Posted inଫୁରସତ

କବାଟର ରଙ୍ଗ ପାଇଁ ୧୯ ଲକ୍ଷ ଫାଇନ୍‌

ଇଡେନବର୍ଗ: ସ୍କଟଲାଣ୍ଡ ଇଡେନବର୍ଗର ଜଣେ ମହିଳା ତାଙ୍କ ଘର ମୁଖ୍ୟ କବାଟର ରଙ୍ଗ ଗୋଲାପୀ କରିଥିବାରୁ ସେଠାକାର ସରକାର ତାଙ୍କ ଉପରେ ୧୯ ଲକ୍ଷ ଟଙ୍କା ଜରିମାନା ଲଗାଇଛନ୍ତି। ୪୮ ବର୍ଷୀୟା ମିରାଣ୍ଡା ଡିକ୍‌ସନ୍‌ ଇଡେନବର୍ଗର ନ୍ୟୁ ଟାଉନ୍‌ ଏରିଆରେ ରୁହନ୍ତି। ଗତବର୍ଷ ଘରର ମରାମତି ସମୟରେ ସେ ମୁଖ୍ୟ କବାଟ ଗୋଲାପୀ ରଙ୍ଗ କରିଥିଲେ। କିନ୍ତୁ ସିଟି କାଉନ୍‌ସିଲ ତୁରନ୍ତ କବାଟର ରଙ୍ଗ ବଦଳାଇ ଧଳା କରିବାକୁ ନୋଟିସ୍‌ ଜାରି କରିଛି। ମିରାଣ୍ଡା ଯଦି ନୋଟିସ୍‌ ଅନୁସାରେ କାର୍ଯ୍ୟ ନ କରନ୍ତି ତେବେ ତାଙ୍କୁ ଜରିମାନା ବାବଦକୁ ୧୯ ଲକ୍ଷ ଟଙ୍କା ଦେବାକୁ ପଡ଼ିବ। ଘରର କବାଟକୁ ମାରାଣ୍ଡା ବର୍ତ୍ତମାନ ଡାର୍କ ରେଡ୍‌ ରଙ୍ଗ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଘରକୁ ଫେରିବା ବେଳେ କବାଟର ଗୋଲାପୀ ରଙ୍ଗ ଦେଖିବା ପରେ ମନରେ ଖୁସି ଭାବ ଜାତ ହେଉଥିବା ମିରାଣ୍ଡା କହିଛନ୍ତି। ମିରାଣ୍ଡାଙ୍କ କବାଟର ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ବ୍ରିଟେନ ସହରଗୁଡ଼ିକରେ ଲୋକ ସେମାନଙ୍କ ଘରର ମୁଖ୍ୟ ଫାଟକକୁ ଅତି ଉଜ୍ଜ୍ୱଳ ରଙ୍ଗ ଦେଇଥାନ୍ତି। ସେହିପରି ଜର୍ଜିଆ ଲୋକମାନେ ସେମାନଙ୍କ ଘର କବାଟ, ଝରକାକୁ ଗାଲାପୀ ରଙ୍ଗ ଦେଇଥାନ୍ତି। କାରଣ ସେଠାରେ ଅଧିକାଂଶ ଲୋକ ଏହି କଲର୍‌କୁ ପସନ୍ଦ କରୁଥିବା ମିରାଣ୍ଡା କହିଛନ୍ତି। ଇଡେନବର୍ଗ କଉନ୍ସିଲ ନିୟମ ଅନୁସାରେ ଘରର ମୁଖ୍ୟ ଫାଟକର ରଙ୍ଗ ଧଳା କିମ୍ବା ହାଲୁକା ରଙ୍ଗ ହେବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?