ଫୁରସତ

ଡାଇବେଟିସରେ ବ୍ୟବହାର କରୁଛନ୍ତି କି ଆର୍ଟିଫିସିଆଲ ସୁଗାର, ହୁ କଲା ସାବଧାନ

ପ୍ରତିଟି ଘରେ ଏବେ ଡାଇବେଟିସ ସମସ୍ୟା ଦେଖାଯାଉଛି। କେବଳ ବୟସ୍କ ନୁହେଁ ଯୁବପିଢି ଠାରୁ ଆରମ୍ଭ କରି ଛୋଟପିଲା ମଧ୍ୟ ଏହି ରୋଗରେ ପୀଡିତ ହେଉଛନ୍ତି। ମିଠା ଜିନିଷ ଖାଇବା ଏବଂ ପିଇବା ସ୍ବାସ୍ଥ୍ୟ ପାଇଁ ଅନେକ ଗୁରୁତର କ୍ଷତି କରିଥାଏ।…

ପାଠର ଚାପ: ନିଜର ଅପହରଣ ନାଟକ ରଚିଲେ ଛାତ୍ରୀ, ସୋସିଆଲ ମିଡ଼ିଆରେ ଭାଇରାଲ…

ରାଜକୋଟ,୧୬।୯ : ପୂର୍ବରୁ ପାଠଚାପରେ କେତେକ ଶିକ୍ଷାର୍ଥୀ ସ୍କୁଲ ଅବା କଲେଜ ଯିବାକୁ ବନ୍ଦ କରୁଥିଲେ। ଅବା ମିଛ କହୁଥିଲେ। ମାତ୍ର ଏବେ ପାଠଚାପରୁ ମୁକ୍ତି ପାଇଁ ଶିକ୍ଷାର୍ଥୀ ନୂଆ ନୂଆ କୌଶଳ ଆପଣେଉଛନ୍ତି। ସମ୍ପ୍ରତି ଗୁଜୁରାଟରେ, ଜଣେ ୧୦ ବର୍ଷର…

ମୁଣ୍ଡରେ ଫୁଟ୍‌ବଲ ରଖି ଟାଓ୍ବାର ଉପରେ ଚଢ଼ି ବିଶ୍ୱ ରେକର୍ଡ କଲେ ଏହି ବ୍ୟକ୍ତି, ଭିଡିଓ ଦେଖିଲେ…

ଦୁନିଆରେ ବହୁତ ଲୋକ ଅଛନ୍ତି, ଯେଉଁମାନେ ବିଭିନ୍ନ ପ୍ରକାରର ରେକର୍ଡ ହାସଲ କରିବାକୁ ପସନ୍ଦ କରନ୍ତି। ନାଇଜେରିଆର ଜଣେ ବ୍ୟକ୍ତି ଏକ ବିଶ୍ୱ ରେକର୍ଡ କରିଛନ୍ତି। ଏହି ବ୍ୟକ୍ତି ତାଙ୍କ ମୁଣ୍ଡରେ ବଲ୍‌ ରଖି ଏକ ରେଡିଓ ଟାଓ୍ବାର ଉପରକୁ ଚଢ଼ି…

ଓଜୋନ ରହିଲେ ଜୀବନ ରହିବ

‘ଓଜନ’ ଓ ‘ଓଜୋନ’ – ଏହି ଶବ୍ଦ ଦୁଇଟା ପରସ୍ପରଠାରୁ ସମ୍ପୂର୍ଣ୍ଣ ଅଲଗା। ‘ଓଜନ’ କହିଲେ ମାପକୁ ବୁଝାଏ, କିନ୍ତୁ ‘ଓଜୋନ’ ହେଉଛି ବାଷ୍ପ, ଯେଉଁ ବାଷ୍ପ ବାୟୁମଣ୍ଡଳରେ ରହି ଆମ ଜୀବନକୁ ରକ୍ଷା କରୁଛି। ଆମେ ବଞ୍ଚତ୍ବା ପାଇଁ ଅମ୍ଳଜାନ…

ଝିଅ ଆଶାରେ ୯ ପୁଅ ଜନ୍ମ

ଅଷ୍ଟିନ: ଝିଅ ଜନ୍ମକୁ ଲୋକେ ଘରେ ଲକ୍ଷ୍ମୀଙ୍କ ଆଗମନ ବୋଲି ମଣିଥାନ୍ତି। ହେଲେ ବର୍ତ୍ତମାନ ବହୁତ କମ୍‌ ଲୋକ ଏହା ବିଶ୍ୱାସ କରନ୍ତି। ଅଧିକାଂଶ ସ୍ଥାନରେ କନ୍ୟାଭ୍ରୂଣ ହତ୍ୟା ଖବର ଶୁଣିବାକୁ ମିଳିଥାଏ। ହେଲେ ଏକ ଦମ୍ପତି କନ୍ୟାସନ୍ତାନ ପାଇଁ ଆଶା…

ବାପା ଚାହୁଁଥିଲେ ଆଇଏଏସ୍‌ ହୁଅନ୍ତୁ, ପୁଅ ବାର୍‌ ଶୈଳୀରେ ଚା’ ବିକି କମାଇଲେ ୧୦୦ କୋଟି…

ବାପା ଚାହୁଁଥିଲେ ପୁଅ ଆଇଏଏସ୍‌ ହେଉ। ହେଲେ ପୁଅଙ୍କର ଚିନ୍ତା ଭିନ୍ନ ଥିଲା। ସେ ବ୍ୟବସାୟରେ ନିଜକୁ ପ୍ରମାଣିତ କରିବାକୁ ଚାହୁଁଥିଲେ। ସେ ତାହା କରିଦେଖାଇଲେ ମଧ୍ୟ। ଏବେ ସେ ୧୦୦ କୋଟିର ମାଲିକ। କାହାଣୀଟି ହେଉଛି ମଧ୍ୟପ୍ରଦେଶର ରିବାରେ ରହୁଥିବା…

ଏମାନେ ହେଉଛନ୍ତି ଭାରତର ସବୁଠୁ ଧନୀ ଇଞ୍ଜିନିୟର, ପାଠପଢ଼ି ମଧ୍ୟବିତ୍ତରୁ ହୋଇଛନ୍ତି କୋଟିପତି

ଆଜି ହେଉଛି ଇଞ୍ଜିନିୟର୍ସ ଡେ’। ଆଧୁନିକ ଭାରତର ବିଶ୍ୱକର୍ମା ସାର୍‌ ମୋକ୍ଷଗୁଣ୍ଡମ ବିଶ୍ୱେଶ୍ୱରାୟାଙ୍କ ଜନ୍ମବାର୍ଷିକକୁ ଇଞ୍ଜିନିୟର୍ସ ଡେ’ ଭାବେ ପାଳନ କରାଯାଏ। ଦେଶର ଉନ୍ନତି ଲାଗି ଇଞ୍ଜିନିୟର୍ସମାନଙ୍କ ଅବଦାନ ଅତୁଳନୀୟ। ଏହି ଖାସ୍‌ ଦିନରେ ଆସନ୍ତୁ ଜାଣିବା ଦେଶର ସବୁଠାରୁ ଧନୀ…

ଭାରତର ପ୍ରଥମ ଇଞ୍ଜିନିୟର କିଏ ଥିଲେ? ଜାଣି ନ ଥିବେ ନାମ…

ଭାରତରେ ପ୍ରତି ବର୍ଷ ସେପ୍ଟେମ୍ବର ୧୫କୁ ୟ‘ଇଞ୍ଜିନିୟର୍ସ ଡେ’ ଭାବେ ପାଳନ କରାଯାଏ। ୧୯୬୮ରେ କେନ୍ଦ୍ର ସରକାର ଏହି ଦିନଟିକୁ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ କ’ଣ ଆପଣ ଜାଣନ୍ତି ଭାରତର ପ୍ରଥମ ଇଞ୍ଜିନିୟର କିଏ ଥିଲେ? ହୁଏତ ନା।…

୭ ଯୁବତୀଙ୍କୁ ଏକାସାଙ୍ଗରେ ବିବାହ କଲେ ଏହି ବ୍ୟବସାୟୀ, ଶହେ ସନ୍ତାନର ଜନକ ହେବାକୁ ରଖିଛନ୍ତି ଇଚ୍ଛା

ଉଗାଣ୍ଡାର ଜଣେ ବ୍ୟବସାୟୀ ଗୋଟିଏ ଦିନରେ ୭ ଯୁବତୀଙ୍କୁ ବିବାହ କରି ଚର୍ଚ୍ଚାରେ ରହିଛନ୍ତି। ସେହି ବ୍ୟବସାୟୀଙ୍କ ନାମ ହବିବ ଏନ୍‌ସିକୋନେ(୪୩)। ସେ ଜଣେ ପ୍ରସିଦ୍ଧ ଟ୍ରାଡିଶନାଲ ହିଲର। ସେ କହିଛନ୍ତି, ପ୍ରତ୍ୟେକ ଝିଅ ମୋତେ ହଁ କହିବା ପରେ ହବିବ…

ପୃଥିବୀକୁ ଆସିଛନ୍ତି ଏଲିଅନ, ଯାହାଙ୍କ ଉଚ୍ଚତା ୮ରୁ ୧୦ ଫୁଟ, ରହିଛି ବଡ଼ବଡ଼ ଆଖି

ମେକ୍ସିକୋ ସଂସଦରେ ଏଲିଅନଙ୍କ ମୃତଦେହ ପ୍ରଦର୍ଶିତ ହୋଇଥିଲା। ଯାହା ଦେଖି ସମଗ୍ର ବିଶ୍ୱ ଚକିତ ହୋଇଯାଇଛି। ବୈଜ୍ଞାନିକମାନେ ମଧ୍ୟ ଏହା ବୁଝିବାକୁ ସକ୍ଷମ ନୁହନ୍ତି। ଏହି ସମୟରେ। ଲସ ଭେଗାସର ଏକ ପରିବାର କିଛି ସମୟ ପୂର୍ବରୁ ଏଲିଅନମାନେ ପୃଥିବୀକୁ ଆସିଥିଲେ…

ଭ୍ରାମ୍ୟମାଣ ବିଳାସପୂର୍ଣ୍ଣ ହୋଟେଲ, ଏଥିରେ ରହିଛି ଏସବୁ ସୁବିଧା…

ଆଜି ଏମିତି ଏକ ହୋଟେଲ ବିଷୟରେ କହିବୁ ଯାହାକି ଖାଇବା, ପିଇବା ଏବଂ ବାହାରେ ଭ୍ରମଣ କରିବାକୁ ଭଲପାଉଥିବା ଲୋକଙ୍କୁ ସୁହାଇବ। ସର୍ଦ୍ଦାର ଜୀଙ୍କର ଏକ କାର୍‌ ଅଛି, ଯାହା ସାଧାରଣ ଯାନ ନୁହେଁ, ଏଥିରେ ଫାଇଭ୍‌ ଷ୍ଟାର୍‌ ହୋଟେଲର ସୁବିଧା…

୪୦ ବର୍ଷ ହେବ କେଶ କାଟିନାହାନ୍ତି ଏହି ବ୍ୟକ୍ତି, ଛାତ ଉପରେ ଛିଡା ହେଲେ…

ନିଜ ସଉକ ପୂରଣ ପାଇଁ ଲୋକେ ଯେକୌଣସି ସ୍ତରକୁ ଯାଇପାରନ୍ତି। କାହାର ଦାଢି ବଢାଇବାର ତ ଆଉ କାହାର କେଶ ବଢାଇବାର ସଉକ ଥାଏ। ଆଜିକାଲି ସୋସିଆଲ ମିଡିଆରେ ଏଭଳି ଜଣେ ବ୍ୟକ୍ତିଙ୍କ ଭିଡିଓ ଭାଇରାଲ ହୋଇଛି, ଲୋକମାନେ ତାଙ୍କ କେଶ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri