ଫୁରସତ

ଖବରକାଗଜ ଫଟୋରୁ ପ୍ରେମ ପରେ ବିବାହ

ଟ୍ରିନଟନ୍‌: ପ୍ରେମ କେଉଁଠାରେ କାହାକୁ ବି ହୋଇପାରେ। ପ୍ରେମ ବୟସ, ଜାତି, ଧର୍ମ ଦେଖି ନ ଥାଏ। ନିକଟରେ ଏପରି ଏକ ପ୍ରେମର ନିଦର୍ଶନ ଦେଖିବାକୁ ମିଳିଛି। ଜଣେ ଯୁବତୀ ଖବରକାଗଜରୁ ଯୁବକଙ୍କ ଫଟୋ ଦେଖି ଫେସବୁକ୍‌ରେ ତାଙ୍କୁ ଖୋଜି ପରେ…

ପଥରରେ ପ୍ରସ୍ତୁତ ଖାଦ୍ୟ

ବେଜିଂ: ଆମେ ବିଭିନ୍ନ ପ୍ରକାରର ଚାଇନିଜ୍‌ ଖାଦ୍ୟ ଯେପରିକି, ଚାଓମିନ୍‌, ରୋଲ, ପ୍ରାଏଡ୍‌ ରାଇସ୍‌ ଖାଇଥାଉ। କିନ୍ତୁ ବର୍ତ୍ତମାନ ଏକ ନୂଆ ଚାଇନିଜ୍‌ ଖାଦ୍ୟ ନଜରକୁ ଆସିଛି। ପଥରରେ ପ୍ରସ୍ତୁତ ଚାଇନିଜ୍‌ ଖାଦ୍ୟ ଆମେ କେବେ ଖାଇ ନ ଥିବା। ନିକଟରେ…

ଖବରକାଗଜରୁ ଫଟୋ ଦେଖି ପ୍ରେମ

ଟ୍ରିନଟନ୍‌: ପ୍ରେମ କେତେବେଳେ କେଉଁଠାରେ କାହାକୁ ବି ହୋଇପାରେ। ପ୍ରେମ ବୟସ, ଜାତି, ଧର୍ମ ଦେଖି ନ ଥାଏ। ନିକଟରେ ଏପରି ଏକ ପ୍ରେମର ନିଦର୍ଶନ ଦେଖିବାକୁ ମିଳିଛି। ଜଣେ ଯୁବତୀ ଖବରକାଗଜରୁ ଯୁବକଙ୍କ ଫଟୋ ଦେଖି ଫେସବୁକ୍‌ରେ ତାଙ୍କୁ ଖୋଜି…

ବିନା ପଢ଼ାରେ ଛାତ୍ରଙ୍କ ପରୀକ୍ଷା: ପ୍ରଶ୍ନର ଉତ୍ତର ଜାଗାରେ ଟଙ୍କାରେ ଭରିଦେଲେ ପରୀକ୍ଷାଖାତା

ଯେତେବେଳେ ଯେକୌଣି କାର୍ଯ୍ୟ ସହଜରେ ହୋଇପାରେ ନାହିଁ ସେତେବେଳେ ଲାଞ୍ଚ ଦେଇ ଏହାକୁ ସହଜରେ କରିବା ପାଇଁ ଚେଷ୍ଟା କରାଯାଇଥାଏ। ଏହି କାରଣରୁ ଲୋକମାନେ ଲାଞ୍ଚ ଦେବାକୁ ମଧ୍ୟ ଦ୍ୱିଧା କରନ୍ତି ନାହିଁ। ବୟସ୍କ ଏବଂ ପିଲାମାନେ ମଧ୍ୟ ଜାଣନ୍ତି ଯେ,…

ମୟୂରକୁ ଧରି ବିମାନରେ ଚଢ଼ିଲେ ମହିଳା, କୋଳରେ ବସାଇ କଲେ ଯାତ୍ରା, ଭିଡିଓ ଦେଖିଲେ…

ଲୋକମାନେ ନିଜ କୋଳରେ କୁକୁର ଛୁଆକୁ ସାଥୀରେ ଧରି ବିମାନ ଯାତ୍ରା କରିଥିବାର ଆପଣ ନିଶ୍ଚୟ ଦେଖିଥିବେ ମାତ୍ର ଜଣେ ମହିଳା ମୟୂରକୁ ଧରି ବିମାନରେ ଯାତ୍ରା କରିବା କେବେ ଶୁଣି ନ ଥିବେ କି ଦେଖି ନ ଥିବେ ।…

ଇତିହାସ ରଚିବ ଚନ୍ଦ୍ରୟାନ-୩

ପରବର୍ତ୍ତୀ ଚନ୍ଦ୍ରୟାନ-୨ ଅଭିଯାନରେ ଏକ ଅତ୍ୟାଧୁନିକ ଉପକରଣ ବିଶିଷ୍ଟ ଯାନକୁ ଚନ୍ଦ୍ରପୃଷ୍ଠରେ ଏକ ନିରାପଦ ଧୀର ଅବତରଣ ଜରିଆରେ ଖସାଇ ଚନ୍ଦ୍ରମାଟିକୁ ଛୁଇଁବାର ଆଶା ରଖାଯାଇଥିଲା। ମାତ୍ର ଏହି ଅଭିଯାନ କ୍ଷେତ୍ରରେ ଭାରତକୁ ସମ୍ପୂର୍ଣ୍ଣ ସଫଳତା ମିଳି ନ ଥିଲା। ଏଥିରେ…

ଏଲିଅନ୍‌ ପରି ଶିଶୁ ଜନ୍ମ ଦେଲେ ମହିଳା: ଡାକ୍ତର ଆଶ୍ଚର୍ଯ୍ୟ

ପ୍ରତ୍ୟେକ ଗର୍ଭବତୀ ମହିଳା ଚାହାଁନ୍ତି ସୁସ୍ଥ ଶିଶୁଟିଏ ଏ ଦୁନିଆକୁ ଆସୁ। କିନ୍ତୁ ପ୍ରତ୍ୟେକ ଥର ଏହା ଘଟେ ନାହିଁ। କେତେକ ଶିଶୁ ଏପରି ଜନ୍ମ ଦୋଷ ସହିତ ଜନ୍ମ ହୁଅନ୍ତି, ଡାକ୍ତରମାନେ ମଧ୍ୟ ସେମାନଙ୍କର ସମସ୍ୟା ବୁଝିବାରେ ବିଫଳ ହୁଅନ୍ତି।…

ସେଲ୍ଫି ଟୋଷ୍ଟର

ସେଲ୍ଫିର କ୍ରେଜ୍‌ ଦିନକୁ ଦିନ ବଢିବାରେ ଲାଗିଛି। ବାଟେ ଘାଟେ ସବୁଠି ଲୋକେ ସେଲ୍ଫି ନେଉଥିବା ଦେଖିବାକୁ ମିଳୁଛନ୍ତି। ଏହି କ୍ରେଜ୍‌କୁ ନଜରରେ ରଖି ଏକ ଅଜବ ଇଲେକ୍ଟ୍ରୋନିକ ସାମଗ୍ରୀ ତିଆରି କରାଯାଇଛି। ତାହା ହେଉଛି ଓ୍ବରମୋଣ୍ଟ ନୋବେଲ୍ଟି ଟୋଷ୍ଟର କର୍ପୋରେଶନ୍‌…

ଦାମୀ କେଟ୍‌ଲୀ

ଚା’ ପ୍ରିୟ ଲୋକ ସାରା ପୃଥିବୀରେ ଅଛନ୍ତି। ଆଉ ତାକୁ ଅନେକେ ନିଜ ନିଜ ପସନ୍ଦର ଢଙ୍ଗରେ ପିଅନ୍ତି। ତେବେ ଚା’କୁ ସର୍ଭ କରିବା ଲାଗି ପ୍ରାୟ ସମସ୍ତେ ଗୋଟିଏ ଜିନିଷ ବ୍ୟବହାର କରନ୍ତି। ସେ ହେଉଛି କେଟ୍‌ଲୀ। ଚା’କୁ ଗରମ…

ବେବି ମ୍ୟୁଟ୍‌ ମାସ୍କ

ପିଲା ହସରେ ସମସ୍ତେ ହସନ୍ତି। ତାଙ୍କ ହସରେ ତ ଘର ପୁରି ଉଠେ। ତେଣୁ ପିଲା କାନ୍ଦିଲେ କେହି ସହି ପାରନ୍ତି ନାହିଁ। ବେଳେବେଳେ ତ ପିଲାମାନେ ଏତେ ଜୋର୍‌ରେ କାନ୍ଦନ୍ତି ଯେ ତାଙ୍କୁ ଚୁପ୍‌ କରାଇବା ବହୁତ କାଠିକର ପାଠ…

ନିର୍‌ମା ଗର୍ଲ

ଓ୍ବାଶିଂ ପାଉଡର୍‌ ନିର୍‌ମା… ବିଜ୍ଞାପନଟି ସମସ୍ତେ ଦେଖିଥିବେ। ଯାହାର ସୁନ୍ଦର ଜିଙ୍ଗଲ୍‌ ଏବଂ ପ୍ୟାକେଟ୍‌ରେ ଥିବା ଫ୍ରକ ପିନ୍ଧା କୁନି ଝିଅର ଫଟୋ ତ ଆଜିଯାଏ ସମସ୍ତଙ୍କ ମନରେ ଘର କରି ରହିଛି। ତେବେ କେବେ ଭାବିଛନ୍ତି କି ନିର୍‌ମା ପ୍ୟାକେଟ୍‌ର…

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଚିକ୍‌ମଗଲୁର

କର୍ନାଟକର ଚିକ୍‌ମଗଲୁର ଜିଲାରେ ଅବସ୍ଥିତ ଚିକ୍‌ମଗଲୁର ହେଉଛି ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏହି ସ୍ଥାନରେ ରହିଛି ଅନେକ ଦର୍ଶନୀୟସ୍ଥାନ। କୋଳାହଳରୁ ଦୂରରେ ଥିବା ଏହି ସ୍ଥାନରେ ନିରୋଳାରେ ଟିକେ ସମୟ ବିତାଇବା ପାଇଁ ବର୍ଷସାରା ଏଠାରେ ପର୍ଯ୍ୟଟକଙ୍କର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri