ଫୁରସତ

ଆଖି ପିଛୁଳାକେ ଯୁବକରୁ ପାଲଟିଗଲେ ସୁନ୍ଦରୀ ଯୁବତୀ, ଭିଡିଓ ଦେଖିଲେ ଉଡିବ ହୋସ୍‌

ଆଜିକାଲିର ଯୁବପୀଢ଼ିଙ୍କ ମଧ୍ୟରେ ରିଲ୍ସକୁ ନେଇ ଭିନ୍ନ କ୍ରେଜ୍‌ ରହିଛି। ଏଥିପାଇଁ ଅନେକ ଭିନ୍ନ ଶୈଳୀ ଆପଣାଇଥାନ୍ତି। ଏହି କ୍ରମରେ ଏବେ କିଛି ଯୁବକ ଯୁବତୀ ବେଶରେ ସଜେଇ ହୋଇ ସମସ୍ତଙ୍କୁ ଚମକାଇଛନ୍ତି। ସେମାନଙ୍କ ରିଲ୍ସ ଦେଖିବା ପରେ ସମସ୍ତେ ଚକିତ…

ଟଙ୍କା ଉଡାଇ ବରଯାତ୍ରୀ ପ୍ରୋସେଶନରେ ଯାଉଥିଲେ ସାବଧାନ, କଟିବ ଲକ୍ଷ ଲକ୍ଷ ଟଙ୍କାର ଇ-ଚାଲାଣ

ନୂଆଦିଲ୍ଲୀ,୨୮।୧୧: ରାସ୍ତାରେ ଷ୍ଟଣ୍ଟ କରୁଥିବା ବାଇକ ଏବଂ କାରର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ରବିବାର ରାତିରେ ଗୌତମ ବୁଦ୍ଧ ନଗର ପୋଲିସ ଏମିତି ପାଞ୍ଚଟି କାର ଜବତ କରିଛି। ବରିଷ୍ଠ ଅଧିକାରୀମାନେ କହିଛନ୍ତି ଯେ ଟ୍ରାଫିକ ନିୟମ…

ଡବଲ ଡେକର ସାଇକେଲରେ ଏମିତି ଷ୍ଟଣ୍ଡ୍‌ କଲେ ବୃଦ୍ଧ: ଲୋକେ କଲେ ବାଃ ବାଃ, ଦେଖନ୍ତୁ ଭାଇରାଲ ଭିଡିଓ

ସୋସିଆଲ ମିଡିଆରେ ବେଳେବେଳେ ଏମିତି କିଛି ଜିନିଷ ଭାଇରାଲ ହୁଏ, ଯାହା ଦେଖିବାକୁ ଆଶ୍ଚର୍ଯ୍ୟଜନକ ହୋଇଥାଏ। କେହି ଜଣେ କାରରୁ ହେଲିକପ୍ଟର ତିଆରି କରୁଥିବାବେଳେ କେହି ଜଣେ ଇଟାରୁ କୁଲର୍‌ ତିଆରି କରନ୍ତି। ଆଜିକାଲି ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ…

ଗୋଟିଏ ସ୍ୟାଣ୍ଡଓ୍ବିଚ୍‌ ପାଇଁ ମହିଳାଙ୍କୁ ଦେବାକୁ ପଡ଼ିଲା ୧ ଲକ୍ଷ ୬୦ ହଜାର ଟଙ୍କା: ଜାଣନ୍ତୁ ପୂରା ଘଟଣା କ’ଣ

ଆପଣ ନିଶ୍ଚିତ ଭାବରେ କଷ୍ଟମ ବିଭାଗର ନାମ ବହୁତ ଶୁଣିଥିବେ ଏବଂ ଏହାର କାର୍ଯ୍ୟ ବହୁତ ଭଲ ଭାବରେ ଜାଣିଥିବେ। କିନ୍ତୁ ଆଜି ଆମେ ଏକ ଘଟଣା କହିବାକୁ ଯାଉଛୁ ଯାହା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଜଣେ ମହିଳାଙ୍କୁ ସାଣ୍ଡୱିଚ…

କୁନି ପିଲାଟି ଧରିଦେଲେ ବିଶାଳ ସାପ: ଆଉ ତା’ପରେ ଦେଖନ୍ତୁ ଲୋମ ଟାଙ୍କୁରା ଭିଡିଓ

ନିକଟରେ ଏକ ବିପଜ୍ଜନକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ଜଣେ ବ୍ୟକ୍ତି ଏକ ବିଶାଳ ସାପ ଧରୁଥିବାର ଦେଖାଯାଏ। କିନ୍ତୁ ଏକ ଶିଶୁ ସେଠାରେ ପହଞ୍ଚି ସାପକୁ ଧରିବା ଆରମ୍ଭ କରିଥିଲେ। ସେଠାରେ ଠିଆ ହୋଇଥିବା ଲୋକମାନେ…

ବିଶ୍ୱସ୍ତ ଜୀବନସାଥୀ ପାଇଁ ସାନ୍ତାଙ୍କୁ ଯୁବତୀଙ୍କ ଚିଠି

ବ୍ରାସିଲିଆ: ଡିସେମ୍ବର ମାସ ଆସିବା ପୂର୍ବରୁ ବହୁ ଲୋକ ଖ୍ରୀଷ୍ଟମାସ ପାଇଁ ପ୍ରସ୍ତୁତି କରିଦିଅନ୍ତି। ପୂର୍ବରୁ ଭାରତରେ ଖ୍ରୀଷ୍ଟମାସ ପାଳନ କରାଯାଉ ନ ଥିଲା। ହେଲେ ଲୋକେ ଏବେ ଏହାକୁ ଧୁମ୍‌ଧାମ୍‌ରେ ପାଳନ କରୁଛନ୍ତି। ପିଲାମାନେ ଢେର୍‌ସାରା ଉପହାର ପାଇବାକୁ ଏହି…

କୋଟିପତି ହୋଇ ମଧ୍ୟ ଭିକ ମାଗନ୍ତି

ମୁମ୍ବାଇ: ଅନେକ ଲୋକ ପରିସ୍ଥିତିରେ ପଡ଼ି ଭିକ ମାଗିବାକୁ ବାଧ୍ୟ ହୋଇଥା’ନ୍ତି। ହେଲେ ଏବେ ଦେଖିବାକୁ ମିଳୁଛି କି, ଅଧିକାଂଶ ଏହାକୁ ପେସା ଭାବେ ମାନିନେଲେଣି। ଏଥିରେ ସେମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ି ନ ଥାଏ ଏବଂ ଲୋକେ ତାଙ୍କୁ…

ବାଇକ୍‌ରେ ଯାଉଥିଲେ ଏକ ପରିବାରର ୪ ଜଣ, ମା’ ଝିଅଙ୍କୁ ଯେମିତି ବସାଇଛନ୍ତି ଭିଡିଓ ଦେଖିଲେ…

ବର୍ତ୍ତମାନ ଇଣ୍ଟରନେଟ୍‌ରେ ଏକ ପରିବାରର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏକ ପରିବାରର ୪ ଜଣ କେଉଁ ଏକ ସ୍ଥାନକୁ ବାଇକ୍‌ରେ ଯାଉଥିବା ବେଳେ କିଏ ଜଣେ ତାଙ୍କ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଦେଇଛି। ଭାଇରାଲ କ୍ଲିପ୍‌ରେ ଏହା…

ଦେଶୀ ଯୋଗାଡ଼ରେ ଗରମ ହେଉଛି ପାଣି, ଲୋକେ କୁହନ୍ତି ଆସିବ ନାହିଁ ବିଜୁଳି ବିଲ୍‌

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ଏଥି ମଧ୍ୟରେ କେତେକ ଦେଶୀ ଯୋଗାଡ଼ ମଧ୍ୟ ରହିଛି। ଯାହାକୁ ବ୍ୟବହାର କରି ଅନେକ ଲୋକ ଉପକୃତ ହୋଇପାରିବେ। ବର୍ତ୍ତମାନ ଇଣ୍ଟରନେଟ୍‌ରେ ଏକ ଭିଡିଓ ଭାଇରାଲ ହେଉଛି।…

ବିମାନରେ ସିଟରୁ କୁଶନ ଗାଏବ

ନୂଆଦିଲ୍ଲୀ: ପ୍ରାୟତଃ ଲୋକମାନେ ଟ୍ରେନ କିମ୍ବା ବିମାନରେ ଦୀର୍ଘ ଦୂରତା ଯାତ୍ରା କରିବାକୁ ପସନ୍ଦ କରନ୍ତି। ଯାତ୍ରୀଙ୍କ ଆରାମଦାୟକ ଯାତ୍ରା ପାଇଁ ଏକ ସିଟ ମଧ୍ୟ ଉପଲବ୍ଧ, ଯାହା ଯାତ୍ରୀ ଯାତ୍ରା ସମୟରେ ବ୍ୟବହାର କରନ୍ତି, କିନ୍ତୁ କଳ୍ପନା କରନ୍ତୁ ଯେତେବେଳେ…

ବିଶ୍ୱର ସବୁଠାରୁ ଭୟଙ୍କର ଚାକିରି, ଟିକେ ଭୁଲରେ ଚାଲିଯିବ ଜୀବନ

ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହେବାରେ ଲାଗିଛି, କିନ୍ତୁ ଭିଡିଓଗୁଡିକ ମଧ୍ୟରେ ଯାହାକୁ ଲୋକମାନେ ଅଧିକ ପସନ୍ଦ କରନ୍ତି, ପଶୁମାନଙ୍କ ସହ ଜଡିତ ଭିଡିଓଗୁଡିକ ଶୀର୍ଷରେ ଅଛି। ଯଦିଓ ଆମେ କିଛି ବିଷୟବସ୍ତୁ ଦେଖୁ ଯାହାକୁ ଆମେ ପୂର୍ବରୁ…

ଦୁନିଆର ସବୁଠୁ ମହଙ୍ଗା ଚା’: ପିଇବାକୁ ହେଲେ ବିକ୍ରି କରିବାକୁ ପଡ଼ିବ ଜମି

ପାଣି ପରେ ଯଦି ଭାରତରେ କୌଣସି ପାନୀୟ ଅଧିକ ଖାଆନ୍ତି ତେବେ ଏହା ବୋଧହୁଏ ଚା’ ହେବ। ଏଠାରେ ତାରକା ହୋଟେଲରୁ ଆରମ୍ଭ କରି ରାସ୍ତା କଡ଼ ଷ୍ଟଲ ପର୍ଯ୍ୟନ୍ତ ସବୁଠି ଚା’ ମିଳେ। ଭାରତରେ ଚା’ ମୂଲ୍ୟ ସ୍ଥାନ ଅନୁଯାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?