ଦାଢ଼ିରେ ଖ୍ରୀଷ୍ଟମାସ ଘଣ୍ଟି ବାନ୍ଧି ବିଶ୍ୱ ରେକର୍ଡ କଲେ ଏହି ବ୍ୟକ୍ତି

ଆପଣ ନିଶ୍ଚିତ ଅନେକ ବିଶ୍ୱ ରେକର୍ଡ ବିଷୟରେ ଜାଣିଥିବେ। କଠିନ ପରିଶ୍ରମ, ଦୀର୍ଘ ବର୍ଷର ଅଭ୍ୟାସ କରି ଲୋକେ ସୁନାମ ଅର୍ଜନ କରନ୍ତି।  ଠିକ୍‌ ସେମିତି ଜଣେ ବ୍ୟକ୍ତି କଠିନ ପରିଶ୍ରମ କରି ତାଙ୍କ ଦାଢ଼ିରେ ଶହ ଶହ ଘଣ୍ଟି ବାନ୍ଧି ବିଶ୍ୱ ରେକର୍ଡ କରିଛନ୍ତି। ସେ ତାଙ୍କ ଦାଢ଼ିରେ ୭୧୦ଟି ଘଣ୍ଟି ବାନ୍ଧିଛନ୍ତି।

ଆମେରିକାର ଜୋସ ଷ୍ଟ୍ରାସର୍‌ ତାଙ୍କ ନାମରେ ଏପରି ଏକ ସ୍ବତନ୍ତ୍ର ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ସେ ତାଙ୍କ ଦାଢ଼ିରେ ଖ୍ରୀଷ୍ଟମାସ ଘଣ୍ଟି ଟାଙ୍ଗିଥିଲେ। ପରେ ତାଙ୍କ ନାମ ଗିନିଜ ବିଶ୍ୱ ରେକର୍ଡରେ ପଞ୍ଜୀକୃତ ହୋଇଥିଲା। ଏହି ରେକର୍ଡ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିବା ବେଳେ ରେକର୍ଡଧାରୀ କହିଛନ୍ତି, ଏହା ସବୁଠୁ ଯନ୍ତ୍ରଣାଦାୟକ ଏବଂ ବିବ୍ରତ ରେକର୍ଡ ଥିଲା।

ଜୋସ୍‌ ଲମ୍ବା ଦାଢ଼ି ରଖିବାକୁ ଭଲ ପାଉଥିଲେ। କିନ୍ତୁ ସେ କେବେ ଭାବି ନ ଥିଲେ ଦାଢ଼ି ପାଇଁ ବିଶ୍ୱ ରେକର୍ଡ କରିବେ ବୋଲି। ଏହି ଅନନ୍ୟ ଭିଡିଓ ଇନ୍‌ଷ୍ଟାଗ୍ରାମ ପ୍ରୋଫାଇଲରେ ଗିନିଜ ଓ୍ବାଲର୍‌ଡ ରେକର୍ଡ ଦ୍ୱାରା ଶେୟାର କରାଯାଇଛି। ଏହି ଭିଡିଓରେ ଜୋସ୍‌ ତାଙ୍କ ଦାଢ଼ିରେ ଗୋଟିଏ ପରେ ଗୋଟିଏ ଘଣ୍ଟି ଟାଙ୍ଗିଥିଲେ। ଏହା ଦେଖିବାକୁ ଖୁବ୍‌ ମଜାଳିଆ। ଯାହାର ଲମ୍ବା ଦାଢ଼ି ଥିବ ସେ ନିଶ୍ଚିତ ଅନୁଭବ କରୁଥିବେ ଯେ, ଦାଢ଼ିର କେଶ ଟାଣିବା କେତେ କଷ୍ଟଦାୟକ। ରେକର୍ଡଧାରୀ ଜୋସ ନିଜେ କହିଛନ୍ତି, ଏହା ହେଉଛି ସବୁଠାରୁ ଯନ୍ତ୍ରଣାଦାୟକ ଏବଂ ବିବ୍ରତ ରେକର୍ଡ, ଯାହା ମୁଁ ଭାଙ୍ଗିଛି। ଏହା ବହୁତ ମୂଲ୍ୟବାନ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମରୁ ବିରହ: ପ୍ରେମ ସପ୍ତାହ ପରେ ପାଳିତ ହୋଇଥାଏ ଆଣ୍ଟି ଭାଲେଣ୍ଟାଇନ୍‌ ଓ୍ବିକ୍‌

ଦୁନିଆରେ କୌଣସି ଜିନିଷ ସ୍ଥାୟୀ ନୁହେଁ। ସଭିଙ୍କର ଶେଷ ବା ଅନ୍ତିମ ପର୍ଯ୍ୟାୟ ରହିଛି। ଏହା ପୃଥିବୀର ପ୍ରତିଟି ପ୍ରାକୃତିକ କାର୍ଯ୍ୟରେ ପରିଲକ୍ଷିତ ହୋଇଥାଏ। ଜୁଆର...

