ଫୁରସତ

ହୋଲିରେ ବୁଲାବୁଲି

ପାହାଡ଼, ଝରଣା, ଘାଟି ହେଉକି ବେଳାଭୂମି ଅଥବା ଅଭୟାରଣ୍ୟର ଅପୂର୍ବ ପ୍ରାକୃତିକ ଦୃଶ୍ୟ ତ ଅନେକ ଦେଖିଥିବେ। କିନ୍ତୁ ହୋଲି ଅବସରରେ ଏମିତି କିଛି ଜାଗାକୁ ବୁଲିଯିବାର ପ୍ଲାନିଂ କରନ୍ତୁ; ଯେଉଁଠି ଭ୍ରମଣର ସବୁିଧା ଥିବା ସହିତ କିଛି ନିଆରା ଅନୁଭୂତି…

ଆମେରିକାରେ ମାନବ ସୁରକ୍ଷା କର୍ମୀଙ୍କ ସ୍ଥାନ ନେବାରେ ଲାଗିଛି ରୋବୋ…

ଓ୍ବାଶିଂଟନ,୫।୩ : ଆମେରିକାରେ ମାନବ ସୁରକ୍ଷାକର୍ମୀଙ୍କ ବଦଳରେ ଏବେ ରୋବୋଙ୍କୁ ସୁରକ୍ଷା କାର୍ଯ୍ୟରେ ନିୟୋଜନ କରିବାର ଧାରା ବଢ଼ିିବାରେ ଲାଗିଛି। ଘରୋଇ ଏବଂ ବ୍ୟବସାୟିକ କାର୍ଯ୍ୟରେ ରୋବୋଗୁଡିକର ବ୍ୟବହାର ପୂର୍ବରୁ ଯଥେଷ୍ଟ ବୃଦ୍ଧି ପାଇଛି। ଘର ସଫା କରିବା ଠାରୁ ଆରମ୍ଭ…

ପ୍ରଥମ ଚେକ୍‌ ବାପାଙ୍କୁ ଦେଇଥିଲି: ରେଡ଼ିଓ ଉପସ୍ଥାପିକା ଜୟଶ୍ରୀ ମୁଦ୍ରା

ହାଇସ୍କୁଲ୍‌ରେ ପଢ଼ିଲାବେଳୁ ଟିଭି ଓ ରେଡ଼ିଓରେ ସମ୍ବାଦ ପଢ଼ିବାକୁ ନେଇ ମନରେ ଖୁବ୍‌ ଆଗ୍ରହ ବଢ଼ିଥିଲା। କାରଣ ମୋ ବାବା ନୀଳମଣି ମୁଦ୍ରା ରେଡ଼ିଓ ଶୁଣିବାକୁ ଖୁବ୍‌ ଭଲ ପାଉଥିଲେ। ଭାବିଲି ମୁଁ ଯଦି ରେଡ଼ିଓରେ କହିବି ତା’ହେଲେ ବାବା ବହୁତ…

ଏକରେ ଅନେକ :ସଂଘମିତ୍ରା

ଶିକ୍ଷା ଓ ସାହିତ୍ୟ ପ୍ରତି ସମର୍ପିତ ତାଙ୍କ ସମଗ୍ର ଜୀବନ। ଦୀର୍ଘ ୬୦ ବର୍ଷ ଧରି ତାଙ୍କର ନିରବଚ୍ଛିନ୍ନ ସାହିତ୍ୟ ସାଧନା ଜାରି ରହିଛି। ଏକାଧାରରେ ସେ ଜଣେ କବି, ନାଟ୍ୟକାର, ପ୍ରାବନ୍ଧିକ, ଅନୁବାଦକ, ସ୍ତମ୍ଭକାର ଓ ଶିଶୁ ସାହିତ୍ୟର ରଚୟିତା।…

ସ୍ବୟଂସିଦ୍ଧା…ଏମିତି କିଛି ନାହିଁ ଯାହା ନାରୀଙ୍କ ପକ୍ଷେ ଅସମ୍ଭବ…

ଯେଉଁଠି କେବଳ ‘ନା’ ‘ନା’ର କଥା ଥିଲା ସେମାନେ କିନ୍ତୁ ‘ହଁ’ ପାଇଁ ଅଡ଼ି ବସିଥିଲେ। ପାରିବି ନାହିଁର ଶବ୍ଦ ନ ଥିଲା ଏମାନଙ୍କ ଶବ୍ଦ କୋଷରେ। ସବୁ ପ୍ରତିକୂଳ ପରିସ୍ଥିତିକୁ କେମିତି ଅନୁକୂଳ ପରିସ୍ଥିତିରେ ପରିବର୍ତ୍ତନ କରାଯାଇପାରେ ସେ ରାସ୍ତା…

‘ଭ୍ୟାଲି ଅଫ୍‌ ବ୍ଲୁ ଫ୍ଲାଓ୍ବାର୍‌ସ’, ଭିଡିଓ ଶେୟାର କରି ଆଇଏଏସ୍‌ କହିଲେ…

ସମସ୍ତଙ୍କ ପାଇଁ ବସନ୍ତ ଋତୁ ଅତ୍ୟନ୍ତ ଆନନ୍ଦଦାୟକ ଅଟେ। ଏହ ଋତୁକୁ ରାଜା କୁହାଯାଏ। ଏହା ମଧ୍ୟ ଭଗବାନ କୃଷ୍ଣଙ୍କର ପ୍ରିୟ ଋତୁ ବୋଲି କୁହାଯାଏ। ଏହି ଋତୁରେ ପ୍ରକୃତି ବହୁତ ଖୁସି ଦେଖାଯାଏ ଏବଂ ନୂତନ ପତ୍ର, ଫୁଲ ଏବଂ…

ର଼୍ୟାମ୍ପରେ ରୋବୋ

ପ୍ୟାରିସ୍‌: ଫ୍ୟାଶନ୍‌ ଓ କଳାର ଗ୍ଲୋବାଲ ସେଣ୍ଟର ବୋଲି ଫ୍ରାନ୍ସର ରାଜଧାନୀ ପ୍ୟାରିସ୍‌କୁ କୁହାଯାଏ। ଫ୍ୟାଶନ୍‌ କ୍ଷେତ୍ରରେ ନିଜ ଉନ୍ନତ ଓ ନୂଆ କୌଶଳ ପାଇଁ ପ୍ୟାରିସ୍‌ ଜଣାଶୁଣା। ମଡେଲିଂ କ୍ୟାରିୟର ଆରମ୍ଭ କରିବା ପାଇଁ ଅନେକେ ଏହି ସ୍ଥାନକୁ ବାଛିଥାନ୍ତି।…

୧୩ ବର୍ଷ ନାବାଳକଙ୍କ ଦ୍ୱାରା ଗର୍ଭବତୀ ହେଲେ ୩୧ ବର୍ଷ ବୟସ୍କା ମହିଳା…

ଓ୍ବାଶିଂଟନ,୫।୩ : ଆମେରିକାର କଲୋରାଡୋ ରାଜ୍ୟର ଜଣେ ମହିଳା ସ୍ବୀକାର କରିଛନ୍ତି ଯେ ତାଙ୍କର ୧୩ ବର୍ଷ ବୟସ୍କ ନାବାଳକଙ୍କ ସହିତ ଶାରୀରିକ ସମ୍ପର୍କ ଅଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନାବାଳକଙ୍କ ସହିତ ଶାରୀରିକ ସମ୍ପର୍କ ଥିବାରୁ ମହିଳାଙ୍କୁ ଯୌନ ଅପରାଧୀ…

ଡାକ୍ତର-ସ୍ବାସ୍ଥ୍ୟ ସେବାର ଅଭାବ ଯୋଗୁ ଅନଲାଇନରେ ବୃଦ୍ଧି ପାଉଛି ଡାକ୍ତରୀ ପରାମର୍ଶ: ରିପୋର୍ଟ…

ଓ୍ବାଶିଂଟନ,୪।୩ : ଇଣ୍ଡୋନେସିଆ ଏବଂ ଦକ୍ଷିଣ-ପୂର୍ବ ଏସିଆର ଅନେକ ଦେଶରେ ଲୋକମାନେ ଚିକିତ୍ସା ପାଇଁ ଆପ ଆଧାରିତ ସେବା ଉପରେ ଅଧିକ ନିର୍ଭର କରୁଛନ୍ତି। ଏହାର ଏକ ମୁଖ୍ୟ କାରଣ ହେଉଛି ଏହି ଦେଶରେ ଡାକ୍ତର ଏବଂ ସ୍ବାସ୍ଥ୍ୟ ସେବାର ଘୋର…

‘ତୁମକୁ ଛାଡ଼ି ଦେବି, ମୋବାଇଲ ଛାଡ଼ିବି ନାହିଁ’

ବର୍ତ୍ତମାନ ସମାଜରେ ମୋବାଇଲର ବ୍ୟବହାର ଏତେ ବଢ଼ିଯାଇଛି ଯେ, ଗୋଟିଏ କ୍ଲିକ୍‌ରେ ଦୁନିଆର ପ୍ରତ୍ୟେକ କୋଣ ଅନୁକୋଣ ବିଷୟରେ ସୂଚନା ମିଳିଯାଉଛି। କିନ୍ତୁ ବେଳେବେଳେ ଏହାର ଅତ୍ୟଧିକ ବ୍ୟବହାର ଅସୁବିଧା ସୃଷ୍ଟି କରିଥାଏ। ଅନେକ ଲୋକ ମୋବାଇଲକୁ ଏତେ ଗୁରୁତ୍ୱ ଦିଅନ୍ତି…

ଟଏଲେଟ୍‌ ପେପରରେ ରହିଛି ବିପଜ୍ଜନକ ରାସାୟନିକ ଦ୍ରବ୍ୟ

ନୂଆଦିଲ୍ଲୀ: ଆମେ ବ୍ୟବହାର କରୁଥିବା ଟଏଲେଟ୍‌ କାଗଜରେ ରାସାୟନିକ ଦ୍ରବ୍ୟ ରହିଛି, ଯାହା ଆମ ପାଇଁ ବିପଜ୍ଜନକ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ବର୍ତ୍ତମାନ ଏହା ଚିନ୍ତାର ବିଷୟ ପାଲଟିଛି। ପରିବେଶ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଚିଠିରେ ପ୍ରକାଶିତ ଏକ ଖବର…

ମୋଟା ଲୋକଙ୍କୁ ଭରିବାକୁ ପଡ଼େ ଜରିମାନା

ଟୋକିଓ: ଅନେକ ଲୋକ ଖାଇବାକୁ ନେଇ ଏତେ ଚିନ୍ତାରେ ନ ଥାନ୍ତି। ସେଥିପାଇଁ ଖାଦ୍ୟ ଖାଇବା ସହିତ ତାଙ୍କ ଓଜନ ବଢ଼ିବାକୁ ଲାଗିଥାଏ। ହେଲେ ଜାପାନରେ ମୋଟା ହେଲେ ଜରିମାନା ଭରିବାକୁ ପଡ଼ିଥାଏ। ଏପରି କି ଅଧିକ ମୋଟା ହେଲେ ଚାକିରିରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?