Posted inଫୁରସତ

ଚଳନ୍ତା ଡଙ୍ଗାରେ ଏପରି କଲେ ନାବିକ, ଭିଡିଓ ଦେଖିଲେ…

ଯେଉଁମାନେ ଡଙ୍ଗାରେ ଯାତ୍ରା କରନ୍ତି ସେମାନେ ନାବିକଙ୍କୁ ବିଶ୍ୱାସ କରି ଡଙ୍ଗାରେ ବସିଥାନ୍ତି। ଡଙ୍ଗାକୁ ଭଲ ଭାବରେ ଚଳାଇବା ନାବିକଙ୍କର ଏକମାତ୍ର ଦାୟିତ୍ୱ ଅଟେ। ଏଥିରେ ବସିଥିବା ଲୋକଙ୍କ ପାଇଁ ଯେପରି କୌଣସି ବପଦ ନ ଆସୁ। ଥରେ ଭାବିଲେ ଡଙ୍ଗା ପାଣିରେ ଗତି କରୁଥିବା ବେଳେ ନାବିକ ଜଣକ ତାଙ୍କର କଳା କୌଶଳ ଆରମ୍ଭ କରିବେ, ତେବେ ଯାତ୍ରୀଙ୍କ ଅବସ୍ଥା କ’ଣ ହେବ? ଏବେ ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ନାବିକ ଜଣକ ଚଳନ୍ତା ଡଙ୍ଗାରୁ ଓହ୍ଲାଇ ଯାଇ ଏଥିରେ ବସିଥିବା ଯାତ୍ରୀମାନେ ନଜର ରଖନ୍ତି।

 

@ fasc1nate ନାମକ ଏକ ଟୁଇଟର ପେଜ୍‌ରେ ଭିଡିଓଟି ଶେୟାର କରାଯାଇଛି। ଏଥିରେ ଜଣେ ନାବିକ ଚଳନ୍ତା ଡଙ୍ଗାରେ ଏପରି କୌଶଳ ଦେଖାଇଛନ୍ତି , ଯାହା ଯାତ୍ରୀମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ନାବିକ ଜଣକ ନୌକା ବାହି ଗଲା ବେଳେ ନଦୀରେ ଏକ ବ୍ରିଜ୍‌ ପଡୁଛି। ଏହା ତଳେ ଯିବା ମାତ୍ରେ ନାବିକ ଜଣଙ୍କ ଡଙ୍ଗା ଛାଡ଼ି ବ୍ରିଜ୍‌ ଉପରକୁ ଚଢ଼ି ଆରପାର୍ଶ୍ୱରେ ପହଞ୍ଚି ଏପରି ଡଙ୍ଗା ମଧ୍ୟକୁ ଡ଼େଇଁଲେ ଯେ, ସେ ସିଧାସଳଖ  ଯାଇ ଡଙ୍ଗାରେ ଠିଆହେଲେ। ଏହି ସମୟରେ ଡଙ୍ଗାରେ ବସିଥିବା ଯାତ୍ରୀମାନେ ଆଶ୍ଚର୍ଯ୍ୟ ହୋଇ ତାଙ୍କ ଆଡକୁ ଚାହିଁ ରହିଛନ୍ତି। ଯଦି ସେ ଭାରସାମ୍ୟ ହରାଇଥାନ୍ତେ, ତେବେ ସେ ପାଣିରେ ପଡ଼ିଯାଇଥାନ୍ତେ। ମାତ୍ର ଏପରି କିଛି ଘଟି ନ ଥିଲା ଏବଂ ସେ ନିରାପଦରେ ଡଙ୍ଗାରେ ଠିଆ ହୋଇ ଏହାକୁ ଆଗକୁ ବଢ଼ାଇଥିଲେ। ଏହା ଦେଖି ଯାତ୍ରୀମାନେ ତାଳି ମାରିଥିଲେ।

ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୧୭ ଲକ୍ଷରୁ ଅଧିକ ଲୋକ ଦେଖିଥିବା ବେଳେ ଅନେକ ଲୋକ ନିଜ ନିଜର ମନ୍ତବ୍ୟ ଦେଇଛନ୍ତି। ଜଣେ କହିଛନ୍ତି, ଏହି ସମସ୍ତ କୌଶଳ ଦେଖାଇ ନାବିକମାନେ ଅଧିକ ଟିପ୍ସ ପାଆନ୍ତି। ଅନ୍ୟ ଜଣେ ୟୁଜର କହିଛନ୍ତି, ନାବିକଙ୍କୁ ଦେଖିଲେ ସେ ଚିନ୍ତିତ ଥିବା ପରି ଲାଗୁଛି। ଅନ୍ୟ ଜଣେ କହିଛନ୍ତି, ଯଦି ତୁମେ ଭଲ ଭାବେ ଦେଖିବ, ତେବେ ବ୍ରିଜ ତଳେ ପାଦ ରଖିବା ପାଇଁ ଏକ ପ୍ଲାଟଫର୍ମ ଅଛି, ଯାହା ମାଧ୍ୟମରେ ନାବିକମାନେ ପ୍ରାୟତଃ ଏଠାରେ ଏପରି କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଆଉ ଏକ ଲଘୁଚାପ: ବୁଧବାରଠାରୁ ସୋମବାର ଯାଏ ରାଜ୍ୟରେ ପ୍ରବଳ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୧୧ା୮(ବନ୍ଦନା ସେଠୀ) – ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ପ୍ରାୟ ୭.୬ କି.ମି. ଉଚ୍ଚତା ପର୍ଯ୍ୟନ୍ତ…

ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କୀଟନାଶକ ପିଇ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ: ଅବସ୍ଥା ଗୁରୁତର

ଛତ୍ରପୁର, ୧୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିଜମା ଓ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

ସ୍ୱପ୍ନରେ ଦେଖୁଛନ୍ତି କି ସୂର୍ଯ୍ୟପରାଗ? ମାଡ଼ି ଆସିବ ସଙ୍କଟ! ସ୍ୱପ୍ନଶାସ୍ତ୍ର ଅନୁସାରେ ଜାଣନ୍ତୁ କେଉଁ ରାଶି ପାଇଁ ଶୁଭ-ଅଶୁଭ…

୧୨ ଅଗଷ୍ଟରେ ଏହି ବର୍ଷର ଶେଷ ସୂର୍ଯ୍ୟପରାଗ ଲାଗୁଛି। ଏହି ସୂର୍ଯ୍ୟପରାଗ ଶ୍ରାବଣ ଅମାବାସ୍ୟା ଦିନ ଲାଗୁଛି, ଯାହା ଭାରତରେ ଦୃଶ୍ୟମାନ ହେବନାହିଁ। କିନ୍ତୁ ଏହାର ପ୍ରଭାବ…

କୁକୁର ଦାଉରୁ ରକ୍ଷା ପାଇଁ ସିଧାସଳଖ ଜିଲାପାଳଙ୍କୁ ମେସେଜ୍: ନାକେଦମ ହେଲା ପ୍ରଶାସନ, ଶେଷରେ…

ହାଟଡିହୀ,୧୧।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପଢ଼ିଆରିପଲ୍ଲୀ ଗ୍ରାମରେ ଜଣେ ମହିଳାଙ୍କ ଘର ଆଗରେ ଏକ କୁକୁର ଶୋଇ ରହିବା ଏବଂ ତାହାକୁ ନେଇ ସୃଷ୍ଟି…

ଇନ୍ଦ୍ରାବତୀ ଜଳଭଣ୍ଡାରବାସୀଙ୍କ ସ୍ୱପ୍ନ ହେବ ସାକାର: ୧୨୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ସେତୁ, ଡିଜିପିଏସ ସର୍ଭେ ଶେଷ

ଥୁଆମୂଳ ରାମପୁର,୧୧।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାର ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷା ଓ ଦାବି ଅନ୍ତ ହେବାକୁ ଯାଉଛି।…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

ଭଦ୍ରା ସହ ସୂର୍ଯ୍ୟ ଗ୍ରହଣର ଅଦ୍ଭୁତ ସଂଯୋଗ! ଏହି ୩ ରାଶି ଉପରେ ବଡ଼ ସଙ୍କଟ, ଖାଲି ଖର୍ଚ୍ଚ ହେବ…

ବର୍ଷର ଦ୍ୱିତୀୟ ଏବଂ ଶେଷ ସୂର୍ଯ୍ୟଗ୍ରହଣ ଅଗଷ୍ଟ ୧୨ ତାରିଖରେ ସଂଗଠିତ ହେବାକୁ ଯାଉଛି । ଏହି ସୂର୍ଯ୍ୟଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ, ଏବଂ ଏଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri