ଫୁରସତ

ଯୌତୁକ ନା ବଜାର: ବିବାହରେ ଉପହାର ମିଳିଲା ଏତେ ଜିତିଷ, ରାଗିଗଲେ ଲୋକେ

ବିବାହରେ ଯୌତୁକ ଦେବା ପରମ୍ପରା ଦୀର୍ଘ ଦିନ ଧରି ଚାଲିଆସୁଛି। ଆଜି ବି ଲୋକମାନେ ଏହି ପରମ୍ପରାକୁ ପ୍ରୋତ୍ସାହିତ କରୁଥିବା ଦେଖାଯାଉଛି। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଏକ ବିବାହ ସମାରୋହର, ଯେଉଁଥିରେ କାର…

ମଦ୍ୟପ ଓ ଅପରାଧୀଙ୍କ ପାଇଁ ନିଯୁକ୍ତି ସୁଯୋଗ, ବିଜ୍ଞାପନ ଦେଲା ଏହି କମ୍ପାନୀ

ହୋବାର୍ଟ,୨୯।୧୧: ଭଲ ଦରମା ସହ ମନ ମୁତାବକ ଚାକିରି ଖଣ୍ଡିଏ ମିଳିଲେ ବ୍ୟକ୍ତ ଯେକେଉଁଠି ଯିବାକୁ ଚାହିଁଥାଏ। ସମ୍ପ୍ରତି, ଏକ ଏଭଳି ଚାକିରିର ବିଜ୍ଞାପନ ସୋସିଆଲ ମିଡିଆରେ ଘୁରି ବୁଲୁଛି ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। କାରଣ ମଦ୍ୟପ…

କୋବି ପାଇଁ ମର୍ଡର! ବୃଦ୍ଧଙ୍କୁ ପିଟିପିଟି ହତ୍ୟା

ପାଟନା,୨୯।୧୧: ବିହାରର ମୋତିହାରି ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ସାମ୍ନାକୁ ଆସିଛି। କୋବିକୁ ନେଇ ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଛି। ମୋତିହାରିରର ଦୁଲମା ପଞ୍ଚାୟତର ଓ୍ବାର୍ଡ-୯ର ଏହି ଘଟଣା ସମସ୍ତଙ୍କୁ ଥରାଇ ଦେଇଛି। ଦୁଲମା ବାରାପାକଡ ଗ୍ରାମ ନିବାସୀ ୫୫ବର୍ଷିୟ ରଘୁନାଥ…

ଏହି ଦିଗକୁ ମୁହଁ କରି କରନ୍ତୁ ନାହିଁ ଭୋଜନ, ବାସ୍ତୁଶାସ୍ତ୍ରରେ କରାଯାଇଛି ମନା…

ଦିଗ ସମ୍ବନ୍ଧୀୟ ଅନେକ ଜିନିଷକୁ ବାସ୍ତୁଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। କେଉଁ ଦିଗରେ କ’ଣ କରିବା ଉଚିତ ନୁହେଁ ଏବଂ କେଉଁ କାର୍ଯ୍ୟ କରିବା ଶୁଭ ଅଟେ ତାହା ମଧ୍ୟ କୁହାଯାଇଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଜଣେ ବ୍ୟକ୍ତି ଯିଏ ବାସ୍ତୁଶାସ୍ତ୍ରରେ ଉଲ୍ଲେଖ…

ଇଣ୍ଟର୍ନଶିପରେ କମ୍ପାନୀ କରାଇଲା ଅଧିକ କାମ, ଚାଲିଗଲା ଯୁବକଙ୍କ ଜୀବନ

ବେଜିଂ,୨୯।୧୧: ଇଣ୍ଟର୍ନଶିପ ସମୟରେ ବ୍ୟକ୍ତି କୌଣସି କମ୍ପାନୀରେ କାମ ଶିଖିଥାଏ। ଶୀଘ୍ର କାମ ଶିଖିବା ପରେ ଉକ୍ତ ବ୍ୟକ୍ତିଙ୍କୁ କମ୍ପାନୀ ନିଯୁକ୍ତି ଦେଇ ପାରିବ ବୋଲି ସ୍ଥିର କରିଥାଏ। କମ୍ପାନୀ ଅନୁଯାୟୀ ଇଣ୍ଟର୍ନଶିପରେ ମାସେ କି ଦୁଇ ମାସ ବିନା ଦରମାରେ…

ଆୟର୍ଲାଣ୍ଡରେ ସବୁଠୁ ଅଧିକ ଦରମା ପାଉଛନ୍ତି ଭାରତୀୟ ମହିଳା, ଆୟର୍ଲାଣ୍ଡର ମହିଳା ଅଛନ୍ତି ପଛରେ…

ଡବଲିନ,୨୯।୧୧: ଅଧିକ ଦରମା ପାଇବା ପାଇଁ ଭାରୀୟମାନେ ଦେଶ ବାହାରକୁ ଯାଉଛନ୍ତି। କେବଳ ପୁରୁଷ ନୁହେଁ ମହିଳମାନେ ମଧ୍ୟ ଦେଶ ବାହାରକୁ ଯାଇ ବିଭିନ୍ନ ପ୍ରକାର ଚାକିରି କରୁଛନ୍ତି। ତେବେ ନିକଟରେ ଏକ ରିପୋର୍ଟରୁ ଜଣାପଡିଛି କି, ଭାରତୀୟ କାର୍ଯ୍ୟରତ ମହିଳାମାନେ…

୨୪ ଥରରେ ଏମ୍‌ଏସ୍‌ସି ପାସ୍‌

ଭୋପାଳ: ଜଣେ ମଣିଷ କିଛି ହାସଲ କରିବାକୁ ଚାହିଁଲେ, ସେଥିପାଇଁ ତାଙ୍କୁ ବହୁତ ବାଧାବିଘ୍ନ ଦେଇ ଗତି କରିବାକୁ ପଡ଼ିଥାଏ। ଏହାପରେ ସେ ସଫଳତା ପାଇପାରେ। ସେପରି ଜଣେ ବ୍ୟକ୍ତି ହେଉଛନ୍ତି ମଧ୍ୟପ୍ରଦେଶର ରାଜକରଣ ବରୁଆ। ସେ ୫୬ ବର୍ଷ ବୟସରେ…

ଘର ସାମ୍ନାରେ ଗୁଳିମାଡ କରୁଥିଲେ ଦୁବୃର୍ତ୍ତ, ଝାଡୁ ଧରି ଗୋଡାଇଲେ ମହିଳା

ଚଣ୍ଡିଗଡ,୨୮।୧୧: ହରିୟାଣାର ଭିବାନୀରୁ ଭାଇରାଲ ହେଉଛି ଏକ ସିସିଟିଭିରେ କଏଦ ହୋଇଥିବା ଭିଡିଓ। ଭିଡିଓରେ ଦେଖାଯାଉଛି, ଗୁଳି ମାଡ କରୁଥିବା କିଛି ଶୁଟର୍ସଙ୍କୁ ଜଣେ ମହିଳା ଝାଡୁ ଧରି ବାଡେଇବାକୁ ଗୋଡାଉଛନ୍ତି। ଜଣେ ବ୍ୟକ୍ତିଙ୍କ ଉପରେ ଏହି ଗୁଳିମାଡ ହେଉଛି। ସେ…

ମହାକାଶ ଯାତ୍ରାରେ ମହାକାଶଚାରୀଙ୍କ ଏହି ଅଙ୍ଗ ଶରୀରରୁ ହୋଇଯାଏ ଅଲଗା…

ଓ୍ବାଶିଂଟନ,୨୮।୧୧ : ଗତ ଦଶନ୍ଧିରେ, ସମଗ୍ର ବିଶ୍ୱରେ ମହାକାଶ ଯାତ୍ରା ପାଇଁ କ୍ରେଜ ଯଥେଷ୍ଟ ବୃଦ୍ଧି ପାଇଛି। ଶିଳ୍ପପତି ଏଲନ ମସ୍କଙ୍କ କମ୍ପାନୀ ସ୍ପେସ ମହାକାଶ ଯାତ୍ରା ପାଇଁ ନୂଆ ଦିଗ ଖୋଲିଛନ୍ତି। ତେବେ ସ୍ପେସ ଭ୍ରମଣରେ ବହୁ ଅସୁବିଧା ରହିଛି…

ହ୍ୟାଣ୍ଡ ପମ୍ପରୁ ପାଣି ବଦଳରେ ବାହାରିଲା କ୍ଷୀର, ବାଲଟି ବାଲଟି ବୋହି ନେଲେ ଲୋକେ, ଭିଡିଓ ଭାଇରାଲ……

ମୋରଦାବାଦ,୨୮।୧୧ : ଉତ୍ତରପ୍ରଦେଶର ମୋରାଦାବାଦର ବିଲାରୀ ପୋଲିସ ଷ୍ଟେଶନ ଅଞ୍ଚଳରୁ ଏକ ଅଜବ ଖବର ଆସିଛି। ଏଠାରେ ସରକାରୀ ହ୍ୟାଣ୍ଡ ପମ୍ପରୁ କ୍ଷୀର ବାହାରିଛି। ଖବର ପ୍ରଚାର ହେବା ପରେ ଲୋକେ ଜମା ହୋଇ ବାଲଟି ବାଲଟି କ୍ଷୀର ଘରକୁ ବୋହି…

ବିଦାୟ ବେଳେ କାନ୍ଦୁଥିଲେ କନ୍ୟା, ଭିଡିଓ ଶେଷ ଯାଏ ଦେଖିଲେ…

ବର୍ତ୍ତମାନ ବିବାହ ସିଜିନ୍‌ ଚାଲିଛି ବିବାହର ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି। ତେବେ ବିବାହରେ ସବୁଠାରୁ ଗୁରତ୍ୱପୂର୍ଣ୍ଣ ଅଂଶ ହେଉଛି କନ୍ୟାବିଦା। ଏହି ସମୟ ଭାବପ୍ରବଣର ସମୟ। ଏକ ଝିଅ ତାଙ୍କ ନିଜ ଲୋକଙ୍କୁ ଛାଡ଼ି ଅନ୍ୟର ଘରକୁ…

ଭିଣୋଇଙ୍କୁ  ଖୁସି କରିବା ପାଇଁ ବରର ଗାଡ଼ି ପଛରେ ଲେଖା ହୋଇଥିଲା ଏମିତି କିଛି, ଭିଡିଓ ଭାଇରାଲ 

ଭାରତୀୟ ବିବାହରେ ବରର ଭିଣୋଇ ଏବଂ ପିଷାଙ୍କୁ ଅଧିକ ଗୁରତ୍ୱ ଦିଆଯାଏ । କାରଣ ଦୁହେଁ ଅତି ଶୀଘ୍ର ରାଗି ଯାନ୍ତି। ତେଣୁ ବରର ଡିିମାଣ୍ଡ ପୂରଣ ହେଉ କି ନ ହେଉ, ଭିଣୋଇ ଏବଂ ପିଷାଙ୍କୁ ଅସନ୍ତୁଷ୍ଟ କରିବାକୁ କେହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?