ଫୁରସତ

ଏମିତି ଦେଶ, ଯେଉଁଠି ବାହାର ଦେଶର ନ୍ୟୁଜ୍‌ ଦେଖିବା ମନା

ଭାରତ ସମେତ ଦୁନିଆର ପ୍ରାୟ ସମସ୍ତ ଅଞ୍ଚଳର ଲୋକେ ନିଜ ଇଚ୍ଛାରେ ରୁହନ୍ତି, ନିଜ ଇଚ୍ଛାରେ ଖାଆନ୍ତି ଏବଂ ମନଇଚ୍ଛା କଥାବାର୍ତ୍ତା କରିବାର ସ୍ବତନ୍ତ୍ରତା ରହିଛି। ପ୍ରତ୍ୟେକ ବ୍ୟକ୍ତି ନିଜ ଇଚ୍ଛାରେ ବଞ୍ଚିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି। ମାତ୍ର ଏମିତି ଗୋଟିଏ…

ଆର୍ଥିକ ବିକାଶରେ ନୌବାଣିଜ୍ୟ

ଦେଶର ଆର୍ଥିକ ବିକାଶରେ ନୌବାଣିଜ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ତେଣୁ ଏନେଇ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଏପ୍ରିଲ ୫ରେ ଜାତୀୟ ନୌବାଣିଜ୍ୟ ଦିବସ ପାଳନ କରାଯାଇଥାଏ। ଚଳିତ ୨୦୨୩ ବର୍ଷ ଭାରତରେ ୬୦ତମ ଜାତୀୟ ନୌବାଣିଜ୍ୟ ଦିବସ(ଏନଏମଡି) ପାଳନ କରାଯାଉଛି। ଅନ୍ତର୍ଜାତୀୟ…

ପୃଥିବୀରେ ୬ ଜଣରେ ଜଣେ ବନ୍ଧ୍ୟାତ୍ୱର ଶିକାର…

ଜେନେଭା,୪।୪ : ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ମଙ୍ଗଳବାର ଏକ ନୂତନ ରିପୋର୍ଟ ପ୍ରକାଶ କରିଛି। ବିଶ୍ୱସ୍ତରରେ ୬ ଜଣଙ୍କ ମଧ୍ୟରୁ ଜଣେ ବନ୍ଧ୍ୟାତ୍ୱର ଶିକାର ହୋଇଥିବା ରିପୋର୍ଟରେ ଉଲ୍ଳେଖ କରାଯାଇଛି। ସଂଗଠନ କହିଛି ଯେ ବୟସ୍କ ଜନସଂଖ୍ୟାର ପ୍ରାୟ ୧୭.୫ ପ୍ରତିଶତଙ୍କଠାରେ…

ଖେଳରେ ଖେଳରେ ୨.୪୭ ଲକ୍ଷ ଟଙ୍କାର ଖେଳନା ଅର୍ଡର

ୱାଶିଂଟନ୍‌: ବର୍ତ୍ତମାନ ଅନ୍‌ଲାଇନର ଯୁଗ। କୌଣସି ଜିନିଷ କିଣିବାକୁ ହେଲେ ବାହାରକୁ ନ ଯାଇ ସହଜରେ ଘରେ ବସି ଡର କରିଦେଲେ ତାହା ଘରେ ଆସି ପହଞ୍ଚିଯାଉଛି। ହେଲେ ଏହା ବେଳେବେଳେ ଘାତକ ସାବ୍ୟସ୍ତ ହେଉଛି। ନିକଟରେ ଆମେରିକାରେ ଜଣେ ୫…

ମହଙ୍ଗା ପଡ଼ିଲା ରାସ୍ତା ମଝିରେ ଷ୍ଟଣ୍ଟ ଦେଖାଇବା

ମୁମ୍ବାଇ: ନିକଟରେ ମୁମ୍ବାଇ ସହରରେ ଏକ ବାଇକ୍‌ ଷ୍ଟଣ୍ଟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଷ୍ଟଣ୍ଟ ଦେଖାଉଥିବା ଯୁବକଙ୍କୁ ନିକଟରେ ପୋଲିସ ଗିରଫ କରିଥିବା ଜଣାପଡିଛି। ତାଙ୍କ ନାମ ପୈୟାଜ୍‌ କାଦରୀ ବୋଲି ଜଣାପଡିଛି। ବାଇକ୍‌ରେ…

୧୦୦ ଫୁଟ୍‌ ଉପରେ ଟଏଲେଟ୍‌

ଲଣ୍ଡନ: ବର୍ତ୍ତମାନ ଲୋକେ ବହୁ ଆଡ୍‌ଭେଞ୍ଚରରେ ଯିବାକୁ ପସନ୍ଦ କରୁଛନ୍ତି। ଲଣ୍ଡନରେ ଏପରି ଏକ ଆଡ୍‌ଭେଞ୍ଚର ଦେଖିବାକୁ ମିଳୁଛି। ଲୋକମାନେ ଟଏଲେଟ୍‌ ଯିବା ସମୟରେ ମଧ୍ୟ ସେହି ଆଡ୍‌ଭେଞ୍ଚରର ମଜା ଉଠାଇପାରିବେ। ତେବେ ଏକ କାଠବାକ୍ସର ଟଏଲେଟ୍‌ ପ୍ରସ୍ତୁତ ହୋଇଛି। ତା’…

ବିଶ୍ୱର ସବୁଠୁ ସୁନ୍ଦର କୁକୁଡ଼ା

ଅମରାବତୀ: ସୁନ୍ଦର ପ୍ରତିଯୋଗିତା କେବଳ ମଣିଷ ଲାଗି ନୁହେଁ, ପଶୁପକ୍ଷୀମାନଙ୍କ ପାଇଁ ମଧ୍ୟ ଆୟୋଜିତ ହୋଇଥାଏ। ନିକଟରେ ଆୟୋଜିତ ରାଜ୍ୟସ୍ତରୀୟ ସୁନ୍ଦର ପ୍ରତିଯୋଗିତାରେ ଏକ କୁକୁଡ଼ା ୪ର୍ଥ ସ୍ଥାନ ହାସଲ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ରିପୋର୍ଟ ମୁତାବକ, ଆନ୍ଧ୍ରପ୍ରଦେଶର ପ୍ରକାଶମ୍‌…

ସୂର୍ଯ୍ୟଙ୍କ ରଥରେ ଗଜପତି ଛେରାପହଁରା କରୁଥିଲେ

ଗତ ସଂଖ୍ୟାରେ ଆଲୋଚିତ ହୋଇଥିଲା ସମଗ୍ର ଭାରତବର୍ଷରୁ ବଛାବଛା ଜାଣିବା ଲୋକଙ୍କୁ ମନ୍ଦିର ନିର୍ମାଣ ସମୟରେ ଗଜପତି କୋଣାର୍କକୁ ଆମନ୍ତ୍ରଣ କରିଥିଲେ। ଶ୍ରୀମନ୍ଦିର ଭଣ୍ଡାରରୁ ସୁନାମାଢ଼, ଖାଦ୍ୟ ପାଇଁ ଧାନ ଓ ମହାପ୍ରସାଦ ମଧ୍ୟ କୋଣାର୍କକୁ କିପରି ଯାଇଥିଲା ଆମେ ଜାଣିଲେ।…

କୁକୁରଙ୍କୁ ସାଙ୍ଗରେ ନେଇ ଫିଲ୍ମ ହଲ୍‌ ଯାଉଛନ୍ତି ଲୋକେ, କାରଣ ଜାଣିଲେ…

ଯେତେବେଳେ ବି ଦୁନିଆରେ ବିଶ୍ୱସ୍ତତାର କଥା ଆସେ, ପ୍ରଥମେ କୁକୁରମାନଙ୍କ ନାଁ ଆସେ। ଏହି କାରଣରୁ ସେମାନଙ୍କୁ ଗୃହପାଳିତ ପଶୁ ଭାବରେ ରଖିବାକୁ ଲୋକେ ଅଧିକ ପସନ୍ଦ କରନ୍ତି। କୁକୁରମାନେ ମଧ୍ୟ ସେମାନଙ୍କର ମାଲିକମାନଙ୍କ ସହିତ ବେଶ୍‌ ଭାବପ୍ରବଣ ହୋଇଥାନ୍ତି। କୁକୁରମାନଙ୍କର…

ଓକେ, ଓକେ କେବେଠୁ

ଦୁଇଟି ଲେଟର୍‌ ଥିବା ଏକ ଛୋଟିଆ ଶବ୍ଦ ହେଉଛି ‘ଓକେ’। ହେଲେ ଏହାର ବହୁଳ ବ୍ୟବହାର ହୁଏ ଆମ ଦୈନନ୍ଦିନ ଜୀବନରେ। ଦେଶ, ବିଦେଶ ସବୁଠି ହୁଏ ଏହି ଶବ୍ଦର ବ୍ୟବହାର। ଭାଷାଗତ ଭିନ୍ନତା ଥିଲେ ବି ଓକେ ଶବ୍ଦ ମନର…

ଏତେ ବଡ଼ ପତ୍ର!

ପୋଖରୀରେ ଫୁଟିଥିବା କଇଁ ଫୁଲ ଏତେ ସୁନ୍ଦର ଦେଖାଯାଏ ଯେ, ଘଡ଼ିଏ ଚାହିଁ ରହିବାକୁ ଇଚ୍ଛା ହୁଏ। ଆଉ ତାକୁ ତୋଳି ଆଣିବାକୁ ମନ ହୁଏ। କଇଁ ଫୁଲର ପତ୍ର ବି ସମସ୍ତେ ଦେଖିଥିବେ। ତେବେ ଆମେ ଏଠି ଯେଉଁ ପତ୍ର…

କପାଳରେ ଫଟାଇଲେ ୨୫୪ ଅଖରୋଟ୍‌

ଅଖରୋଟ୍‌ ବା ଓ୍ବାଲନଟ୍‌ ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ। ତେବେ ଏହା ଶକ୍ତ ହୋଇଥିବାରୁ ଏହାକୁ ଫଟାଇବା ବହୁତ କଷ୍ଟକର। କିଏ ହାତୁଡି ଖୋଜନ୍ତି ତ ଆଉ କିଏ କବାଟର କବ୍‌ଜା ମଝିରେ ରଖି ଏହାକୁ ଫଟାନ୍ତି। ତେବେ ଜାଣି ଆଶ୍ଚର୍ଯ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?