Odisha Elections 2024

ଚାକିରି ଛାଡ଼ି ଘର ବିକିଥିଲେ, ଏବେ ଲୋକେ କହୁଛନ୍ତି ‘ସମୋସା କିଙ୍ଗ’; ବର୍ଷକୁ କରୁଛନ୍ତି ୪୫ କୋଟି ରୋଜଗାର…

ଚାକିରି ଛାଡ଼ି ବ୍ୟବସାୟ କରିବା ସହଜ ନୁହେଁ। ପ୍ରାୟତଃ ଲୋକଙ୍କୁ ଏଥିରେ ସଫଳ ହେବା ଲାଗି ଅନେକ କଷ୍ଟକର ସ୍ଥିତି ଦେଇ ଗତି କରିବାକୁ ପଡେ। ଠିକ୍‌ ସେମିତି କିଛି ବେଙ୍ଗାଲୁରୁର ଦମ୍ପତି ନିଧି ଏବଂ ଶିଖର ବୀର ସିଂହଙ୍କ ସହ ଘଟିଥିଲା। ୨୦୧୫ରେ ସେ ‘ସମୋସା ସିଂହ’ ନାମରେ ଏକ ଷ୍ଟାଟ୍‌ଅପ୍‌ ଆରମ୍ଭ କରିଥିଲେ।

ଶିଖରଙ୍କୁ ସିଙ୍ଗଡ଼ା ବେଶ ପସନ୍ଦ ଥିବାରୁ ସେ ଏହାକୁ ବାଙ୍ଗାଲୋରରେ ଲୋକପ୍ରିୟ କରିବାକୁ ଚାହୁଁଥିଲେ। ଠିକ୍‌ ସେତିକି ବେଳେ ତାଙ୍କ ମନରେ ବ୍ୟବସାୟ କରିବାର ଚିନ୍ତା ଆସିଥିଲା। ଏହି ଷ୍ଟାଟଅପ୍‌ ଲାଗି ତାଙ୍କୁ ନିଜ ଘର ୮୦ ଲକ୍ଷ ଟଙ୍କାରେ ବିକ୍ରି କରିବାକୁ ପଡ଼ିଥିଲା। ଏବେ କିନ୍ତୁ ବର୍ଷକୁ ସେ ୪୫ କୋଟି ରୋଜଗାର କରୁଛନ୍ତି। ସେହିଭଳି ତାଙ୍କର କମ୍ପାନୀର ମୂଲ୍ୟ ପ୍ରାୟ ୯୦୦ କୋଟି ଟଙ୍କାରେ ପହଞ୍ଚିଛି। ଏହାପୂର୍ବରୁ ଉଭୟ ଦମ୍ପତି ଏକ ଔଷଧ କମ୍ପାନୀରେ ଚାକିରି କରୁଥିଲେ।

 

ଶିଖର ଜଣେ ବୈଜ୍ଞାନିକ ହୁଅନ୍ତୁ ବୋଲି ସ୍ତ୍ରୀ ଚାହୁଁଥିଲେ। ହେଲେ ସେ ନିଜକୁ ସଫଳ ବ୍ୟବସାୟୀ ଭାବେ ଦେଖିବାକୁ ଚାହୁଁଥିଲେ। ସେତେବେଳେ ନିଧିଙ୍କ ଦରମା ବର୍ଷକୁ ୩୦ ଲକ୍ଷ ଥିଲା। ହେଲେ ସେ ସ୍ବାମୀଙ୍କ ସହ ମିଶି ରିସ୍କ ନେଇ ବ୍ୟବସାୟ ଆରମ୍ଭ କରିଥିଲେ। ଭାଗ୍ୟକୁ ତାହା ଚାଲିଥିଲା। ଏବେ ତାଙ୍କ କମ୍ପାନୀରେ ବିଭିନ୍ନ ପ୍ରକାର ସିଙ୍ଗଡ଼ା ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଇପିଏଫ୍‌ଓରେ ଯୋଡ଼ି ହେଲେ ୧୪.୪୧ ଲକ୍ଷ ସଦସ୍ୟ

ଭୁବନେଶ୍ୱର,୨୧।୫(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟନିଧି ସଂଗଠନ(ଇପିଏଫ୍‌ଓ)ଗତ ମାର୍ଚ୍ଚ ମାସରେ ୧୪.୪୧ ଲକ୍ଷ ନେଟ୍‌ ସଦସ୍ୟଙ୍କୁ ଯୋଡ଼ିଛି। ଇପିଏଫ୍‌ଓ ପକ୍ଷରୁ ସୋମବାର ମିଳିଥିବା ତଥ୍ୟ ଅନୁସାରେ ଶ୍ରମ ଓ...

ଆଇଏଆଇର ଉପାଧ୍ୟକ୍ଷ ହେଲେ ଜନ୍‌ ସ୍ଲାଭେନ

ଭୁବନେଶ୍ୱର,୨୧।୫: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବେଦାନ୍ତ ଆଲୁମିନିୟମ ସିଇଓ ଜନ୍‌ ସ୍ଲାଭେନଙ୍କୁ ନିକଟରେ ଅନ୍ତର୍ଜାତୀୟ ଆଲୁମିନିୟମ ପ୍ରତିଷ୍ଠାନ (ଆଇଏଆଇ)ର ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି।...

ଆଜି ଖୋଲିବ ଏବିଏଲ୍‌ର ରାଟଟ୍‌ସ ଇସ୍ୟୁ

ନୂଆଦିଲ୍ଲୀ,୨୧।୫: ଦେଶର ଅଗ୍ରଣୀ ତଥା ଏକ ପିୟୋର ଭେଜ (ପୂର୍ଣ୍ଣ ଶାକାହାରୀ) ପ୍ରାଣୀ ସ୍ବାସ୍ଥ୍ୟ ପ୍ରଯତ୍ନକାରୀ ସମାଧାନ କମ୍ପାନୀ ଅଜୁନି ବାୟୋଟେକ ଲିମିଟେଡ ବା ଏବିଏଲ...

ବିଓଏମ୍‌ର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୨୧।୫: ବ୍ୟାଙ୍କ୍‌ ଅଫ ମହାରାଷ୍ଟ୍ର (ବିଓଏମ୍‌)ର ବାର୍ଷିକ ଫଳାଫଳ ଅନୁଯାୟୀ ବ୍ୟାଙ୍କ ମୋଟ୍‌ ବ୍ୟବସାୟ ଅଭିବୃଦ୍ଧି ତଥା ଋଣଦାତାଙ୍କ ମଧ୍ୟରେ ଉଲ୍ଲେଖନୀୟ ସଫଳତା ସହ ନୂଆ ମାଇଲଖୁଣ୍ଟ...

ଶୁଭେନ୍ଦୁ ନାଲ୍‌କୋର ମାନବସମ୍ବଳ ମହାପ୍ରବନ୍ଧକ

ଅନୁଗୋଳ,୨୧ା୫ (ଅମିତ କୁମାର ସାମଲ): ଅନୁଗୋଳସ୍ଥିତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋର ନୂଆ ମାନବ ସମ୍ବଳ ମହାପ୍ରବନ୍ଧକ ଭାବେ ଦାୟିତ୍ୱ ତୁଲାଇବେ ଶୁଭେନ୍ଦୁ କୁମାର ନାୟକ। ଏ...

୬.୫% ଜିଡିପି ଅଭିବୃଦ୍ଧି ହାରରେ ଦେଶ ଧନୀ ହେବନାହିଁ

ଭୁବନେଶ୍ୱର,୨୧।୫(ଅନୁରାଧା ମହାରଣା): ଜି -୨୦ ଦେଶ ମଧ୍ୟରେ ଭାରତର ଅର୍ଥନୀତି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ତଥାପି ଏହା ଏକ ଗରିବ ଦେଶରେ ଗଣାଯାଉଛି। ଭାରତରେ...

ଓଡ଼ିଶାରେ ସିବିଆଇର ପ୍ରଥମ ମହିଳା ଶାଖା

ଭୁବନେଶ୍ୱର,୨୧।୫ (ଅଭୟ ଦାଶ): ଓଡ଼ିଶାରେ ସେଣ୍ଟ୍ରାଲ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବା ସିବିଆଇର ପ୍ରଥମ ମହିଳା ଶାଖା ଭୁବନେଶ୍ୱରସ୍ଥିତ ନୟାପଲ୍ଲୀଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ...

ଶାନ୍ତି, ସୌହାର୍ଦ୍ଦ୍ୟ ରକ୍ଷା ଜରୁରୀ

ଆତଙ୍କବାଦ ବିରୋଧୀ ଦିବସ ପ୍ରତିବର୍ଷ ମେ’ ୨୧ରେ ଭାରତରେ ପାଳନ କରାଯାଏ। ଆତଙ୍କବାଦ ବିଷୟରେ ଲୋକଙ୍କୁ ସଚେତନ କରାଇବା ଏବଂ ଆତଙ୍କବାଦ ବିରୋଧରେ ଏକତାର ବାର୍ତ୍ତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri