ମନୁଷ୍ୟକୃତ ମମିଫାଏଡ୍ ମର୍ମେଡ୍
ଟୋକିଓ: ଜାପାନରେ ଏକ ମମିଫାଏଡ୍ ମର୍ମେଡ୍ ମମି ଠାବ ହୋଇଛି, ଯାହା ବୈଜ୍ଞାନିକଙ୍କ ପାଇଁ ଶହ ଶହ ବର୍ଷ ଧରି ରହସ୍ୟ ହୋଇ ରହିଥିଲା। ରିପୋର୍ଟ ଅନୁସାରେ, ଏହି ମମିକୁ ଜାପାନର ଆଶାକୁଚି ସହରର ଏନ୍ଜୁଇନ୍ ମନ୍ଦିରରେ ରଖାଯାଇଥିଲା। ତେବେ...
ସଂସ୍କାରରୁ ଜଣାପଡ଼ିଥାଏ ଶିକ୍ଷା
ସାମାଜିକ କାର୍ଯ୍ୟକଳାପରେ ଜଡ଼ିତ ହୋଇ ରହୁଥିବା ଜଣେ ମେଧାବୀ ଛାତ୍ର ସମାଜ ପାଇଁ କିଛି କରିବା ଆଉ ଆଗାମୀ ପିଢ଼ି ତା’ର ସୁଫଳ ପାଇବେ ସେ ସମସ୍ତ ପରିକଳ୍ପନା ମଧ୍ୟରେ ପୁରୁଣା କାଳର ଗୁରୁକୁଳ ଶିକ୍ଷା ବିଂଶ ଶତାବ୍ଦୀରେ ଟାଇମ୍ସ...
ଜାଣନ୍ତି କି କୂଅର ଆକାର କାହିଁକି ହୋଇଥାଏ ଗୋଲାକାର…
ଦୁନିଆରେ ଏପରି ଅନେକ ଜିନିଷ ଅଛି, ଯାହାକୁ ଅନେକ ଥର ଦେଖିଥିବେ, କିନ୍ତୁ ଏପରି ଜିନିଷ ତିଆରି କରିବାର କାରଣ କ’ଣ ହୋଇପାରେ ତାହା ଜାଣି ନ ଥିବେ। ଏହିପରି ସମସ୍ତ ପ୍ରଶ୍ନ ଏବଂ କାରଣ ସିଧାସଳଖ ବିଜ୍ଞାନ ସହିତ...
ଅନ୍ଲାଇନ୍ରେ ୧୨ ହଜାର ଟଙ୍କାର ଟୁଥ୍ବ୍ରଶ୍ ମଗାଇଥିଲେ, ଆସିଲା ଏମିତି କିଛି
ଆଜିକାଲି ଅନ୍ଲାଇନ୍ କିଣାବିକାରେ ଲୋକମାନେ ଠକାମିର ଶିକାର ହେଉଛନ୍ତି। ନିକଟରେ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ଜଣେ ଗ୍ରାହକ ଆମାଜନରୁ ୧୨,୦୦୦ ଟଙ୍କା ମୂଲ୍ୟର ଟୁଥ ବ୍ରଶ ଅର୍ଡର କରିଥିଲେ, କିନ୍ତୁ ତାଙ୍କୁ ଏମ୍ଡିଏଚ୍ ଚାଟ୍ ମସଲା ମିଳିଥିଲା।...
ଭୂମିକମ୍ପରୁ ରକ୍ଷା କରିବ ଖଟ
ନିକଟରେ ଭୂମିକମ୍ପ ସିରିୟାରେ ମୃତ୍ୟୁର ତାଣ୍ଡବ କରିଛି, ଯାହାକୁ ଦେଖି ସାରା ବିଶ୍ୱ ସ୍ତବ୍ଧ ଓ ଭୟରେ ଶିହରି ଯାଉଛି। ରାତିରେ ଶୋଇବାକୁ ମଣିଷ ଡରୁଛି। କାଳେ ଶୋଇଥିବା ସମୟରେ ହିଁ ମଣିଷ ଚାଲିଯିବ ମୃତ୍ୟୁର କୋଳକୁ। ତେଣୁ ଆଖିରୁ...
ଓଲଟା ଗଛ
ସବୁ ଗଛ ଆକାଶ ଆଡ଼କୁ ବଢ଼ିଥାଏ। ଅର୍ଥାତ୍ ଚେର ଭୂମିକୁ ଜାବୁଡି ଧରିଥାଏ ଓ ତାହା ଉପର ଆଡ଼କୁ ବଢେ। କିନ୍ତୁ ରୋମରେ ଅଛି ଏଭଳି ଏକ ଅଜବ ଗଛ, ଯାହା ଉପରରୁ ତଳ ଆଡକୁ ବଢିଛି। ଭାବୁଥିବେ ଏହା...
ପରଫେକ୍ଟ ଯୋଡି…
ପରଘରେ ବଳେ ପଶି ବୁଦ୍ଧି ବତାଉଥିବା ବତାସ ମଉସା ଆଉ ମନ୍ଥରୀ ମାଉସୀ, ଏବେ ରହୁଛନ୍ତି ଜରାଶ୍ରମରେ l କେହି କୁହନ୍ତି ଆଜିର ସମାଜ ପିଲାଙ୍କ ଦୋଷ ତ କେହି କେହି କହନ୍ତି, କୃତ କର୍ମର ଫଳ ଭୋଗ। ଆଗରୁ...
ଭୂତ ବାହାଘର
ପ୍ରତି ଦେଶ, ଧର୍ମ, ସମୁଦାୟର ନିଜ ନିଜର ପ୍ରଥା, ପରମ୍ପରା ଓ ଲୋକ ମାନ୍ୟତା ଥାଏ। ଆଉ ତାକୁ ସମସ୍ତେ ବେଶ୍ ଆଗ୍ରହ ଓ ଉତ୍ସାହର ସହ ପାଳନ କରନ୍ତି। ତେବେ ଏଇ ପ୍ରଥା ପରମ୍ପରା ମଧ୍ୟରୁ କିଛିଟା ଥାଏ...
ଆନ୍ଧ୍ରପ୍ରଦେଶର ଊଟି: ଅରକୁ ଘାଟି
ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଅରକୁ ଘାଟିକୁ ଅନେକେ ଆନ୍ଧ୍ରପ୍ରଦେଶର ଊଟି ବୋଲି ବି ସମ୍ବୋଧନ କରିଥାନ୍ତି। ଏଠାରେ ପର୍ଯ୍ୟଟକ ଶାନ୍ତ ପରିବେଶରେ ଛୁଟି କଟାଇବାର ମଜା ନେବା ସହ ଟ୍ରେକିଂ କରିବାର ନିଆରା ଆନନ୍ଦ ମଧ୍ୟ ଲଭିପାରିବେ… ଆନ୍ଧ୍ରପ୍ରଦେଶର...
ସ୍ଥପତି ଉଦୟ
ଶିଳ୍ପୀଙ୍କ ଯାଦୁକରି ହାତର ସ୍ପର୍ଶରେ ନିର୍ଜୀବ ପଥର ଦେହରେ ବି ସଂଚାରିତ ହୁଏ ପ୍ରାଣ। ମୁଗୁର, ନିହାଣ ମୁନରେ ପଥର କିମ୍ବା କାଠ ଖୋଦେଇରେ ଶିଳ୍ପୀ ଗଢ଼ିଥାଏ ସୁନ୍ଦର ସୁନ୍ଦର ମୂର୍ତ୍ତି। ଏମିତି କଳାକୃତିଗୁଡ଼ିକୁ ଦେଖିଲେ ସତେଜ ଓ ଜୀବନ୍ତ...
ପ୍ରଥମ ଦରମାରେ ଓ୍ବାଶିଂ ମେସିନ୍ କିଣିଥିଲି: ଫ୍ୟାଶନ ଡିଜାଇନର୍ ସୋନାଲି ମିଶ୍ର
କଟକ ଚୌଦ୍ୱାର ମୋ ଜନ୍ମସ୍ଥାନ ହୋଇଥିଲେ ହେଁ, ବାପା ଯେହେତୁ ଜଣେ ପୋଲିସ୍ ଅଫିସର୍ ଥିଲେ ତେଣୁ ମୋର ପାଠପଢା ବିଭିନ୍ନ ସ୍ଥାନରେ ହୋଇଥିଲା। ମୁଖ୍ୟତଃ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍କୁଲ୍ରୁ ସ୍କୁଲ୍ ପଢା ସାରି ସୁନ୍ଦରଗଡ଼ କଲେଜରେ ଯୁକ୍ତ...
ପ୍ରତିଶ୍ରୁତିର ହାତ
ପ୍ରତ୍ୟେକ ମାତାପିତା ନିଜ ସନ୍ତାନର ଭବିଷ୍ୟତ ପାଇଁ ନିଜର ସବୁ ସୁଖସୁବିଧାକୁ ତୁଚ୍ଛ କରିଦିଅନ୍ତି। କିନ୍ତୁ ଅନେକ ସମୟରେ ଦେଖିବାକୁ ମିଳେ କେତେକ ସନ୍ତାନ ତାଙ୍କ ମାତାପିତାଙ୍କ ତ୍ୟାଗକୁ ପାଶୋରି ଯାଆନ୍ତି। ଯେଉଁଥିପାଇଁ ବୃଦ୍ଧ ମାତାପିତା ଶେଷ ସମୟରେ ଅସହାୟ...
Archives


