ଫୁରସତ

ଛତିଶଗଡ଼ର ୟୁଟ୍ୟୁବରଙ୍କ ଗାଁ: ରହିଛନ୍ତି ୧୧୦୦ରୁ ଅଧିକ ୟୁଟ୍ୟୁବର…

ରାୟପୁର,୩୦।୯ : ସମ୍ପ୍ରତି ୟୁଟ୍ୟୁବ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଆୟର ଉତ୍ସ ପାଲଟିଛି। ଛତିଶଗଡର ଏକ ଗାଁରେ ଜଣେ କିମ୍ବା ଦୁଇ ଅବା ଡଜନେ ୟୁଟ୍ୟୁବର ନୁହେଁ, ଅଛନ୍ତି ୧୧୦୦ରୁ ଅଧିକ ୟୁଟ୍ୟୁବର୍‌। ଛତିଶଗଡର ରାଜଧାନୀ ରାୟପୁରଠାରୁ ୪୫ କିଲୋମିଟର…

ଏହା ହେଉଛି ଦୁନିଆର ସବୁଠାରୁ ଛୋଟ ନଦୀ, ଲମ୍ବା କେବଳ ୬୧ ମିଟର

ଦୁନିଆର ସବୁଠାରୁ ଛୋଟ ନଦୀର ନାମ ‘ରୋ ନଦୀ’ ଅଟେ। ଏହା ଆମେରିକାର ମୋଣ୍ଟାନା ରାଜ୍ୟରେ ପ୍ରବାହିତ ହେଉଛି। ଏହା ମାତ୍ର ୬୧ ମିଟର ଲମ୍ବ। ସେହିଭଳି ଏହା ୧.୮-୨.୪ ମିଟର ଗଭୀର। ଲିଟିଲ୍‌ ବେଲ୍ଟ ପର୍ବତରୁ ଏହାର ଉତ୍ପତ୍ତି ହୋଇଛି।…

ଛୋଟିଆ ଗାଁ ପରେ ହୋଇଥିଲା କାନାଡା ଦେଶ, ଜାଣନ୍ତୁ କ’ଣ ଥିଲା ନାମ…

ଭାରତ ସହ ବିବାଦକୁ ନେଇ ଚର୍ଚ୍ଚାରେ ରହିଛି କାନାଡା। ହେଲେ ବେଶ କମ୍‌ ଲୋକ ଏଭଳି ଅଛନ୍ତି ଯିଏ କି କାନାଡାର ଅତୀତ ବିଷୟରେ ଅବଗତ। ଏକଦା କାନାଡା ଏକ ଛୋଟ ଗାଁ ଥିଲା, ଯାହାର ନାଁ ରହିଥିଲା ‘ଷ୍ଟାଡାକୋନା’। ପରେ…

ତମାଖୁ ଯୋଗୁ ପ୍ରତି ୪ ସେକେଣ୍ଡରେ ଜଣଙ୍କର ମୃତ୍ୟୁ

ଜେନେଭା,୩୦।୯: ତମାଖୁ ପ୍ରତି ଚାରି ସେକେଣ୍ଡରେ ଜଣଙ୍କ ଜୀବନ ନେଉଛି। ଅର୍ଥାତ୍‌ ଗୋଟିଏ ବର୍ଷରେ ୮୦ ଲକ୍ଷ ଲୋକଙ୍କ ମୃତ୍ୟୁ ପାଇଁ ତମାଖୁ ଦାୟୀ । ବୟସ୍କମାନଙ୍କ ସହିତ ପିଲାମାନେ ମଧ୍ୟ ଏହାର ଶିକାର ହେଉଛନ୍ତି। ବିଶ୍ୱ ସ୍ବସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର…

ପାକିସ୍ତାନର ଅମ୍ବାନୀ

ଇସଲାମାବାଦ : ଭାରତର ପଡ଼ୋଶୀ ଦେଶ ବର୍ତ୍ତମାନ ପାକିସ୍ତାନ ଅର୍ଥନୈତିକ ଅଚଳାବସ୍ଥା ଦେଇ ଗତି କରୁଛି। ସେଠାରେ ପ୍ରତିଟି ଜିନିଷର ଦର ଆକାଶଛୁଆଁ ହୋଇଛି। ହେଲେ ପାକିସ୍ତାନର ଅଚଳାବସ୍ଥା ସମୟରେ କିଛି ଲୋକ ଏଭଳି ଅଛନ୍ତି ଯାହାଙ୍କ ସମ୍ପତ୍ତି ଲଗାତର ବୃଦ୍ଧି…

ବୋଧଗମ୍ୟତାକୁ ସହଜ କରେ ଅନୁବାଦ

ଜଣଙ୍କର ଭାଷା ଅନ୍ୟ ଜଣେ ନ ବୁଝିପାରିଲେ ଭାବର ଆଦାନ ପ୍ରଦାନ ସମ୍ଭବ ହୋଇ ପାରେ ନାହିଁ। ଫଳରେ ଜଣଙ୍କର ଭାବାବେଗ ଠିକ୍‌ ଭାବେ ଅନ୍ୟ ଜଣେ ଜାଣି ପାରେନା। ଏହା ଦ୍ୱାରା ସମସ୍ୟା ସୃଷ୍ଟି ହୋଇଥାଏ। ଏଭଳି ସ୍ଥିତି ଗୋଟିଏ…

ଏହି ସହରରେ ପଥର ପାଲଟିଥିଲେ ୨୦୦୦ ଲୋକ, ୪୦୦ ଡିଗ୍ରୀ ଥିଲା ତାପମାତ୍ରା

ଏକ ସହର ଯାହା ସର୍ବଦା ସମୃଦ୍ଧ ଏବଂ ସବୁଜ ସବୁଜ ଥିଲା। ରାତାରାତି ଲାଭାରେ ପରିପୂର୍ଣ୍ଣ କବରସ୍ଥାନରେ ପରିଣତ ହୋଇଥିଲା। ଏଠାରେ ସମସ୍ତ ଲୋକ ପଥରରେ ପରିଣତ ହୋଇଥିଲେ ଏବଂ ସହର ବର୍ତ୍ତମାନ ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇଛି। ଆମେ ଇଟାଲୀର…

ହୃଦ୍‌ରୋଗ ଓ ଖାଦ୍ୟ

ହୃଦ୍‌ରୋଗ ପରି ସମସ୍ୟାଠାରୁ ନିଜକୁ ଦୂରେଇ ରଖିବା ଲାଗି ଆମେ ନିଜର ଦୈନନ୍ଦିନ ଜୀବନଶୈଳୀ ଏବଂ ଖାଦ୍ୟପେୟ ପ୍ରତି ଯଥେଷ୍ଟ ଧ୍ୟାନ ଦେବା ଆବଶ୍ୟକ। ବିଶେଷଭାବରେ ଆମେ ଯଦି ଖାଦ୍ୟପେୟ ପ୍ରତି ସତର୍କତା ଅବଲମ୍ବନ କରିବା ତେବେ ଏଭଳି ସମସ୍ୟା ଦେଖାଯିବାର…

ଟ୍ରାଫିକ୍‌ ଜାମ୍‌ରେ ଫସିଲେ ଯୁବକ, ପିଜା ଅର୍ଡର କରି ମେଣ୍ଟାଇଲେ ଭୋକ, ଭିଡିଓ ଦେଖିଲେ…

ଆପଣ ବେଶ୍‌ ଭଲ ଭାବେ ଜାଣିଥିବେ ଭାରତର ବଡ଼ ସହରରେ ଟ୍ରାଫିକ୍‌ର ଅବସ୍ଥା କିପରି। ସବୁଠୁ ଟ୍ରାଫିକ୍‌ ଜାମ୍‌ ବେଙ୍ଗାଲୁରୁରେ ଦେଖିବାକୁ ମିଳେ। ଏଠାରେ ଯଦି ଆପଣଙ୍କୁ ୧୦ କିଲୋମିଟର ଯାତ୍ରା କରିବାକୁ ଥାଏ, ତେବେ ଅତି କମରେ ଦେଢ଼ ଘଣ୍ଟା…

ଆକାଶରେ ଦୁଇଟି ସୂର୍ଯ୍ୟ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜଣେ ବ୍ୟକ୍ତି ଆକାଶରେ ଦୁଇଟି ସୂର୍ଯ୍ୟ ଦେଖାଇଲେ, ଲୋକମାନେ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଗଲେ। ମାତ୍ର ପରେ କମେଣ୍ଟ ପଢ଼ିବା ପରେ ସତ କଥା ଜାଣିପାରିଥିଲେ। ମହାକାଶ ବହୁତ ବଡ଼। ଅନେକ ଗ୍ରହ ଏବଂ ଉପଗ୍ରହମାନଙ୍କ ମଧ୍ୟରେ ମଣିଷ ପ୍ରତିଦିନ ନୂଆ ରହସ୍ୟ…

୨ ବଲିଉଡ୍‌ ଫିଲ୍ମରେ ଅଭିନୟ କରିଛନ୍ତି ଏହି ଆଇପିଏସ୍‌ ଅଫିସର୍‌

ୟୁପିଏସ୍‌ସି ପରୀକ୍ଷା ଭାରତର ସବୁଠାରୁ କଠିନ ପରୀକ୍ଷା ଭାବେ ଜଣାଶୁଣା। ଏହି ହାଇପ୍ରୋଫାଇଲ ପରୀକ୍ଷାକୁ ପାସ୍‌ କରିବାକୁ ପିଲାମାନେ ଘଣ୍ଟା ଘଣ୍ଟା ଅଧ୍ୟୟନ କରିବାକୁ ପଡେ। ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅନେକ ଥାନ୍ତି, ଯେଉଁମାନେ ଅନେକ ଚେଷ୍ଟା…

ବୟ ଫ୍ରେଣ୍ଡ ପାଇଁ ମଝି ରାସ୍ତାରେ ହାତାହାତି ହେଲେ ୨ ଯୁବତୀ…

ପାଟନା,୨୮।୯ : ସମ୍ପ୍ରତି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ବୁର୍ଖା ପିନ୍ଧିଥିବା କିଛି ଯୁବତୀ ମଝି ରାସ୍ତାରେ ହାତାହାତି ହେଉଥିବାର ଦେଖିବାକୁ ମିଳୁଛି। ପଛରେ ଛିଡା ହୋଇଥିବା ଅନ୍ୟ କେତେକ ଯୁବତୀ ହସୁଛନ୍ତି ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?