ଫୁରସତ

ପଚା ଅଣ୍ଡାରେ ହୋଲି

ରଙ୍ଗର ପର୍ବ ହୋଲିକୁ ସମସ୍ତେ ଉତ୍ସାହର ସହ ଅପେକ୍ଷା କରିଥାନ୍ତି। ହୋଲି ଦିନ ପରସ୍ପରକୁ ରଙ୍ଗ ଲଗାଇ ଅଭିନନ୍ଦନ ଜଣାଇଥାନ୍ତି। ତେବେ ଭାରତରେ ହୋଲିକୁ ଅବିର ଲଗାଇ ପାଳନ କରୁଥିବାବେଳେ ଅନ୍ୟଦେଶରେ ଭିନ୍ନ ନାମ ଓ ଭିନ୍ନ ରୂପେ ପାଳନ କରାଯାଏ।…

ଏଠାରେ ଲାଲ ଟମାଟୋରେ ଖେଳାଯାଏ ହୋଲି

ବିଶ୍ୱର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଉପାୟରେ ରଙ୍ଗର ପର୍ବ ହୋଲି ପାଳିତ ହୋଇଥାଏ। ଭାରତରେ ବିଭିନ୍ନ ରଙ୍ଗ ତଥା ଅବିର ଲଗାଇ ଏହାକୁ ପାଳନ କରାଯାଉଥିବା ବେଳେ ସ୍ପେନ୍‌ର ଭାଲେନ୍‌ଶିୟା ନଗରରେ ଟମାଟୋ ଲାଲ୍‌ ଫୋପାଡ଼ି ହୋଲି ମନାଯାଇଥାଏ। ପ୍ରତିବର୍ଷ…

ଦିନକୁ ଶୁଅନ୍ତି ୨୨ ଘଣ୍ଟା

ଲଣ୍ଡନ: ମଣିଷ ତା’ ଥକାପଣ ମେଣ୍ଟାଇବାକୁ କିଛି ସମୟ ଶୋଇଥାଏ। ଏଥିସହ ଡାକ୍ତରଙ୍କ ପରାମର୍ଶ ମୁତାବକ, ଦିନକୁ ମୁଖ୍ୟତଃ ୮ ଘଣ୍ଟା ଶୋଇବା ଉଚିତ୍‌। ହେଲେ ବ୍ରିଟେନ୍‌ର ଜଣେ ମହିଳା ଦିନର ୨୪ ଘଣ୍ଟାରୁ ୨୨ ଘଣ୍ଟା ଶୋଉଥିବା ଜଣାପଡ଼ିଛି। ନ୍ୟୁୟର୍କ…

ନିଖୋଜର ୩୦ ବର୍ଷ ପରେ ମିଳିଲେ

ୱାଶିଂଟନ: ଜଣେ ମହିଳା ୩୦ ବର୍ଷ ହେବ ନିଖୋଜ ଥିଲେ। ଏବେ ତାଙ୍କ ପରିବାର ତାଙ୍କୁ ପାଇ ବେଶ୍‌ ଖୁସି ହୋଇଛନ୍ତି। ରିପୋର୍ଟ ମୁତାବକ, ଆମେରିକାର ପାଟ୍ରିସିଆ କୋପ୍ତା ନାମ୍ନୀ ଜଣେ ମହିଳା ୫୨ ବର୍ଷ ବୟସରେ ପେନ୍‌ସିଲଭାନିଆର ପିଟର୍ସବର୍ଗରୁ ୧୯୯୨…

‘ବଡେ ମିୟାଁ ଛୋଟେ ମିୟାଁ’ରେ ସୋନାକ୍ଷୀଙ୍କ ଏଣ୍ଟ୍ରି

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫ୍‌ ଏକାଠି ଏକ ପରଦାରେ ନଜରକୁ ଆସିବେ। ଆଗାମୀ ଫିଲ୍ମ ‘ବଡେ ମିୟାଁ ଛୋଟେ ମିୟାଁ’ ପାଇଁ ଉଭୟ ଶୁଟିଂରେ ବ୍ୟସ୍ତ ଅଛନ୍ତି। ନିକଟରେ ଫିଲ୍ମର କିଛି ଭାଗ ଶୁଟିଂ ମୁମ୍ବାଇରେ…

ଘରଭଡ଼ାରୁ ବିରକ୍ତ ହୋଇ ଗୁମ୍ଫାରେ ୧୬ ବର୍ଷ

ୱାଶିଂଟନ: ଲୋକେ ଅନେକ ସମୟରେ ଘରେ ରହି ରହି ବିରକ୍ତ ହୋଇଯା’ନ୍ତି। ଫଳରେ ସେମାନେ ବାହାରକୁ ବୁଲିବାକୁ ଯାଇଥା’ନ୍ତି। ହେଲେ ଏଠାରେ ଜଣେ ବ୍ୟକ୍ତି ୧୬ ବର୍ଷ ଗୁମ୍ଫାରେ ବିତାଇଥିବା ତାଙ୍କ କାହାଣୀ କହିଛନ୍ତି। ସେ ହେଲେ ଆମେରିକାର ଉଟାହ ସହରରେ…

ବିଶାଳକାୟ ଅଜଗର ସହ ଖେଳୁଛି କୁନି ବାଳକ, ଭିଡିଓ ଦେଖିଲେ ଟାଙ୍କୁରି ଉଠିବ ଲୋମ

ସାଧାରଣତଃ ଲୋକେ କୁକୁର, ବିଲେଇ, ନେଉଳ, ଶୁଆ, ପାରା, କୁକୁର ଆଦି ଘରେ ପାଳିଥାନ୍ତି। ଯେଉଁମାନେ କୌଣସି କ୍ଷତି କରନ୍ତି ନାହିଁ। ମାତ୍ର ଘରେ ସାପ ପାଳିବା ନିଶ୍ଚିତ ଭୟଙ୍କର। କିନ୍ତୁ ଅନେକ ଥର ଏମିତି ଭୟଙ୍କର ଜୀବଙ୍କୁ ଲୋକେ ଘରେ…

ଯେଉଁ ଦ୍ୱୀପକୁ ମହିଳା ଯିବା ମନା

ଦୁନିଆରେ ଏପରି ଏକ ସ୍ଥାନ ଅଛି ଯେଉଁଠି କି ମହିଳାଙ୍କୁ ଯିବା ମନା । ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା ! ଜାଣନ୍ତୁ ସେ ସମ୍ପର୍କରେ… ଦକ୍ଷିଣ-ପଶ୍ଚିମ ଜାପାନର ଓକିନୋସିମା ଏପରି ଏକ ସ୍ଥାନ ଯାହାକୁ ପବିତ୍ର ବୋଲି ବିଚାର କରାଯାଏ।…

ମାସ୍କ ପିନ୍ଧି ଇଣ୍ଟରଭ୍ୟୁ

ବେଳେବେଳେ ଯୋଗ୍ୟତା ଥାଇ ବି ଚେହେରା ଖାସ୍‌ ନ ହୋଇଥିବାରୁ ଅନେକେ ଇଣ୍ଟରଭ୍ୟୁରେ ସଫଳ ହୋଇ ପାରନ୍ତି ନାହିଁ। କାରଣ କେତେକ ସ୍ଥାନରେ ଯୋଗ୍ୟତାଠାରୁ ଲୁକ୍‌ସକୁ ବେଶି ଗୁରୁତ୍ୱ ଦିଆଯାଏ। ଏଇ ମୁହଁ ଦେଖା ନୀତି ପାଇଁ ଅନେକ ଯୋଗ୍ୟ ବ୍ୟକ୍ତି…

ଲିଟ୍‌ ଫେଷ୍ଟର ଅନ୍ତରାଳେ

ଏବେ ଗାଁ ଗାଁରେ ଅଷ୍ଟପ୍ରହରି, ଘରେ ଘରେ କଥା ପାରାୟଣ ସାଙ୍ଗକୁ ତାଳ ଦେଇ ସହରରେ ଠାଆକୁ ଠାଏ ଚାଲିଛି ସାହିତ୍ୟ ଉତ୍ସ ବା ଲିଟ୍‌ ଫେଷ୍ଟ। ଅଦ୍ଭୁତ ସଂଯୋଗ। ସମୁଦାୟ କାର୍ଯ୍ୟକ୍ରମକୁ ନିରିଖେଇ ଦେଖିଲେ ଅଷ୍ଟପ୍ରହରି, କଥା ପାରାୟଣ ଓ…

ଘରେ ପାଳିଛନ୍ତି ୫୦ ମୂଷା, ପିଲାଙ୍କ ପରି ନିଅନ୍ତି ଯତ୍ନ

ଘରେ ଲୋକେ କୁକୁର, ବିଲେଇ, ବିଭିନ୍ନ ପ୍ରକାରର ଚଢେଇ ପେଟ୍‌ କରି ରଖନ୍ତି। ହେଲେ କେହି କ’ଣ ଘରେ ଉତ୍‌ପାତ୍‌ କରୁଥିବା ମୂଷାକୁ ପୋଷନ୍ତି? ଜାଣି ଆଶ୍ଚର୍ଯ୍ୟ ହେବେ ମିଶେଲ ରେବୋନ୍‌ ନାମ୍ନୀ ଜଣେ ମହିଳା ନିଜ ଘରେ ୫୦ଟି ମୂଷା…

କଲ୍‌ ଉଠାଇଲେ କାହିଁକି କୁହାଯାଏ ‘ହେଲୋ’

ସେ ଲ୍ୟାଣ୍ଡଲାଇନ୍‌ ଫୋନ୍‌ ହେଉ ଅବା ମୋବାଇଲ, ରିଂ ହେଲେ ତାକୁ ଉଠାଇବାମାତ୍ରେ ପାଟିରୁ ଆପେ ବାହାରିଯାଏ ‘ହେଲୋ’। ସେ ଧନୀ ହୁଅନ୍ତୁ ଅବା ଗରିବ, ଶିକ୍ଷିତ ହୁଅନ୍ତୁ ଅବା ଅଶିକ୍ଷିତ, ସହରୀ ହୁଅନ୍ତୁ ଅବା ଗାଉଁଲି ଫୋନ୍‌ ଉଠାଇବା ମାତ୍ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?