ଫୁରସତ

ମା’ ପାଇଁ କୁଅ ଖୋଲିଲା ପୁଅ

ମୁମ୍ବାଇଠାରୁ ୧୨୦ କି.ମି. ଦୂର ପାଲଘରର କେଲଓ୍ବେ ଗାଁରେ ବହୁ ବର୍ଷ ଧରି ପାଣିର ବହୁତ ସମସ୍ୟା ରହିଆସିଛି। ଏଠାରେ ପାଣି ପାଇଁ ନଦୀ ଏକମାତ୍ର ସାହା ଭରସା। ଏବେ ଏହି ନଦୀର ଜଳସ୍ତର ବି ବହୁତ କମି ଗଲାଣି।...

‘ଯୋଗ୍ୟତା ପରଖୁ ପରଖୁ ପାଲଟିଲି ଔପନ୍ୟାସିକ’

ଯେବେ ନିଶାର୍ଦ୍ଧରେ ସମସ୍ତେ ଶୋଇ ଯାଆନ୍ତି, ସେତେବେଳେ ତାଙ୍କ ମାନସପଟରେ ଜୀବନ୍ତ ହୋଇଯାଏ କାହାଣୀର ଚରିତ୍ର ସବୁ । ଆଉ ସେ କାଗଜ କଲମ ଧରି ବସି ପଡ଼ନ୍ତି ଲେଖିବାକୁ । ରାତି ଯେତେ ବଢେ କାହାଣୀ ସେତେ ଆଗକୁ...

ବୋଉ କହିଲା ପ୍ରଥମ ରୋଜଗାର ଟଙ୍କା ଦିଅଁଙ୍କ ପାଖରେ ରଖିଦେ: କଥାକାର ଲୋପାମୁଦ୍ରା ପରିଡା

ପ୍ରଥମ ରୋଜଗାରର ଶୀର୍ଷକରେ ଧରିତ୍ରୀରେ ଯେତେବେଳେ କାହାକୁ ପଢ଼ୁଥିଲି, ସେତେବେଳେ ଭାବୁଥିଲି ଯଦି କୋଉ ଦିନ ମତେ ଲେଖିବାକୁ ସୁଯୋଗ ମିଳେ ମୁଁ କ’ଣ ବା ଲେଖିବି ! ସବୁ ପ୍ରଥମରେ ଯେମିତି ବହେ ଅଙ୍କ କଷା ପାଠ ଥାଏ,...

ବାପା ମୋର ପ୍ରଥମ ଗୁରୁ: ଜିତେନ୍ଦ୍ର ପଟ୍ଟନାୟକ

ଦୀର୍ଘ ୪ ଦଶନ୍ଧିରୁ ଅଧିକ ହେବ ସେ ଏକାଧିକ ମଞ୍ଚନାଟକ, ଟିଭି ଧାରାବାହିକ ଓ ସିନେମାରେ ନିର୍ଦ୍ଦେଶନା ଦେବା ସହିତ ବହୁ ନାଟକରେ ଅଭିନୟ କରିସାରିଛନ୍ତି। ଯେଉଁଥିପାଇଁ ତାଙ୍କୁ ମିଳିଛି ଅନେକ ସମ୍ମାନ ଓ ପୁରସ୍କାର। ସେ ହେଲେ ଜିତେନ୍ଦ୍ର...

ନିକଟ ଭବିଷ୍ୟତରେ ଧ୍ୱଂସ ହେବ ପୃଥିବୀ, ମିଳିଲାଣି ଏସବୁ ସଙ୍କେତ

ଇସ୍ରାଏଲରେ ଘଟିଥିବା ତିନୋଟି ଅନନ୍ୟ ଘଟଣା ବିଷୟରେ ଭବିଷ୍ୟଗଣନକାରୀମାନେ ସକ୍ରିୟ ହୋଇଯାଇଛନ୍ତି। ସେମାନେ କହିଛନ୍ତି, ଏହି ତିନୋଟି ଘଟଣା ପୃଥିବୀ ଧ୍ୱଂସ ହେବାର ସୂଚାଇପାରେ। ସେମାନଙ୍କର ଅସ୍ତିତ୍ୱ ମାନବିକତା ପାଇଁ ଏକ ଖରାପ ସଙ୍କେତ ଦେଉଛି। ଭବିଷ୍ୟଗଣନାକାରୀଙ୍କ ଏହି ଦାବି...

ପଥପ୍ରାନ୍ତେ ଭାଗ୍ୟ ଭବିଷ୍ୟତ

ରାଜଧାନୀ ଭୁବନେଶ୍ୱର। ପିଏମ୍‌ଜି ଅଫିସ ଛକ ସମ୍ମୁଖରୁ ଇନ୍ଦିରା ଗାନ୍ଧୀ ପାର୍କ ରାସ୍ତାକଡ଼ରେ ବସିଥାନ୍ତି ଜଣେ ୪୭ ବର୍ଷୀୟ ବ୍ୟକ୍ତି। ପାଖରେ ରଖିଥାନ୍ତି କେତୋଟି ପାଞ୍ଜି । ତାଙ୍କ ପାଖରେ ବସିଥିବା ଜଣେ ବ୍ୟକ୍ତିଙ୍କ ହାତ ଦେଖି କହୁଥାନ୍ତି-ଆପଣ ଜଣେ...

ସୁପର୍‌ ଦାଦି

ବୟସ ହୋଇଗଲେ ଅନେକଙ୍କର ମନୋବଳ ଦୁର୍ବଳ ହୋଇଯାଏ।  କାମ କରିବାକୁ ସେମାନେ ଅସମର୍ଥ ହୋଇଯାନ୍ତି। ତାଙ୍କୁ ଦେଖିଲେ ଲାଗେ ସତେ ଯେମିତି ବାର୍ଦ୍ଧକ୍ୟ ସେମାନଙ୍କୁ ସମ୍ପୂର୍ଣ୍ଣ କାବୁ କରିନେଇଛି। ହେଲେ ଏଠାରେ ଯେଉଁ କେତେଜଣ ମହିଳାଙ୍କ ସମ୍ପର୍କରେ ଉଲ୍ଲେଖ କରାଯାଉଛି,...

ପରିଚୟ ଦେଇଛି ୟୁଟ୍ୟୁବ୍‌

ବର୍ତ୍ତମାନ ଡିଜିଟାଲ୍‌ ଯୁଗରେ ୟୁଟ୍ୟୁବ୍‌ ଏକ ଏମିତି ପ୍ଲାଟଫର୍ମ ଯେଉଁଠି ନା କେବଳ ରହିଛି ଶିଖିବାକୁ ବିଭିନ୍ନ ଭିଡିଓର ଗନ୍ତାଘର ବରଂ ଏହା ମଧ୍ୟ ପାଲଟିଛି ଅନେକଙ୍କ ପାଇଁ ବେଷ୍ଟ କ୍ୟାରିୟର ଅପ୍ସନ। ନିଷ୍ଠା, ଉଦ୍ୟମ ବଳରେ ଏହି ଫିଲ୍ଡରେ...

୫୭ କେ.ଜି.ର ତମ୍ବା ବହି

ଭୋପାଲ: ପ୍ରାଚୀନ କାଳରେ ଭବିଷ୍ୟତ ପିଢ଼ିଙ୍କ ପାଇଁ ଡକ୍ୟୁମେଣ୍ଟକୁ ସୁରକ୍ଷିତ ରଖିବାକୁ ତମ୍ବା ପ୍ଲେଟ୍‌ର ବ୍ୟବହାର କରାଯାଉଥିଲା। କିନ୍ତୁ ମଧ୍ୟପ୍ରଦେଶ ଇନ୍ଦୋରର ଜଣେ ଓକିଲ ତମ୍ବା ପ୍ଲେଟରୁ ୫୭ କେ.ଜି.ର ତମ୍ବା ବହି ପ୍ରସ୍ତୁତ କରିଛନ୍ତି। ୨୦୦ ସହରର ୪୨...

ଜନ୍ମଦିନରେ ହୀରା ମିଳିଲା

ୱାଶିଂଟନ: ଜନ୍ମଦିନରେ ସମସ୍ତ ଉପହାର ପାଇବାକୁ ଉତ୍ସାହିତ ଥାନ୍ତି। ତେବେ ନିକଟରେ ଏକ ୭ ବର୍ଷୀୟା ଝିଅକୁ ତା’ ଜନ୍ମଦିନରେ ଏକ ଖାସ୍‌ ଉପହାର ମିଳିଛି। ଆମେରିକାର ଅକାନସସ୍‌ସ୍ଥିତ ରାଜ୍ୟ ପାର୍କରୁ ଏକ ୨.୯୫ କ୍ୟାରେଟ୍‌ର ହୀରା ମିଳିଛି। ରିପୋର୍ଟ...

୫ମ ମହଲାରେ ପେଟ୍ରୋଲ ପମ୍ପ

ବେଜିଂ: ଚାଇନା ଦୁନିଆରେ ନିଜର ଅଜବଗଜବ କାରନାମା ପାଇଁ ବେଶ୍‌ ପରିଚିତ। ଏହାର ପ୍ରସ୍ତୁତି ଦୁନିଆକୁ ଅନେକ ସମୟରେ ଆଶ୍ଚର୍ଯ୍ୟରେ ପକାଇଥାଏ। ନିକଟରେ ଚାଇନା ଏପରି ଏକ ପେଟ୍ରୋଲ ପମ୍ପ ତିଆରି କରିଛି, ଯାହା ଏକ ବିଲ୍ଡିଂର ୫ମ ମହଲାରେ...

ଆଜି ବିଶ୍ୱ ଆତ୍ମହତ୍ୟା ନିରୋଧୀ ଦିବସ : ମାନସିକ ଅବସାଦ ଦୂର କରୁଛି ସୋସିଆଲ ମିଡିଆ

ଭୁବନେଶ୍ୱର,୧୦।୯(ଅନୁରାଧା ମହାରଣା)ମାନସିକ ଅବସାଦ କାରଣରୁ ଯୁବପିଢ଼ି ଅନେକ ସମୟରେ ଆମତ୍ହତ୍ୟା ପରି ଚରମ ପଦକ୍ଷେପ ନେଉଛନ୍ତି। ତେବେ ଏହି ମାନସିକ ଅବସାଦ ପଛରେ ବିଭିନ୍ନ କାରଣ ରହୁଛି। ଆର୍ଥିକ, ପାରିବାରିକ ଓ ସାମାଜିକ ସମସ୍ୟା, ପ୍ରେମ ବା ବିବାହଜନିତ ସମସ୍ୟା,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri