ଫୁରସତ

ସବୁଠାରୁ ଛୋଟ ଦିନ

ଭୁବନେଶ୍ୱର,୨୨ା୧୨(ବ୍ୟୁରୋ): ପ୍ରତିବର୍ଷ ଡିସେମ୍ବର ୨୧ କିମ୍ବା ୨୨ରେ ଉତ୍ତର ଗୋଲାର୍ଦ୍ଧରେ ଶୀତଋତୁର ପ୍ରଥମ ଦିନ ଆରମ୍ଭ ହୋଇଥାଏ। ଏହି ଦିନଟି ଉତ୍ତର ଗୋଲାର୍ଦ୍ଧରେ ବର୍ଷର ‘ସବୁଠାରୁ ଛୋଟ ଦିନ’ ହୋଇଥାଏ। ଜ୍ୟୋତିର୍ବିଜ୍ଞାନୀଙ୍କ ମତରେ ଶୀତଦିନ ଆରମ୍ଭ ହୁଏ ବର୍ଷର ଏହି ସବୁଠାରୁ…

ଦାଢ଼ିରେ ଖ୍ରୀଷ୍ଟମାସ ଘଣ୍ଟି ବାନ୍ଧି ବିଶ୍ୱ ରେକର୍ଡ କଲେ ଏହି ବ୍ୟକ୍ତି

ଆପଣ ନିଶ୍ଚିତ ଅନେକ ବିଶ୍ୱ ରେକର୍ଡ ବିଷୟରେ ଜାଣିଥିବେ। କଠିନ ପରିଶ୍ରମ, ଦୀର୍ଘ ବର୍ଷର ଅଭ୍ୟାସ କରି ଲୋକେ ସୁନାମ ଅର୍ଜନ କରନ୍ତି। ଠିକ୍‌ ସେମିତି ଜଣେ ବ୍ୟକ୍ତି କଠିନ ପରିଶ୍ରମ କରି ତାଙ୍କ ଦାଢ଼ିରେ ଶହ ଶହ ଘଣ୍ଟି ବାନ୍ଧି…

ସ୍କୁଲରେ ଭୂତପ୍ରେତ ନେଇ ଗୁଜବ, ତାନ୍ତ୍ରିକଙ୍କ ଦ୍ୱାରା ଛାତ୍ରୀଛାତ୍ରଙ୍କ ଚିକିତ୍ସା କରାଯାଉଥିବା ଭିଡିଓ ଭାଇରାଲ…

ଲକ୍ଷ୍ନୌ,୨୨।୧୨ : ଉତ୍ତରପ୍ରଦେଶ ମହୋବାର ପାନୱାଡିରେ ଅବସ୍ଥିତ ଜୁନିଅର ହାଇସ୍କୁଲ ୧୫ ଜଣ ଛାତ୍ରୀଛାତ୍ର୍ର ଅଚେତ ହେବା ପ୍ରସଙ୍ଗରେ ଏକ ନୂଆ ମୋଡ଼ ଆସିଛି। ଅଭିଭାବକମାନେ ନିଜ ପିଲାମାନଙ୍କୁ ସୁସ୍ଥ କରିବା ପାଇଁ ତନ୍ତ୍ର-ମନ୍ତ୍ର କରୁଥିବା ଚର୍ଚ୍ଚା ହେଉଛି। ଏବେ ତାନ୍ତ୍ରିକଙ୍କ…

ଜାଣନ୍ତି କି ପ୍ଲାଷ୍ଟିକ୍‌ ଷ୍ଟୁଲ୍‌ରେ କାହିଁକି ରହିଥାଏ ଛିଦ୍ର

ଆମ ଚାରିପାଖରେ ଏପରି ଅନେକ ଜିନିଷ ଅଛି, ଯାହାକୁ ଆମେ ଦେଖୁ କିନ୍ତୁ ଏହା ପଛର କାରଣ ଜାଣିବାକୁ କେବେ ବି ଚେଷ୍ଟା କରି ନ ଥାଉ। ଏହା କଦାପି ମନକୁ ଆସେ ନାହିଁ ଯେ, କାହିଁକି କିଛି ଦ୍ରବ୍ୟର ଆକାର…

ଏମିତି ଦେଶ, ଯେଉଁଠି କୁହୁଡ଼ି ପଡ଼ିଲେ ଲୋକେ ହୁଅନ୍ତି ଖୁସି

ପ୍ରକୃତି ଆମ ପୃଥିବୀକୁ ଅନେକ ଜିନିଷ ଦେଇଛି। ଗଛ,ପତ୍ର, ଫୁଲ ଏବଂ ଫଳ ସବୁ କିଛି ଦେଇଛି ପ୍ରକୃତି। କେଉଁଠି ନଦୀ ପ୍ରବାହିତ ହେଉଛି ତ ଆଉ କେଉଁଠି ପାହାଡ଼ ଆକାକୁ ସ୍ପର୍ଶ କରୁଛି। ଏହା ବ୍ୟତୀତ ମେଘ, ସମୁଦ୍ର ଏବଂ…

ଗଣିତଜ୍ଞ ରାମାନୁଜନ

୨୦୧୨ରେ ଭାରତୀୟ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ୧୨୫ ତମ ଜନ୍ମବାର୍ଷିକୀ ପାଳନ ଅବସରରେ ଏକ ଡାକ ଟିକେଟ ଉନ୍ମୋଚନ କରାଯାଇଥିଲା। ଏହା ସହ ଭାରତ ସରକାର ୨୨ ଡିସେମ୍ବରକୁ ଜାତୀୟ ଗଣିତ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲେ। ରାମାନୁଜନଙ୍କ…

ଭାରତୀୟ ଶିକ୍ଷକଙ୍କ ପ୍ରେମରେ ପଡ଼ିଲେ ଚାଇନା ଛାତ୍ରୀ, ନିଜ ଆଡୁ କଲେ ପ୍ରପୋଜ୍‌…

ନୂଆଦିଲ୍ଲୀ: କଥାରେ ଅଛି ସୀମା ସରହଦ ମାନେନା ପ୍ରେମ। କେତେବେଳେ କିଏ କାହା ପ୍ରେମରେ ପଡ଼ିବ କୁହାଯାଇ ନ ପାରେ। ଏଇ ଯେମିତି ଚାଇନାର ହୋ ଜୋଙ୍ଗଙ୍କ କ୍ଷେତ୍ରରେ ଘଟିଛି। ହୋ ଜୋଙ୍ଗ ଭାରତର ଲୋକେଶ କୁମାରଙ୍କ ପ୍ରେମରେ ପଡ଼ିଥିଲେ। ନିଜ…

ଚର୍ଚ୍ଚାରେ ଭାରତୀୟ-ନାଇଜେରୀୟ ଦମ୍ପତି

ଅବୁଜା: ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଭାରତୀୟ- ନାଇଜେରୀୟା ଦମ୍ପତିଙ୍କୁ ଦେଖିବାକୁ ମିଳିଛି। ସୂଚନା ଯେ, ଚେନ୍ନାଇରେ ରହୁଥିବା କଳ୍ପନା ନାଇଜେରିଆର ଲୋଗେସ୍‌ରେ ରହୁଥିବା ଟାମିଣ୍ଡେ ଅକିନିମି ପ୍ରଥମ ଥର ପାଇଁ ୨୦୧୫ରେ ସାକ୍ଷାତ…

ବିଲୁପ୍ତି ପଥେ ଡାଇଭିଂ ବାର୍ଡ

ଓ୍ବାଶିଂଟନ୍‌: ଜଳବାୟୁ ପରିବର୍ତ୍ତନ ପ୍ରତ୍ୟେକ ଜୀବକୁ ପ୍ରଭାବିତ କରିଛି। ଏପରି ଅନେକ ପ୍ରଜାତିର ଜୀବ ରହିଛନ୍ତି, ଯେଉଁମାନେ ପ୍ରତିକୂଳ ପରିସ୍ଥିତିରେ ବଞ୍ଚିବାର ସାହାରା ଖୋଜି ପାଇଛନ୍ତି। ଆଉ କିଛିଜୀବଙ୍କ ପାଖରେ ଏହାର ମୁକାବିଲା ପାଇଁ କୌଣସି ବାଟ ନାହିଁ। ବର୍ତ୍ତମାନ ସମୟରେ…

ମାଲିକଙ୍କ ଉପରେ ଏତେ ରାଗ! ମାତ୍ର ୩ ଶବ୍ଦ ଲେଖି ଇସ୍ତଫା ଦେଲେ କର୍ମଚାରୀ

ପାଠପଢ଼ା ସରିବା ପରେ ଚାକିରିଟିଏ ମିଳିବା ଯେତିକି କଷ୍ଟକର, ସେତିକି କଷ୍ଟକର ହେଉଛି ତାକୁ ଛାଡ଼ିବା। କାରଣ ଏଥିପାଇଁ ଅନେକ ସାହସ ଏକାଠି କରିବାକୁ ପଡେ। ଅଧିକାଂଶ ଲୋକ ଚାକିରି ଛାଡ଼ିବାକୁ ନେଇ ଏତେ ଭାବବିହ୍ବଳ ଥାନ୍ତି ଯେ ସେ ନିଜର…

ରିମେକ୍‌ ଫିଲ୍ମରେ ଅଲିଜେହ

ମୁମ୍ବାଇ: ନିର୍ଦ୍ଦେଶକ ବିକାଶ ବହଲ୍‌ ତାଙ୍କ ଆଗାମୀ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ତାଙ୍କ ସିନେମାର ମୁଖ୍ୟ ଚରିତ୍ରରେ ବଲିଉଡ୍‌ର ଦବଙ୍ଗ ସଲମାନ୍‌ ଖଁାଙ୍କ ଭାଣେଜୀ ଅଲିଜେହ ଅଗ୍ନିହୋତ୍ରୀ ନଜରକୁ ଆସିବେ। ୨୦୧୬ରେ ଆସିଥିବା ଫ୍ରେଞ୍ଚ୍‌-ବେଲଜିୟମ୍‌ ଲ୍ମ ‘ଲା ଫାମିଲେ…

ଏକତା ହିଁ ଶକ୍ତି

କୁହାଯାଏ ଏକତା ହିଁ ସବୁୁଠାରୁ ବଡ଼ ଶକ୍ତି। ଏହାଦ୍ୱାରା ବିଭିନ୍ନ ସମସ୍ୟାର ସମାଧାନ ସହଜରେ ହୋଇପାରେ। ପ୍ରାକୃତିକ ବିପର୍ଯ୍ୟୟ ହେଉ ଅବା ଦେଶ ଦେଶ ମଧ୍ୟରେ ବିବାଦ ସମସ୍ତ ସମସ୍ୟାର ସହଜ ସମାଧାନ ପାଇଁ ଏକଜୁଟ ହେବା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥାଏ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?