Advertisement
Posted inଫୁରସତ

୪୭ ଲକ୍ଷ ଟଙ୍କାରେ ‘ସାଇଚିକ୍‌ ଥେରାପି’

ମସ୍କୋ: ଅବସାଦ, ଭୟ ଓ ଚିନ୍ତା ପରି ବିରାଟ ସମସ୍ୟାର ସମାଧାନ ପାଇଁ ରୁଷିଆର ଏକ କମ୍ପାନୀ ନିଆରା ଥେରାପି ବ୍ୟବସ୍ଥା କରିଛି। ରୁଷିଆରେ ପ୍ରେକାଟେଡ୍‌ ଏକାଡେମୀ ନାମରେ ଥିବା ଏକ କମ୍ପାନୀ ଲୋକଙ୍କୁ ସାଇଚିକ୍‌ ଥେରାପି ଯୋଗାଉଛି, ଯାହାର ମୂଲ୍ୟ ୪୭ ଲକ୍ଷ ଟଙ୍କା। ତେବେ ଏହି ଥେରାପି ଦ୍ୱାରା ମାନସିକ ଚିନ୍ତା ଓ ଭୟରୁ ତ୍ରାହି ମିଳପାରିବ। ପଦ୍ଧତି ଅନୁସାରେ ଜୀବନ୍ତ ମଣିଷକୁ କଫିନ୍‌ରେ ଭର୍ତ୍ତି କରି ମାଟି ତଳେ ପୋତିଦିଆଯାଏ। ଥେରାପିଟିକୁ ରୁଷିଆର ଏସ୍‌ଟି ପିଟର୍ସବର୍ଗରେ କରାଯିବ। ଯେଉଁମାନଙ୍କ ପାଇଁ ୪୭ ଲକ୍ଷ ଟଙ୍କାର ଥେରାପି ନେବା କଷ୍ଟକର ହୋଇପଡୁଛି ସେହିମାନଙ୍କ ପାଇଁ ୧୨ ଲକ୍ଷ ଟଙ୍କାର ଏକ ଥେରାପି ମଧ୍ୟ ଉପଲବ୍ଧ ରହିଛି। ଥେରାପି ନେଉଥିବା ବ୍ୟକ୍ତି ଅନ୍‌ଲାଇନ୍‌ରେ ଦେଖିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

୨ବର୍ଷର ପିଲା ପାଇଁ ହାରୀ ପୋଟରଙ୍କ କାହାଣୀରେ ଥିବା ଘର ତିଆରି କଲେ ଅଭିଭାବକ

ପିଲାମାନଙ୍କୁ ଭଗବାନଙ୍କ ରୂପ କୁହାଯାଇଥାଏ। ପ୍ରାୟ ଅଧିକାଂଶ ଘରର ବୟୋଜ୍ୟେଷ୍ଠମାନେ ପିଲାମାନଙ୍କ ଇଚ୍ଛା ପୂରଣ କରିଥାନ୍ତି। ସେମିତି ଏକ ଘଟଣା କାନାଡ଼ା ସହରରେ ଦେଖିବାକୁ ମିିଳିଛି।...

କ୍ଷୀରରେ ଗାଧୋଇବା ପରେ ପ୍ୟାକ୍‌ କରି ବଜାରରେ କରାଯାଉଛି ବିକ୍ରି!

ଭିଟାମିନ୍‌ରେ ଭରପୂର କ୍ଷୀର ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ। ଏହାର ଉପକାର ସମ୍ପର୍କରେ ପ୍ରାୟ ସମସ୍ତଙ୍କୁ ଜଣା। ତେବେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ...

ସବୁଠୁ ମହଙ୍ଗା ବିୟର

ନିକଟରେ କିଛି ହୋଟେଲ ପକ୍ଷରୁ ଗ୍ରାହକଙ୍କୁ ଚକିତ କରିଦେବା ଭଳି ଦିଆଯାଉଥିବା ବିଲ୍‌ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଯାହାକୁ ସୋସିଆଲ ମିଡିଆର ଟ୍ରୋଲର ଶିକାର...

ସମ୍ପର୍କକୁ ସୃଦୃଢ଼ କରିବାକୁ ଚାହୁଁଛନ୍ତି କି.. କରନ୍ତୁ ଏଭଳି କିଛି..

ପାଖରେ ରହିଲେ ଭଲପାଇବା ବଢ଼ିବା ସହ ସମ୍ପର୍କ ଦୃଢ଼ ହୁଏ ବୋଲି କୁହାଯାଏ। ଦମ୍ପତିଙ୍କ କ୍ଷେତ୍ରରେ ମଧ୍ୟ ଏହି ଉକ୍ତିଟି ଲାଗୁ ହୋଇଥାଏ। ମାତ୍ର ଏହା...

ଛୁଟି ପାଇଁ ମିଛ

ନୂଆଦିଲ୍ଲୀ: କାର୍ଯ୍ୟକ୍ଷେତ୍ରରେ ଛୁଟି ପାଇଁ ଅନେକେ କରିଥାନ୍ତି ବାହାନା। ଏହା ଭାରତ ଭଳି ଦେଶରେ ସାଧାରଣ କଥା। ହେଲେ ଏକଥା ଜାଣି ଆଶ୍ଚର୍ଯ୍ୟ ହେବେ ବିଶ୍ୱର...

୫୦ ବର୍ଷ ଧରି ବିବାହ କଥାକୁ ଲୁଚାଇ ରଖିଥିଲେ ମୋଦି, ପରେ ଏମିତି ପଡ଼ିଥିଲା ଜଣା

ନୂଆଦିଲ୍ଲୀ,୧୭ା୯: ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୦ତମ ଜନ୍ମଦିବସ। ଆଜିର ଏହି ସ୍ବତନ୍ତ୍ର ଦିନରେ ଆସନ୍ତୁ ଜାଣିବା ମୋଦିଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ କିଛି...

ମାଲିକଙ୍କ ମୃତ୍ୟୁର ୨ ମାସ ପରେ ବି କବର ନିକଟରୁ ଉଠୁନି ବିଲେଇ

ମଣିଷ ପାଇଁ ସବୁଠୁ ବିଶ୍ୱସ୍ତ ପ୍ରାଣୀ କୁକୁର ବୋଲି ଆମେ ସମସ୍ତେ ଜାଣିଛେ। ପ୍ରାୟତଃ ସୋସିଆଲ ମିଡିଆରେ କୁକୁର ଏବଂ ମାଲିକଙ୍କ ମଧ୍ୟରେ ଥିବା ଭଲପାଇବା...

ବିବାହରେ ଅତିଥିମାନଙ୍କ ପାଇଁ ପ୍ରବେଶ ଫି ରଖିଲେ ଯୁବତୀ: ସୋସିଆଲ୍‌ ମିଡ଼ିଆରେ ହେଲେ ଟ୍ରୋଲ୍‌

ନ୍ୟୁୟର୍କ,୨୦।୧: ବିବାହରେ ନବ ବିବାହିତ ଯୋଡ଼ାଙ୍କୁ ଆଶୀର୍ବାଦ ଦେବା ପାଇଁ ଅତିଥିମାନେ ଆସିଥାନ୍ତି। ଏଥି ଲାଗି କୌଣସି ପ୍ରବେଶ ଫି ନ ଥାଏ। ତେବେ ଆମେରିକାର...

Advertisement
Archives

Model This Week