ସ୍ମାର୍ଟ ଜିମ୍‌ ଗ୍ୟାଜେଟ୍ସ

ବର୍ତ୍ତମାନ ଜିମ୍‌ରେ ଏକ୍ସରସାଇଜ୍‌ କରିବା ଅଧିକାଂଶ ଯୁବତୀ ଯୁବକଙ୍କ ଫିଟ୍‌ନେସ୍‌ ମନ୍ତ୍ର ପାଲଟିଛି। ହେଲେ ଘର ପାଖରେ ଜିମ୍‌ ନ ଥିବାରୁ ହେଉ ଅବା ଅଧିକ...

ଦେଶୀ କ୍ରିକେଟ୍‌

ଆମ ଦେଶରେ କ୍ରିକେଟ୍‌ ପ୍ରେମୀ ପ୍ରାୟ ସବୁ ଘରେ ଅଛନ୍ତି। ପଡିଆକୁ ଖେଳାଳୀ ନିଜର ଜର୍ସି ପିନ୍ଧି, ହାତରେ ବ୍ୟାଟ୍‌ ଧରି ପହଞ୍ଚତ୍ଲେ କ୍ରିକେଟ୍‌ ପ୍ରେମୀଙ୍କ...

ମାଛର ଦାମ୍‌ ୭୨ ଲକ୍ଷ: ରାତାରାତି ଲକ୍ଷପତି ପାଲଟିଲେ ଧୀବର …

କରାଚି,୩୧।୫: ଗୋଟିଏ ମାଛ ବିକ୍ରି କରି ଜଣେ ଧୀବର ରାତାରାତି ଲକ୍ଷପତି ପାଲଟି ଯାଇଛନ୍ତି। ପାକିସ୍ତାନର ଧୀବର ସାଜିଦ୍‌ ହାଜି ଅବାବକର ୪୮ କିଲୋଗ୍ରାମ୍‌ର ବୃହତକାୟ...

ଅପେକ୍ଷାର ହେବାକୁ ଯାଉଛି ଅନ୍ତ: ଫଟୋରେ ଦେଖନ୍ତୁ କେତେ ଭବ୍ୟ ହେବ ଅଯୋଧ୍ୟାର ରାମମନ୍ଦିର; କ’ଣ ରହିବ ଖାସ୍‌

ନୂଆଦିଲ୍ଲୀ: ଅଯୋଧ୍ୟାରେ ନିର୍ମାଣ ହେବାକୁ ଯାଉଛି ରାମମନ୍ଦିର। ଦିନକ ପରେ ଏହାର ଶିଳାନ୍ୟାସ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏସବୁ...

ଛାତ୍ରବତ୍ସଳ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌

ଦେବଭୂମି ପବିତ୍ର ଭାରତବର୍ଷରେ ଯେଉଁ କେତେଜଣ ମହାନ୍‌ ଦାର୍ଶନିକ, ରାଷ୍ଟ୍ରନାୟକ, ଚିନ୍ତାନାୟକ, ମାନବପ୍ରେମୀ ସେମାନଙ୍କର ଉତ୍ସର୍ଗୀକୃତ ସେବା, ତ୍ୟାଗ, ପ୍ରେମର ପ୍ରତିଦାନରେ ଭାରତବର୍ଷକୁ ସମଗ୍ର ବିଶ୍ୱରେ...

ପ୍ରତି ୯ରୁ ଜଣଙ୍କୁ ହୋଇପାରେ କ୍ୟାନ୍‌ସର

ନୂଆଦିଲ୍ଲୀ, ୧୮।୧୨: ଭାରତରେ ପ୍ରତିବର୍ଷ କ୍ୟାନ୍‌ସର ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପ୍ରତି ୯ ଜଣଙ୍କ ମଧ୍ୟରୁ ଜଣେ ଭାରତୀୟଙ୍କ ଶରୀରରେ କ୍ୟାନ୍‌ସର ବିକଶିତ ହେଉଥିବା...

ସମୁଦ୍ରର ଜୁଆର ମଧ୍ୟରେ ରୋମାଣ୍ଟିକ ଗୀତରେ ଝୁମିଲେ ବୃଦ୍ଧ ଦମ୍ପତି: ଭିଡିଓ ଭାଇରାଲ

ସମଗ୍ର ବିଶ୍ୱରେ କରୋନା ଆତଙ୍କ ଖେଳାଇଥିବା ବେଳେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ଏବଂ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି।...

Advertisement
Archives

Model This Week