ଭୂତିଆ ଦୁର୍ଗ: ପ୍ରବେଶ କରିବା ମାତ୍ରେ ଓଲଟା ପାଦରେ ଫେରନ୍ତି ଲୋକ
ଇଂଲଣ୍ଡ,୧୮।୧୦: ବ୍ରିଟେନର ଲେକ ଜିଲା ଅନ୍ତର୍ଗତ ରାଭେନଗ୍ଲାସ ନିକଟରେ ରହିଛି ଏକ ଦୁର୍ଗ। ଯାହା ଭୂତିଆ ଦୁର୍ଗ ଭାବରେ ବେଶ ପରିଚିତ । ଏହାକୁ ମୁନକ୍ୟାଷ୍ଟର ଦୁର୍ଗ ବୋଲି ମଧ୍ୟ କୁହାଯାଏ। ଦୁର୍ଗକୁ ନେଇ ଲୋକମାନେ କୁହାକୁହି ହୁଅନ୍ତି ଯେ, ଏହି…
ଇସ୍ରାଏଲରେ ମହିଳାଙ୍କ ସହ ବର୍ବରତା, ଗୋଟିଏ ପରେ ଗୋଟିଏ ମହିଳା ସୈନିକଙ୍କୁ ନିର୍ମମ ଭାବରେ ହତ୍ୟା କରୁଛି ହମାସ, ସାମ୍ନାକୁ ଆସିଲା ଭିଡିଓ
ଜେରୁଜେଲମ,୧୮।୧୦: ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ ହେବାର କୌଣସି ନାଁ ନେଉନାହିଁ। ଯୁଦ୍ଧ ଆରମ୍ଭ ହେବାର ଦଶ ଦିନ ବିତିଗଲାଣି, କିନ୍ତୁ ସେମାନଙ୍କ ମଧ୍ୟରୁ କେହି ମଧ୍ୟ ପଛକୁ ଯିବାକୁ ପ୍ରସ୍ତୁତ ନୁହଁନ୍ତି। ଏହି ଯୁଦ୍ଧରେ ଏ…
ପୁରୁଷଙ୍କୁ ସ୍ତନ କର୍କଟ
ଲଣ୍ଡନ: ସାଧାରଣତଃ ମହିଳାଙ୍କ ସ୍ତନ କର୍କଟ ହେବା ଶୁଣିଛେ। ହେଲେ ନିକଟରେ ଜଣେ ପୁରୁଷଙ୍କ ସ୍ତନ କର୍କଟ ହୋଇଥିବା ଜଣାପଡ଼ିଛି। ଫ୍ଲୋରିଡ଼ାର ବାସିନ୍ଦା ୪୩ ବର୍ଷୀୟ ଜ୍ୟାକ୍ ୟାର୍ବ୍ରୋଗ୍ ୫ ବର୍ଷ ବୟସରେ ସାଙ୍ଗମାନଙ୍କ ସହ ପୋଖରୀରେ ପହଁରୁଥିଲେ। ସେତେବେଳେ ତାଙ୍କ…
ସାଥୀ ନ ପାଇ ନିଜକୁ ବାହାହେଲେ
ଲଣ୍ଡନ: ଅନେକେ ନିଜ ବିବାହ ପାଇଁ ସ୍ବପ୍ନ ଦେଖିଥାନ୍ତି। ସେଥିପାଇଁ ସଞ୍ଚୟ ମଧ୍ୟ କରିଥାନ୍ତି। ହେଲେ ଜଣେ ମହିଳା ତାଙ୍କ ବିବାହ ପାଇଁ ଅନେକ ବର୍ଷ ଧରି ସଞ୍ଚୟ କରିଥିଲେ ମଧ୍ୟ ଉପଯୁକ୍ତ ସାଥୀ ନ ପାଇବାରୁ ସେ ନିଜକୁ ବିବାହକରି…
୩୪୦୦ ବର୍ଷର ମମି ଆକୃତି ମୃତଦେହ
କାଏରୋ: ନିକଟରେ ମିଶରରେ ପ୍ରାଚୀନ କବର ମିଳିଛି। ଏଥିରେ ‘ମୃତକଙ୍କ ବହି’ ସହ ୩୪୦୦ ବର୍ଷ ପୁରୁଣା ମମି ଆକୃତି ମୃତଦେହ ରହିଛି। କୁହାଯାଉଛି, ଏଥିରେ ପ୍ରାଚୀନ ମିଶରର ନ୍ୟୁ କିଙ୍ଗ୍ଡମ୍ର ପୂଜାରୀଙ୍କ ମୃତଦେହ ସାମିଲ ହୋଇଥାଇପାରେ। ରିପୋର୍ଟ ମୁତାବକ, ମିଶର…
ହାତ ପାଆନ୍ତାରେ ହାର୍ଟ ଆଟାକରୁ ଦୂରେଇ ରହିବାର ସହଜ ଉପାୟ, ଆପଣେଇ ଦେଖନ୍ତୁ…
ମୁମ୍ବାଇ : ଏକ ଅଧ୍ୟୟନ ଅନୁଯାୟୀ, ପ୍ରତିଦିନ ଶୋଇବାରେ ମାତ୍ର ଦେଢ଼ ଘଣ୍ଟା(୯୦ ମିନିଟ) ବିଳମ୍ବ କରିବା ହୃଦୟର ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ନିଦ୍ରା ଅଭାବରୁ ବିଭିନ୍ନ ହୃଦୟ ସମ୍ବନ୍ଧୀୟ ରୋଗ ହୋଇପାରେ। ଏହି ଅଧ୍ୟୟନରୁ ଜଣାପଡିଛି ଯେଉଁମାନେ…
ଉଡ଼ନ୍ତା ପ୍ଲେନ୍ରେ କିଭଳି ପକାଯାଏ ଇନ୍ଧନ, ଦୃଶ୍ୟ ଦେଖିଲେ ଚକିତ ହେବେ; ଭାଇରାଲ ହେଉଛି…
