ଡଙ୍ଗା ଉପରେ କଳା ଚଷମା ପିନ୍ଧି ଏଭଳି ଗୀତ ଗାଉଥିଲେ ବ୍ୟକ୍ତି, ହଠାତ ଚାଲିଆସିଲା ବିଶାଳକାୟ ସାପ; ଆଉ ତା’ ପରେ…
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କିଛି ଭିଡିଓକୁ ଦେଖି ହସ ରୋକି ହୁଏନା। ଏବେ ସେଭଳି ଏକ ମଜାଦାର ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଯେକେହି ହସିହସି ଗଡ଼ିବେ। ଭିଡିଓରେ ଜଣେ ମୁସଲମାନ ବ୍ୟକ୍ତି ନଜର ଆସୁଛନ୍ତି। ସେ ଡଙ୍ଗା…
କପାଳରେ ପ୍ରେମିକଙ୍କ ନାଁରେ ଟାଟୁ କଲେ ଯୁବତୀ, କହିଲେ ଏହା ପଛର କାରଣ…
ଆଜିକାଲି ପ୍ରେମିକା-ପ୍ରେମିକ ପ୍ରେମ ପାଇଁ କିଛି ବି କରିବାକୁ ପଛାଉ ନାହାନ୍ତି। ପ୍ରେମିକା ହୁଅନ୍ତୁ କି ପ୍ରେମିକ ସେମାନଙ୍କର ସ୍ନେହ ଏବଂ ପ୍ରେମ ପ୍ରକାଶ କରିବାକୁ ଅନନ୍ୟ ଉପାୟ ଖୋଜନ୍ତି। ବ୍ରିଟେନର ଜଣେ ଯୁବତୀ ପ୍ରେମିକଙ୍କ ନାମକୁ ତାଙ୍କ କପାଳରେ ସ୍ଥାୟୀ…
୧.୫ କୋଟି ଟଙ୍କା ଦରମା, ପାର୍ଟନରଙ୍କ ସହ ରହିବାକୁ ମିଳିବ ପୂରା ଆଇଲାଣ୍ଡ: ଅରବପତିଙ୍କ ନିଯୁକ୍ତି ଅଫର୍
ଅନେକ ଥର କୌଣସି ଏକ ସ୍ଥାନକୁ ବୁଲିବାକୁ ଗଲେ ସେଠାକାର ସୌନ୍ଦର୍ଯ୍ୟ ଏତେ ଭଲ ଲାଗେ ଯେ ସେଠାରୁ ଫେରିବାକୁ ଆଦୌ ଇଛା ହୁଏ ନାହିଁ। କିନ୍ତୁ ସେଠାରେ ରହିବା ଏବଂ ଖାଇବା ପାଇଁ ଅଧିକ ଖର୍ଚ୍ଚ ହୁଏ। ଯଦି ଏପରି…
ଗୋଟିଏ ଘଣ୍ଟାରେ ଏହି ମହିଳା କମାନ୍ତି ୪ ଲକ୍ଷ ଟଙ୍କା, ଜାଣନ୍ତୁ ରୋଜଗାରର ତରିକା
ଆଜିର ସମୟରେ ସମସ୍ତେ ଅଧିକ ଟଙ୍କା ରୋଜଗାର କରିବାକୁ ଆଶା କରୁଛନ୍ତି। ଟଙ୍କା ରୋଜଗାର କରିବା ସହଜ, କିନ୍ତୁ ଏଥିପାଇଁ ଅନେକ ମୁଣ୍ଡ ଖର୍ଚ୍ଚ କରିବାକୁ ପଡ଼େ। ଗୋଟିଏ ପଟେ ଲୋକମାନେ କଠିନ ଅଧ୍ୟୟନ କରନ୍ତି, ପରୀକ୍ଷା ଦିଅନ୍ତି ଏବଂ ତା’ପରେ…
ଶିକାର ବଦଳରେ ସାମ୍ନାକୁ ଆସିଗଲା ବିଶାଳକାୟ ସାପ, ଭୟରେ ଥରହର ହେଲା କୁମ୍ଭୀର; ଭାଇରାଲ ଭିଡିଓ ଦେଖିଲେ…
ଜନ୍ତୁ ମଧ୍ୟରେ କୁମ୍ଭୀରକୁ ସବୁଠାରୁ ଘାତକ ଶିକାରୀ ଭାବେ ଗଣାଯାଏ। ଏହା ସମ୍ମୁଖକୁ ଆସିବାକୁ ଜଙ୍ଗଲର ରାଜା ସିଂହଠାରୁ ଆରମ୍ଭ କରି ବଡ଼ ବଡ଼ ଜନ୍ତୁ ଆସିବାକୁ ସାହସ କରି ନ ଥାନ୍ତି। ବିଶେଷକରି ପାଣିରେ କୁମ୍ଭୀରର ଶକ୍ତି ଅଧିକ ବଢ଼ିଯାଇଥାଏ।…
ଉଡି ଉଡି ଆସି ପାର୍ସଲ ଦେଲେ ଡେଲିଭରି ବଏ, ଭିଡିଓ ଭାଇରାଲ ପରେ ଅବାକ ହେଲେ ଲୋକେ…
ସାଇକେଲ କିମ୍ବା ବାଇକ୍ ନୁହେଁ, ଉଡି ଉଡି ପାର୍ସଲ ଦେବାକୁ ପହଞ୍ଚିଲେ ବ୍ୟକ୍ତି। କିଛି ଏଭଳି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଚର୍ଚ୍ଚାର କାରଣ ପାଲଟିଛି। ଭିଡିଓଟିକୁ ଯେକେହି ଦେଖୁଛି ଚକିତ ହେଉଛି। କାରଣ ବ୍ୟକ୍ତିଜଣଙ୍କ ଠିକ୍ ପ୍ରଜାପତି…
ଉବରରେ ମାଲାମାଲ ହେଉଛନ୍ତି ଡ୍ରାଇଭର, ରାଇଡ୍ କ୍ୟାନସଲ କରି କମାଉଛନ୍ତି ବିପୁଳ ଟଙ୍କା
ଓ୍ବାଶିଂଟନ୍,୮।୧୧: କୌଣସି ଦୂର ବାଟକୁ ଯିବା ପାଇଁ ଆପଣ ଉବର, ଓଲା ପରି ରିଜର୍ଭ ଗାଡି ବୁକିଂ କରୁଥିବେ। ବେଳେବେଳେ ଦେଖାଯାଏ କି, ବେଶୀ ଦୂର ବାଟ ହେଲେ କି କୌଣସି ଅସୁବିଧା ଯୋଗୁ ଏହି ଗାଡିର ଡ୍ରାଇଭର ବୁକିଂ କ୍ୟାନସଲ…
ଜାପାନ ଇତିହାସରେ ପ୍ରଥମ, ମେଟ୍ରୋରେ ଅଜବ ସ୍ଥିତି
ଟୋକିଓ, ୮।୧୧: ଜାପାନକୁ ଦୁନିଆର ଟେକ୍ନୋଲଜିରେ ସବୁଠୁ ଉନ୍ନତ ଦେଶ କୁହାଯାଇଥାଏ। ଜାପାନ ସବୁ ଦେଶ ଠାରୁ ଦଶ ପାଦ ଆଗକୁ ଯାଇ ଏପରି କିଛି ଉଦ୍ଭାବନ କରିଥାଏ। ଯାହାକୁ ଦେଖି ଲୋକ ତାଜୁବ ହୋଇଯାଆନ୍ତି। କୁହାଯାଏ କି, ବିଶ୍ୱରେ ଜାପାନ…
ଆଲାଦ୍ଦିନଙ୍କ ପରି କୁହୁକ ଗାଲିଚାରେ ବୁଲିଲେ ଯୁବକ, ଭିଡ଼ିଓ ଭାଇରାଲ…
ନୂଆଦିଲ୍ଲୀ,୮।୧୧ : ଅନେକେ ଆଲାଦ୍ଦିନଙ୍କୁ ଭେଟିବା ଏବଂ ତାଙ୍କ ଯାଦୁକରୀ କୁହୁକ ଗାଲିଚା ଉପରେ ଯାତ୍ରା କରିବାର ସ୍ବପ୍ନ ଦେଖିଥାଇ ପାରନ୍ତି। ସମ୍ପ୍ରତି ଗୁରୁଗ୍ରାମର ଜଣେ ଯୁବକ ଆଲାଦ୍ଦିନ ପରି ପୋଷାକ ପରିଧାନ କରି ରାସ୍ତାରେ ବୁଲି କରି ନିଜରକୁହୁକ ଗାଲିଚାରେ…
ମୂଷା ପିଇଦେଲେ ୬୦ ବୋତଲ ମଦ, ଗିରଫ କଲା ପୋଲିସ…
ଭୋପାଳ,୮।୧୧ : ମଧ୍ୟପ୍ରଦେଶର ଛିନ୍ଦୱାଡା କୋତୱାଲୀ ପୋଲିସ ଷ୍ଟେଶନରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ପୋଲିସ ଷ୍ଟେଶନରେ ଥିବା ମଦ ବୋତଲକୁ ଖାଲି କରିଥିବା ଅଭିଯୋଗରେ ଏକ ମୂଷାକୁ ଗିରଫ କରାଯାଇଛି। ମଦ୍ୟପ ମୂଷା ବର୍ତ୍ତମାନ କୋର୍ଟରେ ହାଜର ହେବ!…
ଘର ଭଡା ପାଇଁ ଇଣ୍ଟରଭ୍ୟୁ! ପ୍ରଶ୍ନ UPSC ଠୁ ବି କଠିନ
ବେଙ୍ଗାଲୁର,୮।୧୧: ଭଡା ନେବା ପୂର୍ବରୁ ପ୍ରଥମେ ଘର ଦେଖିବା ପରେ ପସନ୍ଦ ଆସିଲେ ଆପଣ ଘର ମାଲିକଙ୍କୁ ଟଙ୍କା ଦେଇ କଥା ଫଇସଲା କରିଥା’ନ୍ତି। କିନ୍ତୁ ଘର ପାଇଁ ଯଦି ଆପଣଙ୍କକୁ ଇଣ୍ଟରଭ୍ୟୁ ଦେବାକୁ ପଡେ? ଏପରି ଘଟଣା ଘଟିଛି ଦେଶର…
ସ୍ବାସ୍ଥ୍ୟ ଚିକିତ୍ସାରେ ରେଡିଓଲୋଜି
ଅନ୍ତର୍ଜାତୀୟ ରେଡିଓଲୋଜି ଦିବସ ହେଉଛି ଏକ ବାର୍ଷିକ କାର୍ଯ୍ୟକ୍ରମ, ଯାହା ଆଧୁନିକ ସ୍ବାସ୍ଥ୍ୟସେବାରେ ମେଡିକାଲ ଇମେଜିଙ୍ଗର ଭୂମିକାକୁ ପ୍ରୋତ୍ସାହିତ କରିଥାଏ। ଏହି ଦିବସ ପ୍ରତିବର୍ଷ ନଭେମ୍ବର ୮ରେ ପାଳନ କରାଯାଇଥାଏ ଏବଂ ଏକ୍ସ-ରେ ଆବିଷ୍କାର ବାର୍ଷିକୀ ସହିତ ପାଳନ କରାଯାଇଥାଏ। ୟୁରୋପୀୟ…

