ଫୁରସତ

ଦଶ ଟଙ୍କା ପାଇ ବେଶ୍‌ ଖୁସି ଥିଲା ମୋ ରିକ୍ସା ଚାଳକ

୧୯୮୬ ମସିହାର କଥା। ଏମ୍‌.ଏ. ସରିଥାଏ। ଫଳାଫଳ ପ୍ରକାଶ ପାଇ ନ ଥାଏ ତେଣୁ ଘରେ ଥାଏ। ଫାଙ୍କା ଥାଏ। ସାମଲ ମଉସା ଯିଏ କି ଆମ ପରିବାରର ଜଣେ ଶୁଭାକାଂକ୍ଷୀ, ବାପାଙ୍କ ସହ କଥା ପ୍ରସଙ୍ଗରେ ପାଖରେ ଥିବା ଅରବିନ୍ଦ…

ପ୍ରତିଭାର ବିଭିନ୍ନ ଅଧ୍ୟାୟ

ପ୍ରକୃତିଦତ୍ତ ପ୍ରତିଭାକୁ ବହୁମୁଖୀ କରାଇବା ପାଇଁ ଆଉ ଏକ ବିଶେଷ ପ୍ରତିଭାର ଆବଶ୍ୟକତା ଥାଏ l ସେହି ପ୍ରତିଭା ଜଣେ ଗୁଣଗ୍ରାହୀ ମାର୍ଗଦର୍ଶକର ଥାଏ; ଯେଉଁମାନେ ପରିଚିତିର ଦୁନିଆ ଆଡ଼କୁ ରାସ୍ତା ଦେଖାଉ ଦେଖାଉ ନିଜେ ରାସ୍ତା ପାଲଟିଯାଆନ୍ତି। ଏକ ନିର୍ଦ୍ଦିଷ୍ଟ…

ଲଟକନ୍‌ ଫ୍ୟାଶନ

ଲଟକନ୍‌ ଯାହା ସିମ୍ପଲ ଦେଖାଯାଉଥିବା ବ୍ଲାଉଜ୍‌, ଲେହେଙ୍ଗା ଆଉ ସୁଟ୍‌ର ଗ୍ରେସ୍‌ ବଢାଇଦିଏ। ବିଶେଷକରି ବାହାଘର, ପୂଜାପର୍ବ ଆଦି ସମୟରେ ଯେଉଁ ଟ୍ରାଡିସନାଲ୍‌ ଆଉଟ୍‌ଫିଟ୍‌ ପିନ୍ଧାଯାଏ, ତାହା ଦେଖିବାକୁ ସୁନ୍ଦର ଲାଗୁଥିଲେ ବି ଯଦି ସେଥିରେ ଲଟକନ୍‌ ଲଗାଇ ଦିଆଯାଏ, ତା’ହେଲେ…

ବାଟବଣା କଲା ଗୁଗଲ ମ୍ୟାପ୍‌

ଓ୍ବାଶିଂଟନ: ଆଜିକାଲି ଟେକ୍ନୋଲୋଜି ବହୁତ ଆଗେଇଛି। ଲୋକେ ଆଗେ ଅଜଣା ସ୍ଥାନ ବିଷୟରେ ଲୋକଙ୍କୁ ପଚାରିବା ସହ ଅଯଥା ସମୟ ନଷ୍ଟ କରୁଥିଲେ। ମାତ୍ର ଗୁଗଲ ମ୍ୟାପ ଯୋଗୁ କାହାକୁ ନ ପଚାରି ସିଧା ଯାଇ ଠିକଣା ସ୍ଥାନରେ ପହଞ୍ଚି ଯାଉଛନ୍ତି।…

ଭାଇଚାରା: ଗଣପତି ବିସର୍ଜନ ପାଇଁ ମିଲାଦୁନ ନବୀ ଶୋଭାଯାତ୍ରା ଦିନକୁ ପରିବର୍ତ୍ତନ କଲେ ମୁସଲମାନ ସମାଜ…

ଯୋଧପୁର,୨୩।୯ : ଧାର୍ମିକ ସଦଭାବନାର ଏକ ଅନନ୍ୟ ଉଦାହରଣ ରାଜସ୍ଥାନର ଯୋଧପୁରରେ ସାମ୍ନାକୁ ଆସିଛି। ଏହା ସମସ୍ତଙ୍କ ହୃଦୟ ଜିଣିଛି। ବାସ୍ତବରେ, ୨୮ ସେପ୍ଟେମ୍ବରରେ ଅନନ୍ତ ଚଚୁର୍ଦ୍ଦଶୀରେ ଗଣପତି ମେଢ଼ ବିସର୍ଜନ ଉତ୍ସବ ସମଗ୍ର ଦେଶରେ ପାଳନ କରାଯିବ। ସେହି ଦିନ…

ଖଟିଆ କାର, ଥରେ ଚାର୍ଜିଂ କଲେ ଯାଉଛି ୬୦ କିଲୋମିଟର, ସୋସିଆଲ ମିଡ଼ିଆରେ ଭାଇରାଲ…

ଭୋପାଳ,୨୩।୯ : ଗ୍ରାମାଞ୍ଚଳରେ ଖଟିଆ ବେଶ ପରିଚିତ। ଲୋକମାନେ ଏହାକୁ ଆରାମ ଏବଂ ଶୋଇବା ପାଇଁ ବ୍ୟବହାର କରନ୍ତି। ମଧ୍ୟପ୍ରଦେଶର ଅଶୋକନଗର ଜିଲାର ଜଣେ ଯୁବକ ଏକ ଖଟିଆକୁ ଗାଡିରେ ପରିଣତ କରିଛନ୍ତି। ଏହାର ନାମ ଖଟିଆ କାର୍‌ ରଖିଛନ୍ତି। ଏହାକୁ…

ଟ୍ରକ୍‌ ତଳେ ଏମିତି ଶୋଇ ପବନ ବେଗରେ ଝୁଲୁଛନ୍ତି ଜଣେ ବ୍ୟକ୍ତି, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ଜଣେ ବ୍ୟକ୍ତିଙ୍କ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଗୋଟିଏ ଟ୍ରକ୍‌ ଖୁବ୍‌ ତୀବ୍ର ବେଗରେ ଗତି କରୁଥିବା ଦେଖିବାକୁ ମିଳିଛି। ଏହି ଟ୍ରକ୍‌ ତଳେ ଜଣେ ବ୍ୟକ୍ତି ଏମିତି ଶୋଇଛନ୍ତି ଯେ, ଦେଖିଲେ ଆଶ୍ଚର୍ଯ୍ୟ ହେବେ। ଟ୍ରକ୍‌ର ବେଗ…

ଅଧା ବୟସର ପାକିସ୍ତାନୀଙ୍କୁ ବାହାହେଲେ କାନାଡା ମହିଳା

ଇସ୍‌ଲାମାବାଦ୍‌: ସୀମାପାର୍‌ ପ୍ରେମ କାହାଣୀ ବେଳକୁ ବେଳ ବଢ଼ିବାକୁ ଲାଗିଛି। ପ୍ରେମ ପାଇଁ ପାକିସ୍ତାନର ସୀମା ହାଇଦର ଭାରତ ଆସିବା, ଭାରତର ସଞ୍ଜୁ ପାକିସ୍ତାନ ଯିବା ଘଟଣା ଦେଖିବାକୁ ମିଳିଛି। ନିକଟରେ ଏପରି ସୀମାପାର୍‌ ପ୍ରେମ କାହାଣୀ ପୁଣି ସାମ୍ନାକୁ ଆସିଛି।…

ଭାବ ଆଦାନପ୍ରଦାନରେ ସାଙ୍କେତିକ ଭାଷାର ଗୁରୁତ୍ୱ

ଚିକିତ୍ସା ବିଜ୍ଞାନ ଅନୁସାରେ ଶୁଣି ଅନୁକରଣ କରିବା ପ୍ରତିଟି ପ୍ରାଣୀର ସହଜାତ ପ୍ରବୃତ୍ତି। ମାତ୍ର ଶ୍ରବଣ ସମସ୍ୟା ରହିଲେ ଅନୁକରଣ କରିବା ସମ୍ଭବ ହୋଇ ନ ଥାଏ। ଶ୍ରବଣ ସମସ୍ୟା ଯୋଗୁ ବାକ କ୍ଷମତା ହରାଇଥିବା ଶିଶୁ ବଡ଼ ହୋଇ କିଭଳି…

ସଚ୍ଚୋଟତାରେ ‘ନମ୍ବର-୧’ ଥିଲେ ବିହାରର ପ୍ରଥମ ମୁଖ୍ୟମନ୍ତ୍ରୀ, ସିନ୍ଦୁକ ଖୋଲାଯିବା ପରେ ମିଳିଥିଲା ମାତ୍ର ୪ ଲଫାପା…

ଦିବଂଗତ ନେତା ଶ୍ରୀକୃଷ୍ଣ ସିଂହ ବିହାରର ପ୍ରଥମ ମୁଖ୍ୟମନ୍ତ୍ରୀ ଥିଲେ। ତାଙ୍କୁ ଆଧୁନିକ ବିହାରର ନିର୍ମାତା ବୋଲି କୁହାଯାଏ। ବିଶେଷକରି ସେ ନିଜର ସଚ୍ଚୋଟତାକୁ ନେଇ ଜନମାନସରେ ପରିଚିତ ଥିଲେ। ୧୯୬୧ରେ ତାଙ୍କ ପରଲୋକ ହୋଇଥିଲା। ଏହାପରେ ତାଙ୍କର ଘରେ ଥିବା…

ପିତାଙ୍କ ପାଇଁ ଏମିତି ପେଣ୍ଟିଂ କଲେ କୁନି ଝିଅ, ଦେଖିଲେ ପାଦତଳୁ ଖସିଯିବ ମାଟି…

ପିଲାମାନେ ସବୁବେଳେ ସେମାନଙ୍କ ପିତାଙ୍କୁ ହିରୋ ଭାବରେ ବିବେଚନା କରନ୍ତି ଏବଂ ବିଶେଷ ସମୟରେ ତାଙ୍କୁ ଏହା ବୁଝାଇବା ପାଇଁ ଚେଷ୍ଟା କରନ୍ତି ଯେ, ସେ ସେମାନଙ୍କ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଶିଶୁମାନେ ଏହି ଭାବନାକୁ ମୌଖିକ ଭାବରେ ପ୍ରକାଶ…

‘ୱାଲ୍‌ ଅଫ୍‌ ଗମ୍‌’

ୱାଶିଂଟନ: ଚୁଇଁଗମ୍‌ ଖାଇବାକୁ ବହୁତ ଲୋକ ପସନ୍ଦ କରନ୍ତି। ହେଲେ ଖାଇସାରିବା ପରେ କେହି ତାକୁ ଠିକ୍‌ ଭାବେ ନ ଫୋପାଡ଼ି ଏଠି ସେଠି ଫିଙ୍ଗନ୍ତି। ନ ହେଲେ କେହି ତାକୁ ଲୁଚାଇ କୌଣସି କାନ୍ଥବାଡ଼ରେ ମଧ୍ୟ ଲଗାଇ ଦିଅନ୍ତି। ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?