ଫୁରସତ

ସିଂହକୁ ଗେଲ କରୁଥିଲେ ବ୍ୟକ୍ତି, ସିଂହ ଯାହା କଲା ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ଜଙ୍ଗଲର ରାଜା ଅର୍ଥାତ୍‌ ସିଂହ ହେଉଛି ସବୁଠାରୁ ଭୟଭୀତ ପ୍ରାଣୀ। ଯାହାକୁ ପ୍ରତ୍ୟେକ ଜୀବ ଭୟ କରନ୍ତି। କେହି ବି ସିଂହ ଆଗରେ ଠିଆ ହେବାକୁ ସାହସ କରିପାରିବେ ନାହିଁ। ମାତ୍ର ସୋସିଆଲ ମିଡିଆରେ ଆଜିକାଲି ଏମିତି ଏକ ଭିଡିଓ ଭାଇରାଲ…

ଭାରତୀୟ ଲାଇସେନ୍ସରେ ଏସବୁ ଦେଶରେ ଚଳାଇ ହେବ କାର-ବାଇକ

ନୂଆଦିଲ୍ଲୀ: ପ୍ରାୟ ସମସ୍ତେ ଦେଶ ବାହାରେ ଭ୍ରମଣ କରିବାକୁ ଭଲ ପାଆନ୍ତି, କିନ୍ତୁ ଅଧିକାଂଶ ଦେଶରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାକୁ ଏକ ପ୍ରକାର ପରିବହନର ସାହାଯ୍ୟ ନେବାକୁ ପଡେ। ଏପରି କିଛି ଦେଶ ଅଛନ୍ତି ଯେଉଁମାନେ ଭାରତୀୟମାନଙ୍କୁ ଡ୍ରାଇଭିଂ…

ଚାକିରି ଛାଡ଼ି ଘର ବିକିଥିଲେ, ଏବେ ଲୋକେ କହୁଛନ୍ତି ‘ସମୋସା କିଙ୍ଗ’; ବର୍ଷକୁ କରୁଛନ୍ତି ୪୫ କୋଟି ରୋଜଗାର…

ଚାକିରି ଛାଡ଼ି ବ୍ୟବସାୟ କରିବା ସହଜ ନୁହେଁ। ପ୍ରାୟତଃ ଲୋକଙ୍କୁ ଏଥିରେ ସଫଳ ହେବା ଲାଗି ଅନେକ କଷ୍ଟକର ସ୍ଥିତି ଦେଇ ଗତି କରିବାକୁ ପଡେ। ଠିକ୍‌ ସେମିତି କିଛି ବେଙ୍ଗାଲୁରୁର ଦମ୍ପତି ନିଧି ଏବଂ ଶିଖର ବୀର ସିଂହଙ୍କ ସହ…

୬୦ ଲକ୍ଷ ମୃତଦେହ ପୋତାଯାଇଥିବା ‘କବରଖାନା’ ରେ ବିବାହ କଲେ ଏହି ଯୋଡ଼ି, ନାଁ ଶୁଣି ଭୟରେ ଥରିଥିଲେ ଅତିଥି…

ଦିନଥିଲା ଲୋକେ ଘରେ ବିବାହ ଉତ୍ସବର ଆୟୋଜନ କରୁଥିଲେ। ହେଲେ ଆଜିକାଲି ସମସ୍ତେ ମଣ୍ଡପ ନଚେତ ‘ଡେଷ୍ଟିନେଶନ ଓ୍ବେଡିଂ’ କରିବାକୁ ପସନ୍ଦ କରୁଛନ୍ତି। ହେଲେ କିଛି ଯୋଡ଼ି ରୋମାଞ୍ଚକର ଅନୁଭୂତି ଲାଗି ଏଭଳି ସ୍ଥାନକୁ ବାଛି ନିଅନ୍ତି ଯାହାକୁ ଦେଖି ଭୟରେ…

କୁନି ଝିଅ ହାତ ସାପ ମୁହଁରେ, ଏଭଳି ଭୟଙ୍କର ଦୃଶ୍ୟ ଦେଖିଲେ ଟାଙ୍କୁରି ଉଠିବ ଲୋମ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହୁଏ । ଯାହା ଅନେକ ସମୟ ଓଠରେ ହସ ଫୁଟାଉଥିବା ବେଳେ କେବେକେବେ ଆଶ୍ଚର୍ଯ୍ୟ କରିଦିଏ। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯାହା ଆଶ୍ଚର୍ଯ୍ୟ…

ଦୀପାବଳି ଅବସରରେ ନିଜକୁ ଲାଇଟ୍‌ରେ ସଜେଇଲେ ମହିଳା, ଭାଇରାଲ ହେଉଛି ଭିଡିଓ, ଦେଖିଲେ କହିବେ…

ଭାରତରେ ଅନେକ ସୁନ୍ଦର ପର୍ବ ପାଳନ କରାଯାଏ। ଏଥିମଧ୍ୟରୁ ଗୋଟିଏ ହେଉଛି ଦୀପାବଳି। ଯାହାକୁ ବେଶ୍‌ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଏ। ଆଜିର ଦିନରେ କ୍ୟାଣ୍ଡେଲ୍‌ ଏବଂ ଦୀପ ସବୁଠି ଜଳାଯାଏ। ବିଶେଷକରି ଲୋକମାନେ ଏବେ ନିଜ ଘରକୁ ଏଲ୍‌ଇଡି…

ଘରେ ବସି କେବଳ ନିଜ କେଶ ଧୋଇ ମହିଳା ହୋଇଗଲେ କୋଟିପତି, ଦେଖନ୍ତୁ ଭାଇରାଲ ଭିଡିଓ…

ଇଡେନବର୍ଗ,୧୨।୧୧ : କେବଳ ଘରେ ବସି ନିଜର କେଶ ଧୋଇ କେହି ଜଣେ କୋଟିପତି ହେବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଏହା ସ୍କଟଲାଣ୍ଡର ଜଣେ ମହିଳାଙ୍କ କ୍ଷେତ୍ରରେ ସମ୍ଭବ ହୋଇଛି। ସେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ୟୁଜରଙ୍କ…

ହଠାତ୍‌ ଭାଙ୍ଗିଗଲା ଦୋଳି, ପରେ ଯାହା ଘଟିଲା ଭିଡିଓ ଦେଖିଲେ ଜାଣିବେ…

ଅନେକ ଲୋକ ଦୋଳିରେ ଝୁଲିବାକୁ ଭଲ ପାଆନ୍ତି। କିନ୍ତୁ ବେଳେବେଳେ ସାମାନ୍ୟ ଅସାବଧାନତା ଯୋଗୁ ଜୀବନ ବିପଦରେ ପଡ଼ିଥାଏ। ଆଜିକାଲି ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ଯୁବତୀ ଦୋଳିରେ ଝୁଲିବା ସମୟରେ ଖସିପଡ଼ି…

ବିଶ୍ୱ ନିମୋନିଆ ଦିବସ: ସଚେତନତା ହିଁ ନିଦାନ

ନିମୋନିଆ ମୁକାବିଲା ପାଇଁ ସଚେତନତା ସୃଷ୍ଟି ଲାଗି ବିଶ୍ୱ ନିମୋନିଆ ଦିବସ ପ୍ରତିବର୍ଷ ୧୨ ନଭେମ୍ବରରେ ପାଳିତ ହୋଇଥାଏ। ଜାତିସଂଘ ଓ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ମିଳିତ ଉଦ୍ୟମରେ ଏହି ଦିବସ ପାଳନ କରାଯାଇଥାଏ। ନିମୋନିଆ ଏକ ଘାତକ ସମସ୍ୟା। ସଚେତନତା…

ବାଣ ନୁହଁ, ହସ ଫୁଟାଇବା

ଆଜି ହେଉଛି ଆଲୋକର ପର୍ବ ଦୀପାବଳି । ସଭିଙ୍କ ମନରେ ଭରି ରହିଛି ଆନନ୍ଦ। କିଏ ଦୀପ ଓ ଭଳିକି ଭଳି ରଙ୍ଗିନ୍‌ ଆଲୋକରେ ଘର ସଜାଉଛନ୍ତି ତ ଆଉ କିଏ ବାଣ ଫୁଟାଇବାକୁ ନେଇ ବେଶ୍‌ ଉତ୍କଣ୍ଠିତ। ତେବେ ଏମିତି…

ନିଆରା ଆକୃତିର ହୋଟେଲ

କେଉଁଆଡ଼େ ବୁଲିବାକୁ ଗଲେ ସାଧାରଣତଃ ରହିବା, ଖାଇବାର ଭଲ ସୁବିଧା ଥିବା ବିଳାସପୂର୍ଣ୍ଣ ହୋଟେଲ ସମସ୍ତେ ପସନ୍ଦ କରନ୍ତି। ହେଲେ ପୃଥିବୀରେ ଏମିତି କିଛି ହୋଟେଲ ରହିଛି, ଯାହାରା ନିଆରା ଆକୃତି ବା ନିର୍ମାଣଶୈଳୀ ଲୋକଙ୍କୁ ଆକୃଷ୍ଟ କରିଥାଏ। ଜାଣିବା ସେଭଳି…

ବାଣ ଓ ଚନ୍ଦ୍ରୟାନ

ଦୀପାବଳିରେ ଦୀପ ଜାଳି ଅନ୍ଧକାର ବିପକ୍ଷରେ ଆଲୋକର ବିଜୟ ଦିବସ ପାଳନ କରାଯାଏ। କିନ୍ତୁ ଅଧିକାଂଶ ବିଶେଷକରି ଆଜିର ଯୁବପିଢ଼ି ଦୀପ ଜାଳିବା ବଦଳରେ ବାଣ ଫୁଟେଇବାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। କାରଣ, ବାଣର ଶବ୍ଦ ଓ ଆଲୋକ ସେମାନଙ୍କୁ ଆନନ୍ଦ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri