ଫୁରସତ

ବିଶ୍ୱ ନାଗରିକ ସୁରକ୍ଷା ଦିବସ

ବିଶ୍ୱର ନାଗରିକଙ୍କ ସୁରକ୍ଷା ଅତ୍ୟାବଶ୍ୟକ। ନାଗରିକଙ୍କ ସୁରକ୍ଷା ଦ୍ୱାରା ବିକାଶର ମାର୍ଗ ପ୍ରଶସ୍ତ ହୋଇଥାଏ। ତେଣୁ ଏନେଇ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ମାର୍ଚ୍ଚ ୧ ତାରିଖକୁ ବିଶ୍ୱ ନାଗରିକ ସୁରକ୍ଷା ଦିବସ ଭାବେ ପାଳନ କରାଯାଇଥାଏ। ୧୯୯୦ରେ ଅନ୍ତର୍ଜାତୀୟ ନାଗରିକ…

କେକ୍‌ରେ ଆର୍ଟିଷ୍ଟଙ୍କ ଚେହେରା

ନୂଆଦିଲ୍ଲୀ: ଜଣେ କେକ୍‌ ଆର୍ଟିଷ୍ଟ ତାଙ୍କ କଳାରେ ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଇ ଦେଇଛନ୍ତି। ସେ କେକ୍‌ରେ ନିଜ ଚେହେରା ତିଆରି କରିଥିଲେ। ଏକ ପ୍ଲେଟ୍‌ରେ ସେ ଉକ୍ତ କେକ୍‌ ଧରି ଠିଆ ହୋଇଥିଲେ, ଯେଉଁଥିରେ କି ପ୍ରକୃତ ଚେହେରା ଏବଂ କେକ୍‌…

ସାର୍କ ପେଟରେ ନିଖୋଜ ବ୍ୟକ୍ତି, ଟାଟୁ ଦେଖି ଚିହ୍ନିଲେ ପରିବାର

ଦକ୍ଷିଣ ଆମେରିକା ମାଳଦ୍ୱୀପରେ ଥିବା ଆର୍ଜେଣ୍ଟିନାରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କିଛି ଦିନ ପୂର୍ବରୁ ନିଖୋଜ ହୋଇଯାଇଥିବା ବ୍ୟକ୍ତିଙ୍କ ଅବଶେଷ ସାର୍କର ପେଟ ଭିତରୁ ମିଳିଛି। ସାର୍କ ଏକ ବିପଜ୍ଜନକ ମାଛ, ଯାହା ଅନ୍ୟ ଜୀବମାନଙ୍କୁ ଶିକାର କରିଥାଏ।…

୨୬ ବର୍ଷ ବୟସ୍କ ଯୁବକଙ୍କ ବ୍ୟାଗରେ ୮୦୦ ବର୍ଷ ପୁରୁଣା ଗର୍ଲଫ୍ରେଣ୍ଡ…

ଲିମା,୧।୩ : ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ୍ୟ। ପେରୁରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ୨୬ ବର୍ଷ ବୟସ୍କ ଜଣେ ଫୁଡ ଡେଲିଭରୀ ଯୁବକଙ୍କ ବ୍ୟାଗରୁ ୮୦୦ ବର୍ଷ ପୁରୁଣା ମମି ଉଦ୍ଧାର କରାଯାଇଛି । ଯେତେବେଳେ ମମି କଙ୍କାଳ…

ଏମିତି ଛିଡ଼ା ହୋଇଛି କିଂ କୋବ୍ରା ଦେଖିଲେ ଲାଗିବ ଭୟ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଯାହା ହସର ଖୋରାକ ଯୋଗାଉ ଥିବା ବେଳେ ଅନେକ ସମୟରେ ଭାବପ୍ରବଣ କରିଦିଏ। ବର୍ତ୍ତମାନ ଟୁଇଟରରେ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଏକ କିଂ…

୫ ପ୍ରାରମ୍ଭିକ ଭୋଟରଙ୍କୁ ମେଡାଲ

ସିଲଂ : ବର୍ତ୍ତମାନ ସମୟରେ ମେଘାଳୟ ରାଜ୍ୟରେ ଭୋଟ ପ୍ରକ୍ରିୟା ଜାରି ରହିଛି। ସେଠାରେ ଲୋକଙ୍କୁ ଭୋଟ ପ୍ରତି ଆଗ୍ରହ ସୃଷ୍ଟି କରିବାକୁ ସେଠାକାର ସରକାର ଏକ ଭିନ୍ନ ଉପାୟ ଅବଲମ୍ବନ କରିଛି। ପୋଲିଂ ବୁଥ୍‌ରେ ପ୍ରଥମକରି ଭୋଟ ଦେଇଥିବା ପ୍ରଥମ…

ଯାଆଁଳା ହୋଇ ମଧ୍ୟ ଉଚ୍ଚତା ଭିନ୍ନ

ଟୋକିଓ: ମା’ ଗର୍ଭରୁ ଏକାସାଙ୍ଗରେ ଜନ୍ମିତ ଶିଶୁଙ୍କୁ ଯାଆଁଳା ବୋଲି କୁହାଯାଏ। ସେମାନେ ଦେଖିବାକୁ ମଧ୍ୟ ଏକାଭଳି ହୋଇଥାନ୍ତି। ହେଲେ କିଛି କ୍ଷେତ୍ରରେ ଏକାସାଙ୍ଗରେ ଜନ୍ମ ହୋଇଥିଲେ ମଧ୍ୟ ଦେଖିବାକୁ ଏକାଭଳି ହୋଇ ନ ଥାନ୍ତି। କେବଳ ସେମାନଙ୍କୁ ଟୁଇନ୍ସ କୁହାଯାଏ।…

ଦେଶର ପ୍ରଥମ ଡିଜିଟାଲ ନାଗରିକ

ଥିମ୍ଫୁ: ଭୁଟାନର ରାଜକୁମାର ୭ ବର୍ଷୀୟ ଜିଗ୍‌ମେ ନାମ୍‌ଜୟେଲ୍‌ ୱାଙ୍ଗଚୁକ୍‌ ଭୁଟାନ ନ୍ୟାଶନାଲ ଡିଜିଟାଲ ପରିଚୟ(ଏନ୍‌ଡିଏ) ମୋବାଇଲ ୱାଲେଟ୍‌ ଉପରେ ଦେଶର ପ୍ରଥମ ଡିଜିଟାଲ ନାଗରିକତ୍ୱ ହାସଲ କରିଛନ୍ତି। ଏନେଇ ଭୁଟାନ ଲାଇଭ୍‌ ରିପୋର୍ଟ କରିଛି। ରିପୋର୍ଟ ମୁତାବକ, ଭୁଟାନ ଏନ୍‌ଡିଏ…

ଦୂରରେ ଥାଇ ପ୍ରେମୀଯୁଗଳ କରିପାରିବେ କିସ୍‌

ବେଜିଂ: ପ୍ରେମୀଯୁଗଳ ସବୁବେଳେ ଏକାଠି ସମୟ ଅତିବାହିତ କରିବାକୁ ପସନ୍ଦ କରିଥାନ୍ତି। ତେବେ ଯଦି କୌଣସି ପ୍ରେମୀଯୁଗଳ ପରସ୍ପରଠାରୁ ବହୁ ଦୂରରେ ରହୁଥାନ୍ତି, ତେବେ ସେମାନେ ସବୁବେଳେ ପରସ୍ପରକୁ ଦେଖାହେବା ସମ୍ଭବ ହୋଇ ନ ଥାଏ। ଏପରି କ୍ଷେତ୍ରରେ ଚାଇନା ଏପରି…

ବାହାଘରରେ ନାଚୁ ନାଚୁ ହଠାତ୍‌ ଟଳିପଡିଲେ ଯୁବକ, ଆଉ ତା’ପରେ

ହାଇଦ୍ରାବାଦ,୨୭।୨: ଭାରତରେ କରୋନା ପରେ ହୃଦଘାତ ଏବଂ କାର୍ଡିଆକ୍‌ ଆରେଷ୍ଟ ଘଟଣା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ବିଶେଷ କରି ଯୁବକମାନଙ୍କ ମଧ୍ୟରେ ଏହା ବେଶୀ ଦେଖିବାକୁ ମିଳିଛି। ବର୍ତ୍ତମାନ ତେଲେଙ୍ଗାନାରେ ଏଭଳି ଏକ ଘଟଣା ଘଟିଛି। ଏଠାରେ ଜଣେ ୧୯…

୧୩ ମାସ ମଧ୍ୟରେ ଦୁଇଥର ଯାଆଁଳା ଶିଶୁଙ୍କୁ ଜନ୍ମ ଦେଲେ ମହିଳା, ଡାକ୍ତର ଚକିତ

ଦୁନିଆରେ ଏପରି ଚମତ୍କାର ଅଛି, ଯାହା ଲୋକଙ୍କ ଚିନ୍ତାଧାରା ବାହାରେ। ସମସ୍ତେ ଜାଣନ୍ତି ଜଣେ ମାନବ ସନ୍ତାନ ୯ ମାସ ପର୍ଯ୍ୟନ୍ତ ମାତୃ ଗର୍ଭରେ ରହି ତା’ପରେ ଜନ୍ମ ଗ୍ରହଣ କରେ। କେତେକ ବିଶେଷ ପରିସ୍ଥିତିରେ ପିଲାମାନେ ୭ ମାସରେ ମଧ୍ୟ…

କୁକୁର କଲେ କୋଙ୍ଗା ନୃତ୍ୟ

କୋଙ୍ଗା ଏକ ଲାଟିନ ଆମେରିକୀୟ ନୃତ୍ୟ। ଯେଉଁଥିରେ ଏକାଧିକ ବ୍ୟକ୍ତି ପ୍ରତ୍ୟେକଙ୍କ ପଛଭାଗକୁ ଧରି ଏକ ଲମ୍ବା ଲାଇନ୍‌ କରି ନୃତ୍ୟ କରନ୍ତି। ହେଲେ ଜର୍ମାନୀର ଓଲ୍ଫଗେଙ୍ଗ ଲାଉନବର୍ଗର ନାମକ ଜଣେ ବ୍ୟକ୍ତି ନିଜର ୧୪ଟି କୁକୁରକୁ କୋଙ୍ଗା ନୃତ୍ୟ ଶିଖାଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?