ଫୁରସତ

ରବର୍ସ କେଭ୍‌

ରବର୍ସ କେଭ୍‌ ହେଉଛି ଉତ୍ତରାଖଣ୍ଡର ଡେରାଡୁନ୍‌ସ୍ଥିତ ଏକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ। ସ୍ଥାନୀୟ ଲୋକେ ଏହାକୁ ଗୁଚ୍ଛୁପାନୀ ବୋଲି ବି କହିଥାନ୍ତି। ପ୍ରକୃତପକ୍ଷେ ଏହା ହେଉଛି ଗୋଟିଏ ଗୁମ୍ଫା, ଯାହା ମଧ୍ୟ ଦେଇ ଏକ ଜଳଧାରା ପ୍ରବାହିତ ହୋଇଥାଏ। ଏଭଳି ଏକ ଅପୂର୍ବ…

ଦରମା ଟଙ୍କା ମା’ବାପାଙ୍କୁ ଦେଇଥିଲି

କୋରାପୁଟରେ ଜନ୍ମ ହୋଇଥିଲେ ହେଁ ଶିକ୍ଷାଦିକ୍ଷା ମୋର ସବୁ ଭୁବନେଶ୍ୱରରେ ହୋଇଥିଲା। ୟୁନିଟ୍‌-୧ ବାଳକ ଉଚ୍ଚବିଦ୍ୟାଳୟରୁ ମାଟ୍ରିକ୍‌, ବିଜେବି କଲେଜରୁ ଆଇ.ଏସ୍‌ସି., ବି.ଏସ୍‌ସି. ସରିବା ପରେ ଉତ୍କଳ ୟୁନିର୍ଭସିଟିରୁ ଜୁଲୋଜି (ଡେଭଲପ୍‌ମେଣ୍ଟାଲ୍‌ ବାୟୋଲୋଜି)ରେ ଏମ୍‌.ଏସ୍‌ସି ପାସ୍‌ କରିଥିଲି। ତା’ପରେ ଡିପାର୍ଟମେଣ୍ଟ ଅଫ୍‌…

କାନ୍‌ଭାସ୍‌ରେ ଉତାରେ ପ୍ରକୃତିର ରୂପ

ଯେତେବେଳେ କିଛି ଘଟଣା ତାଙ୍କ ମନକୁ ଛୁଇଁଯାଏ, ତା’ର ଭାବାବେଗକୁ ହୃଦୟଙ୍ଗମ କରି ତାକୁ ସେ ଚିତ୍ରକଳାର ରୂପ ଦିଅନ୍ତି। ତାଙ୍କ ଚିତ୍ରକଳାରେ ବିଶେଷକରି ପ୍ରକୃତି ଓ ତା’ର ରହସ୍ୟମୟୀ ସୌନ୍ଦର୍ଯ୍ୟ ସ୍ଥାନ ପାଇଥାଏ। ଜୀବନ୍ତ ତାଙ୍କ ତୂଳୀରେ ଅଙ୍କିତ ପ୍ରତିଟି…

ସବୁଜ ଯୋଦ୍ଧା

ମଣିଷ ନିଜର ସୁଖ ସୁବିଧା ଓ ବିକାଶ ନାଁରେ କାଟି ଚାଲିଛି ବୃକ୍ଷ। ଫଳରେ ପ୍ରକୃତି ହରାଉଛି ତା’ର ସବୁଜିମା। ବିଗୁଡୁଛି ପରିବେଶ ସନ୍ତୁଳନ। ତେବେ କେତେଜଣଙ୍କ ମନ ପ୍ରକୃତିର ଏହି ଶ୍ରୀହିନ ଅବସ୍ଥାରେ ହୋଇ ଉଠୁଛି ବ୍ୟାକୁଳ । ପ୍ରକୃତିର…

୮୦ ବର୍ଗଫୁଟ ଘରେ ଜୀବନ

ୱାଶିଂଟନ; ବହୁତ ଲୋକ ବିଦେଶରେ ରହିବାକୁ ସ୍ବପ୍ନ ଦେଖିଥାନ୍ତି। ସେଥିପାଇଁ ସେଠାରେ ଚାକିରି କରିବାକୁ ଚେଷ୍ଟା କରିଥାନ୍ତି। ଅନେକ ଲୋକ ଭାବୁଥିବେ ଯେ ବିଦେଶରେ ଜୀବନଶୈଳୀ ଅତ୍ୟନ୍ତ ସୁଖଦାୟକ। ହେଲେ ନିକଟରେ ଆମେରିକାର ଜଣେ ଯୁବତୀ ତାଙ୍କ ଜୀବନଶୈଳୀ ସମ୍ପର୍କରେ କହିଛନ୍ତି।…

ରାସ୍ତାରେ ‘ମଦ ଯୋଗ’

କୋପେନହାଗେନ: ଯୋଗ କରିବା ଦେହ ପାଇଁ ହିତକାରକ। ବର୍ତ୍ତମାନ ସମୟରେ ଲୋକେ ନିଜକୁ ସୁସ୍ଥ ରଖିବାକୁ ନିୟମିତ ଯୋଗ, ପ୍ରାଣାୟାମ କରୁଛନ୍ତି। ଏହା କେବଳ ଶରୀର ପାଇଁ ନୁହେଁ, ସ୍ନାୟୁ ଓ ମନକୁ ଶାନ୍ତ କରେ। ଆମେ ଯୋଗ ଦିବସ ମଧ୍ୟ…

ଦେଶୀ ଲୁକ୍‌ରେ ନଜର ଆସିଲେ ଏଲନ ମସ୍କ, ପିନ୍ଧିଛନ୍ତି ଭାରତୀୟ ଶେରଓ୍ବାନୀ

ଓ୍ବାଶିଂଟନ୍‌,୬।୩: ଟ୍ବିଟ୍‌ର ପୂର୍ବତନ ସିଇଓ ଏଲନ ମସ୍କ ସବୁବେଳେ ଲାଇମ୍‌ ଲାଇଟ୍‌ରେ ଥା’ନ୍ତି। ତେବେ ତାଙ୍କର ଏକ ଦେଶୀ ଲୁକ୍‌ରେ ଫୋଟା ଭାଇରାଲ ହୋଇଛି ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା କରାଯାଉଛି। ମିଡ୍‌ଜର୍ନି ଦ୍ୱାରା କରାଯାଇଥିବା ଆର୍ଟିଫିସିଆଲ ଇଣ୍ଟିଲେଜେନ୍ସି ଫଟୋଟିରେ ଏଲନଙ୍କୁ…

ଖୁସି ଦିଏ ସମାଜ ସେବା

କେବେ ସେ ବିଭିନ୍ନ ସଙ୍ଗଠନ ସହ ମିଶି ନିଜେ ରକ୍ତଦାନ କରନ୍ତି ତ କେବେ ଅନ୍ୟଙ୍କୁ ବୁଝାଇ ରୋଗୀଙ୍କ ପାଇଁ କରନ୍ତି ରକ୍ତ ସଂଗ୍ରହ । ପୁଣି କେବେ ଏନ୍‌ଏସ୍‌ଏସ୍‌ରେ ଯୋଗ ଦେଇ ବୃକ୍ଷରୋପଣରେ ନିଅନ୍ତି ପ୍ରମୁଖ ଭୂମିକା। ବର୍ତ୍ତମାନ ବାତ୍ୟା,…

ଗଛରେ ଧଳା ରଙ୍ଗ!

ଆପଣ କେଉଁଆଡ଼େ ଯିବା ସମୟରେ ରାସ୍ତାକଡ଼ ଗଛରେ ଧଳା ରଙ୍ଗ ଦିଆଯାଇଥିବା ଦେଖିଥିବେ। ହେଲେ ଏହାର ପ୍ରକୃତ କାରଣ କ’ଣ ଜାଣନ୍ତି କି? ଜାଣିବା ଏହା ସମ୍ପର୍କରେ… ରାସ୍ତାର ଉଭୟ ପାର୍ଶ୍ୱରେ ଗଛ ଥିଲେ, ଯାତ୍ରାର ମଜା ଆହୁରି ବଢ଼ିଯାଏ। ତେବେ…

ଡିଜିଟାଲ୍‌ ଠକେଇ

ମୋବାଇଲରେ କ୍ୟାଶ୍‌ଲେସ୍‌ ଇ- ବ୍ୟାଙ୍କିଙ୍ଗ୍‌ ସୁବିଧା ଯୋଗୁ କେଉଁଆଡ଼େ ଗଲେ ପାଖରେ ଟଙ୍କା ରଖିବା ଓ ଏହା ଚୋରି ହେବାର ଟେନ୍‌ଶନ୍‌ କମିଛି। ହେଲେ ବର୍ତ୍ତମାନ ବିଭିନ୍ନ ବେଟିଂ ଆପ୍ସ ଓ ଅନ୍ୟାନ୍ୟ ସୂତ୍ରରୁ ସାଇବର ଠକ ମଧ୍ୟ ଇଣ୍ଟରନେଟ୍‌ରେ ବେଶ୍‌…

ବିଶ୍ୱର ସବୁଠୁ ବଡ଼ ଟ୍ରେନ୍‌ ଦୁର୍ଘଟଣା, ଜାଣନ୍ତୁ କେତେ ଲୋକଙ୍କର ହୋଇଥିଲା ମୃତ୍ୟୁ

କଲମ୍ବୋ,୩ା୬: ଶୁକ୍ରବାର ଓଡ଼ିଶାର ବାଲେଶ୍ୱର ଜିଲାର ବାହାନଗା ଷ୍ଟେଶନରେ ଟ୍ରେନ ଦୁର୍ଘଟଣା ଭାରତକୁ ଥରାଇ ଦେଇଛି। ଏହା ଭାରତର ଦ୍ୱିତୀୟ ବୃହତ୍ତମ ରେଳ ଦୁର୍ଘଟଣା ବୋଲି କୁହାଯାଉଛି। ଯେଉଁଥିରେ ଖବର ଲେଖିବା ପର୍ଯ୍ୟନ୍ତ ୨୮୮ ଜଣଙ୍କର ମୃତ୍ୟୁ ଘଟିଛି। ଏହାପୂର୍ବରୁ ୧୯୮୧ରେ…

କାଠରୁ ପ୍ରସ୍ତୁତ ହେଉଛି ଆଲକହଲ୍‌

ଟୋକିଓ: ଅଙ୍ଗୁର, ଆଖୁ, ମକା, ଆଳୁ, ଚାଉଳ କିମ୍ବା ମହୁଲରୁ ପ୍ରସ୍ତୁତ ଓ୍ବିିସ୍କି, ମଦ, ଭୋଡକା କିମ୍ବା ବିଅର ସମ୍ପର୍କରେ ଜାଣିଥିବେ। କିନ୍ତୁ ବର୍ତ୍ତମାନ ଜାପାନ କାଠରୁ ଆଲକହଲ ପ୍ରସ୍ତୁତ କରିବାର ଉପାୟ ବାହାର କରିଛି। ଯଦି ଜାପାନ ବିଶେଷଜ୍ଞଙ୍କ ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri