Posted inଫୁରସତ

ହେୟାର ଷ୍ଟାଇଲରେ ୱାଲର୍‌ଡ ରେକର୍ଡ

ଦୁବାଇ: ଜଣେ ଫେମସ୍‌ ହେୟାର ଷ୍ଟାଇଲିସ୍‌ ଦାନୀ ହିସ୍‌ୱାନିଙ୍କ ସବୁଠାରୁ ଉଚ୍ଚତା ବିଶିଷ୍ଟ ହେୟାର ଷ୍ଟାଇଲ୍‌ ପାଇଁ ତାଙ୍କ ନାମ ଗିନିଜ୍‌ ୱାଲର୍‌ଡ ରେକର୍ଡରେ ସ୍ଥାନ ପାଇଛି। ଜଣେ ମହିଳାଙ୍କ ମୁଣ୍ଡରେ ସେ ୯ ଫୁଟର ହେୟାର ଷ୍ଟାଇଲ କରିଥିଲେ। ରେକର୍ଡ ମୁତାବକ, ଦାନୀ ଫ୍ୟାଶନ ଦୁନିଆରେ ୭ ବର୍ଷ ହେବ ଅଛନ୍ତି। ସେ ତାଙ୍କ କାମକୁ ଏକ କଳା ଭାବେ ଦେଖିଥାନ୍ତି। ଏହା ପୂର୍ବରୁ ସେ ଜଣେ ମହିଳାଙ୍କ ମୁଣ୍ଡରେ ଛୋଟ ଖ୍ରୀସ୍‌ମାସ ଟ୍ରି କରିଥିଲେ। କିନ୍ତୁ ଏବେ ସେ ଏକ ବଡ଼ ଖ୍ରୀସ୍‌ମାସ୍‌ ଟ୍ରି କରିବାର ଚ୍ୟାଲେଞ୍ଜ ନେଇଥିଲେ। ଏଥିରେ ସେ ସଫଳ ହୋଇ ଗିନିଜ୍‌ ୱାଲର୍‌ଡ ରେକର୍ଡ ବୁକ୍‌ରେ ନାମ ଲେଖାଇ ପାରିଛନ୍ତି। ସେ ଉକ୍ତ ମହିଳାଙ୍କ ମୁଣ୍ଡରେ ଏକ ହେଲମେଟ୍‌ ପିନ୍ଧାଇ ତା’ ଉପରେ ଏହି ଖ୍ରୀସ୍‌ମାସ୍‌ ଟ୍ରି ତିଆରି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଦେଖାରେ ପୁଅଙ୍କ କେଉଁ ବ୍ୟବହାର ପ୍ରେମିକାଙ୍କୁ ପ୍ରଭାବିତ କରିଥାଏ, ଜାଣନ୍ତୁ..

ପହିଲି ପ୍ରେମର ପ୍ରଥମ ଦେଖା ପ୍ରେମିକାପ୍ରେମିକଙ୍କ ମନରେ ଏହା ଏକ ଅଭୁଲା ସ୍ମୃତି ହୋଇ ରହିଥାଏ। କାରଣ ପ୍ରଥମ ଦେଖାରେ ମନକୁ ଯେଉଁ ଭାବନା ଆସିଥାଏ...

୫୧ ବର୍ଷରେ ରାହୁଲ: ଛଦ୍ମନାମ ରଖି ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ପଢ଼ିଥିଲେ ପାଠ; ମ୍ୟାନେଜମେଣ୍ଟ କମ୍ପାନୀରେ…

ନୂଆଦିଲ୍ଲୀ,୧୯।୬: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଆଜି ହେଉଛି ଜନ୍ମଦିନ। ଶନିବାର ୫୧ ବର୍ଷର ହୋଇଛନ୍ତି ରାହୁଲ। ଗାନ୍ଧୀ-ନେହେରୁ ପରିବାରରୁ ଆସିଥିବା ରାହୁଲଙ୍କ ଜୀବନ ଏବଂ...

ଜନଜାତି ସଂଗ୍ରହାଳୟ

ସାଧାରଣତଃ ବିରଳ ଆଉ ପୁରାତନ ସାମଗ୍ରୀକୁ ନେଇ ସଂଗ୍ରହାଳୟ ହୋଇଥାଏ। ଏଥିରୁ ଆମେ ଆମ ଇତିହାସ ଓ ସଂସ୍କୃତି କଥା ଜାଣିଥାଉ। ମାତ୍ର ଆଦିବାସୀଙ୍କ ଜୀବନଶୈଳୀ...

ଘର ମହକାଉଛି ବାସିଫୁଲ

ଠାକୁରଙ୍କ ନିକଟରେ ଅର୍ପଣ କରାଯାଇଥିବା ବାସିଫୁଲ ବି ଦେଇପାରିବ କୋଟି କୋଟି ଟଙ୍କାର ରୋଜଗାର, ଯାହାକୁ କରି ଦେଖାଇଛନ୍ତି କାନପୁରର ଅଙ୍କିତ ଅଗ୍ରଓ୍ବାଲ। ଗଙ୍ଗାନଦୀ କୂଳରେ...

ଏହି ଦେଶରେ ଚୁଇଗମ୍‌ ଖାଇଲେ ମିଳେ ଜେଲଦଣ୍ଡ

ଚୁଇଗମ୍‌ ଖାଇବା କାହାକୁ ବା ପସନ୍ଦ ନୁହେଁ। କିନ୍ତୁ ଏଭଳି ଏକ ଦେଶ ଅଛି, ଯେଉଁଠାରେ ଚୁଇଗମ୍‌ ଖାଇଲେ ମିଳେ ଜେଲଦଣ୍ଡ। ବିଶ୍ୱର ଅନ୍ୟତମ ସ୍ବଚ୍ଛ...

୫ ମିନିଟରେ ଚିହ୍ନିଲେ ୧୫୦ ଦେଶର ପତାକା

କରୋନା ପାଇଁ ଲକ୍‌ଡାଉନ୍‌ ଶଟ୍‌ଡାଉନ୍‌ ହେବା ଯୋଗୁ ପିଲାଙ୍କ ପାଠପଢାରେ ବିଶେଷ କ୍ଷତି ହୋଇଛି। କିନ୍ତୁ ଏହି ସମୟକୁ ଏକ କୁନି ଝିଅ ସଦୁପଯୋଗ କରି...

ପିକ୍‌ନିକ୍‌ ସ୍ପଟ୍‌: ଦୁର୍ଗାପାଡ଼ୁ ଜଳପ୍ରପାତ

ପ୍ରକୃତିର କୋଳରେ ରହିଛି ରାୟଗଡ଼ା ଜିଲା। ନିଆରା କଳା, ସଂସ୍କୃତି, ଆଦିବାସୀ ପରମ୍ପରା ସହ ଏଠାରେ ରହିଛି ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ତଥା ପିକ୍‌ନିକ୍‌ ସ୍ପଟ୍‌।...

କରୋନାରୁ ରକ୍ଷା ପାଇଁ ଘରୋଇ ଉପାୟରେ ଫେସ୍‌ ଶିଲ୍ଡ ତିଆରି କଲେ ଏହି ବ୍ୟକ୍ତି, ଭିଡିଓ ଶେୟାର କଲେ ଆଇଏଏସ୍‌ ଅଫିସର

କରୋନା ଭାଇରସ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିସାରିଛି। ଏଭଳି ସମୟରେ ଲୋକେ ଘରେ ରହି କରୋନା ଠାରୁ ଦୂରେଇ ରହୁଛନ୍ତି। ଜରୁରି କାମ ଥିଲେ...

Advertisement
Archives

Model This Week