କବର ପାଇଁ ଦେବାକୁ ପଡ଼େ ଭଡ଼ା
ଗୁଆଟେମାଲା ସିଟି: ଦୁନିଆର ବିଭିନ୍ନ ସ୍ଥାନରେ ଭିନ୍ନ ରୀତିନୀତି ରହିଥାଏ। ସେଥିମଧ୍ୟରୁ କିଛି ରୀତିନୀତି ବହୁତ ଅଜବ ହୋଇଥାଏ। ବିଦେଶରେ ଲୋକେ ମରିବା ପରେ ତାଙ୍କୁ କବର ଦିଆଯାଇଥାଏ। କିନ୍ତୁ ଏପରି ଏକ ସ୍ଥାନ ରହିଛି ଯେଉଁଠାରେ କବର ପାଇଁ...
୮୦୦ କୋଟି ଟଙ୍କାର ବିଲେଇ
ଟେଲର ସ୍ବିଫ୍ଟ ଦୁନିଆର ସବୁଠାରୁ ଲୋକପ୍ରିୟ ପପ ତାରକାମାନଙ୍କ ମଧ୍ୟରୁ ଅନ୍ୟତମ। ସେ କେବଳ ପ୍ରସିଦ୍ଧ ନୁହଁନ୍ତି, ତାଙ୍କ ବିଲେଇ ଅଲିଭିଆ ବେନସନକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥାଏ। ଟେଲର ସ୍ବିଫ୍ଟଙ୍କୁ ଫଲୋ କରୁଥିବା ଲୋକମାନେ ତାଙ୍କ ବିଲେଇ ପ୍ରତି...
ନ୍ୟାୟିକ ପ୍ରକ୍ରିୟାରେ ସୃଷ୍ଟି ହେବ ନୂଆ ଇତିହାସ: କୋର୍ଟରେ ତର୍କ କରିବେ ରୋବୋ ଆଇନଜୀବୀ…
ନ୍ୟୁୟର୍କ,୧୧।୧ : ନ୍ୟାୟିକ ପ୍ରକ୍ରିୟାରେ ନୂଆ ଇତିହାସ ସୃଷ୍ଟି ହେବାକୁ ଯାଉଛି। ପ୍ରଥମ ରୋବୋ ଆଇନଜୀବୀ ଆସନ୍ତା ମାସରେ କୋର୍ଟରେ ଜଣେ ବ୍ୟକ୍ତିଙ୍କ ପକ୍ଷ ରଖି ବିଚାରପତିଙ୍କ ସମ୍ମୁଖରେ ତର୍କ ପ୍ରତିନିଧିତ୍ୱ କରିବେ। ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ, ଆସନ୍ତା ମାସରେ...
‘ବାପା ଜଲ୍ଦି ଫେରିଆସନ୍ତୁ’
ଥିରୁଭାନନ୍ତପୁରମ୍: ‘ଆମେ ତାଙ୍କୁ ବହୁତ ମନେପକାଉଛୁ। ଆମେ ଚାହୁଁଛୁ, ସେ ଆମମାନଙ୍କ ପାଖକୁ ଜଲ୍ଦି ଫେରିଆସନ୍ତୁ’। କିଛି ଏମିତି କହି ଆଫଗାନିସ୍ତାନରେ ଫସିଥିବା ବାପାଙ୍କୁ ଫେରାଇ ଆଣିବାକୁ ତାଙ୍କ କୁନି ଝିଅ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ଆଫଗାନିସ୍ତାନର ଗୁଲାବମିର...
ଭାବନା ପରିପ୍ରକାଶରେ ଭାଷା
ସଭ୍ୟତାର ବିକାଶ ସହିତ ସମାଜରରେ ଭାଷା ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ପାଲଟିଥିଲା। କାରଣ ଭାବନା ପରିପ୍ରକାଶ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ଥିଲା। ଅଧିକ ସଂଖ୍ୟକ ଲୋକ ବୁଝି ପାରୁଥିବା ଭାଷା ଦ୍ୱାରା ଏବେ ସରକାର ବିଭିନ୍ନ ନୀତି ପ୍ରଣୟନ...
ଶଙ୍ଖ ଫୁଙ୍କିବାକୁ ନେଇ ଟ୍ରୋଲ୍
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ସନ୍ନି ଲିଓନି ତାଙ୍କ ବୋଲ୍ଡ୍ ଲୁକ୍ ପାଇଁ ସେ ବେଶ୍ ଜଣାଶୁଣା। ତାଙ୍କର ଏକ ଝଲକ ପାଇଁ ଫ୍ୟାନ୍ସମାନେ ଦିୱାନା ହୋଇଥାନ୍ତି। ଅଧିକାଂଶ ସମୟ ସେ ସୋସିଆଲ ମିଡିଆରେ ସକ୍ରିୟ ରୁହନ୍ତି। ସନ୍ନି ଇନ୍ଷ୍ଟାଗ୍ରାମ୍ରେ ଏକ...
