ଏକତା ହିଁ ଶକ୍ତି

କୁହାଯାଏ ଏକତା ହିଁ ସବୁୁଠାରୁ ବଡ଼ ଶକ୍ତି। ଏହାଦ୍ୱାରା ବିଭିନ୍ନ ସମସ୍ୟାର ସମାଧାନ ସହଜରେ ହୋଇପାରେ। ପ୍ରାକୃତିକ ବିପର୍ଯ୍ୟୟ ହେଉ ଅବା ଦେଶ ଦେଶ ମଧ୍ୟରେ ବିବାଦ ସମସ୍ତ ସମସ୍ୟାର ସହଜ ସମାଧାନ ପାଇଁ ଏକଜୁଟ ହେବା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥାଏ। ବିଶ୍ୱସ୍ତରରେ ଏକତା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଡିସେମ୍ବର ୨୦ରେ ଅନ୍ତର୍ଜାତୀୟ ମାନବ ଏକତା ଦିବସ ପାଳନ କରାଯାଇଥାଏ। ମିଳିତ ଜାତିସଂଘ ଏବଂ ଏହାର ସଦସ୍ୟ ରାଷ୍ଟ୍ରଗୁଡ଼ିକ ପାଇଁ ଏହି ଦିବସର ଅଧିକ ଗୁରୁତ୍ୱ ରହିଥାଏ। ଏହି ଦିବସ ପାଳନର ମୂଳ ଲକ୍ଷ୍ୟ ହେଉଛି ସଦସ୍ୟ ରାଷ୍ଟ୍ରଗୁଡ଼ିକର ଦାରିଦ୍ର୍ୟ ହ୍ରାସ କରିବା ତଥା ଦାରିଦ୍ର୍ୟ ହ୍ରାସ ରଣନୀତି ପ୍ରସ୍ତୁତ କରିବା।
ସ୍ଥାୟୀ ବିକାଶ ଲକ୍ଷ୍ୟ ମାଧ୍ୟମରେ ଦାରିଦ୍ର୍ୟ ତଥା ଅନ୍ୟାନ୍ୟ ସାମାଜିକ ପ୍ରତିବନ୍ଧକ ବିରୋଧରେ ଏକଜୁଟ ହୋଇ ଲଢ଼େଇ କରିବା ଲାଗି ଏହି ଦିବସ ପାଳନ ଅବସରରେ ବିଭିନ୍ନ ସଦସ୍ୟ ରାଷ୍ଟ୍ରର ସରକାରଙ୍କୁ ଉତ୍ସାହିତ କରାଯାଇଥାଏ।
୨୦୦୫ରେ ବିଶ୍ୱ ଶିଖର ସମ୍ମିଳନୀରେ ଜାତିସଂଘ ସାଧାରଣ ସଭା ଦ୍ୱାରା ଏହି ଦିବସ ପାଳନ ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଅନ୍ତର୍ଜାତୀୟ ମାନବ ଏକତା ଦିବସ ହେଉଛି ବିବିଧତା ମଧ୍ୟରେ ଆମର ଏକତାକୁ ପାଳନ କରିବାର ଦିନ। ଅନ୍ତର୍ଜାତୀୟ ଚୁକ୍ତିନାମା ପ୍ରତି ଦେଇଥିବା ପ୍ରତିଶ୍ରୁତିକୁ ସମ୍ମାନ କରିବାକୁ ପ୍ରତି ସଦସ୍ୟ ରାଷ୍ଟ୍ରର ସରକାରଙ୍କୁ ମନେପକାଇବା ଲାଗି ଗୋଟିଏ ଦିନ।


Enter your email to get our daily news in your inbox.

All Right Reserved By Dharitri.Com

‘ସଂଘୀୟ ବ୍ୟବସ୍ଥାକୁ ସୁଦୃଢ଼ କରନ୍ତୁ ମୋଦି’

ନୂଆଦିଲ୍ଲୀ,୧୩ା୫ (ଆଇଏଏନ୍‌ଏସ୍‌): ଦେଶର ସଂଘୀୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ନିୟମିତ ଭାବେ ଭେଟି ଆଲୋଚନା କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ...

ରାକ୍ଷୀ ପୂର୍ଣ୍ଣିମାରେ ମହିଳାମାନେ ମାଗଣା ବସ୍‌ ଯାତ୍ରା କରିବେ

ଲକ୍ଷ୍ନୌ,୧୦।୮: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ରାକ୍ଷୀ ପୂର୍ଣ୍ଣିମା ଅବସରରେ ମହିଳାମାନଙ୍କୁ ବିଶେଷ ଉପହାର ଦେଇଛନ୍ତି। ଉକ୍ତଦିନ ମହିଳାମାନେ ମାଗଣାରେ ବସ୍‌ ଯାତ୍ରା...

ପାକିସ୍ତାନ ବିପକ୍ଷରେ ଭାରତର ବିଜୟ: ଅମିତ ଶାହ କହିଲେ, ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ୍‌

ନୂଆଦିଲ୍ଲୀ, ୧୭।୬: ବିଶ୍ୱକପର ଏକ ହେଭିଓ୍ବେଟ ମୁକାବିଲାରେ ଭାରତ ୮୯ ରନରେ ପାକିସ୍ତାନକୁ ପରାସ୍ତ କରିଛି। ଏହି ମହାବିଜୟ ପରେ ଭାରତକୁ ଶୁଭେଚ୍ଛା ଜଣାଇଛନ୍ତି ବହୁ...

ମୁଖ୍ୟମନ୍ତ୍ରୀ ଆସନ ଛାଡିବାର ୮ ବର୍ଷ ପରେ ମୋଦି ସରକାରରେ ମିଳିଲା ମନ୍ତ୍ରୀପଦ

ନୂଆଦିଲ୍ଲୀ,୧।୬: ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହରିଦ୍ୱାରଲୋକ ସଭା ଆସନର ଏମ୍‌ପି ଡା. ରମେଶ ପୋଖରିୟାଲ ନିଶଙ୍କ ଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦଳର ରାଷ୍ଟ୍ରୀୟ...

ଏଲ୍‌ଓସିରେ ଅସ୍ତ୍ରବିରତି ଉଲ୍ଲଂଘନ: ଜଣେ ଲାନ୍ସ୍‌ ନାଏକ ଶହୀଦ୍‌

ଶ୍ରୀନଗର, ୧।୧୦: ଜମ୍ମୁ-କଶ୍ମୀରସ୍ଥିତ ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି। ଏଲ୍‌ଓସିର ପୁଞ୍ଚ୍‌ ଜିଲାର ମାନକୋଟ ସେକ୍ଟର ଏବଂ କ୍ରିଷ୍ଣାଘାଟି ସେକ୍ଟରଠାରେ...

ତୁମକୁ ଘୃଣାକରେ, ଭାରତ ଫେରିଯାଅ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୭ା୮: ଆମେରିକାର ଟେକ୍ସାସ୍‌ସ୍ଥିତ ଡଲାସ୍‌ରେ ୪ ଜଣ ଭାରତୀୟ ମହିଳା ବର୍ଣ୍ଣବୈଷମ୍ୟର ଶିକାର ହୋଇଛନ୍ତି। ସେମାନଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିଥିବା ନେଇ ଅଭିଯୋଗ ହେବା...

ସୋସିଆଲ ମିଡିଆ ଷ୍ଟାର୍‌ ଲୀନାଙ୍କ ଆତ୍ମହତ୍ୟା

ରାୟପୁର, ୨୮ା୧୨: ଛତିଶଗଡ଼ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ଲୀନା ନାଗବଂଶୀ ମଙ୍ଗଳବାର ରାୟଗଡ଼ସ୍ଥିତ ନିଜ ଘରେ ଆତ୍ମହତ୍ୟା କରିଛନ୍ତି। ଘଟଣାର ସୂଚନା ପାଇ ସ୍ଥାନୀୟ ପୋଲିସ...

ଗର୍ଲଫ୍ରେଣ୍ଡଙ୍କୁ ପରିବାର ସହ ଭେଟ କରିବାକୁ ରାଜି ନ ଥିଲେ ବୟଫ୍ରେଣ୍ଡ୍‌, ଆଉ ତା’ପରେ

ଆମେରିକାର କାର୍ର୍ଲିଫର୍ନିଆ ସହରରେ ଏକ ଅଜବ ଘଟଣା ଘଟିଛି। ଗର୍ଲଫ୍ରେଣ୍ଡ ଅଧିକ ମୋଟା ହୋଇଥିବାରୁ ବୟଫ୍ରେଣ୍ଡ ତାଙ୍କ ହାତ ଛାଡି ଦେଇଥିଲେ। ଏହା ଜାଣିବା ପରେ...

Advertisement
Archives

Model This Week