦ର…

ଭୁବନେଶ୍ବରରେ ଚାଞ୍ଚଲ୍ୟ! ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍‌ଦାର ଗିରଫ, ଅଭିଯୋଗ ଚାପିଥିଲା ବଡ଼ଗଡ଼ ପୋଲିସ

ଭୁବନେଶ୍ୱର,୧୨ା୧୦(ତ୍ରିନାଥ ମହାନ୍ତି): ମହିଳାଙ୍କୁ ସୁରକ୍ଷା ବଦଳରେ ଇଜ୍ଜତ ଲୁଟୁଛି ପୋଲିସ। ଖୋଦ୍‌ ଜଣେ ରାଜନେତ୍ରୀଙ୍କୁ ୬ ମାସ ହେବ ଯୌନ ନିର୍ଯାତନା ଦେଉଥିଲେ ପୋଲିସ କର୍ମଚାରୀ। ରାତି…

କେସିଙ୍ଗା ଛାତ୍ର ସଂସଦ ନିର୍ବାଚନ, ବିଜେଡି ପ୍ରାର୍ଥୀ ଅନୁଭବଙ୍କ ନାମାଙ୍କନ କାୟମ

କେସିଙ୍ଗା,୧୨ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟର ବିଜେଡି ସମର୍ଥିତ ଛାତ୍ର ନେତା ଅନୁଭବ ପଟ୍ଟନାୟକ ସଭାପତି ପଦ ପାଇଁ ନାମାଙ୍କନ କାୟମ୍ କଲେ ମହାବିଦ୍ୟାଳୟର ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?