Posted inଫୁରସତ

ନରଓ୍ବେ

ୟୁରୋପ ମହାଦେଶର ଉତ୍ତର ଭାଗରେ ଥିବା ଏକ ଦେଶ ହେଉଛି ନରଓ୍ବେ। ଜାଣିବା ଏହି ଦେଶ ସମ୍ପର୍କରେ କିଛି ରୋଚକ ତଥ୍ୟ…

ଏହି ଦେଶର ଉତ୍ତର ଭାଗରେ ଶୀତଋତୁରେ ଆଦୌ ସୂର୍ଯ୍ୟୋଦୟ ହେଉ ନ ଥିବା ବେଳେ ଗ୍ରୀଷ୍ମଋତୁରେ ସୂର୍ଯ୍ୟାସ୍ତ ହୋଇ ନ ଥାଏ। ଏହି କାରଣରୁ ନରଓ୍ବେକୁ ‘ମଧ୍ୟରାତ୍ରିର ସୂର୍ଯ୍ୟ’ ବୋଲି କୁହାଯାଏ।
ରୋରୋସ୍‌ ହେଉଛି ଏହି ଦେଶର ସବୁଠୁ ଥଣ୍ଡା ସ୍ଥାନ, ଯେଉଁଠାରେ ତାପମାତ୍ରା -୫୦ଂ ସେଲ୍‌ସିଅସ୍‌।
ଏହି ଦେଶରେ ପୁରୁଷମାନେ ଦୁଇଟି ନାମକୁ ସର୍ବାଧିକ ପସନ୍ଦ କରନ୍ତି, ତାହା ହେଉଛି ଅଡ୍‌ ଏବଂ ଇଭେନ୍‌।
ଏହି ଦେଶରେ ହେଲ୍‌ ବା ନର୍କ ନାମକ ଏକ ସହର ରହିଛି।
ନରଓ୍ବେର ରାଜଧାନୀ ଓସ୍‌ଲୋଠାରେ ପ୍ରତିବର୍ଷ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ ସମାରୋହ ଆୟୋଜନ କରାଯାଇଥାଏ।
ସେଠାକାର ବାସିନ୍ଦାମାନଙ୍କ ଇନ୍‌କମ୍‌ ରେକର୍ଡ ପବ୍ଲିକରେ ଜଣାଯାଇଥାଏ।
ଏହି ଦେଶରେ ଘରେ ଟିଭି ରଖିବା ଲାଗି ଲାଇସେନ୍ସ କରିବାକୁ ପଡ଼ିଥାଏ। ଆଉ ଏ ବାବଦରେ ୪୮୦.୬୬ ଡଲାର ବାର୍ଷିକ ଶୁଳ୍କ ମଧ୍ୟ ପଇଠ କରିବାକୁ ହୋଇଥାଏ।
ପୃଥିବୀର ସବୁଠୁ ଲମ୍ବା ଟନେଲ୍‌ ଲାଏଡ୍ରାଲ୍‌ ଏହି ଦେଶରେ ରହିଛି। ୧୫ ମାଇଲ ବିଶିଷ୍ଟ ଏହି ଟନେଲ୍‌ ନିର୍ମାଣ କରିବା ଲାଗି ପ୍ରାୟ ୧ ବିଲିଅନ୍‌ ବା ୧୧୦ ମିଲିନ୍‌ ଡଲାର ଖର୍ଚ୍ଚ ହୋଇଛି।
ଏହି ଦେଶରେ ୫୦,୦୦୦ରୁ ଅଧିକ ସଂଖ୍ୟକ ଦ୍ୱୀପ ଦେଖିବାକୁ ମିଳେ।
ଏଫ୍‌ଏମ୍‌ ରେଡିଓ ସେବା ବନ୍ଦ କରିବାରେ ନରଓ୍ବେ ହେଉଛି ପୃଥିବୀର ପ୍ରଥମ ସହର। ଏଠାରେ ଏଫ୍‌ଏମ୍‌ ବଦଳରେ ଡିଜିଟାଲ୍‌ ଅଡିଓ ବ୍ରଡକାଷ୍ଟିଂ (ଡିଏବି) ବ୍ୟବହାର କରାଯାଉଛି।
ଏହି ଦେଶରେ ୧୨ ବର୍ଷରୁ କମ୍‌ ପିଲାଙ୍କୁ ବିଜ୍ଞାପନରେ ନେବା ବେଆଇନ।


Enter your email to get our daily news in your inbox.

All Right Reserved By Dharitri.Com

ଶୌଚାଳୟ ନ ଥିବାରୁ ମାସକରେ ଶାଶୁଘର ଛାଡ଼ିଲେ ୧୬ ବୋହୁ

ଲକ୍ଷ୍ନୌ, ୧୬।୭- ସ୍ବଚ୍ଛ ଭାରତ ମିଶନ ଆଧାରରେ ଗ୍ରାମ ଓ ସହର ସବୁଠାରେ ଶୌଚାଳୟ ନିର୍ମାଣ ହୋଇଥିବା ଉତ୍ତର ପ୍ରଦେଶ ସରକାର ଦାବି କରୁଛନ୍ତି। କିନ୍ତୁ...

ଅକ୍ସିଜେନ୍‌ ସାହାଯ୍ୟରେ ପରୀକ୍ଷା ଦେଲେ ଛାତ୍ରୀ

ବରେଲି(ଉତ୍ତର ପ୍ରଦେଶ): ଦୃଢ଼ ଇଚ୍ଛାଶକ୍ତି ଥିଲେ କୌଣସି ପ୍ରତିବନ୍ଧକ ଲକ୍ଷଚ୍ୟୁତ କରିପାରେନି। ନିଜର ଆତ୍ମବିଶ୍ୱାସ ଆଗରେ ରୋଗ ମଧ୍ୟ ହାର୍‌ ମାନିଯାଏ। ଏହା ପ୍ରମାଣିତ କରିଛନ୍ତି,...

ତନାଘନା

ଭଶ୍ରୀ ଫେସ୍‌ବୁକ୍‌ରେ ଲେଖିଥିଲା ଯେ, ଆଜି ମତେ ଗୋଟିଏ ମଶା କାମୁଡ଼ିଦେଲା। ତା’ର ପାଞ୍ଚଶହ ପଇଁତିରିଶଟି କମେଣ୍ଟ୍‌ସ ଆସିଲା। ପ୍ରତି କମେଣ୍ଟ୍‌ସରେ ଥିଲା ଉଦ୍‌ବେଗ ଓ...

ସୁଟ୍‌ବୁଟ୍‌ରେ ପର୍ବତାରୋହଣ

ଟୋକିଓ: ଏକ ଲୋକକଥା ଅଛି, ଯେପରି ଦେଶ ସେପରି ବେଶ ା ଲୋକ ଯେଉଁଠାର ହୋଇଥିବ ସେ ସେହିପରି ବେଶପୋଷାକ ପରିଧାନ କରୁଥିବ। ତେବେ ଅଫିସରେ...

ମଣିଷ ନା ଭୁତ

ଅନେକେ କୁହନ୍ତି ଭୁତର ପାଦ ପଛପଟକୁ ମୋଡି ହୋଇ ରହିଥାଏ। ମଣିଷ ଚାହିଁଲେ ବି ନିଜର ପାଦ ଓ ଗୋଡକୁ ଏତେଟା ମୋଡି ପାରିବ ନାହିଁ।...

ମଣ୍ଡପରେ କନ୍ୟାଙ୍କୁ ଦେଖି ଭୋ’ ଭୋ’ ହୋଇ କାନ୍ଦିଲେ ବର, ଦେଖନ୍ତୁ ଭିଡିଓ

ସାଧାରଣତଃ ବିବାହରେ କନ୍ୟା ବିଦାୟୀ ସମୟରେ ମସ୍ତଙ୍କ ଆଖିରେ ଲୁହ ଥାଏ। କନ୍ୟାଙ୍କ ମାତାପିତାଙ୍କଠାରୁ ଆରମ୍ଭ କରି ସମ୍ପର୍କୀୟମାନେ ବହୁତ କାନ୍ଦିଥାନ୍ତି। କିନ୍ତୁ ନିକଟରେ ଏକ...

ମନରେ ସକାରାତ୍ମକ ଚିନ୍ତାଧାରା ପାଇଁ କରନ୍ତୁ ଏପରି…

ମଣିଷର ବିକାଶ ପ୍ରକ୍ରିୟା ଚିନ୍ତାଧାରା ଦ୍ୱାରା ଅଧିକ ପ୍ରଭାବିତ ହୋଇଥାଏ । ଜୀବନରେ ଅନେକ ସମୟରେ ନକାରାତ୍ମକ ଚିନ୍ତା ମନକୁ ଆନ୍ଦୋଳିତ କରିଥାଏ । ତେବେ...

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ପହଲଗାମ୍‌

ଜମ୍ମୁ ଓ କଶ୍ମୀରସ୍ଥିତ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ହେଉଛି ପହଲଗାମ୍‌। ଏଠାରେ ପର୍ଯ୍ୟଟକ ପାଇନ୍‌ ଗଛର ଜଙ୍ଗଲ ସାଙ୍ଗକୁ ଅନେକ ସୌନ୍ଦର୍ଯ୍ୟପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀ ଦେଖିପାରିବେ। ତା’ସାଙ୍ଗକୁ...

Advertisement
Archives

Model This Week