ଫୁରସତ

ପ୍ରଥମ ରୋଜଗାର ଟଙ୍କାରେ ମୋ ପାଇଁ ବହି କିଣିଥିଲି: ଲେଖିକା ତଥା ୟୁ ଟ୍ୟୁବର୍‌ ସୁପ୍ତି କର

ମଣିଷର ସ୍ବପ୍ନ ଅସୁମାରୀ ଓ ଆଶା ଅସୁମାରୀ। ହେଲେ ଜୀବନ ଚାଲୁଥାଏ ତା’ ବାଟରେ। ସ୍ବପ୍ନ କେବେ ସାକାର ହୁଏ ତ କେବେ ନାହିଁ। ବାପା, ମା’, ଭାଇ ତା’ ସହିତ ପାଞ୍ଚ କକେଇ, ଜେଜେମା’, ଜେଜେବାପା, ପିଉସୀ ଏମାନଙ୍କୁ ନେଇ…

କାରିଗରୀ ଓ ଚେତନାର ଦୀପ୍ତ ପୁରୁଷ ଶିଳ୍ପୀ କେଶୁ ଦାସ

ଭାରତୀୟ କଳା ଜଗତର ଏକ ଅନନ୍ୟ ନାଁ ସେ। ଦିଶନ୍ତି ସନ୍ୟାସୀପ୍ରତିମ। ବର୍ଜ୍ୟ ବସ୍ତୁରୁ କରୋନା ଯୋଦ୍ଧାଙ୍କ ନିମନ୍ତେ ଶହୀଦ ସ୍ମୃତି ସ୍ତମ୍ଭ ସ୍ଥାପନା କରିଥିବା ସେହି ମଣିଷ ସର୍ବସାଧାରଣ ସ୍ଥାନକୁ ପରିଚ୍ଛନ୍ନତା ଯୋଗାଇଦେବାରେ ନିରନ୍ତର ଚେଷ୍ଟିତ। ଜଣେ ଶିଳ୍ପୀ, ସଂସ୍କାରକ,…

ଦିନେ ଥିଲେ ଚର୍ଚ୍ଚାରେ…ଏବେ କେଉଁଠି

ଦିନ ଥିଲା ଶିଶୁଧାବକ ତଥା ବିସ୍ମୟବାଳକ ବୁଦ୍ଧିଆ ସିଂଙ୍କୁ ନେଇ ରାଜ୍ୟ ତଥା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା। କେବଳ ବୁଦ୍ଧିଆ ନୁହନ୍ତି ତାଙ୍କ ପରି ଆହୁରି ଅନେକ ଶିଶୁଧାବକ ବି ସେମିତି ଚର୍ଚ୍ଚାରେ ରହିଥିଲେ। କିନ୍ତୁ ଆଜି ବୁଦ୍ଧିଆଙ୍କ ପରି…

ଦାମୀ ଖଟ

ବଲ୍‌ଡାଚିନୋ ସୁପ୍ରିମ୍‌ ବେଡ୍‌ ନାମରେ ପରିଚିତ ଏହି ଦାମୀ ଖଟଟିକୁ ଷ୍ଟୁଆର୍ଟ ହୁଘେସ୍‌ ନାମକ ଜଣେ ଲୋକପ୍ରିୟ ଡିଜାଇନର୍‌ ଡିଜାଇନ୍‌ କରିଥିଲେ। ଷ୍ଟୁଆର୍ଟ ତାଙ୍କ ଜୀବନ କାଳ ଭିତରେ ଅନେକ ଦାମୀ ଜିନିଷ ଯେମିତିକି ୟାଚ୍‌, କାର୍‌ ଇତ୍ୟାଦି ଡିଜାଇନ୍‌ କରି…

ଆଗ ଚକ ନ ଥାଇ ଚାଲୁଛି ଟ୍ରକ୍‌

ଲକ୍ଷ୍ନୌ: ଚକବିହୀନ ଟ୍ରକ୍‌କୁ ନେଇ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ବହୁଳ ପ୍ରସାରିତ ହେବାରେ ଲାଗିଛି। ଆଗ ଚକ ନ ଥିବା ଏକ ଟ୍ରକ୍‌ ଜଣେ ଡ୍ରାଇଭର ଖୁବ୍‌ ଜୋର୍‌ରେ ହାଇଓ୍ବେରେ ଗଲାଉଥିବା ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି।…

ବିଶ୍ୱର ପ୍ରଥମ ଉଡ଼ନ୍ତା କାର୍‌

ଓ୍ବାଶିଂଟନ୍‌: ଖାଲି ଉଡ଼ାଜାହାଜ କି ହେଲିକପ୍ଟର ନୁହେଁ, ଏଣିକି କାର୍‌ରେ ବସି ମଧ୍ୟ ଆକାଶମାର୍ଗରେ ଯାତ୍ରା କରିହେବ। ଆମେରିକୀୟ କମ୍ପାନୀ ଅସ୍କା (ଏଏସ୍‌କେଏ) ‘ଅସ୍କା ଏ୫’ ନାମରେ ଉଡ଼ନ୍ତା କାର୍‌ ନିର୍ମାଣ କରିଛି। ଚଳିତବର୍ଷ କଞ୍ଜୁମର ଇଲେକ୍ଟ୍ରୋନିକ୍‌ ଶୋ’ (ସିଇଏସ୍‌)ରେ ଅସ୍କା…

ଗୋବିନ୍ଦାଙ୍କ ଗୀତରେ ଭାଉଜଙ୍କ ଜବରଦସ୍ତ ଡ୍ୟାନ୍ସ, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ନିଜର ପ୍ରତିଭା ପ୍ରଦର୍ଶନ କରିବାକୁ ଲୋକମାନେ ବିଭିନ୍ନ ପ୍ରକାରର ଭିଡିଓ ଶେୟାର କରିଥାନ୍ତି। ଏହି ଭିଡିଓଗୁଡ଼ିକ ମଧ୍ୟରୁ କିଛି ହୃଦୟକୁ ସ୍ପର୍ଶ କରିଥାଏ। ଆଉ କିଛି ବେଶ୍‌ ମଜାଳିଆ ହୋଇଥାଏ। ଏବେ ସେମିତି ଏକ ଡ୍ୟାନ୍ସ ଭିଡିଓ ଖୁବ୍‌…

ମେଟ୍ରୋ ଟ୍ରେନ୍‌ରେ ଝୁଲି ଡ୍ୟାନ୍ସ କଲେ ଯୁବତୀ, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭିଡିଓ ଦେଖିବାକୁ ମିଳିଥାଏ। ଏଥିମଧ୍ୟରୁ କିଛି ଭିଡିଓ ହସର ଖୋରାକ ଯୋଗାଉଥିବା ବେଳେ ଆଉ କିଛି ଭିଡିଓ ଦେଖିଲେ ବିରକ୍ତି ଭାବ ଆସେ। ଏବେ ସେମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ…

ଯାଆଁଳା ଭଉଣୀ, ହେଲେ ଜନ୍ମ ବର୍ଷ-ତାରିଖ ଭିନ୍ନ ଭିନ୍ନ…

ଓ୍ବାଶିଂଟନ,୭।୧ : ଯାଆଁଳା ଭଉଣୀ କିନ୍ତୁ ବିଭିନ୍ନ ଦିନ ଏବଂ ବର୍ଷରେ ଜନ୍ମଦିନ, ଶୁଣିବା ଏକ ଆଶ୍ଚର୍ଯ୍ୟଜନକ ବିଷୟ ହୋଇପାରେ କିନ୍ତୁ ଏହା ସତ୍ୟ। ବାସ୍ତବରେ, ଆମେରିକାର ଟେକ୍ସାସରେ କାଳୀ ଜୋ ଫ୍ଲାଭଲେନ ନାମକ ଜଣେ ମହିଳା ୩୧ ଡିସେମ୍ବର ୨୦୨୨…

ବିମାନରେ ସହଯାତ୍ରୀଙ୍କୁ ହୃଦ୍‌ଘାତରୁ ବଞ୍ଚାଇଲେ ଭାରତୀୟ ଡାକ୍ତର

ନୂଆଦିଲ୍ଲୀ: ବର୍ମିଂହାମ୍‌ ୟୁନିଭର୍ସିଟି ହସ୍ପିଟାଲରେ କନ୍‌ସଲ୍ଟାଣ୍ଟ ହେପାଟୋଲୋଜିଷ୍ଟ ଥିବା ଭାରତୀୟ ବଂଶୋଦ୍ଭବ ଡାକ୍ତର ବିଶ୍ୱରାଜ ଭେମଲା ବିମାନରେ ଜଣେ ସହଯାତ୍ରୀଙ୍କୁ ୨ ଥର ହୃଦ୍‌ଘାତରୁ ବଞ୍ଚାଇ ଚର୍ଚ୍ଚାକୁ ଆସିଛନ୍ତି। ଗତ ନଭେମ୍ବରରେ ଡ. ଭେମଲା ତାଙ୍କ ମାଆଙ୍କୁ ନେବାକୁ ଏୟାର ଇଣ୍ଡିଆ…

ଇଣ୍ଟରନେଟ୍‌ ବ୍ୟବହାର କରୁଥିଲେ ଏହି ୫ କଥାକୁ ରଖନ୍ତୁ ଧ୍ୟାନରେ, ନଚେତ ହେବେ ହ୍ୟାଙ୍କିଂର ଶିକାର…

ଇଣ୍ଟରନେଟ୍‌ ଏବଂ ସ୍ମାଟ୍‌ଫୋନ ଦୁନିଆରେ ହ୍ୟାର୍କ୍‌ସମାନଙ୍କ ପାର୍ଦୁଭାବ ଦିନକୁ ଦିନ ବୃଦ୍ଧି ପାଉଛି। ସେମାନଙ୍କ ଜାଲରେ ଫସିଲେ ଯେକେହି ହ୍ୟାକିଂ ନଚେତ ଅନ୍‌ଲାଇନ୍‌ ଠକେଇର ଶିକାର ହେବେ। ଆଜି ଆମେ କିଛି ଏଭଳି ପଏଣ୍ଟ ବିଷୟରେ କହିବୁ,ଯାହାକୁ ମାନିଲେ ଅନ୍‌ଲାଇନ୍‌ ବ୍ୟବହାର…

ବଲିଉଡ୍‌ର ଅନେକ ତାରକାଙ୍କ ସମ୍ପତ୍ତିକୁ ଟକ୍କର ଦେବ ଏହି ପୋଷା ବିଲେଇ, ରୋଜଗାର ଜାଣିଲେ…

ଗ୍ରାମୀ ପୁରସ୍କାର ବିଜେତା ଗାୟିକା ଟେଲର ସ୍ବିଫ୍ଟଙ୍କ ବିଲେଇ ଅଲିଭିଆ ବେନସନ ସବୁଠାରୁ ଧନୀ ଗୃହପାଳିତ ପଶୁ ତାଲିକାରେ ସାମିଲ ହୋଇଛି। ମୋଟ ସମ୍ପତ୍ତି ମାମଲାରେ ସେ ବଲିଉଡ୍‌ର ବଡ ବଡ ତାରକାଙ୍କୁ ଟକ୍କର ଦେଉଛି। ୨୦୧୪ରୁ ସେ ଟେଲରଙ୍କ ସହ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri