Posted inଫୁରସତ

ଦାମୀ ଖଟ

ବଲ୍‌ଡାଚିନୋ ସୁପ୍ରିମ୍‌ ବେଡ୍‌ ନାମରେ ପରିଚିତ ଏହି ଦାମୀ ଖଟଟିକୁ ଷ୍ଟୁଆର୍ଟ ହୁଘେସ୍‌ ନାମକ ଜଣେ ଲୋକପ୍ରିୟ ଡିଜାଇନର୍‌ ଡିଜାଇନ୍‌ କରିଥିଲେ। ଷ୍ଟୁଆର୍ଟ ତାଙ୍କ ଜୀବନ କାଳ ଭିତରେ ଅନେକ ଦାମୀ ଜିନିଷ ଯେମିତିକି ୟାଚ୍‌, କାର୍‌ ଇତ୍ୟାଦି ଡିଜାଇନ୍‌ କରି ପ୍ରଶଂସା ପାଇଥିଲେ ହେଁ ଏହି ଖଟଟି କିନ୍ତୁ ତାଙ୍କୁ ଭିନ୍ନ ପରିଚିତି ଆଣି ଦେଇଥିଲା। କାରଣ ଏହି ଖଟର ଡିଜାଇନ୍‌ ବେଶ୍‌ ଆକର୍ଷଣୀୟ। ଏହି ଆଲିଶାନ ଖଟକୁ ସୁନ୍ଦର ଭାବେ ସଜାଇବାକୁ ଏଥିରେ ପ୍ରାୟ ୯୦ କି.ଗ୍ରା. ଓଜନର ୨୪ କ୍ୟାରେଟ୍‌ ସୁନା ବ୍ୟବହାର କରାଯାଇଛି। ଏଥିସହିତ ଏହି ଖଟର ଫ୍ରେମ୍‌ଗୁଡ଼ିକୁ ଆସ୍‌, ଚେରି ଭଳି ଦାମୀ କାଠରେ ତିଆରି କରାଯିବା ସହ ଏଥିରେ ଇଟାଲିୟାନ୍‌ ସିଲ୍କ କପଡ଼ାର ବି ବ୍ୟବହାର ହୋଇଛି। ସେଥିପାଇଁ ଏହାର ଦାମ୍‌ ପ୍ରାୟ ୬.୩ ମିଲିୟନ୍‌ ଡଲାର ରଖା ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୭୪ ବର୍ଷରେ ଅଣ୍ଡାଦେଲା ସବୁଠୁ ବୟସ୍କ ପକ୍ଷୀ

ଓ୍ବାଶିଂଟନ: ସମସ୍ତ ପ୍ରକାରର ଅସୁବିଧାକୁ ସାମ୍‌ନା କରି ବିଶ୍ୱର ସବୁଠାରୁ ବୟସ୍କ ବଣୁଆ ପକ୍ଷୀ ଏକ ଅଣ୍ଡା ଦେଇଛି। ଓ୍ବିଜ୍‌ଡମ ନାମକ ଏହି ଲେସନ ଅଲବାଟ୍ରସ୍‌...

ଏଠାରେ ଭଡ଼ାରେ ମିଳୁଛନ୍ତି ବୟଫ୍ରେଣ୍ଡ, ପ୍ରତିବଦଳରେ ଦେବାକୁ ପଡିବ…

ହାନୋଇ,୫।୧୨: ଭିଏଟ୍‌ନାମର ଯୁବପିଢିଙ୍କ ମଧ୍ୟରୁ ଯେଉଁମାନଙ୍କ ପାଖରେ ଜୀବନସାଥୀ ଖୋଜିବାକୁ ସମୟ ନ ଥାଏ, ସେମାନେ ଭଡ଼ାରେ ନିଜ ପାଇଁ ପାର୍ଟନର ଖୋଜିଥାନ୍ତି ବୋଲି ସାଉଥ୍‌...

ଦିବ୍ୟାଙ୍ଗଙ୍କୁ ଉପେକ୍ଷା କରିବା ପାପ

ପ୍ରତିବର୍ଷ ୩ ଡିସେମ୍ବରରେ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳନ କରାଯାଏ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଅକ୍ଷମତା ସହ ଜଡିତ ସମସ୍ୟାଗୁଡିକ ଉପରେ ସଚେତନତା ସୃଷ୍ଟି...

ହେଲ୍‌ମେଟ୍‌ ପିନ୍ଧି ନିର୍ବନ୍ଧ

ରାୟପୁର: ଛତିଶଗଡ଼ର ରାଜନନ୍ଦଗାଓଁ ଜିଲାରେ ଏକ ନିଆରା ନିର୍ବନ୍ଧ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ନିଜର ଅନନ୍ୟ ରୀତିନୀତି ହେତୁ ଏବେ ଏହି ନିର୍ବନ୍ଧ ଚର୍ଚ୍ଚାର ବିଷୟ ପାଲଟିଛି।...

ସୁସ୍ଥ ଜୀବନ ପାଇଁ ପ୍ରଦୂଷଣ ମୁକ୍ତ ପରିବେଶ ଜରୁରୀ

୧୯୮୪ ଡିସେମ୍ବର ୨ ତାରିଖ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ସହରର ଏକ ଶୀତୁଆ ବିଲମ୍ବିତ ରାତ୍ରି। ଲୋକମାନେ ଶୋଇଥିଲେ ନିଘୋଡ଼ ନିଦରେ। କିଏ ଜାଣିଥିଲା ଏହା...

ବାପାଙ୍କ ହାତରେ ମୋ ପ୍ରଥମ ରୋଜଗାର ଟଙ୍କା

ଯାଜପୁର ଜିଲା ତାଉଁତରା ଗାଁର ଏକ ମଧ୍ୟବିତ୍ତ ପରିବାରରେ ମୋର ଜନ୍ମ। ବାପା ଥିଲେ ଜଣେ ସ୍ବାଧୀନତା ସଂଗ୍ରାମୀ। ସେ ବାବଦେ ତାଙ୍କୁ ଯେଉଁ ଭତ୍ତା...

ଏବେ ମଣିଷ ଗାଧୋଇବେ ଓ୍ବାଶିଂ ମେଶିନରେ

ଟୋକିଓ: ଏବେ ପର୍ଯ୍ୟନ୍ତ ଆପଣମାନେ କେବଳ ୱାଶିଂ ମେଶିନ ଜାଣିଛନ୍ତି ଯାହା ପୋଷାକ ଧୋଇଥାଏ, କିନ୍ତୁ ବର୍ତ୍ତମାନ ଏକ ମେଶିନ ପ୍ରସ୍ତୁତ ହୋଇଛି ଯାହା ମଣିଷକୁ...

ଭିଆଇପି ପାସ୍‌ କିଣି କବରସ୍ଥାନ ପରିଦର୍ଶନ

ଲଣ୍ଡନ: କୌଣସି ସ୍ବପରିଜନ କିମ୍ବା ନିକଟ ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଗଲେ, କେବଳ ତାଙ୍କର ସ୍ମୃତି ପରିବାର ଲୋକ ଏବଂ ବନ୍ଧୁବାନ୍ଧବଙ୍କ ସହ ରହିଯାଇଥାଏ। ତେବେ ଯେଉଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri