Posted inଫୁରସତ

ଗଛରେ ଧଳା ରଙ୍ଗ!

ଆପଣ କେଉଁଆଡ଼େ ଯିବା ସମୟରେ ରାସ୍ତାକଡ଼
ଗଛରେ ଧଳା ରଙ୍ଗ ଦିଆଯାଇଥିବା ଦେଖିଥିବେ। ହେଲେ ଏହାର ପ୍ରକୃତ କାରଣ କ’ଣ ଜାଣନ୍ତି କି? ଜାଣିବା
ଏହା ସମ୍ପର୍କରେ…

ରାସ୍ତାର ଉଭୟ ପାର୍ଶ୍ୱରେ ଗଛ ଥିଲେ, ଯାତ୍ରାର ମଜା ଆହୁରି ବଢ଼ିଯାଏ। ତେବେ ଏଭଳି ରାସ୍ତାରେ ଯିବା ବେଳେ ଅନେକ ସ୍ଥାନରେ ଆପଣ ଦେଖିଥିବେ ଉଭୟ ପାର୍ଶ୍ୱରେ ଥିବା ଗଛରେ ଧଳା ରଙ୍ଗ ଦିଆଯାଇଥାଏ। ଗଛଟି ସହଜରେ ଦେଖାଯିବ ବା ସୁନ୍ଦର ଲାଗିବ ବୋଲି ଏପରି ରଙ୍ଗ ଦିଆଯାଇଥିବା ଅନେକେ ଭାବିଥା’ନ୍ତି। ହେଲେ ଏହା ପଛରେ ବୈଜ୍ଞାନିକ କାରଣ ମଧ୍ୟ ରହିଛି। ଜାଣନ୍ତୁ ସେ ସମ୍ପର୍କରେ…
ପରିବର୍ତ୍ତନ ଯୋଗୁ ଅନେକ ଗଛର କାଣ୍ଡ ଫାଟିଯାଏ, ଯଦ୍ଦ୍ବାରା ଗଛ କମ୍‌ ବର୍ଷରେ ମରିଯିବାର ଆଶଙ୍କା ବେଶି। ହେଲେ ଗଛରେ ଧଳା ରଙ୍ଗ ଲଗାଇବା ଦ୍ୱାରା ଖରାର ପ୍ରଭାବ ତା’ଉପରେ କମ୍‌ପଡୁଥିବାରୁ ତାହା ଶୀଘ୍ର ଶୁଖି ଫାଟେନାହିଁ ଏବଂ ଅପେକ୍ଷାକୃତ ମଜଭୁତ ରହିଥାଏ।
ଗଛ ପୁରୁଣା ହୋଇଗଲେ ସେଥିରେ ଉଇ ଲାଗି ନଷ୍ଟ ହୋଇଯାଉଥିବାର ଦେଖିବାକୁ ମିଳେ। ହେଲେ ଏହା ଉପରେ ଧଳା ରଙ୍ଗ ସହ କିଛି ଉଇ ନ ହେବା ଲାଗି ଔଷଧ ମିଶ୍ରଣ କରି ଲଗାଯିବା ଦ୍ୱାରା ତାହା ସୁରକ୍ଷିତ ରହିଥାଏ।
ଏକ କାରଣ ହେଉଛି ରାତିରେ ଗାଡ଼ି ଚଲାଇବା ସମୟରେ ଗଛ ନ ଦେଖାଯାଇ ବାଡ଼େଇ ହୋଇ ଅନେକ ଦୁର୍ଘଟଣା ଘଟିଥାଏ । ହେଲେ ଗଛରେ ଧଳା ରଙ୍ଗ ଦିଆଯିବା ଦ୍ୱାରା ଏହା ଉପରେ ଗାଡ଼ିର ଲାଇଟ୍‌ ପଡିଲେ ସ୍ପଷ୍ଟ ଦେଖାଯାଏ, ଫଳରେ ଦୁର୍ଘଟଣା ଆଶଙ୍କା କମିଥାଏ।
ରଙ୍ଗ ଦିଆଯାଇଥିବା ଗଛ ବନ ବିଭାଗ ଅଧୀନରେ ରହିଛି, ତେଣୁ ଏହାକୁ କାଟିବା ବେଆଇନ ବୋଲି ଜନସାଧାରଣଙ୍କୁ ସୂଚାଇବା ଲାଗି ମଧ୍ୟ ଏପରି କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆସିଲା ବଡ଼ ଅପଡେଟ୍‌: ଏମାନଙ୍କୁ ମିଳିବନି ପେଟ୍ରୋଲ-ଡିଜେଲ! ଶୀଘ୍ର କରନ୍ତୁ ଏହି କାମ…

ନୂଆଦିଲ୍ଲୀ,୧୮।୯: ଗାଡ଼ି ଚଳାଉଥିବା ଲୋକଙ୍କ ପାଇଁ ଆସିଛି ବଡ଼ ଖବର। ଯଦି ଗାଡ଼ିର ବୈଧ ଥାର୍ଡ-ପାର୍ଟି ଇନ୍ସୁରାନ୍ସ ନଥାଏ, ତେବେ ଆଗାମୀ ଦିନରେ ପେଟ୍ରୋଲ ପମ୍ପରେ ଇନ୍ଧନ…

ଉପନିର୍ବାଚନ ପୂର୍ବରୁ ଦିଦିଙ୍କୁ ବଡ଼ ଝଟକା: ରାତାରାତି ଖେଳିଲେ ବଡ଼ ଗେମ୍‌, ECଙ୍କୁ ରାତିରେ ଦେଲେ…

କୋଲକାତା,୧୮।୯: ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ନାମ ଓ ନିର୍ବାଚନୀ ଚିହ୍ନକୁ ନେଇ ବିବାଦ ମଧ୍ୟରେ ନୂଆ ମୋଡ଼ ଆସିଛି। ନିର୍ବାଚନ ଆୟୋଗଙ୍କ ଅନ୍ତରୀଣ ଆଦେଶର କିଛି ଘଣ୍ଟା…

ସୁପ୍ରିମକୋର୍ଟଙ୍କ ପରାମର୍ଶ, ଆଗାମୀ ବର୍ଷଠାରୁ ୬ଷ୍ଠ ଶ୍ରେଣୀ ପାଇଁ ତ୍ରିଭାଷା ନୀତି ଲାଗୁ…

ନୂଆଦିଲ୍ଲୀ,୧୮।୯: ଛାତ୍ରୀଛାତ୍ରମାନଙ୍କୁ ଆଶ୍ୱସ୍ତି ଏବଂ ମାନସିକ ଚାପରୁ ମୁକ୍ତ ରଖିବା ଉଦ୍ଦେଶ୍ୟରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଗାମୀ ୨୦୨୭ ଶିକ୍ଷାବର୍ଷ ଠାରୁ…

ଟ୍ରଫି ନେବା ସମୟରେ ଶ୍ରେୟସ କଲେ ଏମିତି କାମ, ଚାରିଆଡ଼େ ହେଉଛି ପ୍ରଶଂସା; ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚରେ ୧୨୭ ରନର ବଡ଼ ବ୍ୟବଧାନରେ ବିଜୟୀ ହୋଇଛି ଭାରତ। ଅଭିଷେକ ଶର୍ମା ଓ ସଞ୍ଜୁ ସାମସନଙ୍କ…

ଶତକ ପରେ କାହିଁକି ‘ଓଁ ନମଃ ଶିବାୟ’ଜପିଲେ ଅଭିଷେକ? ବଡ଼ ରାଜ୍‌ ଖୋଲିଲେ ବାପା, କହିଲେ…

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ଭାରତ ୧୨୭ ରନରେ ବିଜୟୀ ହୋଇଥିବା ବେଳେ ଅଭିଷେକ ଶର୍ମାଙ୍କ ଐତିହାସିକ ଶତକ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି।…

‘ଓଁ ନମଃ ଶିବାୟ’ : ଶତକ ପରେ ମଇଦାନ ମଝିରେ ବସି ମନ୍ତ୍ର ଜପିଲେ ଅଭିଷେକ ଶର୍ମା, ତା’ପରେ…

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ବ୍ୟାଟର ଝଡ଼ ଆଣିଛନ୍ତି ଭାରତୀୟ ଯୁବ ବ୍ୟାଟର୍‌ ଅଭିଷେକ ଶର୍ମା। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଧୂଆଁଧାର ଶତକ…

ଘରେ ବାହାର ପଟୁ ତାଲା ପକାଇ ୫ ଛେଳି ଚୋରି, ୨ ଜଣଙ୍କୁ ଧରି…

ପାରପାଟଣା,୧୮ା୯(ବୀରକିଶୋର ଦାଶ): କିଛିଦିନ ହେବ ପାଟଣା, ଘଟଗାଁ, ତୁରୁମୁଙ୍ଗା ଥାନା ଅଞ୍ଚଳର ପାଟଣା ଓ ସାହାରପଡ଼ା ବ୍ଲକ ଅଞ୍ଚଳରେ ଛେଳି ଚୋରି ବୃଦ୍ଧି ପାଇଛି। ବହୁ ସଂଖ୍ୟକ…

୩୧ ଦିନ ପରେ ଉଦୟ ହେଲେ ବୁଧ: ବୃଷ ସମେତ ୫ ରାଶିଙ୍କ ଉପରେ ଧନବର୍ଷା! ଘର-ଗାଡ଼ି କିଣିବାର ରହିଛି ଯୋଗ

ଭୁବନେଶ୍ୱର: ୩୧ ଦିନ ଅସ୍ତ ରହିବା ପରେ ୨୦୨୬ ସେପ୍ଟେମ୍ବର ୧୭ ତାରିଖ ସନ୍ଧ୍ୟା ୬ଟା ୫୫ ମିନିଟରେ ଉଦୟ ହୋଇଛନ୍ତି ବୁଧ। ଜ୍ୟୋତିଷାଚାର୍ଯ୍ୟଙ୍କ ମତରେ, ମଙ୍ଗଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?