ସାଧାରଣତଃ ବିମାନରେ ସ୍ବତନ୍ତ୍ର ଇନ୍ଧନ ବ୍ୟବହୃତ ହୁଏ ବୋଲି ସମସ୍ତେ ଜାଣନ୍ତି। ହେଲେ କେବେ ବିମାନରେ ଏହାକୁ ପକାଯିବାର ଦୃଶ୍ୟ ଦେଖିଛନ୍ତି କି? ହୁଏତ ନା। ତେବେ ଇଣ୍ଟରନେଟ୍ରେ ଏବେ ଆକାଶରେ ଉଡନ୍ତା ପ୍ଲେନ୍ରେ ଇନ୍ଧନ ପକାଯିବାର ଏକ ଭିଡିଓ ଭାଇରାଲ…
ଆଖି ପିଛୁଳାକେ ନିଜ ସାଥୀକୁ ଜିଅନ୍ତା ଗିଳିଦେଲା କୁମ୍ଭୀର, ଦୃଶ୍ୟ ଦେଖିଲେ ଟାଙ୍କୁରି ଉଠିବ ଲୋମ…
କୁମ୍ଭୀରକୁ ଦୁନିଆର ସବୁଠାରୁ ଭୟଙ୍କର ଶିକାରୀ ତାଲିକାରେ ଗଣାଯାଇଥାଏ। ଏଥିଲାଗି ଯେତେ ବଡ଼ ପ୍ରାଣୀ ହୋଇଥାଉନା କାହିଁକି କୁମ୍ଭୀର ସମ୍ମୁଖକୁ ଆସିବାକୁ ଡରିଥାଏ। ଜଙ୍ଗଲର ରାଜା ସିଂହ ବି ଏହାଠାରୁ ଦୂରରେ ରୁହେ। ହେଲେ ଏଭଳି ଏକ ବିଶାଳକାୟ କୁମ୍ଭୀରର ଭିଡିଓ…
ଅକ୍ଟୋବରରେ ଥାଏ ବାତ୍ୟାର ଭୟ
ନୂଆଦିଲ୍ଲୀ,୧୭।୧୦: ଆନ୍ଧ୍ରପ୍ରଦେଶ ଏବଂ ଓଡିଶା ଉପକୂଳରେ ସାଧାରଣତଃ ଅକ୍ଟୋବର ଏବଂ ନଭେମ୍ବରରେ ମସୁମୀ ଫେରିଯିବା ପରେ ଘୂର୍ଣ୍ଣିବଳୟ ଦେଖା ଦେଇଥାଏ। ତେବେ ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ମୌସୁମୀ ପରବର୍ତ୍ତୀ ଘୂର୍ଣ୍ଣିବଳୟ ରାଜ୍ୟ ଉପକୂଳକୁ ରକ୍ଷା କରିପାରେ। ପୂର୍ବ ଉପକୂଳରେ…
ଅଫିସରେ ବଶି ଫାଇଲ ଚେକ୍ କରୁଛି ମାଙ୍କଡ଼
ପ୍ରତ୍ୟୋକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଫଟୋ ଭିଡିଓ ଭାଇରାଲ ହେଉଛି। ଯାହା ଅନେକ ସମୟରେ ଆଶ୍ଚର୍ଯ୍ୟ କରିଦେଲା ଭଳି ରହିଥାଏ । ସରକାରୀ କାର୍ଯ୍ୟାଳୟ ହେଉ କି ବେସରକାରୀ, କର୍ମଚାରୀଙ୍କ କାର୍ଯ୍ୟ ଉପରେ ନଜର ରଖିବା ପାଇଁ…
ଲୋକାଲ ଟ୍ରେନ୍ରେ ଅଙ୍କଲ ଡାକିବାରୁ , ଯାହା ଶୁଣିଲେ….
ମୁମ୍ବାଇ ଲୋକାଲ ଟ୍ରେନ୍ର ଏକ ମଜାଦାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଟ୍ରେନ୍ରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ଅନ୍ୟ ଜଣଙ୍କୁ ଅଙ୍କଲ ଡାକିବାରୁ ସେ ଯାହା ଉତ୍ତର ଦେଇଛନ୍ତି ତାହା ଖୁବ୍ ମଜାଳିଆ ମନେହୁଏ। ମ୍ୟାଡାମ- ସାର ବଦଳରେ…
ଦାରିଦ୍ର୍ୟମୁକ୍ତ ପୃଥିବୀ ସମ୍ଭବ
ଦାରିଦ୍ର୍ୟ ହିଁ ସମସ୍ତ ସମସ୍ୟାର ମୁଖ୍ୟ କାରଣ। ତେବେ ଦାରିଦ୍ର୍ୟ ମୁକ୍ତ ପୃଥିବୀ ସମ୍ଭବ। ଏହାର ଦୂରୀକରଣ ପାଇଁ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଅକ୍ଟୋବର ୧୭ରେ ସମଗ୍ର ବିଶ୍ୱରେ ଅନ୍ତର୍ଜାତୀୟ ଦାରିଦ୍ର୍ୟ ଦୂରୀକରଣ ଦିବସ ପାଳନ କରାଯାଇଥାଏ। ୧୯୮୭ ମସିହାରେ…