କାନ୍ପୁରରୁ ହିମାଳୟାନ୍ ଶାଗୁଣା ଉଦ୍ଧାର
ଲକ୍ଷ୍ନୌ: ପୃଥିବୀରେ ଅନେକ ପ୍ରାଣୀଙ୍କ ସଂଖ୍ୟା କମି କମି ବିଲୁପ୍ତପ୍ରାୟ। ସେଥିମଧ୍ୟରେ ଶାଗୁଣା ଅନ୍ୟତମ। ଉତ୍ତର ପ୍ରଦେଶର କାନ୍ପୁର ଅଞ୍ଚଳରୁ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ହିମାଳୟର ବରଫ ଚୋଟିରେ ଶାଗୁଣା ଦେଖିବାକୁ ମିଳିଛି। କାନପୁରର କର୍ନଲଗଞ୍ଜ ଅଞ୍ଚଳର...
୯୮ ବର୍ଷରେ ଜେଲ୍ରୁ ମୁକ୍ତ ହେଲେ ବୃଦ୍ଧ: ପୋଲିସ କଲା ପ୍ରଶଂସନୀୟ କାର୍ଯ୍ୟ
ସାଧାରଣତଃ ଅପରାଧ କରିଥିବା ବ୍ୟକ୍ତିଙ୍କୁ ଅନେକ ବର୍ଷ ଜେଲରେ ରହିବାକୁ ପଡେ। ବେଳେବେଳେ କିଛି ଲୋକ ନିଜ ଅପରାଧ ପାଇଁ ଶେଷ ଜୀବନ ପର୍ଯ୍ୟନ୍ତ ଜେଲରେ ବିତାଇଥାନ୍ତି ଏବଂ ଶେଷ ମୁହୂର୍ତ୍ତରେ ମୁକ୍ତ ହୋଇଥାନ୍ତି। ଏଭଳି ପରିସ୍ଥିତିରେ ପରିବାର ଲୋକମାନେ...
କପେ କଫିର ଜଳବାୟୁ ପରିବର୍ତ୍ତନରେ ମଧ୍ୟ ରହିଛି ଭୂମିକା !…
କ୍ୟୁବେକ ସିଟି,୯।୧ : ପ୍ରାୟ ୩୦ ବର୍ଷ ଧରି କଫିର ବ୍ୟବହାର ବିଶ୍ୱସ୍ତରରେ କ୍ରମାଗତ ଭାବରେ ବୃଦ୍ଧି ପାଉଛି । ଦୈନିକ ମୁଣ୍ଡପିଛା ହାରାହାରି ୨.୭କପ କଫି ସହିତ କଫି ବର୍ତ୍ତମାନ କାନାଡାର ସବୁଠାରୁ ଲୋକପ୍ରିୟ ପାନୀୟ। ଏକ ଆକଳନ...
ଭିଡ଼ ଭିତରେ ହାତ ଛାଡ଼ି ଏମିତି ସାଇକେଲ ଚଲାଉଛନ୍ତି ବ୍ୟକ୍ତି, ଭିଡିଓ ଦେଖିଲେ କହିବେ…
ସୋସିଆଲ ମିଡିଆରେ ଆମେ ଅନେକ ପ୍ରତିଭାଧାରୀଙ୍କୁ ଦେଖିବାକୁ ପାଇଥାଉ। ବେଳେବେଳେ ଏମିତି ଦୃଶ୍ୟ ଦେଖିବାକୁ ମିଳିଥାଏ, ଯାହା ଆଖିକୁ ମଧ୍ୟ ବିଶ୍ୱାସ କରିହୁଏ ନାହିଁ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ବ୍ୟକ୍ତି ସାଇକେଲ ସହିତ...
ସମାଜଧର୍ମୀ କାର୍ଯ୍ୟ ଦେଉଛି ଆତ୍ମସନ୍ତୋଷ
ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ୍ର ୨୦ ଜଣ ଯୁବକ ସ୍ଥାନୀୟ ଅଞ୍ଚଳର ସାମାଜିକ ବିକାଶ ସହ ଉନ୍ନତି ଲକ୍ଷ୍ୟରେ ୨୦୧୭ ମସିହାରେ ଗଠନ କରିଥିଲେ ‘ପଠାଣି ସାମନ୍ତ ପୂଜ୍ୟପୂଜା ଅନୁଷ୍ଠାନ’। ସେବେଠୁ ସ୍ବଚ୍ଛ ଭାରତ ମିଶନ ଯୋଜନାରେ ବିଭିନ୍ନ ଅଞ୍ଚଳକୁ...
ପୁରୁଣା ଚପଲରେ ପୋର୍ଟ୍ରେଟ୍
ନାଇଜେରିଆର ଜଣେ କଳାକାର ଏବେ ତାଙ୍କ କଳାକୃତୀ ପାଇଁ ବେଶ୍ ଚର୍ଚ୍ଚାରେ ଅଛନ୍ତି। କାରଣ ପୁରୁଣା ଚପଲରେ ସେ ଖୁବ୍ ସୁନ୍ଦର ପୋର୍ଟ୍ରେଟ୍ ତିଆରି କରିପାରୁଛନ୍ତି। କୋନବୟ ଏବିପେଡ ଇଉଜିନ୍ ନାମକ ଏହି କଳାକାରଙ୍କର ମୁଖ୍ୟ ଲକ୍ଷ୍ୟ ହେଉଛି ସାରା...
Archives


