ଫୁରସତ

୩୩୨ ଟଙ୍କାର ପେଣ୍ଟିଂ ୧. ୫୮ କୋଟିରେ ନିଲାମ

ଇଂଲଣ୍ଡ: ବେଳେବେଳେ ଏପରି ହୋଇଥାଏ ଘରେ ରଖାଯାଇଥିବା କିଛି ଜିନିଷର ମୂଲ୍ୟ ଆମକୁ ଜଣା ନ ଥାଏ। ନିକଟରେ ବ୍ରିଟେନର ଜଣେ ମହିଳାଙ୍କ ସହିତ ଏପରି କିଛି ହୋଇଛି। ତାଙ୍କ ଘରେ ଥିବା ପେଣ୍ଟିଂଙ୍କୁ ସୋସିଆଲ ମିଡିଆରେ ଶେୟାର କରିବାରୁ ତା’ର…

ବାଟବଣା କଲା ଗୁଗ୍‌ଲ ମ୍ୟାପ, ଘଟିଲା ଏମିତି…

ଓ୍ବାଶିଂଟନ,୨୧ା୯: ଆଜିକାଲି ଟେକ୍ନୋଲୋଜି ବହୁତ ଆଗେଇଛି। ଲୋକେ ଆଗେ ଅଜଣା ସ୍ଥାନ ବିଷୟରେ ଲୋକଙ୍କୁ ପଚାରିବା ସହ ଅଯଥା ସମୟ ନଷ୍ଟ କରୁଥିଲେ। ମାତ୍ର ଗୁଗ୍‌ଲ ମ୍ୟାପ୍‌ ଯୋଗୁ କାହାକୁ ନ ପଚାରି ସିଧା ଯାଇ ଠିକଣା ସ୍ଥାନରେ ପହଞ୍ଚି ଯାଉଛନ୍ତି।…

ଚଳନ୍ତା ଡଙ୍ଗାରେ ଏପରି କଲେ ନାବିକ, ଭିଡିଓ ଦେଖିଲେ…

ଯେଉଁମାନେ ଡଙ୍ଗାରେ ଯାତ୍ରା କରନ୍ତି ସେମାନେ ନାବିକଙ୍କୁ ବିଶ୍ୱାସ କରି ଡଙ୍ଗାରେ ବସିଥାନ୍ତି। ଡଙ୍ଗାକୁ ଭଲ ଭାବରେ ଚଳାଇବା ନାବିକଙ୍କର ଏକମାତ୍ର ଦାୟିତ୍ୱ ଅଟେ। ଏଥିରେ ବସିଥିବା ଲୋକଙ୍କ ପାଇଁ ଯେପରି କୌଣସି ବପଦ ନ ଆସୁ। ଥରେ ଭାବିଲେ ଡଙ୍ଗା…

ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଅପରିହାର୍ଯ୍ୟ

ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଦ୍ୱାରା ସମ୍ପର୍କ ଦୃଢ଼ ହୁଏ। ଫଳରେ ନକାରାତ୍ମକ ଚିନ୍ତାଧାରା ଦୂର ହୋଇ ବିକାଶର ମାର୍ଗ ପ୍ରଶସ୍ତ ହୋଇଥାଏ। ଏହା ପରିବାର-ପରିବାର, ସମାଜ-ସମାଜ, ରାଜ୍ୟ-ରାଜ୍ୟ ତଥା ଦେଶ-ଦେଶ ପାଇଁ ଲାଗୁ ହୋଇପାରେ। ସେହିପରି ଶାନ୍ତି ଆସିବାର ମୁଖ୍ୟ ମାଧ୍ୟମ ହେଉଛି…

ଆଲଝିମର୍ସ: ସତର୍କତା ଜରୁରୀ

ଆମେ ସମ୍ମୁଖୀନ ହେଉଥିବା ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟରୁ ‘ଆଲଝିମର୍ସ’ ଅନ୍ୟତମ। ଆଲୋଏ ଆଲଝିମର୍ସ ନାମକ ଜଣେ ଡାକ୍ତରଙ୍କ ନାମରେ ଏହି ରୋଗଟି ନାମିତ। କାରଣ ସେ ଥିଲେ ଏହି ରୋଗର ଆବିଷ୍କର୍ତ୍ତା। ହେଲେ ୧୯୦୭ ମସିହାରେ ଆବିଷ୍କୃତ ଏହି ରୋଗଟି…

ସମସ୍ତଙ୍କ ଘରେ ନିଜସ୍ବ ବିମାନ

ଇଂଲଣ୍ଡ: ବର୍ତ୍ତମାନ ସମୟରେ ପ୍ରତ୍ୟେକଙ୍କ ଘରେ କିଛି ନା କିଛି ଯାନବାହନ ନିହାତି ଥିବ। ସେ ସାଇକେଲ ହେଉ କିମ୍ବା ବାଇକ୍‌ କି ଦାମୀ କାର୍‌। ଲୋକେ ତାଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ ତାକୁ ବ୍ୟବହାର କରିଥାନ୍ତି। ହେଲେ ଏକ ଜାଗା ଅଛି,…

ଭବିଷ୍ୟତ ଆମ୍ବୁଲାନ୍ସ

ସାକ୍ରାମେଣ୍ଟୋ: କେତେବେଳେ ଲୋକଙ୍କ ଦେହ ଅଚାନକ ଖରାପ ହୋଇଯିବ, ତାହା କହି ହେବନି। ଏଥିପାଇଁ ଲୋକେ ବହୁ ପ୍ରକାରର ଔଷଧ ସାଙ୍ଗରେ ରଖିଥାନ୍ତି। କିନ୍ତୁ ଦେହ ଖରାପ ହେଲେ ହସ୍ପିଟାଲରେ ପହଞ୍ଚିବା ସବୁ ସମୟରେ ସମ୍ଭବ ହୋଇ ନ ଥାଏ। ଏଥିଯୋଗୁ…

ଦୁନିଆର ଏକମାତ୍ର ପ୍ରାଣୀ ଯାହାର ଦୁଗ୍ଧର ରଙ୍ଗ ଗୋଲାପି, ଜାଣିଛନ୍ତି କି ନାମ…

ପ୍ରତ୍ୟେହ ଦୁଗ୍ଧ ପିଇବା ସ୍ବାସ୍ଥ୍ୟ ପକ୍ଷେ ଲାଭକାରୀ। ଡାକ୍ତର ବି ଏନେଇ ପରାମର୍ଶ ଦେଇଥାନ୍ତି। ତେବେ ପ୍ରତି ପଶୁଙ୍କ ଦୁଗ୍ଧ ଧଳା ବୋଲି ଲୋକଙ୍କ ଧାରଣା ରହିଛି। ହେଲେ ଦୁନିଆରେ ଏକ ଏଭଳି ପଶୁ ରହିଛି ଯାହାର ଦୁଗ୍ଧର ରଙ୍ଗ ଗୋଲାପି…

ଏହି ଭାରତୀୟ କୋଟିପତିଙ୍କ ପାଖରେ ରହିଛି ବିଦେଶରେ ସବୁଠୁ ମହଙ୍ଗା ଘର, ଅମ୍ବାନୀ ବି ରହିଗଲେ ପଛରେ…

ଭାରତର ଅଧିକାଂଶ କୋଟିପତି ଅନ୍ୟ ଦେଶରେ ଘର କିଣିବାକୁ ପସନ୍ଦ କରନ୍ତି। ଲଣ୍ଡନ, ଦୁବାଇ, ସିଙ୍ଗାପୁର ଆଦି ସ୍ଥାନରେ ସେମାନଙ୍କର ମହଙ୍ଗା ଘର ରହିଛି। ତେବେ ସ୍ବିଜରଲ୍ୟାଣ୍ଡରେ ପଙ୍କଜ ଓସଓ୍ବାଲଙ୍କ ଭିଲା ଦୁନିଆର ସବୁଠୁ ମହଙ୍ଗା ଘର ମଧ୍ୟରୁ ଗୋଟିଏ। ସେ…

୫୩ ବର୍ଷୀୟ ବ୍ୟକ୍ତିଙ୍କ ପ୍ରେମରେ ୨୨ ବର୍ଷୀୟ ଯୁବତୀ, ଏବେ ଜୀବନ ଦେବାକୁ ମଧ୍ୟ ପ୍ରସ୍ତୁତ

କୁହାଯାଏ ପ୍ରେମରେ ପଡ଼ିଥିବା ମଣିଷ ବୟସ ନା ଜାତି ନା ଧର୍ମ ଦେଖେନା। ଏହି କ୍ରମରେ ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ଜଣେ ୨୨ ବର୍ଷୀୟ ଯୁବତୀ ଜଣେ ୫୩ ବର୍ଷୀୟ ବ୍ୟକ୍ତିଙ୍କ ପ୍ରେମରେ ଉବୁଟୁବୁ ହେଉଥିବା…

ଗୋଟିଏ ପରିବାରକୁ ନେଇ ଗାଁ

ଦିଶ୍‌ପୁର: ଭାରତ ବିଭିନ୍ନତାର ଦେଶ। ରାଷ୍ଟ୍ରର କୌଣସି ସ୍ଥାନକୁ ଗଲେ ବି ଆମକୁ କିଛି ନା କିଛି ଭିନ୍ନ ଏବଂ ନୂଆ ଦେଖିବାକୁ ମିଳିବ। ଯାହାଫଳରେ ଦେଶ ପ୍ରତି ଲୋକଙ୍କ ନଜର ବଦଳିଯିବ। ତେବେ ଭାରତରେ ଏପରି ଏକ ଗାଁ ରହିଛି,…

କେବେ ନୂଆ କପଡ଼ା କିଣି ନାହାନ୍ତି

ଇଂଲଣ୍ଡ: ଅଧିକାଂଶ ଲୋକ ନୂଆ ଜିନିଷ, ନୂଆ କପଡ଼ା ପିନ୍ଧିବାକୁ ପସନ୍ଦ କରିଥାନ୍ତି। ନିଜ ପିଲାଙ୍କୁ ମଧ୍ୟ ନୂଆ ଜିନିଷ ଦେଇଥାନ୍ତି। ହେଲେ ଜଣେ ମହିଳାଙ୍କ କହିବା କଥା, ସେ କେବେ ନୂଆ ଜିନିଷ ବା ନୂଆ କପଡ଼ା କିଣନ୍ତିନି। ସବୁବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?